Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Good morning sir
Thanks Guruji
ଜୟ ଜଗନ୍ନାଥ
Eeeew
ଆଜ୍ଞା ନମସ୍କାର ଆପଙ୍କର ସବୁ ep ଦେଖୁଚି l ବହୁତ ଭଲ ଲାଗୁଚି l ବଉଳ କୋଳି ଗଛ ଘର ର କୋଉ ଦିଗ ରେ ଲଗିବ? ଲାଗିଲେ କଣ ଫଳ ମିଳିବ?
ପଶ୍ଚିମ ଦିଗରେ ଘର ଠାରୁ ୧୦୦ମିଟର ଦୂରରେ ଲଗାନ୍ତୁ
Hi
Sudhiratripathy
Sir ପ୍ରଣାମ, ଘରେ top ରେ lotus ଲଗାଇ ପାରିବା କି
ନିଶ୍ଚୟ
Joy Shri Jagannath
ବହୁତ ଭଲ ଜାଣିବା କଥା କହିଲ
Jai jagannath
କମଳା?
ଆମର ଘରେ ମାଟିଜାଗା ନାହିଁ..ତେଣୁ ଆମେ ଛାତ ଉପରେ ଛୋଟଛୋଟ କୁଣ୍ଡ ରେ ଅଶ୍ବସ୍ତ..ବେଲ.ବର.ଅପରାଜିତା.ଶମୀ.ଅଂଳା ଗଛ ଲଗାଇଲେ କିଛି ଅସୁବିଧା ଅଛିକି? ଜଣାଇବେ.
କେବଳ ଅଶ୍ଵସ୍ଥ ଗଛ କୁ ଛାଡ଼ି ଅନ୍ୟ ଗଛ ଲଗାଇ ପାରିବେ
Sudhira
Good. Tips. Spritualgueuji.
ଅଶୋକ ଗଛ ଲୋକ ଲଗେଇ କାଂଗାଳ, ଭିକାରି ହେଇଯାଇଛନ୍ତି ଆମ ଗାଁରେ ଲୋକ
ଅଶୋକ ଗଛ ଦୁଇ ପ୍ରକାର ଥାଏ, ତେବେ ଅଶୋକ ଗଛ ଲଗାଇ ଆଚରଣ ଯଦି ରାବଣ ପରି ହୁଏ ତେବେ ସେ ଗଛର ଉପକାରିତା ଉପରେ ପ୍ରଶ୍ନ ଉଠିପାରେ। ଜୟ ଜଗନ୍ନାଥ
Jay jagannath swami
ମହାନୁଭବ ଆନ୍ତରିକ ପ୍ରଣାମ, ଆମ ଘରର ଦକ୍ଷିଣ ଭାଗରେ ବେଲ,ଅଁଳା ତୁଳସୀ, ନିମ୍ବ ଏକତ୍ର ଅଛି, ଏହାର ଲକ୍ଷଣ ଦୟାକରି କହିବେ କି?
Namaskar agya
Nice information
Kaniari aau arakha gachha subha ki.
Jay Jagannath
I know very well.
Sir mora manaba gana au mo fusure wf Ra rakhyas gana mrg habana nai
3
Thanks
Nice
Radhe radhe sir
Thank you gurujii
Thank you
@@SpiritualGuruji pranam gurudev thanks
ଓଁ ଶାନ୍ତି 🇲🇰🇲🇰 ଅତି ଚମତ୍କାର
Sir khira gachha sangare dhala arakha o papeya ku ganana karibakinahin janai thile
Jay Jagannath good morning sir
Good
ପ୍ରଣାମ ଗୁରୁଜୀ🙏🙏🙏🙏
ଜୟ ଜଗନ୍ନାଥ 🙏
Veryfineifitistrue
Didi tale side rasta rehale kana heba
Ashok gachha photo dekhantu
ଦକ୍ଷିଣ ଦିଗରେ ମନ୍ଦାର ଫୁଲ ଲଗାଇ ପାରିବା କି ନାହିଁ?
ହଁ ଦକ୍ଷିଣ ଦିଗରେ ମନ୍ଦାର ଫୁଲ ଗଛ ଲଗାଇବା ଭଲ
@@SpiritualGuruji thank you guruji 🙏
Jay Jagannath 🙏🙏guruji 🙏🙏
ଜୟ ଜଗନ୍ନାଥ,
Jay Jaganntha🙏🙏🙏🙏🙏🙏🙏🙏🙏
Very nice
Jay Jagannath Jay Panhasakha.
