Rs 800 Crore Scam, BJP - Millers Fixing ! | Nirbhay Gumara Katha

Поделиться
HTML-код
  • Опубликовано: 20 ноя 2024

Комментарии •

  • @pramodkumarrout7641
    @pramodkumarrout7641 10 дней назад +73

    ନିର୍ଭୟ ଗୁମର କଥା ବିରୋଧ ଦଳ ର ଭୂମିକା ନିର୍ବାହ କରୁଥିବାରୁ ବହୁତ ଧନ୍ୟବାଦ। ସରକାର ବେଳହୁଁ ସାବଧାନ।

  • @ashokpattanik6945
    @ashokpattanik6945 10 дней назад +43

    ନମସ୍କାର।ପ୍ରକୃତ ରେ ନିର୍ଭୟ ଭାବରେ ଆପଣ ଙ୍କ ପରି କେହି ମତାମତ ଦେଇ ପାରିବେ ନାହିଁ।ନିର୍ଭୟ ଭାବରେ ଆପଣଙ୍କ ଉପସ୍ଥାପନା ବହୁତ୍ ଭଲ ଲାଗିଲା।

  • @ramapujari7786
    @ramapujari7786 9 дней назад +11

    ନିର୍ଭୟ ଗୁମର କଥା ଚାଷୀମାନଙ୍କର କଥା କହି ଲାଭ ଚିନ୍ତା କରୁଥିବାରୁ ଧନ୍ୟବାଦ | ଚାଷୀ ମାନେ ଏକ ହୋଇ ସରକାରଙ୍କୁ ଏଦିଗରେ ଜବାବ ମାଗନ୍ତୁ ଓ ଧାନ ସଂଗ୍ରହ ପାଇଁ ବଡ଼ବଡ଼ଗୋଦାମ ତିଆରିକରି ପ୍ରତିନିଧି ମାଧ୍ୟମରେ ବିକ୍ରୟ |

  • @parsuramjani1993
    @parsuramjani1993 10 дней назад +34

    ବିଜେପି କୁ ସଦବୁଦ୍ଧି ନ ହେଲେ ସବୁ ସରି ଯିବ.... ଜୟ ଶ୍ରୀ ରାମ

  • @himansudash9149
    @himansudash9149 9 дней назад +26

    ବିଜେପି ର ସଵୁ ନେତା କମିସନ୍ ଖାଇଵାରେ ମାଷ୍ଟର।

  • @himansudash9149
    @himansudash9149 9 дней назад +11

    ନବୀନଙ୍କୁ କାର୍ଟୁନ୍ କରିଦେଲେ କିନ୍ତୁ ମୋହନ ଆଜନ୍ମ କାର୍ଟୁନ୍।

  • @satyanandapradhan6998
    @satyanandapradhan6998 10 дней назад +4

    ବହୁତ ବହୁତ ଧନ୍ୟବାଦ

  • @abhayamishra3806
    @abhayamishra3806 9 дней назад +13

    ଭାରତୀୟ ଜନତା ପାର୍ଟି ୫ବର୍ଷ ପାଇଛି....ଭଲକରି ଲୁଟିବେ....ସେମାନେ ବି ଜାଣିଛନ୍ତି ଆଉ ଆସିବେ କି ନାହିଁ ଜଣା ନାହିଁ....ତେଣୁ ଯାହା ମିଳୁଛି ଖାଇଚାଲ

  • @narendrabarik9855
    @narendrabarik9855 10 дней назад +14

    ଜୟ ଜଗନ୍ନାଥ ନିର୍ଭୟ କୁ ଧନ୍ୟବାଦ

  • @saraswatimathseducation
    @saraswatimathseducation 10 дней назад +16

    ଗୁମର କଥାରେ ଏପରି ଆଲୋଚନା କୁ ଅନେକ ଅନେକ ଧନ୍ୟବାଦ l

  • @satishchandrabehera7291
    @satishchandrabehera7291 10 дней назад +20

    ସବୁ କାଳେ ସବୁ ସରକାର ଚାପ ଗ୍ରସ୍ତ।
    ଜନସାଧାରଣ ସବୁକାଳେ ଭୀତତ୍ରସ୍ତ।।

  • @ramachandrapanipani7424
    @ramachandrapanipani7424 17 минут назад

    ଉତ୍କଳ କେଶରୀ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କ ଶୁଭ ଜନ୍ମଦିନରେ ତାଙ୍କୁ ଆମର ପ୍ରଣାମ ।

