ଓଡ଼ିଶା MLA ଙ୍କ ଦରମା ବଢିବା କେତେ ଯୁକ୍ତିଯୁକ୍ତ? Hike of Odisha MLA Salary

Поделиться
HTML-код
  • Опубликовано: 11 янв 2025

Комментарии • 14

  • @chiranjibsahoo5427
    @chiranjibsahoo5427 Месяц назад

    ❤️🙏

  • @anitamohanty3857
    @anitamohanty3857 Месяц назад

    Right 👍🙏

  • @sushree5077
    @sushree5077 Месяц назад +1

    ୟେମା ନେ ଦେଶ ସେବା ନାଁରେ ଆସିଲେ,ପୁଣି ଦରମା ନେବେ ,ପୁଣି ବଢିବା,ଯଦି ସରକାରୀ ଚାକିରି କରିବାକୁ entrance exams clear କରୁଛନ୍ତି ତେବେ ବିଧାୟକ ମନ୍ତ୍ରୀ ବି exam qualify କରି ଆସନ୍ତୁ ଆଉ ତାଙ୍କ ଶିକ୍ଷା ଗତ ଯୋଗ୍ୟତା ନିର୍ଧାରଣ କରାଯାଉ ତାପରେ ଦରମା ନିର୍ଦ୍ଧାରିତ ହେବ।

  • @chandasamantaray-v9t
    @chandasamantaray-v9t Месяц назад

    Really there should be taken steps against these politicians😡

  • @sukantirout6161
    @sukantirout6161 22 дня назад

    କ'ଣ କାମ କି ସେମାନଙ୍କର, ଦରମା ବଢିବ।

  • @dillipkheti-ow2iw
    @dillipkheti-ow2iw Месяц назад

    ଆଗ ଖାଲିଥିବା ପୁରଣ କରାଯାଉ ତା ପରେ ଯେଉଁ ପଦବୀ କୁ ଯେତେ ଦେବା କଥା ଦେଲେ ତାପରେ ଯାଇ ନିଜକଥା ଭାବିବେ

  • @gitanjalimohanty8697
    @gitanjalimohanty8697 Месяц назад +1

    Sir amra nine months darama milinahi

  • @acharyamarkandaiya
    @acharyamarkandaiya Месяц назад

    150% hike is too much..

  • @SatyanarayanMahapatra-v2s
    @SatyanarayanMahapatra-v2s 27 дней назад

    No need hike salary because they are our service team for us.

  • @abanikumarparida130
    @abanikumarparida130 Месяц назад

    Kahinki badhiba

  • @prakashchandraacharya8507
    @prakashchandraacharya8507 Месяц назад

    Excellent focus.
    ମୋ ମତରେ କେବଳ ଯେ ବିଧାୟକଙ୍କ ଦରମା ବୃଦ୍ଧି କରାଯିବା ଉଚିତ ନୁହେଁ ବରଂ ଏହାକୁ ହ୍ରାସ କରାଯାଇ ଶୂନକୁ ହ୍ରାସ କରାଯିବା ଉଚିତ, କାରଣ ସେମାନେ ଲୋକମାନଙ୍କ ସେବକ ଭାବରେ ନିଜକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛନ୍ତି।
    ଯଦି ବିଧାୟକ ଏବଂ ସମସ୍ତ ଜନ ପ୍ରତନିଧି ମାନଙ୍କ ଦରମା ଏବଂ ସେବା ନିବୃତ୍ତି ପରବର୍ତ୍ତୀ ଭତ୍ତା ବନ୍ଦ ହୁଏ, ତେବେ ପ୍ରକୃତ ସେବକମାନେ ଜନ ପ୍ରତିନିଧି ହେବାକୁ ଆଗଭର ହେବାର ସମ୍ଭାବନା ରହିଛି।

    • @sailabalamishra7044
      @sailabalamishra7044 Месяц назад

      କିଛି ବି ବୃଦ୍ଧି ହେବା ଉଚିତ ନୁହେଁ କାରଣ ନେତା ମନ୍ତ୍ରୀ ଭୋଟ ପାଇ ଆସିଛନ୍ତି ଲୋକଙ୍କ ସେବକ ହିସାବରେ କୋଟିପତି ସେମାନେ କାହିଁ କର୍ମଚାରୀ ଙ୍କ ଦରମା ବୃଦ୍ଧି ରେ ତ କେଉଁ ନେତା ମନ୍ତ୍ରୀ ସ୍ୱର ଉତୋଳନ କରୁ ନାଁହାନ୍ତି ଗରିବ ଙ୍କ ଭତ୍ତା ବୃଦ୍ଧି କଥା କି ନୂତନ ନିଯୁକ୍ତି କରିବା କଥା ର ସ୍ୱର ଉତ୍ତୋଳନ କରୁନାଁହାନ୍ତି l କିଛି ବି ସେମାନଙ୍କର ବଢିବା ଉଚିତ ନୁହେଁ 🙏🏼🙏🏼🙏🏼🙏🏼