Very nice GURUJEE 🙏
ପାନ ଗଛ କଉଠି ଲଗାଇବା ଭଲ
ପାନ ଗଛ ଉତ୍ତର କିମ୍ବା ପୂର୍ବ ଉତ୍ତର ଦିଗକୁ ଲଗାଇବା ଶୁଭ
Very nice 👌guruji Thank you Sir
Sir pana gachha Subha na asubha
ପାନ ଗଛ ବହୁତ୍ ଶୁଭ
ଆମ ଘରର ମୁହଁ ଦକ୍ଷିଣକୁ l ଉତ୍ତର ଦିଗ ବାଡ଼ି ପଟେ ଗଛ ଛାଇ ହେତୁ ଘର ସାମନା ଦକ୍ଷିଣ ପଶ୍ଚିମ କୋଣ ରେ (ଘର ଠାରୁ 20 ଫୁଟ ଦୂରରେ )ଏକ ବେଲ ଗଛ ଏବେ ପକାଇଛି l ଏହା କୌଣସି ହାନିକାରକ ହେବ କି ? ଘର ସାମନାରେ ଅଶୋକ ,ଅପରାଜିତା,ମଲ୍ଲୀ ଇତ୍ୟାଦି ଅନ୍ୟାନ୍ୟ ଗଛ ଅଛି l ଦୟା କରି ମନରୁ ସନ୍ଧେହ ଦୂର କରିବେl ଜୟ ଜଗନ୍ନାଥ
ଶ୍ଳେଶାତ୍ମକ ଗଛର ଓଡିଆ ନାମ କ'ଣ?
କ୍ଷମା କରିବେ, ଏପରି ଗଛ ମୁଁ ଚିହ୍ନିବା ବା ତ ଦୂରର କଥା ନା ବି ଶୁଣି ନ ଥିଲି
Sir mo ghar sabu achi kinti santi neigh
Paschima diga re ghara r mukhya dwara achhi kichhi asubidha heba nahi ta
Pranam guruji
Chata upre bela gacha lagai pariba sir🙏
ବେଲ ଗଛ ଛାତ ଉପରେ ଲଗାନ୍ତୁ ନାହିଁ
Red champa kouthi lagaile bhala
ଦକ୍ଷିଣ ଦିଗ ଭଲ
Guruji dayakari kahibe ki ghara ra barire keun pariba gachha lagaiba uchit kounta anuchit
ପରିବା ଗଛ ବାରି ଘରେ ଲଗାଇବା ଭଲ,
ସହରରେ ଜାଗା କମ୍ ଥିବାରୁ ଅଶୋକ, ବେଲ ଇତ୍ୟାଦି ଗଛ ବଡ ବଡ କୁଣ୍ଡରେ ଲଗାଇ ପାରିବା କି?
ସହର ରେ ଜାଗା ଅଳ୍ପ ଥିବାରୁ ଯେଉଁ ଗଛ ଗୁଡ଼ିକ ଛୋଟ ଛୋଟ ସେ ଗୁଡ଼ିକ ଲଗାଇ ହେବ,
@@SpiritualGuruji ଅଶେଷ ଧନ୍ୟବାଦ 🙏
Amutabhanda gachha ta khira gachha. Aneka kuhanti a gachha badire lagaiba anuchiti. Reply sir
ଅମୃତଭଣ୍ଡା ଗଛ ଘର ଅତି ନିକଟରେ ରହିବା ଠିକ ନୁହେଁ
ଗଛ କୁ କୁଣ୍ଡରେ ଲଗାଇଲେ ଚଳିବ କି?
Guruji pranam mu ama badire gacha lageile podosi loka sahunahanti kn kribi pls reply
ଆପଣ ନିଜ ଯାଗାରେ ଗଛ ଲଗାଇଲେ ଏଥିରେ କାହାର କଣ ଅସୁବିଧା ଅଛି?
🙏Alovira gachha badire thile bhala ki sir.
ବହୁତ୍ ଭଲ
Jahara jaga nahi kn vastu Dosha chadibani
Pano gotcha Ghare laganti ki nahi sir
Good tips Guruji🙏 Thank you🙏
Sir namaste
Sir aama ghara Ra muha uttara digaku. Ghara Ra samnare gotia gua gachha and gotia Nadia gachha laga heichhi kichhi asubidha hebaki. Sir Sami tree kau digare laga Eva uchit sir
Sir tulashi gachha chhata upare lageile bhala haba mora kanya rashi
ହଁ ବହୁତ ଭଲ ହେବ🙏
Thanks sir
Apanak fon namber tike diayntun
ମନ୍ଦାର ଗଛ ଲଗାଇବା ଠିକ୍ ହେବ କି ନାହିଁ ? ଦୟା କରି ଉତ୍ତର ଦେବେ🙏
Amara badi nahin chata upare e sabu gacha lagai parini ki?
