Natia Comedy Part 526 || Goli Sirnka Transfer

Поделиться
HTML-код
  • Опубликовано: 2 фев 2025

Комментарии • 1,4 тыс.

  • @utkalcartoonworld
    @utkalcartoonworld  3 дня назад +334

    My11Circle App Link :
    my11circle.in/3CFATie Use my exclusive coupon: MECNEW to get additional 20% extra cash on first deposit"

  • @shibajiswai
    @shibajiswai 3 дня назад +347

    କିଏ କିଏ ନବ କାକା ର ବାହାଘର part -2 ପାଇଁ ଅପେକ୍ଷା କରିଛ 😊

  • @King_Ka_Queen_S
    @King_Ka_Queen_S 2 дня назад +143

    ବଡ଼ ହେଇକି ବି ଯେଉ ମାନେ ନଟିଆ କାର୍ଟୁନ ଦେଖୁଛ ପ୍ରେଜେଣ୍ଟ please 😘😘😘👍👍👍👍❤️❤️👍👍👍🎉🎉🎉👍👍

  • @Cuty_reena758
    @Cuty_reena758 3 дня назад +199

    ନବ କାକଙ୍କ ବାହାଘରର ପାର୍ଟ 2 ଦେଖିବା ପାଇଁ କୋଉମାନେ ଦିନ ରୁ ଅପେକ୍ଷା କରିଛ 🙋‍♀️🙋‍♀️🎉🎉😂😂😂👍👍👍👍

  • @odiareelsofficial2024
    @odiareelsofficial2024 3 дня назад +48

    ମା ସରସ୍ଵତୀ ଙ୍କ episode ଦେଖିବାକୁ excited ଅଛ ହାତ ଟେକନ୍ତୁ ❤️👋

  • @shibajiswai
    @shibajiswai 3 дня назад +568

    କିଏ କିଏ ନଟିଆ ର ଗୋଟେ ବି episode miss କରିନ like କର ❤❤❤

  • @balaramjata5127
    @balaramjata5127 2 дня назад +36

    କେଉଁମାନେ ନଟିଆ କମେଡି ଓ କାଟୁନ ସବୁଦିନ ଦେଖୁଛ❤❤

  • @GamerSwati
    @GamerSwati 3 дня назад +310

    ପ୍ରତ୍ୟେକ ସ୍କୁଲ ରେ ଏମିତି ଜଣେ ଜଣେ ଆଦର୍ଶ ଶିକ୍ଷକ ଥାଆନ୍ତି ଯାହାଙ୍କ ବିନା ଜୀବନ ଅଧୁରା ❤

  • @King_Ka_Queen_S
    @King_Ka_Queen_S 2 дня назад +11

    ନବ କାକା ଙ୍କ ବାହାଘର ପାର୍ଟ-2 ଦେଖିବା ପାଇଁ କେଉଁ ମାନେ କେତେ ଦିନ ରୁ ଅପେକ୍ଷା କରିଛ👍❤️👍👍👍😘😘👍👍

  • @MAAMANGALAKAKATPUR-os1xx
    @MAAMANGALAKAKATPUR-os1xx 3 дня назад +312

    ମା ମଙ୍ଗଳାଙ୍କ ଦୟାରୁ ସମସ୍ତଙ୍କ ପରିବାର ଭଲରେ ରହୁ ।କାହାର କେବେ କିଛି ବି ଅସୁବିଧା ନ ହଉ।ଜୟ ମା ମଙ୍ଗଳା ❤