  • @FAKIRJENA-du2zs
    @FAKIRJENA-du2zs 10 дней назад +11

    ନିର୍ଭୟ ଚ୍ୟାନେଲ ପ୍ରସାରିତ କରୁଥିବା ଖବର ପାଇବ ଶହେ ରୁ ଶହେ। ଧନ୍ୟବାଦ।

  • @sachikantasahoo6981
    @sachikantasahoo6981 9 дней назад +12

    ଧାନ ଯଦି 31 ଟଙ୍କା ହୁଏ ତେବେ ଚାଉଳ କେତେ ହେବ ??
    ପ୍ରଥମେ ଚାଷ ଜମି ଯାହା ଘର ହୋଇ ଯାଇଛି ତାକୁ ପୁନରୁଦ୍ଧାର କରି ଚାଷ ଜମି କରା ଯାଉ
    ଗୋଟିଏ ଲୋକ ନାମରେ ଗୋଟିଏ ଘର ହିଁ ରହିବା ଦରକାର, ଅଧିକ କୁ ସରକାର ସିଜ କରନ୍ତୁ
    ସରକାରୀ କର୍ମଚାରୀଙ୍କ ଦରମା ଅତି ବେଶୀରେ ରେ 20 ହଜାର ଭିତରେ ରଖା ଯାଉ , ସେମାନଙ୍କ ଦରମା ଅଧିକ ହେଇ ଯିବା ଦ୍ୱାରା ପ୍ରତି ଜିନିଷ ର ମୂଲ୍ୟ ବଢି ଯାଉଛି ।

    • @bikashsahu4503
      @bikashsahu4503 7 дней назад +1

      ଆପଣ ସମ୍ପୂର୍ଣ୍ଣ ଠିକ୍ କହିଛନ୍ତି। ଦର ଦାମ ବୃଦ୍ଧି ର ମୂଳ କାରଣ ସରକାରୀ କର୍ମଚାରୀ ଙ୍କ ଦରମା ରେ ଅତ୍ୟଧିକ ବୃଦ୍ଧି।
      ଯାହା ଫଳରେ ସମାଜ ରେ ସନ୍ତୁଳନ ରହୁ ନାହି।
      ସରକାରୀ ଚାକିରୀ ରେ ଏତେ ଅଧିକ ଦରମା ଯେ ବେସରକାରୀ ଚାକିରୀ ରେ ନଗଣ୍ୟ। ଏବେ ସମସ୍ତଙ୍କ ମାନସିକତା ଏମିତି ହେଇ ଗଲାଣି ଯେ ଚାକିରୀ ମାନେ ସରକାରୀ।
      ଯାହା ଫଳରେ ଯିଏ ଯେଉଁଥିରେ ବି nijkuti ହେଇ ଥାଆନ୍ତୁ ନିଜକୁ ସ୍ବାବଲମ୍ବୀ ମାନେ କରୁ ନାହାନ୍ତି କି ସମାଜ ମଧ୍ୟ ଗ୍ରହଣ କରୁନି।ଯାହା ଫଳରେ ବେକାରୀ ସମସ୍ୟା ର କଥା ଉଠୁଛି।
      ସରକାର ଏହାକୁ ନିୟନ୍ତ୍ରଣ କରିବା ଉଚିତ୍ ଯାହା ଫଳରେ ବେକାରୀ ମନୋଭାବ ଯୁବପିଢି ଠୁ ଦୂର ହେବ।
      ଏହା ସହ ଦରଦାମ ମଧ୍ୟ ନିୟନ୍ତ୍ରଣ ରେ ରହିବ।

  • @sushantadas2518
    @sushantadas2518 10 дней назад +4

    Good issue raised by you, daring one.

