ରାଗିକି ସୁର କହିଲେ ଏଇ ସଳା ପାଣ୍ଡିଆନ ପାଇଁ ମୋ ଦୁଇ ପୁଅ ଭିତରେ ପାଚିରୀ ଉଠିଲା..

Поделиться
HTML-код
  • Опубликовано: 30 янв 2025

Комментарии • 23

  • @amiyakumardas2624
    @amiyakumardas2624 3 дня назад +5

    ଏ ପାଗଳର କଥା କେହି ଶୁଣୁନାହାନ୍ତି. କିଛି କାମ ନାହିଁ, ଖାଲି ବାଉଳି ହେଉଛି.

  • @basantapanda5941
    @basantapanda5941 2 дня назад +1

    ସୁର ବାବା ଟ୍ରମ୍ପ ଙ୍କୁ ଜଣାଓ ସେ ପୋଲିସ ପଠାଇବ। ଭାଇ ତମ ପାରିବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଟିକେ ସୁଧାର।

  • @pradiptaghadai7190
    @pradiptaghadai7190 3 дня назад +2

    ପାଗଳ

  • @subhashreemajhi9658
    @subhashreemajhi9658 2 дня назад +1

    25 ବର୍ଷଶାସନ କାଳରେ ନିଶ୍ଚୟ କିଛି ତ ବିକାଶ ହୋଇଛି କିନ୍ତୁ ଯେତେ ପରିମାଣରେ ବିକାଶ ହେବା କଥା ସେତିକି ପରିମାଣରେ ହେଇନି I ସେତେବେଳେ ତମେ କୋଉଠି ଥିଲ I ପାଣ୍ଡିଆନ ହାତରେ ଶାସନ ଥିଲା ବୋଲି ଚୁପଚାପ ଥିଲ ଏବେ ଜଣେ ଆଦିବାସୀ ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ତମର ଜଳୁଛି ଆହୁରି ଜଳିବ I ପ୍ରଧାନମନ୍ତ୍ରୀ ବାରମ୍ବାର ଆସିବେ ଯିବେ

  • @puspanjalirout116
    @puspanjalirout116 2 дня назад +1

    ପାଗଳ ଗପୁଛି

  • @bipinbiharinayak5973
    @bipinbiharinayak5973 2 дня назад +1

    Gharaku Sambhal sura babu

  • @bipinbiharinayak5973
    @bipinbiharinayak5973 2 дня назад +1

    Reporter friend what's ea pagal bites only

  • @satyasaifilms10bhubaneswar57
    @satyasaifilms10bhubaneswar57 2 дня назад

    ତୋ ଘରେ କଣ ଘଟୁଛି ସେଇ ବିଷୟରେ ଟିକେ କୁହ

  • @DigambarNayak-e8x
    @DigambarNayak-e8x 2 дня назад

    ତୁମ, ପୁଅ ମାନେ ତୁମକୁ ମାନୁନାହାନ୍ତି କାହିଁକି ନୀଳଠା ମୁହଁରେ କହୁଛ

  • @ashishdas4843
    @ashishdas4843 2 дня назад

    ଶଳା ପାଣ୍ଡିଆନ ଓଡିଶା କୁ ପୁରା ଲୁଟିଛି.

  • @LaxmidharMallik-mh9dd
    @LaxmidharMallik-mh9dd 2 дня назад

    ତୁମ ଘର କଥା ବୁଝ.... ତମକୁ ଲାଜ ଲାଗୁନି ଓଡିଶା କୁ ଖାଲି ଗରିବ ଗରିବ କହୁଛ.... ଓଡିଶା ଲୋକ ଙ୍କୁ ଉପହାସ କରୁଛ.. ଛି ଥୁ

  • @susantabehera5383
    @susantabehera5383 3 дня назад +1

    Aga Tama ghara katha sambhala ta pare odisha katha bujhiba

  • @sunilsahoo-xs2qu
    @sunilsahoo-xs2qu 23 часа назад

    Asura Bhai age tama ghara sambhala ta pare odisha katha chinta kariba😅😅😅

  • @SamarendraRath
    @SamarendraRath День назад

    Sura vai koyudalaloka pagalhogalani Jay bjp

  • @sumantajena2199
    @sumantajena2199 День назад

    Kana kahuchha tume

  • @rabindrajena6904
    @rabindrajena6904 2 дня назад

    Tu kou baala loka te joker sura