  • @smtoonworld
    @smtoonworld 2 дня назад +5

    ବିବାହିତା ପିଲା କିଏ ସବୁ ଦେଖୁଛ ନଟିଆ କମେଡି ସତ କୁହ 😁

  • @Odia.jhiaPUJA
    @Odia.jhiaPUJA 3 дня назад +146

    ସକାଳୁ ସକାଳୁ ନଟିଆ କମେଡି ଦେଖିବା ପାଇଁ କାହାକୁ ସବୁ ଭଲ ଲାଗେ ଲାଇକ୍ କର👍👍

  • @Punam12378
    @Punam12378 3 дня назад +10

    ସକାଳୁ ସକାଳୁ ନଟିଆ କମେଡି ଦେଖିଲେ ମାଇଣ୍ଡ ଫ୍ରେସ୍ ହୋଇଯାଏ ନା କ'ଣ ସାଙ୍ଗ ମାନେ 👌🙏👌🙏

  • @Editcoaching
    @Editcoaching 3 дня назад +87

    ନଟିଆ କୁ ଆଜି ଦେଖିଲା ବେଳେ କାହାର ଆଖିରୁ ଲୁହ ଆସିଛି 👍 କର 🥺

  • @anasaktapati4569
    @anasaktapati4569 2 дня назад +4

    କିଏ ଚାହୁଁଥିଲେ ଗୋଲି ସାର୍ ଙ୍କ transfer ନ ହେଉ ବୋଲି like କର 👍👍

  • @Madhaba_Dora
    @Madhaba_Dora 3 дня назад +136

    ଯେଉଁମାନେ Goli Sir nk Tranfer video ଦେଖିବାକୁ ଅପେକ୍ଷା ରେ ରହିଥି୍ଲ !!!🎉 Mind Blowing Comedy Super Screenplay 👌✅ଜୟ ଜଗନ୍ନାଥ 🙏

    • @DasarthiSahoo
      @DasarthiSahoo 3 дня назад +2

      4 ମିନିଟ ରେ ଦେଖି ଦେଲ ଭିଡିଓ ଟା

  • @Madhusmita787
    @Madhusmita787 2 дня назад +5

    ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ ଙ୍କ ଦୟାରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤

  • @unknown-t5x6f
    @unknown-t5x6f 3 дня назад +68

    ॐ कृष्णय वासुदेवाय हरये परमात्मने।।। प्रणत: क्लेशनासाय गोविंदाय नमो नमो ।।.. Jay Jagannath ⭕‼️⭕

  • @biswajitchanda5969
    @biswajitchanda5969 2 дня назад +14

    ଗୁରୁ ଏବଂ ଶିଷ୍ୟ ର ସମ୍ପର୍କ ନିଆରା ।

  • @JyotiraniSahoo-kp4em
    @JyotiraniSahoo-kp4em 3 дня назад +44

    ସରସ୍ଵତୀ ପୂଜା ପାଇଁ କେଉଁ ମାନେ ଅପେକ୍ଷା କରିଛ❤❤❤❤ଜୟ ମା ସରସ୍ଵତୀ🙏👍👍

  • @Madhaba_Dora
    @Madhaba_Dora 3 дня назад +73

    ସମସ୍ତ ଙ୍କୁ ସକାଳୁ ସକାଳୁ Good Morning Guy's ❤👌 ଯେଉଁମାନେ ନବ କାକା ଙ୍କ Part -2 video dekhibaku waiting re Rahilo .....Raise their hand 🤚.......!!!

  • @odiasong6918
    @odiasong6918 2 дня назад +19

    କେଉଁ ମାନେ କ ଆଜି ଜନ୍ମଦିନ ସେ ନଟିଆ କୁ ଲାଇକ୍ କର ❤ ।

  • @Cuty_reena758
    @Cuty_reena758 3 дня назад +45

    କିଏ କିଏ କମ୍ବଳ ଘୋଡ଼େଇ ହେଇକି ନଟିଆ ର କାଟୁନ video ଦେଖୁଛ 🙋‍♀️🙋‍♀️👍👍👍

  • @pareshkumarbehera1483
    @pareshkumarbehera1483 2 дня назад +6

    ଜୟ ଶ୍ରୀଜଗନ୍ନାଥ* 🙏
    💐 ଶୁଭ ସକାଳ 🌅
    Awesome 😂👌 episode.
    Thanks to UCW team......👍
    ❤ From Adaspur.............👍

  • @Odia.jhiaPUJA
    @Odia.jhiaPUJA 3 дня назад +38

    ବିବାହିତା ପିଲା କିଏ ସବୁ ଦେଖୁଛ ନଟିଆ କମେଡି ସତ କୁହ 😁😁😁👍

  • @Sudhansu__Jena
    @Sudhansu__Jena 3 дня назад +27

    ନଟିଆ ର ବୁକୁ ଫଟା କାନ୍ଦ ଦେଖି ଆଜି ମୁ ପୁରା emotional ହେଇ ଗଲି। ହେଲେ ଅନ୍ୟାୟ ଅତ୍ୟାଚାର ର ଆୟୁଷ କେତେ ବା ଦିନ! ନଟିଆ ଓ ଆଉ ସମସ୍ତେ ମିଶି ଗୋଲି ଶାର୍ ଙ୍କୁ ପୁଣି transfer ରୁ ଫେରାଇ ଆଣିଲେ।ଭଲ ଲାଗିଲା ଷ୍ଟୋରୀ ଟା 👍🔥