  • @Pradoshmohapatra-x3h
    @Pradoshmohapatra-x3h 10 дней назад +13

    Excellent topic

  • @successfullife6722
    @successfullife6722 10 дней назад +11

    ଧନ୍ୟବାଦ ସାର, ଓଡିଶା ତଥା ସିମୁଳିଆ ମାଟି ଆପଣଙ୍କ ଭଳି ସଚୋଟ, ନିର୍ଭୀକ ସୁପୁତ୍ର ପାଇ ନିଶ୍ଚିତ ରୂପେ ଗର୍ବିତ l ମୁଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ସେ, ମୋ ଆୟୁଷ ଆପଣଙ୍କ ଜୀବନ ଚକ୍ରରେ ସାମିଲ କରନ୍ତୁ l ଆପଣଙ୍କର ବିଶ୍ୱରଞ୍ଜନ ବେହେରା l

    • @saratbiswal9258
      @saratbiswal9258 9 дней назад

      Budget re 3100 tanka daba ku extra allocation achhi ki nahin prathame clear karantu.

  • @bulusethy9220
    @bulusethy9220 10 дней назад +12

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @papudharma
    @papudharma 10 дней назад +12

    ନବୀନ ବାବୁ ଆପଣଙ୍କୁ ନିବେଦନ
    AORMA ra president/ Secretary କୁ ଶନିବାର କର୍ୟକର୍ମ ରେ ନିମନ୍ତ୍ରଣ କରି ପ୍ରଶ୍ନ ପଚାରନ୍ତୁ।

    • @santoshkumarsahu6586
      @santoshkumarsahu6586 10 дней назад +1

      Sir Apankar Cometa Ku Swagata Karuchhi ❤️🙏❤️Nirvhya GumaraKathhara Pratistata Nabina BabuNku Mora Sadara Pranam ❤️🙏❤️Nabina Babu Jana Swachha,Nirvika Sambadhita Ku Bahuta Bhalpaye Au Nirvaya Gumara Kathhaku Pratidin Dekhithaye.Kintu Dhana Mandi Mane Kana Mandi Parichalana Daitwa Kahar Mandire Millera Ra Bhumika Kana Janasadharana Nihati Janiba Darakara Jete Jaldi ORMA Sabhapati Nimnatrana Kari CHARCHA TEBULA RE Bsaibe Bahut Bahut Bhalaheba ❤️🙏❤️

  • @bhabendranathsahu4061
    @bhabendranathsahu4061 9 дней назад +11

    ବୁଢ଼ାର ବହୁତ୍ ବିଜେପି ପ୍ରେମ।ମୋହନ ସରକାର ନିଶ୍ଚିତ ଆପଣଙ୍କ କଥା ମନିବେ।

  • @SabitaKhuntia-ih5yq
    @SabitaKhuntia-ih5yq 10 дней назад +9

    Jay Jagannath sir namaskar excellent presentation correct topic sir 🙏🙏

  • @RanjanBehera-ge1kf
    @RanjanBehera-ge1kf 10 дней назад +18

    ☀️ ଓଡ଼ିଶା ରୁ ଯେତେ ଶିଘ୍ର ଏ ଅପାରଗ ବିଜେପି ହଟି ରାଷ୍ଟ୍ରପତି ଶାସନ ଲାଗୁ ହେବ... ସେତେ ଶିଘ୍ର ଓଡ଼ିଶା ର ମଙ୍ଗଳ ହେବ 🙏🙏 ସମର୍ଥନ କରି ଫଳ ପାଇଲୁ 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩

  • @durgasahu2215
    @durgasahu2215 10 дней назад +5

    ନବୀନ ବାବୁ ଆପଣଙ୍କୁ ଅନୁରୋଧ ଆପଣଙ୍କ କାର୍ଯ୍ୟକ୍ରମ ରେ AORMA president/secretary ଙ୍କୁ ଡ଼ାକିପ୍ରଶ୍ନ ପଚାରନ୍ତୁ

  • @biswadunia8109
    @biswadunia8109 10 дней назад +5

    ଆପଣ ଜାଣି ନାହାନ୍ତି ଜାଣନ୍ତୁ କେମିତି ରାଜନୀତି କରନ୍ତି BJP ଦଳ ଓଡ଼ିଶାରେ

  • @avayjena9238
    @avayjena9238 9 дней назад +5

    ମୁଁ ବି ଜନମ ହେଲା ଦିନରୁ ଶୁଣି ନଥିଲି ଆଳୁ କିଲୋ 60 ଟଙ୍କା ପିଆଜ 100ଟଙ୍କା ରସୁଣ 450ଟଙ୍କା

    • @ajdash6449
      @ajdash6449 8 дней назад

      BJD sorkar thila bele allu kg 80 thila...sita v 2014 re ..jodi Biswas hou nhi... youtube re dekho..news channel re pai jibo bhai...

