Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ୟେମା ନେ ଦେଶ ସେବା ନାଁରେ ଆସିଲେ,ପୁଣି ଦରମା ନେବେ ,ପୁଣି ବଢିବା,ଯଦି ସରକାରୀ ଚାକିରି କରିବାକୁ entrance exams clear କରୁଛନ୍ତି ତେବେ ବିଧାୟକ ମନ୍ତ୍ରୀ ବି exam qualify କରି ଆସନ୍ତୁ ଆଉ ତାଙ୍କ ଶିକ୍ଷା ଗତ ଯୋଗ୍ୟତା ନିର୍ଧାରଣ କରାଯାଉ ତାପରେ ଦରମା ନିର୍ଦ୍ଧାରିତ ହେବ।
Right 👍🙏
ଆଗ ଖାଲିଥିବା ପୁରଣ କରାଯାଉ ତା ପରେ ଯେଉଁ ପଦବୀ କୁ ଯେତେ ଦେବା କଥା ଦେଲେ ତାପରେ ଯାଇ ନିଜକଥା ଭାବିବେ
Really there should be taken steps against these politicians😡
❤️🙏
କ'ଣ କାମ କି ସେମାନଙ୍କର, ଦରମା ବଢିବ।
150% hike is too much..
No need hike salary because they are our service team for us.
Sir amra nine months darama milinahi
MY god
Which department
Excellent focus.ମୋ ମତରେ କେବଳ ଯେ ବିଧାୟକଙ୍କ ଦରମା ବୃଦ୍ଧି କରାଯିବା ଉଚିତ ନୁହେଁ ବରଂ ଏହାକୁ ହ୍ରାସ କରାଯାଇ ଶୂନକୁ ହ୍ରାସ କରାଯିବା ଉଚିତ, କାରଣ ସେମାନେ ଲୋକମାନଙ୍କ ସେବକ ଭାବରେ ନିଜକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛନ୍ତି।ଯଦି ବିଧାୟକ ଏବଂ ସମସ୍ତ ଜନ ପ୍ରତନିଧି ମାନଙ୍କ ଦରମା ଏବଂ ସେବା ନିବୃତ୍ତି ପରବର୍ତ୍ତୀ ଭତ୍ତା ବନ୍ଦ ହୁଏ, ତେବେ ପ୍ରକୃତ ସେବକମାନେ ଜନ ପ୍ରତିନିଧି ହେବାକୁ ଆଗଭର ହେବାର ସମ୍ଭାବନା ରହିଛି।
କିଛି ବି ବୃଦ୍ଧି ହେବା ଉଚିତ ନୁହେଁ କାରଣ ନେତା ମନ୍ତ୍ରୀ ଭୋଟ ପାଇ ଆସିଛନ୍ତି ଲୋକଙ୍କ ସେବକ ହିସାବରେ କୋଟିପତି ସେମାନେ କାହିଁ କର୍ମଚାରୀ ଙ୍କ ଦରମା ବୃଦ୍ଧି ରେ ତ କେଉଁ ନେତା ମନ୍ତ୍ରୀ ସ୍ୱର ଉତୋଳନ କରୁ ନାଁହାନ୍ତି ଗରିବ ଙ୍କ ଭତ୍ତା ବୃଦ୍ଧି କଥା କି ନୂତନ ନିଯୁକ୍ତି କରିବା କଥା ର ସ୍ୱର ଉତ୍ତୋଳନ କରୁନାଁହାନ୍ତି l କିଛି ବି ସେମାନଙ୍କର ବଢିବା ଉଚିତ ନୁହେଁ 🙏🏼🙏🏼🙏🏼🙏🏼
Kahinki badhiba
ୟେମା ନେ ଦେଶ ସେବା ନାଁରେ ଆସିଲେ,ପୁଣି ଦରମା ନେବେ ,ପୁଣି ବଢିବା,ଯଦି ସରକାରୀ ଚାକିରି କରିବାକୁ entrance exams clear କରୁଛନ୍ତି ତେବେ ବିଧାୟକ ମନ୍ତ୍ରୀ ବି exam qualify କରି ଆସନ୍ତୁ ଆଉ ତାଙ୍କ ଶିକ୍ଷା ଗତ ଯୋଗ୍ୟତା ନିର୍ଧାରଣ କରାଯାଉ ତାପରେ ଦରମା ନିର୍ଦ୍ଧାରିତ ହେବ।
Right 👍🙏
ଆଗ ଖାଲିଥିବା ପୁରଣ କରାଯାଉ ତା ପରେ ଯେଉଁ ପଦବୀ କୁ ଯେତେ ଦେବା କଥା ଦେଲେ ତାପରେ ଯାଇ ନିଜକଥା ଭାବିବେ
Really there should be taken steps against these politicians😡
❤️🙏
କ'ଣ କାମ କି ସେମାନଙ୍କର, ଦରମା ବଢିବ।
150% hike is too much..
No need hike salary because they are our service team for us.
Sir amra nine months darama milinahi
MY god
Which department
Excellent focus.
ମୋ ମତରେ କେବଳ ଯେ ବିଧାୟକଙ୍କ ଦରମା ବୃଦ୍ଧି କରାଯିବା ଉଚିତ ନୁହେଁ ବରଂ ଏହାକୁ ହ୍ରାସ କରାଯାଇ ଶୂନକୁ ହ୍ରାସ କରାଯିବା ଉଚିତ, କାରଣ ସେମାନେ ଲୋକମାନଙ୍କ ସେବକ ଭାବରେ ନିଜକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛନ୍ତି।
ଯଦି ବିଧାୟକ ଏବଂ ସମସ୍ତ ଜନ ପ୍ରତନିଧି ମାନଙ୍କ ଦରମା ଏବଂ ସେବା ନିବୃତ୍ତି ପରବର୍ତ୍ତୀ ଭତ୍ତା ବନ୍ଦ ହୁଏ, ତେବେ ପ୍ରକୃତ ସେବକମାନେ ଜନ ପ୍ରତିନିଧି ହେବାକୁ ଆଗଭର ହେବାର ସମ୍ଭାବନା ରହିଛି।