  • @DasarthiSahoo
    @DasarthiSahoo 3 дня назад +25

    ପିଲା ଦିନର ଶିକ୍ଷକ ମାନଙ୍କୁ ଭୁଲି ହୁଏନି ଆମେ ମାନେ ବଡ଼ ହୋଇ ଯୋଉଠି ବି ରହିଲେ ଆମ ସଫଳତା ପଛରେ ସେମାନଙ୍କ ର ଆଶ୍ରିବାଦ ରହି ଥାଏ ❤

  • @KartikSahoo-b6z
    @KartikSahoo-b6z 16 часов назад +2

    Goli sirnka transfe part2❤❤❤❤❤

  • @rsahoovlog8249
    @rsahoovlog8249 3 дня назад +99

    ଶୁଭ ସକାଳର ଅଭିନନ୍ଦନ
    ନଟିଆ କମେଡିର ଏ କାହାଣୀ ଟି ଅତି ହୃଦୟସ୍ପର୍ଶୀ ଓ ଭାବ ବିହୁଳ ହୋଇଛି

  • @dipunaik3609
    @dipunaik3609 16 часов назад +2

    Bhai super lagila bhai all teem thankyou very much ❤❤❤❤agaku aauri baria episode Kara god bless you

  • @Odia.jhiaPUJA
    @Odia.jhiaPUJA 3 дня назад +25

    ଗୋଲି ସାର୍ ଙ୍କ ଝିଅ ନାଁ ପୂଜା😊❤ମୋ ନାଁ ବି .......😂😂😂😁😁🤣🤣🤣🤣🤣

  • @PadmalochanOjha-xp2no
    @PadmalochanOjha-xp2no 3 дня назад +10

    କେଉଁ ମାନେ ଆମ ବାଲେଶ୍ଵର ଜିଲ୍ଲାରୁ ଦେଖୁଚ ହାତ ଟେକ 🙋🙋🙋🙋

  • @Sasmita-i6c
    @Sasmita-i6c 3 дня назад +17

    Natia video ଦେଖିବା କୁ କାହାକୁ କାହାକୁ ଭଲ ଲାଗେ❤😊

  • @saisukanta769
    @saisukanta769 17 часов назад +1

    So nice 👍🙂 video very beautiful 💜💜💜💜💜

  • @Odia.jhiaPUJA
    @Odia.jhiaPUJA 3 дня назад +12

    ଶୁଭ ସକାଳ🌅🌻ଜୟ ଜଗନ୍ନାଥ ସାଙ୍ଗମାନେ⭕‼️⭕🙏🙏🙏

  • @Krishnadasbls180
    @Krishnadasbls180 2 дня назад +10

    ଷ୍ଟୋରୀ ବହୁତ ଭଲ ଲାଗିଲା 😃👍ଯେମିତି ଷ୍ଟୋରୀ ମୁଁ ଚାହୁଁଥିଲି ଦେଶୀ ଷ୍ଟୋରୀ ସେମିତି ହେଲା 🙂ହେଲେ ଗୋଟେ କଥା ଭଲ ଲାଗିଲାନି Last ରେ ସବୁ Officer ଧରା ପଡିଲେ ହେଲେ Main ଚୋର ମାଧିଆ ଆଉ ଡମ୍ବରୁ ଧରା ପଡିଲେ ନାହିଁ 😐