    • @sunitapradhan3852
      @sunitapradhan3852 8 дней назад

      ​@@ajdash6449seita batya samaya re kebala badhichhi, sarkaar badheinahanti, mahajuda kari kala bajari mane badheichhanti, sethipain dhara padithiba loka mane hajar hajar tanka ra fine bi deichhanti

    • @nilakanthadas7626
      @nilakanthadas7626 7 дней назад

      ​@@ajdash6449...sala galua ete din dhari nathila 5 months helani

  • @rabindrapatra8223
    @rabindrapatra8223 10 дней назад +2

    Very beautiful awareness sir Jay Nirbhaya. Jay Jagannath ❤👍🌹🙏

  • @user-pz4zd1yb7j
    @user-pz4zd1yb7j 10 дней назад +2

    Bahut badhia upasthapana

  • @karunakarmohanty89
    @karunakarmohanty89 10 дней назад +2

    ଧନ୍ୟବାଦ ସାର୍ ଜୟ ଜଗନ୍ନାଥ

  • @kastucharansahu6656
    @kastucharansahu6656 10 дней назад +8

    କହିଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ନିଜକୁ

  • @PruthwirajJayasingh
    @PruthwirajJayasingh 7 дней назад

    Respect ❤

  • @madhusudandash838
    @madhusudandash838 13 часов назад

    Right❤❤❤

  • @jayanarayandas4237
    @jayanarayandas4237 10 дней назад +4

    Now Tata power is demanding additional security charges from consumers. Is it justified?
    Pl give a detailed report for the interest of public.

  • @RanjanBehera-ge1kf
    @RanjanBehera-ge1kf 10 дней назад +35

    ☀️ ଓଡ଼ିଶା ରୁ ଯେତେ ଶିଘ୍ର ଏ ଅପାରଗ ବିଜେପି ହଟି ରାଷ୍ଟ୍ରପତି ଶାସନ ଲାଗୁ ହେବ.... ସେତେ ଶିଘ୍ର ଓଡ଼ିଶା ର ମଙ୍ଗଳ ହେବ 🙏🙏ସମର୍ଥ କରି ଫଳ ପାଇଲୁ🚩🚩🚩🚩🚩🚩🚩🚩🚩🚩

    • @deviduttamohapatra4984
      @deviduttamohapatra4984 10 дней назад +1

      Mungerilal ke hasin sapne

    • @siteshkumarbehera3282
      @siteshkumarbehera3282 10 дней назад +2

      mana icha kichi gote gapi dele hela aau.. rashtrapati sasan 😂😂

    • @prabirlenka7438
      @prabirlenka7438 10 дней назад +1

      Rajniti kebala chsinka pain bjd sarkar 100 tanka bonus dei parileni kalia jojanare 10 persent chasi pailebaki anyamanakapain nahni saharanchale thiba chasinka pain c m kissan nahni pmkisan bi nahni semane Kan niare muti thile
      Abisayare sarkarnka pakhare dabi heba darkar

    • @prakashkumarjena.babusan.n3760
      @prakashkumarjena.babusan.n3760 10 дней назад

      ପୋଡ଼ୁଚି କିରେ ଭିତରେ ଭିତରେ ବହୁତ ପୋଡ଼ୁଚି ତୁ ଗୋଟେ ଭାଡୁଆ ବିଜେଡି ର.... ଚଟା କୁକୁର 😂😂😂😂

  • @rahulagarwal5690
    @rahulagarwal5690 9 дней назад +2

    Dear friends and dear Mr Das.. It is right miller wants to raise the milling charge... Why? Please think about it's work done for nation and for that how much it gets reimbursement... For some wrong millers all should not be blame... It's very difficult to run a industry with such low charges..... I like your thoughts very much... But ones again you please study on it... And definitely I know u will make a video for millers and it will be in support 🙏

  • @ramachandrapanipani7424
    @ramachandrapanipani7424 4 минуты назад

    ଆପଣଙ୍କ ଅଭିଯୋଗ ସାଙ୍ଗକୁ ପ୍ରସ୍ତାବ ପ୍ରଦାନ ବି ଗ୍ରହଣୀୟ । ସାଧୁ ସାବଧାନ !

  • @bijayparida8085
    @bijayparida8085 6 дней назад

    ଧାନ କୁଇଟଲ 3100 ରାଜ୍ୟ ବିଜେପି ଦବ ମୋଦି ବାଳ ଦବ

  • @satishchandrabehera7291
    @satishchandrabehera7291 10 дней назад +7

    ନମସ୍କାର ଆଜ୍ଞା, ନମସ୍କାର।
    ଜୟ ଜଗନ୍ନାଥ!!!

  • @ratikantapanda120
    @ratikantapanda120 9 дней назад

    ଧନ୍ୟବାଦ ସାର ଅପଣଂକର ସାହାସିକତା କୁ 🙏🙏

  • @kailashsahoo1136
    @kailashsahoo1136 10 дней назад +13

    ନିର୍ଭୟ ର ପ୍ରଭାବ ଯୋଗୁଁ ଯୋଗାଣ ସଚିବ ବଦଳିଗଲେ.

  • @Ajena_Vlogs
    @Ajena_Vlogs 8 дней назад

    ବୁଢ଼ା ମୁହଁରୁ ଆଜି କଣ ଏମିତି କଥା ବାହାରିଲାଣି 🧐

  • @PradeepBehera-d5z
    @PradeepBehera-d5z 10 дней назад +7

    ଶେଷରେ ମୋହନ ସରକାର ପାଖରେ ଆପଣଙ୍କ କଥା ପହଞ୍ଚିଲା ସେ ବୀରବୀକ଼ମ ଯାଦବଙ୍କୁ ଯୋଗାଣ ବିଭାଗ ରୁ ହଟାଇଲେ। ଯାହା ଫଳରେ ଆଗାମୀ ଧାନ କୀଣାରେ ସ୍ୱଚ୍ଛ ତା ଆସିବ।

  • @priyaranjanmohanty1422
    @priyaranjanmohanty1422 10 дней назад +2

    ବହୁତ ବଢିଆ ଦର୍ପଣ ଦେଖାଇଛନ୍ତି ସାର

  • @pradeeppanda4273
    @pradeeppanda4273 7 дней назад

    100% right

  • @tuladharpradhan
    @tuladharpradhan 10 дней назад +6

    ଆପଣଙ୍କ ନିରପେକ୍ଷ ସମ୍ବଡିତା ପାଇଁ ଆପଣଙ୍କୁ ପ୍ରଣାମ

  • @pradeepkumarkonhar3129
    @pradeepkumarkonhar3129 8 дней назад

    Thanks

  • @rabishankarraut1977
    @rabishankarraut1977 10 дней назад +11

    ଯୋଉ ମାନେ ନିର୍ଭୟ କୁ ସମାଲୋଚନା କରୁଥିଲେ ,
    ସେମାନେ କୁଆଡ଼େ ଗଲେ ?

  • @bulusethy9220
    @bulusethy9220 10 дней назад +3

    ❤❤❤❤❤

  • @manjupravamishra8000
    @manjupravamishra8000 10 дней назад +2

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @pradoshkumarchakrabarty9081
    @pradoshkumarchakrabarty9081 10 дней назад +1

    Bjp govt future is not good.

  • @AmiyaKumarSahoo-u3s
    @AmiyaKumarSahoo-u3s 10 дней назад +5

    କିଛି ଝଡ଼ ହେବନି ବିଜେପି ର
    କାରଣ କାଲି କି କେହି ଦେଖି ନାହାନ୍ତି, ବର୍ତମାନ ଯାହା ମିଳୁଛି ତାକୁ ବାନ୍ଧ, 2029 ରେ ସରକାର କୁ ଆସିବେ କି ନାହିଁ କିଏ ଜାଣିଛି, ଆଜି ଯଦି ବିଜେଡି ପାର୍ଟି fond ରେ ପଇସା ନଥାନ୍ତା ସେ କଣ ବର୍ତମାନ ର ନିର୍ବାଚନ ଆଗକୁ ଲଢ଼ି ପାରିବେ ?
    ତେଣୁ କଥାରେ ଅଛି
    ଯାହା ମିଳୁଛି ଅକସ୍ମାତ
    ତାକୁ ନେଇଯାଅ ସାଥ ସାଥ.

    • @prakashkumarjena.babusan.n3760
      @prakashkumarjena.babusan.n3760 10 дней назад

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଥିଲେ ଆଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ମୂଳ ରୁ କାଟି ସଫା କରିଦେଲେ.. ଜୟ ଜଗନ୍ନାଥ 🙏🙏

  • @pradeepkumarmohanta8161
    @pradeepkumarmohanta8161 Час назад

    ପ୍ରଥମ କଥାହେଲା ସରକାର କେତେଧାନକିଣିବେ ଅନ୍ତତଃ ଗୋଟେ ଜିଲ୍ଲାରେ ସେତିକି ଧାନହେବ କିନ୍ତୁ ବାକି ଅଧିକ ଧାନ କିଣିବ କିଏ ତାର ମୂଲ୍ୟକେତେ ରହିବ

  • @girijapujhari8888
    @girijapujhari8888 6 дней назад

    ନିର୍ଭୟ ଉପସ୍ଥାପନା...Suresh Pujari ଙ୍କର Ash dumping deal ମଧ୍ଯ ଉପସ୍ଥାପନ କରନ୍ତୁ ।

  • @basantapattnaik7812
    @basantapattnaik7812 10 дней назад +2

    ସାର ପ୍ରଣାମ 🙏🌹

  • @pramoddash5937
    @pramoddash5937 9 дней назад +4

    Unrealistic analysis 😊😊😊😊😊😊😊😊😊

  • @PurnachandraBehera-if5tu
    @PurnachandraBehera-if5tu 10 дней назад +4

    ନବୀନ ବାବୁ ଙ୍କ ଆଶୀର୍ବାଦରେ 24ବର୍ଷ ଚାଷୀଙ୍କୁ ଥକୁଥିଲେ। ନବୀନ ବାବୁ ଭାଗ ନିଅନ୍ତି।

    • @jbn1365
      @jbn1365 8 дней назад

      Ebe BJP v bhaga neba

  • @sudiptanayak144
    @sudiptanayak144 9 дней назад

    ନିର୍ଭୟ ନାଁମର ସାର୍ଥକତା ପ୍ରତିବାଦନ କଲା ଭଳି ଲାଗିଲା।🙏🏾♥️

  • @bikashkumar-u5x9j
    @bikashkumar-u5x9j 10 дней назад +1

    ନିର୍ଭୟ ଗୁମର କଥାକୁ ବହୁତ ବହୁତ ଧନ୍ୟବାଦ
    ମୋର ଭାରତୀୟ ଜନତା ପାର୍ଟି କୁ ଅନୁରୋଧ ବିଜେଡି ଚକ୍ର ଭିୟୁ ର ମାୟା ଜାଲରେ ନ ପଡ଼ିବା ପାଇଁ
    ଜୟ ଜଗନ୍ନାଥ

  • @radhakantadalai4843
    @radhakantadalai4843 8 дней назад

    Great journalism, please keep it up.

  • @deepanjalimohanty9756
    @deepanjalimohanty9756 10 дней назад

    ଜୟ ଶ୍ରୀ ଜଗନ୍ନାଥ

  • @anjananayak3971
    @anjananayak3971 10 дней назад +1

    Satare nirbhay re gumara katha kahi thibaru dhanyavad 🎉

  • @salmababyanwar291
    @salmababyanwar291 10 дней назад

    Thank u sir for clear voice.

  • @FAKIRJENA-du2zs
    @FAKIRJENA-du2zs 10 дней назад +2

    ବିଶେଷ ଅସୁବିଧା ହେବ ନାହିଁ ଯାହା ଅନୁମାନ କରାଯାଉଛି।

  • @satyabratamohanty7570
    @satyabratamohanty7570 10 дней назад

    The perfect analysis sir

  • @narayanparida5469
    @narayanparida5469 2 дня назад

    ଏତେଦିନ ପରେ ନିର୍ଭୟ ଲାଇନକୁ ଆସିଲେ ।

  • @subhalaxmipothal5314
    @subhalaxmipothal5314 3 дня назад

    ନବୀନ ଦଶ ର ପରାମର୍ଶ ଗ୍ରହଣ କରୁନାହିକି ଓଡ଼ିଶା BJP ସରକାର

  • @niranjanpanda8574
    @niranjanpanda8574 10 дней назад +3

    Very good discussion. Mohan Govt should alert to thiis propaganda.

  • @ManojAgrawal161
    @ManojAgrawal161 8 дней назад

    This nirvaya channel is real opposition party. ❤ This channel.