Ati sunder 🙏
Very fantastic 🙏
"lo
ମହାନୁଭବ ପ୍ରଣାମ। ମୁଁ ବୃକ୍ଷ ପ୍ରେମୀ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରି ଏକ ଅନୁରୋଧ କରୁଛି, ଆପଣ ଏହିପରି ବୃକ୍ଷରୋପଣ ମହତ୍ତ୍ୱ ବିଷୟରେ ଅଭିଜାନ ଜାରିରଖନ୍ତୁ।
ସାର୍ ଆପଣଙ୍କ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ, ବୃକ୍ଷ ରୋପଣ ଓ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ କୁ ନେଇ ଆଉ ଭିଡିଓ ତିଆରି କରିବି ନିଶ୍ଚୟ, ଏଥିପାଇଁ ଆପଣଙ୍କ ପ୍ରେରଣା ମୋ ପାଇଁ ଆଶୀର୍ବାଦ ବୋଲି ମୁଁ ମନେ କରୁଛି
Thank you.
Very nice.thank u sir
Thank you.sir🙏
Sir apanaka mobail no diantu
Thanks Sir 🙏🙏
Thank you 🙏
🙏
Thank you. Jayajagannath
Good tips sir....
Thanks 🙏
Sir haldi plant ghare lagaepare bu ki...jadi lagaee haba ta heley koau digare... please tell me sir.
ଗଙ୍ଗ ଶିଉଳି ଗଛ ଘରେ ଲଗାଇବା ଶୁଭ କି ସାର
Bihari micha katha gudaka gapucha
ଗଛ ନ ରହିଲେ ଆମେ କେମିତି ବଞ୍ଚିବା ବନ୍ଧୁ? ବିହାରୀ ହୁଅ କି ଓଡ଼ିଆ ଗଛ ସମସ୍ତଙ୍କ ପାଇଁ ବଢିଆ👍
@@SpiritualGuruji gacha lagaiba bhala katha hele bastu sastra nare nicha kan pai kahucha
ବାସ୍ତୁ ଶାନ୍ତି ପାଇଁ ଗଛର ଅନେକ ମହତ୍ତ୍ଵ ରହିଛି,
Bhai agudaka tatal gapa , mo pakhare pramana achi tame jaha kahucha micha
ଭାଇ ଭାଗ୍ୟ ଯଦି ନ ବଦଳିବ ପରିବେଶ ର ସୁରକ୍ଷା ତ ହେବ,oxigen ପାଇଁ କେମିତି ପରିସ୍ଥିତି ହେଉଛି ଆଖିରେ ଦେଖିଲା ପରେ ଯଦି ଏହାକୁ ଗପ ବୋଲି କହିବ ତେବେ ୟା ଠାରୁ ଦୁର୍ଭାଗ୍ୟ କିଛି ନାହିଁ
Bastu fastu sabu faltu kathha.
ବାସ୍ତୁ ବିଚାର କରୁଥିବା ବ୍ୟକ୍ତି ହୁଏତ ଭୁଲ ହୋଇ ପାରନ୍ତି, କିନ୍ତୁ ବାସ୍ତୁ ଶାସ୍ତ୍ର ସମ୍ପୂର୍ଣ ବିଜ୍ଞାନ ଉପରେ ଆଧାରିତ ଶାସ୍ତ୍ର,
GURUJI PRANAM
Sidi tale side rasta rahile kana asbidha hebs ki ?
ନା କିଛି ଅସୁବିଧା ହେବ ନାହିଁ ବୋଲି ମୁଁ ଭାବୁଛି
Very nice sir, Thanku
Thank you sir
Arakha gachha ghara agare lagaiba ki
Good morning sir
Thanks Guruji
ଜୟ ଜଗନ୍ନାଥ
Eeeew
ଆଜ୍ଞା ନମସ୍କାର ଆପଙ୍କର ସବୁ ep ଦେଖୁଚି l ବହୁତ ଭଲ ଲାଗୁଚି l ବଉଳ କୋଳି ଗଛ ଘର ର କୋଉ ଦିଗ ରେ ଲଗିବ? ଲାଗିଲେ କଣ ଫଳ ମିଳିବ?
ପଶ୍ଚିମ ଦିଗରେ ଘର ଠାରୁ ୧୦୦ମିଟର ଦୂରରେ ଲଗାନ୍ତୁ
Hi
Sudhiratripathy
Sir ପ୍ରଣାମ, ଘରେ top ରେ lotus ଲଗାଇ ପାରିବା କି
ନିଶ୍ଚୟ
Joy Shri Jagannath
ବହୁତ ଭଲ ଜାଣିବା କଥା କହିଲ
Jai jagannath
ଜୟ ଜଗନ୍ନାଥ
କମଳା?
ଆମର ଘରେ ମାଟିଜାଗା ନାହିଁ..ତେଣୁ ଆମେ ଛାତ ଉପରେ ଛୋଟଛୋଟ କୁଣ୍ଡ ରେ ଅଶ୍ବସ୍ତ..ବେଲ.ବର.ଅପରାଜିତା.ଶମୀ.ଅଂଳା ଗଛ ଲଗାଇଲେ କିଛି ଅସୁବିଧା ଅଛିକି? ଜଣାଇବେ.
କେବଳ ଅଶ୍ଵସ୍ଥ ଗଛ କୁ ଛାଡ଼ି ଅନ୍ୟ ଗଛ ଲଗାଇ ପାରିବେ
Sudhira
Good. Tips. Spritualgueuji.
ଅଶୋକ ଗଛ ଲୋକ ଲଗେଇ କାଂଗାଳ, ଭିକାରି ହେଇଯାଇଛନ୍ତି ଆମ ଗାଁରେ ଲୋକ
ଅଶୋକ ଗଛ ଦୁଇ ପ୍ରକାର ଥାଏ, ତେବେ ଅଶୋକ ଗଛ ଲଗାଇ ଆଚରଣ ଯଦି ରାବଣ ପରି ହୁଏ ତେବେ ସେ ଗଛର ଉପକାରିତା ଉପରେ ପ୍ରଶ୍ନ ଉଠିପାରେ। ଜୟ ଜଗନ୍ନାଥ
Jay jagannath swami
ଜୟ ଜଗନ୍ନାଥ
ମହାନୁଭବ ଆନ୍ତରିକ ପ୍ରଣାମ, ଆମ ଘରର ଦକ୍ଷିଣ ଭାଗରେ ବେଲ,ଅଁଳା ତୁଳସୀ, ନିମ୍ବ ଏକତ୍ର ଅଛି, ଏହାର ଲକ୍ଷଣ ଦୟାକରି କହିବେ କି?
Namaskar agya
Nice information
ଜୟ ଜଗନ୍ନାଥ
Kaniari aau arakha gachha subha ki.
Jay Jagannath
ଜୟ ଜଗନ୍ନାଥ
I know very well.
ଜୟ ଜଗନ୍ନାଥ
Sir mora manaba gana au mo fusure wf Ra rakhyas gana mrg habana nai
3
Thanks
Nice
Radhe radhe sir
Thank you gurujii
Thank you
@@SpiritualGuruji pranam gurudev thanks
ଓଁ ଶାନ୍ତି 🇲🇰🇲🇰 ଅତି ଚମତ୍କାର
Sir khira gachha sangare dhala arakha o papeya ku ganana karibakinahin janai thile
Jay Jagannath good morning sir
Good
ପ୍ରଣାମ ଗୁରୁଜୀ
🙏🙏🙏🙏
ଜୟ ଜଗନ୍ନାଥ 🙏
Veryfineifitistrue
Didi tale side rasta rehale kana heba
Ashok gachha photo dekhantu
ଦକ୍ଷିଣ ଦିଗରେ ମନ୍ଦାର ଫୁଲ ଲଗାଇ ପାରିବା କି ନାହିଁ?
ହଁ ଦକ୍ଷିଣ ଦିଗରେ ମନ୍ଦାର ଫୁଲ ଗଛ ଲଗାଇବା ଭଲ
@@SpiritualGuruji thank you guruji 🙏
Jay Jagannath 🙏🙏guruji 🙏🙏
ଜୟ ଜଗନ୍ନାଥ,
Jay Jaganntha🙏🙏🙏🙏🙏🙏🙏🙏🙏
Very nice
ଜୟ ଜଗନ୍ନାଥ
Jay Jagannath Jay Panhasakha.
Very nice GURUJEE 🙏
ପାନ ଗଛ କଉଠି ଲଗାଇବା ଭଲ
ପାନ ଗଛ ଉତ୍ତର କିମ୍ବା ପୂର୍ବ ଉତ୍ତର ଦିଗକୁ ଲଗାଇବା ଶୁଭ
Very nice 👌guruji Thank you Sir
Sir pana gachha Subha na asubha
ପାନ ଗଛ ବହୁତ୍ ଶୁଭ
ଆମ ଘରର ମୁହଁ ଦକ୍ଷିଣକୁ l ଉତ୍ତର ଦିଗ ବାଡ଼ି ପଟେ ଗଛ ଛାଇ ହେତୁ ଘର ସାମନା ଦକ୍ଷିଣ ପଶ୍ଚିମ କୋଣ ରେ (ଘର ଠାରୁ 20 ଫୁଟ ଦୂରରେ )ଏକ ବେଲ ଗଛ ଏବେ ପକାଇଛି l ଏହା କୌଣସି ହାନିକାରକ ହେବ କି ? ଘର ସାମନାରେ ଅଶୋକ ,ଅପରାଜିତା,ମଲ୍ଲୀ ଇତ୍ୟାଦି ଅନ୍ୟାନ୍ୟ ଗଛ ଅଛି l ଦୟା କରି ମନରୁ ସନ୍ଧେହ ଦୂର କରିବେ
l ଜୟ ଜଗନ୍ନାଥ
Good
ଶ୍ଳେଶାତ୍ମକ ଗଛର ଓଡିଆ ନାମ କ'ଣ?
କ୍ଷମା କରିବେ, ଏପରି ଗଛ ମୁଁ ଚିହ୍ନିବା ବା ତ ଦୂରର କଥା ନା ବି ଶୁଣି ନ ଥିଲି
Sir mo ghar sabu achi kinti santi neigh
Paschima diga re ghara r mukhya dwara achhi kichhi asubidha heba nahi ta
Pranam guruji
Chata upre bela gacha lagai pariba sir🙏
ବେଲ ଗଛ ଛାତ ଉପରେ ଲଗାନ୍ତୁ ନାହିଁ
Red champa kouthi lagaile bhala
ଦକ୍ଷିଣ ଦିଗ ଭଲ
Guruji dayakari kahibe ki ghara ra barire keun pariba gachha lagaiba uchit kounta anuchit
ପରିବା ଗଛ ବାରି ଘରେ ଲଗାଇବା ଭଲ,
ସହରରେ ଜାଗା କମ୍ ଥିବାରୁ ଅଶୋକ, ବେଲ ଇତ୍ୟାଦି ଗଛ ବଡ ବଡ କୁଣ୍ଡରେ ଲଗାଇ ପାରିବା କି?
ସହର ରେ ଜାଗା ଅଳ୍ପ ଥିବାରୁ ଯେଉଁ ଗଛ ଗୁଡ଼ିକ ଛୋଟ ଛୋଟ ସେ ଗୁଡ଼ିକ ଲଗାଇ ହେବ,
@@SpiritualGuruji ଅଶେଷ ଧନ୍ୟବାଦ 🙏
Amutabhanda gachha ta khira gachha. Aneka kuhanti a gachha badire lagaiba anuchiti. Reply sir
ଅମୃତଭଣ୍ଡା ଗଛ ଘର ଅତି ନିକଟରେ ରହିବା ଠିକ ନୁହେଁ
ଗଛ କୁ କୁଣ୍ଡରେ ଲଗାଇଲେ ଚଳିବ କି?
Guruji pranam mu ama badire gacha lageile podosi loka sahunahanti kn kribi pls reply
ଆପଣ ନିଜ ଯାଗାରେ ଗଛ ଲଗାଇଲେ ଏଥିରେ କାହାର କଣ ଅସୁବିଧା ଅଛି?
🙏Alovira gachha badire thile bhala ki sir.
ବହୁତ୍ ଭଲ
Jahara jaga nahi kn vastu Dosha chadibani
Pano gotcha Ghare laganti ki nahi sir
Good tips Guruji🙏 Thank you🙏
Sir namaste
Sir aama ghara Ra muha uttara digaku. Ghara Ra samnare gotia gua gachha and gotia Nadia gachha laga heichhi kichhi asubidha hebaki. Sir Sami tree kau digare laga Eva uchit sir
Sir tulashi gachha chhata upare lageile bhala haba mora kanya rashi
ହଁ ବହୁତ ଭଲ ହେବ🙏
Thanks sir
Apanak fon namber tike diayntu
n