  • @shibajiswai
    @shibajiswai 3 дня назад +13

    କିଏ କିଏ ଗୋଲି sir କୁ miss କରୁଛ like କର ❤❤❤

  • @manojmajhi-ds6ro
    @manojmajhi-ds6ro 2 дня назад +3

    ସତରେ ସବୁ part ଟୁ ଏହି part ଟି ବହୁତ ଭଲ ଲାଗିଲା 💯 କାହାକୁ କାହାକୁ ଭଲ ଲାଗିଲା 👍

  • @Dasharathvlog123
    @Dasharathvlog123 3 дня назад +33

    ଜୟ ଜଗନ୍ନାଥ 🙏🙏

  • @swapnasahoo158
    @swapnasahoo158 3 дня назад +2

    Goli sir jauchanti heri jetiki dukha 😢 ତାଠୁ ଅଧିକ ଦୁଃଖ ନଟିଆ ଆଖିର ଲୁହ 😢😢😢😢😮

  • @BikashMajhi-s8d
    @BikashMajhi-s8d 3 дня назад +8

    ମତେ ଲାଗୁଚି Natia ପାଇଁ ବହୁତ ଦୁଃଖ କାରଣ ଗଲି sir ଙ୍କ ଝିଅ ଯାଉଛି 😂😂😂😂😂😂

  • @Fakirtunes
    @Fakirtunes 2 дня назад +4

    ସାଙ୍ଗମାନେ ଆମ ସ୍କୁଲ ରେ ବି ଜଣେ ଏମିତି କା ଶିକ୍ଷକ ଅଛନ୍ତି ଯାହାଙ୍କ ନାମ - "ବିଷ୍ଣୁ ଚରଣ ବେହେରା"
    ସେ ଦୀର୍ଘ "ବାଇଶି" ବର୍ଷ ଧରି ଆମ ଗାଁ ସ୍କୁଲ ରେ ଶିକ୍ଷକତା କରି ଆସୁଛନ୍ତି ଆଉ ସେ ଆମ ଗାଁ ର ଏବେ ଜଣେ ବାସିନ୍ଦା ହୋଇ ସାରିଲେଣି /
    ଆମ ପାଇଁ ସେ ତ ଜଣେ ଶିକ୍ଷକ ନୁହନ୍ତି ଆମ ଗାଁ ଲୋକଙ୍କର ଦୁନିଆଁ କହିଲେ କିଛି ଭୁଲ ହବ ନାହିଁ
    ମୁଁ ତାଙ୍କ ପାଦ ତଳେ ନତ ମସ୍ତକ ହେଉଛି 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @Statusmaker-q4x
    @Statusmaker-q4x 3 дня назад +22

    Kie kie naba bahaghara part 2 wait karicha ❤❤❤

  • @Sekhar467
    @Sekhar467 2 дня назад +2

    Woww🎉🎉🎉 NYC 💯😊🙏

  • @crazyentertainment1761
    @crazyentertainment1761 3 дня назад +32

    ଆଜି ମୋର ଜନ୍ମଦିନ

  • @odiasong6918
    @odiasong6918 2 дня назад +4

    କିଏ କିଏ ନଟିଆ କମେଡି ଦେଖି ଛ ହେଲେ ଲାଇକ୍ କରୁନ ❤😊

  • @Editcoaching
    @Editcoaching 3 дня назад +10

    କିଏ କିଏ Alaram ରେ ଆଜି ଉଠିଚ 👍 କର 😘

  • @ppmgamer4625
    @ppmgamer4625 2 дня назад +3

    Naba kaka nka bahaghara part2 dekhibaku kiye kiye wait karicha 😊

  • @Mrutyunjaypanda-_.
    @Mrutyunjaypanda-_. 3 дня назад +25

    Kie kie wait re thila😊❤

  • @manasjena5719
    @manasjena5719 2 дня назад +1

    Au tk bhala heithanta dambaru ku mada heithile jay jagannath 🙏

  • @pscreations99
    @pscreations99 3 дня назад +23

    ଜୟ ଜଗନ୍ନାଥ ⭕‼️⭕

  • @DamayantiMalik-i9f
    @DamayantiMalik-i9f День назад +2

    Jay Jagannath Swami 🙏🙏🙏 naba bahaghara part 2 chhadantu

    • @Smart_BoySoumya
      @Smart_BoySoumya 23 часа назад

      🌼✨ Happy Saraswati Puja 2025 ✨🌼

  • @Fz_Ashish
    @Fz_Ashish 3 дня назад +7

    Good morning ସାଙ୍ଗ ମାନେ ଜୟ ଜଗନ୍ନାଥ 🙏🙏

  • @PravakarSwain-y3r
    @PravakarSwain-y3r 2 дня назад +1

    Sabu school re jadi ebhali teacher au students rahibee tahale raha eka sorga pura heijiba ❤❤

  • @UGPMaster
    @UGPMaster 3 дня назад +9

    କୋଉ ମାନେ ବଡ଼ ହେଇକି ମଧ୍ୟ ନଟିଆ କାର୍ଟୁନ୍ ଦେଖିଛ ❤

  • @jitendrakhatoi4161
    @jitendrakhatoi4161 2 дня назад +1

    Nice story 👌👌👍👍

  • @MRGaming-e1d
    @MRGaming-e1d 3 дня назад +4

    କିଏ କିଏ ଗୋଲି ସାରଙ୍କ Transfer video ଦେଖିବାକୁ excited ଥିଲ👍🙋

  • @SatyabhamaGiri-n6c
    @SatyabhamaGiri-n6c День назад

    ମୋ ଭଉଣୀ ର କାଲି ଜନ୍ମଦିନ 😊😊😊

  • @JagatDehury-y6b
    @JagatDehury-y6b 3 дня назад +6

    ଶୁଭ ସକାଳର ହାର୍ଦ୍ଦିକ ଶୁଭକାମନା
    🙌 ଜୟ ଜଗନ୍ନାଥ 🙌

  • @Aratkumar143
    @Aratkumar143 День назад +1

    Nice video 🎉

  • @mrashoklove
    @mrashoklove 3 дня назад +7

    Good marning dost🌞🌞🌞🌞🌞🌞🌞🌞🌞🌞🌞🌞🌞🌞🌞

  • @hbsubrat
    @hbsubrat День назад +1

    ଉତ୍କଳ କାର୍ଟୁନ୍ ୱାର୍ଲ୍ଡ କୁ ଅନୁରୋଧ ନଟିଆ କୁ ପୂଜା ପାଖରୁ ଅଲଗା କରନ୍ତୁଁ ନାହିଁ। ❤

  • @odishashayari72
    @odishashayari72 3 дня назад +5

    ସତରେ ଭିଡିଓ ଦେଖିଲା ପରେ ବହୁତ କାନ୍ଦ ଲାଗିଲା 😢😢

  • @RameshMajhi-b8i
    @RameshMajhi-b8i День назад +1

    Very nice video ❤

  • @prakashbehera3032
    @prakashbehera3032 3 дня назад +8

    Bada pila mane like hau.❤❤

  • @RajeshKamila20
    @RajeshKamila20 2 дня назад +1

    ଧର୍ମା ପ୍ରାର୍ଟ -- 8 କିଏ କିଏ ଦେଖିବ ❤ କର

  • @SabitaNayak-v2n
    @SabitaNayak-v2n 3 дня назад +13

    ଆଜି ମୋ ଜନ୍ମ ଦିନ ହେଲେ କେହି ବି ୱିଶ୍ ଜଣାଓ ନାହାନ୍ତି😢😢😢
    ଜୟ ଜଗନ୍ନାଥ ସ୍ଵାମୀ very good morning sango mane....

  • @Jitu.muduli
    @Jitu.muduli 3 дня назад +2

    ♥️♥️♥️👍👍👍👍👌👌👌

  • @Sujatajhankar-g5g
    @Sujatajhankar-g5g 3 дня назад +6

    Good morning all 🌅🌅🌅🌅mo bhali kea kea golei sir nku miss karucha😢

  • @Subgam123
    @Subgam123 3 дня назад +3

    Sakalu sakalu natia comedy dekhiki bhout khusi laguchi 👇
    👍

  • @Pragnyaranimishra
    @Pragnyaranimishra 3 дня назад +5

    Sakalu sakalu natia comedy dekhi ki kaha kaha ku bhala lagila like kara mo comment ku ❤❤❤❤❤

  • @musicallover4709
    @musicallover4709 2 дня назад +1

    Natia comedy is not just a comedy ❌ Its a Emotion ☑️

  • @sominamohapatra
    @sominamohapatra 3 дня назад +5

    Jay Jagannath Swami ji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Gugulifestyle6162
    @Gugulifestyle6162 3 дня назад +2

    କେଉଁ ମାନେ ଦେଖିକି ଖୁସି ଅଛ ଆଜିର episode dekhiki 😂

  • @mitalisahoo4123
    @mitalisahoo4123 3 дня назад +8

    Sakalu sakalu natia comedy dekhiba pae koumane wait karithila 👍kara

  • @ManishaGouda-eb6eh
    @ManishaGouda-eb6eh 2 дня назад +2

    Satare Gotie school re Jane Jane bahuta bhala sir Thaanti
    Jadi semane Transfer hoijaanti Tebe Bahuta kasta Lage
    I miss you sir 😊

  • @gskalingagaming
    @gskalingagaming 3 дня назад +5

    1st vew

  • @BhubankumarTudu
    @BhubankumarTudu 2 дня назад +2

    କିଏ କିଏ ନଟିଆ କମେଡି କୁ ପସନ୍ଦ କର‌‌ ସେମାନେ ଲାଇକ କର ❤️

  • @GamerSwati
    @GamerSwati 3 дня назад +9

    Happy saraswati puja in advance........🙏🥰

  • @SameerDolai-z6h
    @SameerDolai-z6h 3 дня назад +1

    ବଡ ହେଇକି ମୋ ପରି କିଏ କିଏ ଦେଖୁଛ😂

  • @educationpupun
    @educationpupun 3 дня назад +5

    Nice video ❤❤❤❤❤❤❤❤

  • @SamirMalik-pz2mj
    @SamirMalik-pz2mj 12 часов назад +2

    Kendrapada district ❤❤❤me

  • @SahuVLOG933
    @SahuVLOG933 3 дня назад +7

    Natia comedy aji fast mu dekhichi like te hu....

  • @ajitjena6301
    @ajitjena6301 3 дня назад +2

    Satare ei part dekhiki alhiru luho asigala😢😢😢

  • @educationpupun
    @educationpupun 3 дня назад +5

    Musa comedy annatu ❤❤❤

  • @MamataSauMamataSau
    @MamataSauMamataSau 2 дня назад +2

    Best comedy natia comedy 🥰 👌🏼🥰👌🏼🥰👌🏼🥰👌🏼🥰👌🏼🥰👌🏼🥰👌🏼🥰

  • @rockdnofficial7589
    @rockdnofficial7589 3 дня назад +5

    Love you sir

  • @jahirsk331
    @jahirsk331 9 часов назад +1

    Golisirop😢😢😢❤❤😂😂😂😂😂

  • @giridharijena647
    @giridharijena647 3 дня назад +5

    Pila dina katha mone padigola se purona dina akhi ru loha bahari padila ❤❤❤jay Jagannath

  • @Real_comedy_gotiguda
    @Real_comedy_gotiguda 2 дня назад

    ନଟିଆ କମେଡି ଦେଖିବାକୁ କିଏ କିଏ ବେଶି ଭଲପାଅ❤ଲାଇକ କର❤❤❤❤😢

  • @jay_keondujhar7510
    @jay_keondujhar7510 3 дня назад +5

    ଶୁଭ ସକାଳ ଭାଇ ଓ ଭଉଣୀ ମାନେ ❤❤

  • @manujana3036
    @manujana3036 2 дня назад +2

    So pretty❤😊

  • @rakeshkumaraguin8021
    @rakeshkumaraguin8021 3 дня назад +5

    Good morning 🥰

  • @Smileplease8625
    @Smileplease8625 2 дня назад +1

    Mo bhali Banglore ru keu mane sabu natia comedy dekhu6 👌

  • @jitunrana7436
    @jitunrana7436 3 дня назад +5

    Good morning all of you 🌻😙🌻

  • @Punam12378
    @Punam12378 2 дня назад +1

    କିଏ କିଏ ଚାହୁଁଚ ସରସ୍ଵତୀ ପୂଜା ବିଷୟରେ ଆସୁ👌👌

  • @DipuSahoo-b3q
    @DipuSahoo-b3q 3 дня назад +5

    My favorite natia comedy
    ❤❤❤❤❤❤❤❤

  • @raazreacts2.O
    @raazreacts2.O 3 дня назад +1

    ଗୋଲି ସାର୍ ଚାଲିଯିବା ପରେ କିଏ କିଏ ମନ ଦୁଃଖ କରିଥିଲ ଟିକିଏ ଲାଇକ୍ କଲ ଦେଖିବା ❤❤❤❤

  • @SP-Srikanta-SP
    @SP-Srikanta-SP 3 дня назад +5

    Good morning all of you ☺️🌞 have a good day 💞💞

  • @onlineclasses2194
    @onlineclasses2194 2 дня назад +1

    Power of social media