  • @ravipatnaik79
    @ravipatnaik79 10 дней назад +3

    ଅତି ଗର୍ବେ ହତା ଲଙ୍କା ...

  • @basantakumarpanda9022
    @basantakumarpanda9022 8 дней назад

    ସରକାର ନିଜପାଇଁ ନିଜେ ସମାସ୍ଵା ସୃଷ୍ଟି କରୁଛନ୍ତି।ମିଲରମାନେ କରୁଥିବା ଯୁକ୍ତି ଉପଯୁକ୍ତ।

  • @prabhasray675
    @prabhasray675 10 дней назад +2

    Jay Jagannath

  • @srinibassethi2428
    @srinibassethi2428 9 дней назад

    Nice

  • @sudarsannayak356
    @sudarsannayak356 10 дней назад +3

    I must appreciate today's Nirvaya Gumara Katha.

  • @rajendramaharana9243
    @rajendramaharana9243 10 дней назад

    Great presentation... tremendous work 🙏

  • @sukadebpradhan8404
    @sukadebpradhan8404 10 дней назад +1

    ମିଲର Mankar ଏଇ ଦାବି ଗ୍ରହଣ କରିବା ଠିକ୍ ନୁହଁ

  • @jatindrabarik9271
    @jatindrabarik9271 10 дней назад +1

    ମୋତେ ଲାଗୁଛି ମୋହନ ସରକାର ପାଞ୍ଚ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଚାହାଁନ୍ତି।ସେ ଦୀର୍ଘ ଦିନ ପାଇଁ ଚିନ୍ତା କରନ୍ତି।

  • @dksahu5541
    @dksahu5541 10 дней назад

    Right sir

  • @ashiskumarbehera6185
    @ashiskumarbehera6185 9 дней назад +1

    କି ଫାଲତୁ କଥା ବୋଇଲେ ଯଦି ସରକାର କିଛି ଜାଣୁନାହାନ୍ତି ତେବେ ଇସ୍ତଫା ଦିଅନ୍ତୁ l କୁଣ୍ଡା ଖାଇବନି କି ଡ଼ଙ୍ଗା ଛାଡିବନି l

  • @bipracharanjena2736
    @bipracharanjena2736 10 дней назад +3

    ବିଜେଡି ନିଜର ବଟୁଆ ପରୋକ୍ଷ ଲାଞ୍ଚ ଟଙ୍କାରେ ପୂରଣ କଲେ ହେଲେ ଲୋକେ ଶିକ୍ଷା ଦେଲେ ବିଜେପି ସରକାର ମଧ୍ୟ ସେହି ଏକା ଉପାୟ ଅଦେରି ଛନ୍ତୁ ଲୋକେ ଶିକ୍ଷା ଦେବେ

  • @sukadebpradhan8404
    @sukadebpradhan8404 10 дней назад +1

    ଆପଣ ଠିକ କହିଛନ୍ତି, ମୋହନ ମାଝି ଙ୍କୁ ଠିକ୍ ବିଚାର କରିବା ଦରକାର

  • @durgamadhabmahapatra2853
    @durgamadhabmahapatra2853 9 дней назад +2

    Mu vabithili this govt. will do something for people, but I am ashamed for giving my vote to this govt.....

  • @KUNJABIHARINAIK-r3h
    @KUNJABIHARINAIK-r3h 10 дней назад +1

    ମିଲର ଏବଂ ସରକାର ଙ୍କ ଏ ଛଳନାପୂର୍ଣ୍ଣ ଆଲୋଚନା ରେ ନିରୀହ ଚାଷୀ ପେଷିହେବ ନାହିଁତ? ସରକାର ଓ ମିଲର ଙ୍କ ଚକ୍ରବ୍ୟୁହ ରେ ଚାଷୀ ହଇରାଣ ନ ହେଉ ସରକାର ଙ୍କୁ ମୋର ବିନମ୍ର ନିବେଦନ ପ୍ରଶାସନ ଓ ସରକାର ଚାଷୀଙ୍କ ଘଇତା ନ ସାଜନ୍ତୁ ••••ଜୟ କିସାନ ••♪•

  • @binayamishra3723
    @binayamishra3723 10 дней назад +1

    Jai jagannath

  • @acharyaone7500
    @acharyaone7500 10 дней назад

  • @jayantanayak1793
    @jayantanayak1793 10 дней назад +2

    ଏ ଡିଲ୍ ରେ ସବୁ ମିଲର ସାମିଲ ନାହାନ୍ତି କିଛି ମିଲର ଦଲାଲ ସାଜିଛନ୍ତି ଯେଉଁ ମାନେ ବିଜେଡି ଦଳର ଦଲାଲି କରୁଥିଲେ ଆଜିବି ସେମାନେ ଆଗ ଧାଡିରେ ରହି ମିଲର ମାନଙ୍କୁ ପରିଚାଳନା କରୁଛନ୍ତି ଆଜିକାଲି ବ୍ୟବସାୟ ଅପେକ୍ଷା ଦଳାଲିରେ ଭଲ ପଇସା

    • @sadhaihembram9242
      @sadhaihembram9242 8 дней назад

      Bhaire bjd government ru uthila pore b bjd dayi....bjp jaha decide hebo tahe hebo ....

  • @saratswain7951
    @saratswain7951 10 дней назад

    ଠିକ୍ କଥା।

  • @prakashkumarjena.babusan.n3760
    @prakashkumarjena.babusan.n3760 10 дней назад

    ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏🙏🙏🙏🙏

  • @sibasankarnatha3193
    @sibasankarnatha3193 10 дней назад +1

    ଅଲାଜୁକ ଭକତ କହିବେ ଏସବୁ ମିଥ୍ଯା

  • @RadhakantaPradhan-sk3qp
    @RadhakantaPradhan-sk3qp 10 дней назад +1

    A good analysis may be on true fact

  • @akshayakumarnayak492
    @akshayakumarnayak492 10 дней назад +1

    Good

  • @debendranathpal813
    @debendranathpal813 10 дней назад

    ଆଠ ଶହ କୋଟି ଟଙ୍କା ର ଦୁର୍ନିତି! ପଏଣ୍ଟ ସଠିକ୍। କିନ୍ତୁ ଆପଣ ସାବଧାନ ଥିବେ। କାରଣ ଏହାର ରାକେଟ ଆପଣ ଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିବେ ନିସ୍ଚୟ।

  • @neerennayak7417
    @neerennayak7417 10 дней назад +1

    Good news

  • @manojkumarsaint7803
    @manojkumarsaint7803 10 дней назад +1

    Jay Maa Durgatinasini ❤❤❤

  • @DebenderMadhual
    @DebenderMadhual 4 дня назад

    ଏ ସବୁବେଳେ ବିଜେପି ପ୍ରେମି😂

  • @upendrapanigrahi8035
    @upendrapanigrahi8035 10 дней назад

    Very very good video.

  • @sanatansahu5805
    @sanatansahu5805 7 дней назад +1

    Millku DHANA nadei Sarkar nijenijar millbasei dhana pesantu

  • @ramchandrahota2430
    @ramchandrahota2430 10 дней назад

    Fearless Remarks Generating Political Renaissa are Mindblowing No doubt .

  • @saratkumarmohanty9531
    @saratkumarmohanty9531 10 дней назад +1

    ସବୁ ଆଜ୍ଞା ଡକାୟତ, ରାଜ୍ୟ ହେଉ କି କେନ୍ଦ୍ର ହେଉ ସବୁ ରାଜନୈତିକ ଦଳ ଦିନ କୁ ଦିନ ମହା ଡକାୟତ ପାଲଟି ଯାଉଛନ୍ତି

  • @tapangamer2013
    @tapangamer2013 8 дней назад +1

    Jumlabjp ok 😂😂😂

  • @themothermarine7152
    @themothermarine7152 10 дней назад

    ଆଗରୁ ସରକାର ଯେଉଁମାନଙ୍କୁ ନେଇ ଚାଲୁଥିଲା ଏବେ ବି ସେମାନଙ୍କ ଦୟାରୁ ଚାଲୁଛି। କେବଳ ଦଳ ଓ ବ୍ୟକ୍ତି ଲୋକଙ୍କ ପାଇଁ ଏକ ଲୋକ ଦେଖାଣିଆ ପରିବର୍ତ୍ତନ।

  • @BipinPattanaik
    @BipinPattanaik 3 дня назад

    Jay Jagannath🙏 Jay Nila Madhab 🙏Omm🕉️ Jay BJP🙏 Jay Modi ji🙏 Jay Yogi ji🙏BJD and CONGRESS free Odisha in next 5 years democracy festival SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR .