Proud of u sir👏👏..pura khanti odia kahuchanti..hle ama loka kn tk kouthi Rahi k Khali Eng chobauchanti..sir,nku dekhi k chati fuli gla k..amti position ku Jai k bi se ama sankruti ate bhala pauchanti .😍
Esteem Sir! Ranam Pl do something for the educated unemployment situation of odia young mass I would like to say one thing U can do it as because u r the convenor and have a financially strengthening masses r waiting u for your voice
Salute sir 🙏 ❤❤
ସୁନ୍ଦର ଉପସ୍ଥାପନା
ସୁନ୍ଦର ଚିନ୍ତାଧାରା
God bless U
100 salute to srikanta sir as a odia and our native people
Many many thanks
Excellent
Very good Advice for humans
🙏🏽🌹Very Very nice. 🌹🙏🏽
ଆମେ ଓଡ଼ିଆରେ ଆମେ ଓଡ଼ିଆ
ଆମ ଜାତିଟାତ ଭାରି ବଢ଼ିଆ ll
🙏ଜୟ ଶ୍ରୀଜଗନ୍ନାଥ ସ୍ୱାମୀ 🙏
Thank Good congratulations
Very Nice person God bless you sir.ଜୟ ଜଗନ୍ନାଥ ଯାହାର ଦେବତା ସେ କି ଅଭାବେ ରହିବ ,
ଓଡ଼ିଆ ର ଗର୍ବ ତାର ଦେବତା ଭାବକୁ ଆପଣା କରିବ ,ଯେତେ ବନ୍ୟା ବାତ୍ୟା ଅନ୍ୟାୟ କୁ ସହି ପୁଣି ଓଡ଼ିଆ ଉଠିବ , ଆଣ୍ଠେଇ ପଡି ପ୍ରବାସୀ ଭାଇ ଭାଇର ଆଜି ହାତ ଧରିବା!
Proud of u sir👏👏..pura khanti odia kahuchanti..hle ama loka kn tk kouthi Rahi k Khali Eng chobauchanti..sir,nku dekhi k chati fuli gla k..amti position ku Jai k bi se ama sankruti ate bhala pauchanti .😍
Excellent statement
ଓଡ଼ିଶା ଲୋକ ଓଡ଼ିଆ ରେକୁହାଆଦୋଇଗ୍ରାଜୀଭାଷାକୁହନାହିତେବତମଓଡିଆଭାଷାବହୁତଉପରକୁଯାଇପାରିବ🎉 ଜୟହୋଜୟଜୟ 🔥🔥🎉
ଜୟ ଜଗନ୍ନାଥ ସାର.ମାଟିକୁ କୁ ଭଲ ପାଉଥିବା ଲୋକ ଟେ ବହୁତ ଭଲ ଚିନ୍ତାଧାରା
I feel proud to be tought by Dr.Shrikanta Nayak
Srikant sir Jay Jagannath
Really feel proud to listen you
Thank you sir 🙏🏿
Thank you very much sir
Thanks Srikanth Sir
Atisundar megnetic tippani sir Namaskar
Very very thanks sir
Jay Jagannath namaste 🙏
Jay,jagannath,Bhai,god,bles,you
I congratulate to srikant sir
Sir 🙏🙏🙏🙏🙏🙏💐💐💐
Jay Jagannatha Sir I in my lifetime heard a pure Odia who breaths air and beats his heart for Odia in time tested villages
God bless you sir, khanti odia
Jai jaganath srikant nayak sir ,l respect you hartly
❤❤❤❤❤
ଆପଣ ବହୁତ ସୁନ୍ଦର ମନକଥା କହିଲେ ଆଜ୍ଞା । " ଦେଲୁ କଣ "??? ମୋ ମତରେ ଏହାର ଉତ୍ତର ଲକ୍ଷ ଲକ୍ଷ ୫ କେ.ଜି. ସରକାରୀ ରାସନ ପାଉଥିବା ଲୋକ ଓ ବେରୋଜଗାର ତଥା ଅତି ଉଚ୍ଚଶିକ୍ଷିତ ବେରୋଜଗାର । ଏହା ପାଇଁ ମାଷ୍ଟର ପ୍ଲାନ କରନ୍ତୁ । ଜୟ ଜଗନ୍ନାଥ ।
ହଉ ସବୁ ପ୍ରବଚନ ଠିକ, ଟିକେ ଟିକେ କହିବ ଟି କେତେ ଲୋକଙ୍କୁ ରୋଜଗାର ଦେଇଛ
Jai Jagannath
Jay shreeRam 🙏🏽❤️🙏🏽 you are great.
Jay jagannath
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad jindabad
Jai prabhasi bharatiya
ଦୀର୍ଘଦିନଧରି ଏହି ମାଟି ମା' ଠାରୁ ଦୁରେଇ ରହିଥିଲେ ମଧ୍ୟ ଓଡ଼ିଆ ଭାଷାର ତୃଟିଶୂନ୍ୟ ପରିପ୍ରକାଶ ସମସ୍ତଙ୍କୁ ବିଶେଷ କରି ବୁଦ୍ଧିଜୀବୀଙ୍କୁ ଅନୁପ୍ରାଣିତ କରିବ l ସର୍ବୋପରି ଜଣେ ' ପ୍ରଣମ୍ୟ ' ବ୍ୟକ୍ତିତ୍ୱ ଯିଏ ଏହି ଓଡ଼ିଆ ଜାତିକୁ ଗର୍ବିତ କରିଛନ୍ତି l ଜୟ ଜଗନ୍ନାଥ l
Koti Koti pranam
Best wishes to Dr. Nayak🎉
ଵହ୍ୱତ ଭଲ।
ସାରଙ୍କ ନମ୍ବର ମିଳିତ
Jay Jagannath Mahaprabhu
ମହାଶୟ ଆପଣ ହୁବନେଶ୍ୱର ରେ ବିଶ୍ଵ ଓଡିଆ ସମ୍ମିଳନୀ କରିଥିଲେ, ଆପଣ ଓଡ଼ିଶାକୁ ଆତ୍ମା ରୁ ଭଲ ପାଆନ୍ତି, ଆପଣଙ୍କୁ ମୋର ଆନ୍ତରିକ ପ୍ରଣାମ।
So cute. Sir
Esteem Sir!
Ranam
Pl do something for the educated unemployment situation of odia young mass I would like to say one thing
U can do it as because u r the convenor and have a financially strengthening masses r waiting u for your voice
ବହୁତ ସୁନ୍ଦର । କିନ୍ତୁ ମ୍ଲେଛ ଗେଶରୁ ଭାରତ ଫେରି ଆସନ୍ତୁ
🙏🏻ସାର ଆପଣଙ୍କୁ କୋଟି କୋଟି ପ୍ରଣାମ ପାରଳା ବାସି ହିସାବରେ ଆମ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଟ ଚନ୍ଦ୍ର ମହାରାଜା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରି ଉତ୍କଳ ଲୋକ ମାନଙ୍କୁ ଯେଉଁ ପ୍ରୟାଶ କରିଥିଲେ l ସେହି ତୁଳନାରେ ବିକାଶର ଧାରା ବହୁତ ପଛରେ ଓଡିଶା l ଏହି ମାଟିରେ ଜନ୍ମନେଇ ଆମେଗର୍ବିତ ଅମେସବୁ ବିରୋ ମାଟିର ସନ୍ତାନ ଅଟୁ l କିନ୍ତୁ ଓଡିଶା ମାଟିରେ ଯେତେ ସବୁ ଖଣିଜ ସମ୍ପଦ ଭରପୁର ତାହାନାହିଁ ଜଗତେ l ତଥାପି ଆମ ମା ମାଟି ସବୁବେଳେ ଗୋରିବ l ବହୁତ ଦୁଃଖ ଲାଗେ l ହେଁ ମା ଆମ ପ୍ରବାସୀ ନେତୃ ବୃନ୍ଦ ଙ୍କ ଶୁଭ ଦୃଷ୍ଟି ଅନୁଗ୍ରହ ହେଉ l ତେବେ ଯାଇ ପାରଳା ମହା ରାଜାଙ୍କ ସ୍ୱପ୍ନ ପୂରଣହେବ l ଜୟ ଭାରତ ମାତାକି ଜୟ 🙏🏻🙏🏻🙏🏻 ମୋର ଏହି ଅନୁଭୂତି ରେ ମତ ରଖିଲି ଭୁଲଥିଲେ କ୍ଷମା କରିବେ l ଜୟ ଜଗନ୍ନାଥ 🙏🏻🙏🏻🙏🏻
Very nice words, au deykhiba OTV rey reports only -ve share karuchanti now days.
