Sir apana asntu am joranda Dhenkanal aethi bahutu bhala bhla jaga achi mu apana kou buliba re help karibi bahut bhala bhala jaga achi nahele Dhenkanal Laxmi Puja kou aisntu aethi bhala re uea au bhuban re Dussehra famous
Bhai Jai Jagannath..mu apanka video daily dekhe..karana..apananka video dekhile positivity feel aase.. Real katha sabu nei apana present karanti..show off ki show baazi jamaru nahi.. apananka Nana bada bhai nku dekhile bahut bhala laage Jane bhala teacher aau Jane bhala Manisha bhali laganti..mo pranam janaebe 🙏...pura down to earth.. aaji Kali duniya ta swarthaporo praye Loko showoff aau ego re ruhantti..but apana nka video re se sabu nahi..emiti agaku chalantu... Jagannath apananku aau apanaka family ku bhala re rakhantu..Jai Jagannath 🙏
Sir apana khandagiri jaithile sethi amo kinner bhouni mane rahuchanti semananku nei ki semananka life story ku nei ki kichi blog ti karithile bhala huanta
ବାପା ହେବେ ତ ଆପଣଙ୍କ ପରିକା, ଆପଣଙ୍କ ପିଲା କେବେ ଅମଣିଷ ହେବେନି... ଆପଣଙ୍କ ବାପା ବି ବହୁତ ଭଲ ଲୋକ ଥିଲେ ଜଣାପଡୁଛି ଆପଣଙ୍କ କଥାରୁ
Satare bhai Gouranga sir bahut bhala manisa tea. Tanka pila nku bi tanka bhali gadhu chanti....
@@swarupmishra5500 \
ସତରେ ଗୌରାଙ୍ଗ ଭାଇ ଅଭିଭାବକ ହେବ ଅପଣଂକ ପରି ଏବଂ ପିଲାଙ୍କୁ ଠିକ ଭାବେ ଭଲମଣିଷ କେମିତି କରାହେବ ତାହା ଅପଣଂକ ପାଖରୁ ଶିଖିବ ! ଜୟ ଶ୍ରୀଜଗନ୍ନାଥ 🙏🙏🙏🙏
ଭାଇ ଙ୍କ ସହ bbsr ବହୁତ ବହୁତ ବଢିଆ ଲାଗିଲା ଭାଇ. ଜୟ ଜଗନ୍ନାଥ 🙏
ହୋଟେଲ୍ location ଜଣାପଡିଲାନି। ଖାଦ୍ୟ quality ଭଲ ଜଣାପଡିଲା ।ମୁଁ ସେଠିକି ଯିବା କଥା ଚିନ୍ତା କରୁଥିଲି।
ଆପଣଙ୍କ ବଡଭାଇ ଜଣେ ଦେବତୁଲ ବ୍ୟକ୍ତି ଅଟନ୍ତି। ତାଙ୍କୁ ମୋର ନମସ୍କାର।
Gouranga babu। ଭାଈ ଜଣେ bhaut gentle man। seems like a very good teacher as well।।।
ମହା ପୁରୁଷ ହାଲିଆ ଙ୍କୁ ଆରାଧନା କରାଯାଉ 😢
ସିଦ୍ଧାର୍ଥ ବାବୁ ଙ୍କ କଥା ଆଉ ହସ ହସ ମୁହଁ ବହୁତ୍ ଭଲ ଲାଗେ
Bhai nku dekhi khusi laguchi ❤
Jay jagganath,Sundar katha apanka tharu suni bahut Shanti die so dhanyabad bhai
ସବୁଠୁ ବଡ କଥା ହେଲା ପ୍ରଥମ ଥର ପାଇଁ ବଡ ଭାଇ କ୍ୟାମେରା ସାମ୍ନାରେ ଆସିଲେ , ସେ ଭାରି ସାନ୍ତଶିଷ୍ଟ ଲୋକ ।
ଧନ ଆମ ବହୁବଳୀ ❤❤❤
❤
ଜୟ ଜଗନ୍ନାଥ ସାରେ
ସାର ଜୟ ଜଗନ୍ନାଥ ଭିଡିଓ ଭଲ ଲାଗିଲା ସ
Awesome blog👍👍👍👍👍 keep it 🙏🙏🙏🙏🙏🙏up. Your elder brother is so much jentalman. God bless your family. ❤❤❤❤❤❤. Jai jagannath.
Jay jagannath
Ati sundar
Sir apana asntu am joranda Dhenkanal aethi bahutu bhala bhla jaga achi mu apana kou buliba re help karibi bahut bhala bhala jaga achi nahele Dhenkanal Laxmi Puja kou aisntu aethi bhala re uea au bhuban re Dussehra famous
Hau
ବହୁତ ସୁନ୍ଦର ବିଡ଼ିଓ. ଆପଣଙ୍କର କହିବା ଶୈଳୀ ମୋତେ ବହୁତ ଭଲ ଲାଗୁଚି ଭଗୱାନ ଆପଣଂକୁ ବହୁତ ଖୁସିରେ ରଖନ୍ତୁ. ଆପଣ ଏମିତି ଭିଡିଓ କରନ୍ତୁ.. ଆପଣଂକ ସହିତ ଟିକେ ଦେଖା ହେଲେ ମୁଁ ଖୁଶି ହେବି. ଅପେକ୍ଷା ରେ ରହିଲି
Very good video
Jay jagannath
Jai jagannath
Two brothers bonding very nice
ସମୟ ର ଚକ ଗଡିଚାଲେ । ବୟସ ମଧ୍ୟ ବଢିଚାଲେ । ପଛରେ ରହିଯାଏ ସ୍ମୃତି ଗୁଡିକ । କିଛି ସୁଖ ଓ କିଛି ଦୁଃଖ ର , କେତେ ଘଟଣା, ଦୁର୍ଘଟଣା, ଆନନ୍ଦ, କ୍ଳେଶ ର ସମ୍ମିଶ୍ରଣ ର ଅଧ୍ୟାୟ ଗୁଡିକୁ ମନେ ପକାଇ ଅନୁଭବ ମିଳେ ଜୀବନର ର ପ୍ରକୃତ ରୂପରେଖ କୁ । ଅତୀତ ରେ କରିଥିବା କିଛି ଭୁଲ କୁ ବିଶ୍ଳେଷଣ କରି, ମଣିଷ ଟିଏ ନିର୍ଣ୍ଣୟ କରେ ନିଜ ଭବିଷ୍ୟତ ର ଗତି ପଥ କୁ । କରୁଥିବା କର୍ମ ଓ ବିବେକ ମଧ୍ୟରେ ଥିବା ଦୁରତ୍ଵ ହ୍ରାସ ପାଇଲେ, ଏହାର ପ୍ରତିଫଳନ ଦେଖିବାକୁ ମିଳେ ମଣିଷ ର ବ୍ୟକ୍ତିତ୍ଵ ରେ । ଏକ ବାସ୍ତଧର୍ମୀ ତଥା ନିର୍ମଳ ବ୍ୟକ୍ତିତ୍ଵ ସମାର୍ଜ ରେ ନିଜ ସ୍ଥିତି କୁ ସୁଦୃଢ କରାଇବାରେ ହୋଇପାରେ ସକ୍ଷମ । ଯେକୌଣସି ପରିସ୍ଥିତି ରେ ମଧ୍ୟ ବିଚଳିତ ନହୋଇ, ଧର୍ଯ୍ୟ ଏବଂ ଆତ୍ମବିଶ୍ବାସ ର ପ୍ରଭାବ ରେ ସମାଧାନ ର ମାର୍ଗ ଟି ଉନ୍ମୁକ୍ତ ହୋଇଯାଏ । ନିଜ ଜୀବନ ଯାତ୍ରା ରେ ଏପରି ଅନେକ ବ୍ୟକ୍ତି ବିଶେଷ ଙ୍କ ସଂସ୍ପର୍ଶ ରେ ଆସିବାର ସୁଯୋଗ ମିଳେ । କୌଣସି ଏକ ବ୍ୟକ୍ତି ଙ୍କ ର ସହଯୋଗ କୁ ମନରେ ଉଜ୍ଜୀବିତ କରି ରଖିବା ନିର୍ମଳ ବ୍ୟକ୍ତିତ୍ଵ ସୂଚନା ଦେଇଥାଏ । ଅତୀତ ର କୌଣସି ନକାରାତ୍ମକ ଅନୁଭୂତି ଯାହା ନିଜ ସ୍ବାର୍ଥ ର ମାର୍ଗରେ ବାଧକ ସାଜିଥିଲା, ଏକ ଦୁଃ ସ୍ବପ୍ନ ଭାବି ମନରୁ ପାସୋରି ପୁନର୍ବାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ରକ୍ଷା କରିବା ଦ୍ୱାରା ସମ୍ମୁଖ ବ୍ୟକ୍ତି ର ହୃଦୟ ରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ମିଳିଥାଏ ଏକ ସୁଯୋଗ । ନିଜ ସ୍ବାର୍ଥ କୁ ଚରିତାର୍ଥ କରିବାକୁ ମଣିଷ ଭୁଲ ଠିକ୍ ର ବିଚରା କରିନଥାଏ । ଯାହାକି ତାର ନିର୍ମଳ ବ୍ୟକ୍ତିତ୍ଵ ରେ ଦାଗ ଲଗାଇବାରେ ଯଥେଷ୍ଟ । କୌଣସି ଏକ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ତାର ଉଭୟ ଦିଗ କୁ ତର୍ଜମା କଲେ, ଅନ୍ୟ ମାନଙ୍କ ଦ୍ଵାରା ତାହା ଆଦୃତ ହେବା ସହିତ ସମାର୍ଜ ରେ ନିଜର ମାନ ବୃଦ୍ଧି ପାଇଥାଏ। ଯେଉଁ ବ୍ୟକ୍ତି ଭୁଲ୍ ଠିକ୍ ର ବିଚାର ନକରି ନିଜକୁ ମହା ଜ୍ଞାନୀ ବୋଲି ବିବେଚନା କରେ, ତା ଠାରୁ ବଳି ମୂର୍ଖ ଏହି ଦୁନିଆଁ ରେ କେବେ ଜନ୍ମ ହେଇ ନଥିବେ । ବୟସ ବଢିବା ସଙ୍ଗେ ସଙ୍ଗେ ନିଜର ବିଚାର, ବୁଦ୍ଧି କୁ ମାର୍ଜିତ ତଥା ସୁଦୃଢ କରିବା ଆବଶ୍ୟକ । ନଚେତ୍ ସଂପୂର୍ଣ୍ଣ ଜୀବନ ଟି କେବଳ ଜଟିଳତା ର ଚକ୍ରବ୍ୟୁହ ରେ ଫସି, ପରି ଶେଷ ରେ ଲୀନ ହୋଇଯିବ ସେହି ପଞ୍ଚଭୂତ ରେ । ଏଭଳି ମନୁଷ୍ୟ କୁ ମଲା ପରେ କେହି ମଧ୍ୟ ମନେ ପକାଇବା ତ ଦୂରର କଥା ତା ନାମ ରେ ଶୁଦ୍ଧି ମଧ୍ୟ ହେବେ ନାହିଁ । ଜଣେ ବ୍ୟକ୍ତି ଯେତେ କୁଟିଳ ପ୍ରକୃତି ର ହେଲେ ମଧ୍ୟ, ତା ଆତ୍ମୀୟ ସ୍ୱଜନ ହୁଏତ ତାର ମିଥ୍ୟା ସୁନାମ କରି ପାରନ୍ତି । ମାତ୍ର ସମାଜ ରେ ସେହି ବ୍ୟକ୍ତି କେବଳ ତିରସ୍କାର ପାଇବା ସାର ହେବ। ମଣିଷ ଟିଏ ଯେତିକି ଦୁଷ୍କର୍ମ କରିବା, ତା ଠାରୁ ସେତିକି ମାତ୍ରା ରେ ନକାରାତ୍ମକ ଉର୍ଜା ସୃଷ୍ଟି ହୁଏ, ଯାହା ସେ ବ୍ୟକ୍ତି ର ପାର୍ଶ୍ଵବର୍ତ୍ତୀ ପରିବେଶ କୁ କଳୁଷିତ କରିପାରେ । ସେଭଳି ବ୍ୟକ୍ତି ଠାରୁ ଦୁରତ୍ଵ ବଜାୟ ରