Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅତି ସୁନ୍ଦର ଯାଜନ ହୋଇଛି ଜୟଗୁର ମା 💐🙏🙏🙏🙏💐
Excellent 👌👌👌👌👌 presentation 🎉🎉🎉🎉❤ maa Joyguru.
Khub sundar Jajan Shreya Beta. God bless you ❤Jaiguru 🙏🏼 Jaiguru 🙏🏼
ଜୟଗୁରୁ ❤️❤️❤️🌹🌹🌹🌹
Joy guru 🙏
ଜୟ ଗୁରୁ
joyguru thank you
Jay guru🙏🙏🙏🙏🙏. Very nice Jajan
Very good verynice and very lively sweetly hearttouching joy guru ma.
Excellent jajan, Sree Sree Thakur blessed to you
Jayaguru jayaguru my litili mother
Jay guru . Excellent Jaajan maa.
Bande purushotam thakur anukula chandraj jayguru mu sanjubaladei dhaniso satasangha bihar
JAYGURU Shreya maa Heart touching jajan
Bandepurushottamam
Heart touching jajan Bahu sunder, ate Kam age ru ok maa 🙏🙏
0
Jay Guru Maa Hruday sporting jajan
Jay guru 🙏
☸️ *(କୃତଘ୍ନତା ର ସଙ୍ଘାତରେ ବିଚଳିତ ନ ହୋଇ ହୃଦ୍ୟ ଅନୁକମ୍ପା ନେଇ କଲ୍ୟାଣ-ପ୍ରସୂ ଚଳନରେ ଚାଲ ।)* ତୁମର ଲକ୍ଷେ ସଦିଚ୍ଛା ହିଁ ଥାଉ ନା କାହିଁକି,ଲୋକ କଲ୍ୟାଣ ଆଗ୍ରହ ନେଇତୁମେ ମଣିଷକୁଲକ୍ଷେ ସତ୍-କଥା ହିଁ କୁହ ନା କାହିଁକି,ଆନ୍ତରିକ ଅନୁ-ଚର୍ଯ୍ୟା ର ସହିତମାଙ୍ଗଳିକ ଅନୁ-ଚଳନ ନେଇଯେତେ ହିଁ ଚାଲନା କାହିଁକି,କମ୍ ଲୋକ ହିଁ ତା' ଶୁଣିବେ,ଆହୁରି କମ୍ ଲୋକେ ହିଁଏଇ ଅନୁ-ଚଳନରେ ଚାଲିବାକୁ ଚେଷ୍ଟା କରିବେ,ଯଦି ବି ତୁମ ପାଖରୁସ୍ବାର୍ଥ-ସନ୍ଦୀପନୀ ଅନୁ-ଚର୍ଯ୍ୟା ନେଇତୁମକୁ ବାହାବା ଦେଇହୁଏତ ଅନେକେ ହିଁ ବିଦାୟ ଦେବେ,ତେଣୁ କୁହେଅବଶୋଷ କରିଲେ ଚଳିବ ନି ;ତୁମେ ହୃଦ୍ୟ ଅନୁକମ୍ପା ରେସ୍ବସ୍ତି-ସମ୍ପାଦନୀ ସଦୁପଦେଶ ନେଇମଣିଷର ସ୍ବସ୍ତି-ଅନୁ-ଚର୍ଯ୍ୟା ରେଯେତେ ଟିକେ ପାରକ'ରି ହିଁ ଚାଲ ;ଏହି ଲାଗି ରହିବା ଫଳରେଲୋକେ ତୁମ ଠାରେ ଶ୍ରଦ୍ଧାଶୀଳ ହୋଇ ଉଠନ୍ତୁ,ଆଉ, ଏହି ଶ୍ରଦ୍ଧାଶୀଳ ହୋଇ ଉଠିବା ଟା ହିଁଏ-ପ୍ରକାର କହିବା ଓ ଚାଲିବା ର ପ୍ରେରଣାଯୋଗାଇ ଚାଲୁଥିବ,ତା'ର ଭିତର-ଦେଇଯେତେ ଭାବରେ ଯା'କୁ ପାଅ,ସେଇଟା ହିଁ ତୁମର ଲାଭ ;ପ୍ରବୃତ୍ତି ପରାମୃଷ୍ଠ ଯେଉଁମାନେସାଧାରଣତଃ ସେମାନଙ୍କର ସ୍ବାର୍ଥସଙ୍କୀର୍ଣ୍ଣ ହିଁ ହୋଇଥାଏ,ଅନ୍ୟମାନେ ସେମାନଙ୍କ ପକ୍ଷେଜୀବନୀୟ କି-ପରିମାଣରେତା' ଭାବି ହିଁ ଉଠି ପାରନ୍ତି ନି,ବୁଝିବା ତ ଦୂରର କଥା,ତା' ଛଡ଼ା ଜନ୍ମଗତ ବିରୁଦ୍ଧ-ସାଙ୍କର୍ଯ୍ୟ ମଧ୍ୟମଣିଷ ର ବ୍ୟକ୍ତିତ୍ଵକୁଗଳଦ-ଯୁକ୍ତ କ'ରି ତୋଳେ ;ଯିଏ ତୁମର ଆଶ୍ରୟ ରେଉନ୍ନତି-ଅନୁ-ଦୀପନା ରେ ଅଧିଷ୍ଠିତ ହେଲାସେମାନଙ୍କର ହୁଏତ ପ୍ରଥମ ପଦକ୍ଷେପ ହିଁ ହେବତୁମକୁ ଅସ୍ବୀକାର କରିବା,କୃତଘ୍ନ-ପଦ-ବିକ୍ଷେପ ରେତୁମ ଭିତରେ ସ୍ଂଘାତ ହାଣିବା ;ତା' ଯା' ହିଁ ହେଉତୁମେ ତୁମର ଆଦର୍ଶ-ଅନୁ-ଧ୍ୟାୟିନୀଅନୁକମ୍ପୀ ଅନୁ-ଚଳନରେ ଚାଲୁଥାଅ -ସତର୍କ ସ୍ଂରକ୍ଷଣୀ ପ୍ରସ୍ତୁତି ନେଇ ;ଯେତେ ପାର ଦୁଃଖିତ ହୁଅ ନା,ବିରକ୍ତ ହୁଅ ନା,ଯଦି ବି ଅସ୍ବସ୍ତି-ପ୍ରଦ ସ୍ଂଘାତବେଦନା ହିଁ ବହନ କ'ରି ଥାଅ ;ତା'ହିଁ, ତୁମେ ତୁମରସହଜ ଚଳନରେ ତ ଚାଲିବ ହିଁ,ଆଉ, ମଣିଷର ବିପାକ-ବିଧ୍ବସ୍ତି ର ସମୟରେତୁମର ସଦନୁଚଳନ ଓ ସଦୁପଦେଶଯଦି କେହି ଗ୍ରହଣ କ'ରିଆପଦ-ମୁକ୍ତ ହୁଅନ୍ତି,ସେମାନେ ବୋଧ ମଧ୍ୟ କରିବେ ତୁମକୁସେପରି ବାନ୍ଧବ ବୋଲି ;ତା'ହିଁ, ସମୟ ବୁଝିଯେଉଁଠାରେ ଯେପରି କରଣୀୟ,ସେପରି କ'ରି ହିଁ ଚାଲ -ତୁମର ସହଜ ଚଳନା କୁଅବିରଳ ରଖି ;ଯେତେ ପାର ଲୋକ-ସ୍ବସ୍ତି-ପ୍ରସୂ ହୁଅ -ଏ-ପ୍ରକାର ହିଁ ଚଳନ ନେଇହୃଦ୍ୟ ଅସତ୍-ନିରୋଧୀ ତତ୍ପରତା ରେ ।। *୩୦୫/୩୬୬* ।। *ନୀତି-ବିଧାୟନା,* 🙏*ଶ୍ରୀଶ୍ରୀ ଠାକୁର,**ପରବର୍ତ୍ତୀ ବାଣୀ -**(ମହତ-ସ୍ଂସର୍ଗରେ ନିଜେ ଓ ପରିବେଶ ।)*
Confidence jajan 👍
ଜୟଗୁରୁ ମା
Jay guru,
jay guru
Jayguru maa,
Jay guru🙏
Jay guru
ଅତି ସୁନ୍ଦର ଯାଜନ ହୋଇଛି ଜୟଗୁର ମା 💐🙏🙏🙏🙏💐
Excellent 👌👌👌👌👌 presentation 🎉🎉🎉🎉❤ maa Joyguru.
Khub sundar Jajan Shreya Beta. God bless you ❤Jaiguru 🙏🏼 Jaiguru 🙏🏼
ଜୟଗୁରୁ ❤️❤️❤️🌹🌹🌹🌹
Joy guru 🙏
ଜୟ ଗୁରୁ
joyguru thank you
Jay guru🙏🙏🙏🙏🙏. Very nice Jajan
Very good verynice and very lively sweetly hearttouching joy guru ma.
Excellent jajan, Sree Sree Thakur blessed to you
Jayaguru jayaguru my litili mother
Jay guru . Excellent Jaajan maa.
Bande purushotam thakur anukula chandraj jayguru mu sanjubaladei dhaniso satasangha bihar
JAYGURU Shreya maa Heart touching jajan
Bandepurushottamam
Heart touching jajan Bahu sunder, ate Kam age ru ok maa 🙏🙏
0
Jay Guru Maa Hruday sporting jajan
Jay guru 🙏
☸️ *(କୃତଘ୍ନତା ର ସଙ୍ଘାତରେ ବିଚଳିତ ନ ହୋଇ ହୃଦ୍ୟ ଅନୁକମ୍ପା ନେଇ କଲ୍ୟାଣ-ପ୍ରସୂ ଚଳନରେ ଚାଲ ।)*
ତୁମର ଲକ୍ଷେ ସଦିଚ୍ଛା ହିଁ
ଥାଉ ନା କାହିଁକି,
ଲୋକ କଲ୍ୟାଣ ଆଗ୍ରହ ନେଇ
ତୁମେ ମଣିଷକୁ
ଲକ୍ଷେ ସତ୍-କଥା ହିଁ କୁହ ନା କାହିଁକି,
ଆନ୍ତରିକ ଅନୁ-ଚର୍ଯ୍ୟା ର ସହିତ
ମାଙ୍ଗଳିକ ଅନୁ-ଚଳନ ନେଇ
ଯେତେ ହିଁ ଚାଲନା କାହିଁକି,
କମ୍ ଲୋକ ହିଁ ତା' ଶୁଣିବେ,
ଆହୁରି କମ୍ ଲୋକେ ହିଁ
ଏଇ ଅନୁ-ଚଳନରେ ଚାଲିବାକୁ
ଚେଷ୍ଟା କରିବେ,
ଯଦି ବି ତୁମ ପାଖରୁ
ସ୍ବାର୍ଥ-ସନ୍ଦୀପନୀ ଅନୁ-ଚର୍ଯ୍ୟା ନେଇ
ତୁମକୁ ବାହାବା ଦେଇ
ହୁଏତ ଅନେକେ ହିଁ ବିଦାୟ ଦେବେ,
ତେଣୁ କୁହେ
ଅବଶୋଷ କରିଲେ ଚଳିବ ନି ;
ତୁମେ ହୃଦ୍ୟ ଅନୁକମ୍ପା ରେ
ସ୍ବସ୍ତି-ସମ୍ପାଦନୀ ସଦୁପଦେଶ ନେଇ
ମଣିଷର ସ୍ବସ୍ତି-ଅନୁ-ଚର୍ଯ୍ୟା ରେ
ଯେତେ ଟିକେ ପାର
କ'ରି ହିଁ ଚାଲ ;
ଏହି ଲାଗି ରହିବା ଫଳରେ
ଲୋକେ ତୁମ ଠାରେ
ଶ୍ରଦ୍ଧାଶୀଳ ହୋଇ ଉଠନ୍ତୁ,
ଆଉ, ଏହି ଶ୍ରଦ୍ଧାଶୀଳ
ହୋଇ ଉଠିବା ଟା ହିଁ
ଏ-ପ୍ରକାର କହିବା ଓ
ଚାଲିବା ର ପ୍ରେରଣା
ଯୋଗାଇ ଚାଲୁଥିବ,
ତା'ର ଭିତର-ଦେଇ
ଯେତେ ଭାବରେ ଯା'କୁ ପାଅ,
ସେଇଟା ହିଁ ତୁମର ଲାଭ ;
ପ୍ରବୃତ୍ତି ପରାମୃଷ୍ଠ ଯେଉଁମାନେ
ସାଧାରଣତଃ ସେମାନଙ୍କର ସ୍ବାର୍ଥ
ସଙ୍କୀର୍ଣ୍ଣ ହିଁ ହୋଇଥାଏ,
ଅନ୍ୟମାନେ ସେମାନଙ୍କ ପକ୍ଷେ
ଜୀବନୀୟ କି-ପରିମାଣରେ
ତା' ଭାବି ହିଁ ଉଠି ପାରନ୍ତି ନି,
ବୁଝିବା ତ ଦୂରର କଥା,
ତା' ଛଡ଼ା ଜନ୍ମଗତ ବିରୁଦ୍ଧ-ସାଙ୍କର୍ଯ୍ୟ ମଧ୍ୟ
ମଣିଷ ର ବ୍ୟକ୍ତିତ୍ଵକୁ
ଗଳଦ-ଯୁକ୍ତ କ'ରି ତୋଳେ ;
ଯିଏ ତୁମର ଆଶ୍ରୟ ରେ
ଉନ୍ନତି-ଅନୁ-ଦୀପନା ରେ
ଅଧିଷ୍ଠିତ ହେଲା
ସେମାନଙ୍କର ହୁଏତ
ପ୍ରଥମ ପଦକ୍ଷେପ ହିଁ ହେବ
ତୁମକୁ ଅସ୍ବୀକାର କରିବା,
କୃତଘ୍ନ-ପଦ-ବିକ୍ଷେପ ରେ
ତୁମ ଭିତରେ ସ୍ଂଘାତ ହାଣିବା ;
ତା' ଯା' ହିଁ ହେଉ
ତୁମେ ତୁମର ଆଦର୍ଶ-ଅନୁ-ଧ୍ୟାୟିନୀ
ଅନୁକମ୍ପୀ ଅନୁ-ଚଳନରେ ଚାଲୁଥାଅ -
ସତର୍କ ସ୍ଂରକ୍ଷଣୀ ପ୍ରସ୍ତୁତି ନେଇ ;
ଯେତେ ପାର ଦୁଃଖିତ ହୁଅ ନା,
ବିରକ୍ତ ହୁଅ ନା,
ଯଦି ବି ଅସ୍ବସ୍ତି-ପ୍ରଦ ସ୍ଂଘାତ
ବେଦନା ହିଁ ବହନ କ'ରି ଥାଅ ;
ତା'ହିଁ, ତୁମେ ତୁମର
ସହଜ ଚଳନରେ ତ ଚାଲିବ ହିଁ,
ଆଉ, ମଣିଷର
ବିପାକ-ବିଧ୍ବସ୍ତି ର ସମୟରେ
ତୁମର ସଦନୁଚଳନ ଓ ସଦୁପଦେଶ
ଯଦି କେହି ଗ୍ରହଣ କ'ରି
ଆପଦ-ମୁକ୍ତ ହୁଅନ୍ତି,
ସେମାନେ ବୋଧ ମଧ୍ୟ କରିବେ ତୁମକୁ
ସେପରି ବାନ୍ଧବ ବୋଲି ;
ତା'ହିଁ, ସମୟ ବୁଝି
ଯେଉଁଠାରେ ଯେପରି କରଣୀୟ,
ସେପରି କ'ରି ହିଁ ଚାଲ -
ତୁମର ସହଜ ଚଳନା କୁ
ଅବିରଳ ରଖି ;
ଯେତେ ପାର ଲୋକ-ସ୍ବସ୍ତି-ପ୍ରସୂ ହୁଅ -
ଏ-ପ୍ରକାର ହିଁ ଚଳନ ନେଇ
ହୃଦ୍ୟ ଅସତ୍-ନିରୋଧୀ ତତ୍ପରତା ରେ ।। *୩୦୫/୩୬୬* ।।
*ନୀତି-ବିଧାୟନା,* 🙏
*ଶ୍ରୀଶ୍ରୀ ଠାକୁର,*
*ପରବର୍ତ୍ତୀ ବାଣୀ -*
*(ମହତ-ସ୍ଂସର୍ଗରେ ନିଜେ ଓ ପରିବେଶ ।)*
Confidence jajan 👍
ଜୟଗୁରୁ ମା
Jay guru,
jay guru
Jayguru maa,
Jayaguru jayaguru my litili mother
Jayaguru jayaguru my litili mother
Jay guru🙏
Jay guru