ଆପଣଙ୍କୁ ଶତ ଶତ ନମସ୍କାର
ସବୁ ତ ଖର୍ଚ୍ଚ କଲା ଓଡିଶା ସରକାର ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ କ'ଣ ପାଇଁ କେନ୍ଦ୍ର ତ କିଛି ଖର୍ଚ୍ଚ କରିନି ,?
ସାର୍ ଆପଣଙ୍କ କଥା ନିରାଟ ସତ୍ୟ ।ଆମେ ସବୁ ନେଲୁ ଦେଲୁ କଣ
Loard. Of. Jagannath
ଗାଁ ମାଟି ମା ଓଡ଼ିଶାର କ,ଣ ଉନ୍ନତି କରିଛ କୁହ ?
ଏ ବାବୁ ନିଶ୍ଚିତ ପାଗଳ ନିଜ ମାଟିର ଖାଈ ପରମତିରେ କାମ କରୁଛି
ହିନ୍ଦୁଭାଇମାନେଏସାରକଂକଥାଭଲରେଶୁଣ। କେତେବାହାରଦେଶରଅନୁଦାନଆଣିତୁମକୁଦେଇଛି। ଏହାସବୁ ଭୁଲିଗଲ। ଜଦିଭୁଲିନାହଧମॆକୁନେଇବିବାଦକରନାହି
Sir,I am residing in my village and I am a plant lover .If you want I will join in your team. Er. Jayamangal Nayak, 1981 batchU.C.E.,Burla
ଏ ବାବୁ ନିଜ ମାଟିରେ କଛି କରିପରିଲେନାହି ସମୁଦ୍ରରେ ବର୍ଷା କରୁଛନ୍ତି
Bhai odisha prati ahivali manavaba thau
I love you mausha
Orissare. Kaun. Developkaribapain. Prabasi. Asichhanti
ମାଟିର ମଣିଷ
ଏତେ ଦିନ USA ରେ ରହିକି ତୁମ ଇଂଲିଶ ଏଯାଏ ଠିକ ହେଇନି। 🤣 ଓଡ଼ିଆ ଭଲ କହୁଛ କିନ୍ତୁ 😂
🤦🏼🤦🏼😇😇🙈🙈
Thank you bhai. Jay Jagannath
Sanatana Dharma
Only advertisement
Bhai. Dimak lagao bharat bhitare. Kahinki sikhita. Dadan. Hauchha😮
Kain bhakara bhakara haucha. Kete pilanka jibana change karicha kuha. Khali bhasana marani.
Naveen Babu should learn from Srikanta Nayak
He is a RSS pracharak with a doctor. But what's done for odisha /specifically Akandalamani turism development. Thutia sala
ଦେଶ କଣ ପାଇଁ ଛାଡି ଚାଲିଗଲ
Bjp odisha ku Mari sarileni Jagannath Temple ratna nei galeni Odisha ra sabu nei galeni
Toutor ta
Looted Odisha, gave nothing.
Jay jagannath