ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ || Chhabila Madhu Barnabodha Book ||CM Mohan Majhi ||Odisha Reporter

Поделиться
HTML-код
  • Опубликовано: 8 фев 2025
  • ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ବଦଳିଲା ବର୍ଣ୍ଣବୋଧ ପୁସ୍ତକର ରୂପରେଖ || Chhabila Madhu Barnabodha Book ||CM Mohan Majhi ||Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #MohanCharanMajhi #Barnabodha #book #news #update #odishareporter

Комментарии • 40

  • @singhuramhansdah7363
    @singhuramhansdah7363 6 дней назад +9

    ଏମାନଙ୍କର ପାଠ ସହିତ କିଛି ମତଲବ୍ ନାହିଁ... ନିଜର ରଙ୍ଗ ପ୍ରଚାରରେ ବ୍ୟସ୍ତ...... ନୂତନ ବର୍ଣ୍ଣବୋଧ ଯଉଟା ମୋହନ ମାଝୀ ଆଜି ଉପସ୍ଥାପନା କଲେ ସେଇଟାରେ ପାଠ କମ୍ ଅଛି ଗେରୁଆ ରଙ୍ଗ ଆଧିକ ଅଛି.......
    ଆଉ କିଛି ଦିନ ପରେ ଏମାନେ ସବୁ ସ୍କୁଲ ବହିକୁ ଗେରୁଆ କରିବେ

  • @narayanpradhan6563
    @narayanpradhan6563 4 дня назад +1

    ମୁଖ୍ୟ ମନ୍ତ୍ରୀ ମହାଶୟ ଶୁଣନ୍ତୁ ବିନାଶ କାଳେ ବିପରୀତ ବୁଦ୍ଧି ମଧୁସୂଦନ ରାଓ ଥିଲେ ସାରା ବିଶ୍ୱରେ ଭକ୍ତ କବି କେବଳ ଓଡ଼ିଆ ଭାଷାରେ ସେ ଥିଲେ ମହା ମାନବ ସେ ଯେଉଁ ଅମୁଲ୍ୟ ରତ୍ନ ଆମ୍ଭମାନଙ୍କୁ ଦାନ ଦେଇଛନ୍ତି ତାହା ନର ସମାଜ ଥିଲା ପର୍ଯ୍ୟନ୍ତ ଅସରନ୍ତି ସମ୍ପତି ରୂପେ ସମାଜ ଭୋଗ କରିବ କିନ୍ତୁ ସେ ଥିଲେ ବହୁତ ଜ୍ଞାନୀ ତୁମେ ଅଜ୍ଞାନୀ ତାଙ୍କୁ ଅପମାନ କରୁଛ 🐈ବିଲେଇ ଚିତ୍ରର ମହତ୍ୱ ଏହା ଯେ ବିଲେଇ ଏକ ଅପୂର୍ବ ଜୀବ କିଛି ଶିଖିବା କଣ ତାହା ବିଲେଇ ଝାଡ଼ା ଫେରିଲେ ସେ ନିଜେ ନିଜର ନଖରେ ମାଟି ଆମ୍ପୁଡ଼ି ଘୋଡ଼େଇ ଦିଏ ଯେକି ବାହାରକୁ ଗାନ୍ଧ ହବନି ଶିକ୍ଷ୍ୟା ହେଉଛି ପରିମଳ ତେଣୁ ତୁମେ ଯଦି ଓଡିଶା ପାଇଁ କାମ କର ତାହା ଜନ କଲ୍ୟାଣ ପାଇଁ କର ନବୀନ ବାବୁଙ୍କ ପରି ଇତିହାସ ରେ ତୁମେ ସ୍ଥାନ ପାଇବ ଭଲ କାମ କର କ୍ରୀତଦାସ ପରି କାମ କରନି ଓଡିଶା ପାଇଁ ଭଲ କାମକର 🙏ଜାତି ନନ୍ଦିଘୋଷ ଚଳିବନି ଭାଇ ସ୍ୱାର୍ଥ କୁ ସାରଥୀ କଲେ ଟାଣେକିରେ ଗାଡି ଦାନାର ତୋବାଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ 🙏ଭୁଲ ଥିଲେ କ୍ଷମା କରିବେ 🙏ଓଡିଶା ବାସୀଙ୍କୁ ମୋର ବିନମ୍ର ପ୍ରଣାମ ❤️🙏❤️

  • @pabitradas-n3r
    @pabitradas-n3r 4 дня назад +1

    ପୁରୁଣା ବର୍ଣ୍ଣବୋଧରେ ABCD, ପଣକ୍ଷିଆ, ଜନଗଣ ରହିଥିଲା ତୁମମାନଙ୍କ କଣ ଅସୁବିଧା ହେଉଥିଲା କି??????
    ଶେଷରେ ଆମ ପିଲାଦିନ ସ୍ମୃତିକୁ ବଦେଳେଇ ଦେଲ... ଚ୍ଛି ଚ୍ଛି.....😢

  • @champamalik2033
    @champamalik2033 5 дней назад +1

    ଏମିତି ନିଷ୍ପତି କାହିଁକି ମୁଁ କିଛି ବୁଝି ପାରୁନି

  • @uttamdas9353
    @uttamdas9353 5 дней назад

    Good

  • @KoutukiaClass
    @KoutukiaClass 5 дней назад +1

    ବର୍ଣ୍ଣବୋଧ ରେ ବିଲେଇ ଚିତ୍ର କେଡେ ସୁନ୍ଦର ଥିଲା
    ପିଲାମାନେ ବିଲେଇ ପ୍ରିୟ। ବିଲେଇ ହେଉଛି ପ୍ରତିଟି ଓଡ଼ିଆ ପରିବାରର ସଦସ୍ୟ ଭାବେ ପରିଚିତ। ପିଲାମାନଙ୍କୁ ଯଦି କୁହାଯାଏ ଗୋଟେ ପ୍ରାଣୀର ଶବ୍ଦ କଲୁ ଆପଣା ଛାଏଁ ଶବ୍ଦ ବାହାରେ ମିୟାଉଁ। ଯିଏ ପ୍ରଥମେ ବିଳେଇ ଚିତ୍ର ଦେଇଥିବେ ସେ ତ କିଛି ଚିନ୍ତାକରି ଦେଇଥିବେ।
    ଵିଲେଇ ସହ ପିଲାମାନଙ୍କର ସମ୍ପର୍କ ଅତି ନିବିଡ଼। ଆଉ child pedagogy କୁ ଅନୁସରଣ କଲେ ବର୍ଣ୍ଣବୋଧ ଏଇ ବିଲେଇ ଛବି ପାଇଁ ଅଜି ସେ ପ୍ରତିଟି ଓଡ଼ିଆର ହୃଦୟରେ ଘର କରିଛି।
    ଅସ୍ମିତାର ଦ୍ୱାହି ଦେଇ ଓଡିଆକୁ ଅନାବଶ୍ୟକ ପରିବର୍ତ୍ତନ କରନ୍ତୁ ନାହିଁ
    ଓଡିଆ ଅସ୍ମିତା ବିଲେଇ ଛବି ସହ ଜଡ଼ିତ।
    ଧନ୍ୟବାଦ 🙏। 🐱

  • @gautamakumarsahoo5932
    @gautamakumarsahoo5932 6 дней назад +3

    ସରକାରଙ୍କ ଆଭିମୁଖ୍ୟ କଣ? ଛବିଳ ବର୍ଣ୍ଣବୋଧ ବଦଳରେ ଖାଲି ବର୍ଣ୍ଣବୋଧ, ବିରାଡ଼ି ବଦଳରେ ହରିଣ, ଭିନ୍ନ ରଙ୍ଗ ଆଉକିଛି ବି ଥାଇପାରେ। ଏ ସବୁ କଣ ପାଇଁ ବୁଝାପଡୁନି।

  • @simrands2626
    @simrands2626 6 дней назад +4

    Old is Gold

  • @labapatra579
    @labapatra579 6 дней назад +2

    ସରକାର୍ ଛାଲିଯିଵା ଆଗରୁ ସଵୁ ରଂଗ ବଦଳାଅ ପରେ ଆଉ କିଛି କରିପାରିବ ନାହିଁ ।ଧନ୍ୟବାଦ

  • @babunilipu9763
    @babunilipu9763 6 дней назад +3

    ଏ ଛୋଡା ସରକାର ଆଉ କଣ କରିପାରିବ କି 😂😂

  • @Tv9odisha1
    @Tv9odisha1 6 дней назад +4

    ଟିକେ ଗୋରା ଦେଖା ଯାଉଛନ୍ତି ମୋହନ ଦାଦା 😁

  • @arunrout9907
    @arunrout9907 5 дней назад

    ବିଜେପି ରଙ୍ଗ ଆଉ ଭଳ ଲାଗୁନି, ତାକୁ ଚେଞ୍ଜ କରନ୍ତୁ

  • @anshumanchanel1042
    @anshumanchanel1042 6 дней назад

    Good job mohan ji ❤❤

  • @foujilovers750
    @foujilovers750 6 дней назад

    Bahut sundar 🎉
    Ame Dhanya,tme dhanya,😂
    Bahut bada step nia gla

  • @RajeevMinz143
    @RajeevMinz143 6 дней назад +2

    ହରିଣ ବଦଳରେ
    ମୋହନ ମାଝୀ ଫଟୋ ଦିଅ

  • @Skstarvlog3735
    @Skstarvlog3735 6 дней назад +1

    ଜୟ ମୋହନ 🎉

  • @Odia798
    @Odia798 6 дней назад

    Good initiative

  • @Twanimallik123
    @Twanimallik123 6 дней назад +1

    Ranga mistri.sarkara nama

  • @AmiyarajJati-wo1ge
    @AmiyarajJati-wo1ge 6 дней назад +2

    ରେଡ଼ିଓ ଷ୍ଟେସନ ଅଛି
    କିନ୍ତୁ ଲୋକଙ୍କ ପାଖରେ ଆଗ ଅପେକ୍ଷା ଏବେ କେତେ ରେଡ଼ିଓ ଅଛି
    ବଦୁଲିବା ଦରକାର 😂

  • @BidyutKantiDas-w4d
    @BidyutKantiDas-w4d 6 дней назад +1

    Mo barnabodhaa haji jaichiiiii

  • @PravakarParamanik-u9k
    @PravakarParamanik-u9k 6 дней назад +2

    Saar padhinahanti

  • @bollywoodgossip123-b8v
    @bollywoodgossip123-b8v 4 дня назад

    Jaha hela bhala helani

  • @LilabatiLuha
    @LilabatiLuha 6 дней назад +2

    Chhi chhi Khali ranga badala au Kan janichu ki

  • @Suryasahoo-rf5iv
    @Suryasahoo-rf5iv 5 дней назад

    Pura bedha sarkar...5 yr re Khali colour change kariba...mohan pecha munha photo rakhilani

  • @MrSuryanarayandas
    @MrSuryanarayandas 6 дней назад +1

    Bilei ti ra dosha kan thila se kan Odia Ashmita ra birodhi thila , pachhare naarangi ranga bi thila 😢

  • @soumendramohapatra5957
    @soumendramohapatra5957 6 дней назад

    Khali change kale apana😂

  • @pintujena7850
    @pintujena7850 5 дней назад

    Bele thile musha dariba bahi nasta habane

  • @abmusic143
    @abmusic143 6 дней назад +1

    Sir keonjhar pain kuchi kora😭

  • @RLOVERS10
    @RLOVERS10 6 дней назад

    Right Now, is this the real problem of Odisha ? Please tell.

  • @khageswarbehera78
    @khageswarbehera78 6 дней назад

    Deer race now odisha education same

  • @prasantamahanta8210
    @prasantamahanta8210 6 дней назад +1

    Mr CM Mohan majhi RI Amin exam kn hela

  • @anilkumarbehera6804
    @anilkumarbehera6804 6 дней назад +1

    Sabu ta Ranga change

  • @debasismohanty-iq4qm
    @debasismohanty-iq4qm 6 дней назад

    Wrong

  • @gitanjaliparida1042
    @gitanjaliparida1042 6 дней назад +1

    Tume Khali ranga badaleiba pai aasichha.bahi vitara prustha re sehi purba patha hi lekha thiba.

    • @tarachanmahananda6791
      @tarachanmahananda6791 День назад

      Nahi harina saha patha change heba, eha mohan angya sarkar kahuchhanti

  • @gobindamunda2524
    @gobindamunda2524 6 дней назад +2

    CM ehaku nei rajaniti na kari sikshya bisaya re agaku badhantu

  • @manjukanhar2001
    @manjukanhar2001 6 дней назад

    Mohan sir apanka name change karidele badhe Val huanta na kn kahucha Odisa basi🙏🙏🙏🙏🙏🙏👍👍👍👍👍👍👍

    • @manjukanhar2001
      @manjukanhar2001 6 дней назад

      Bilei ta kn kharap lagila kahiki Harina rakhilo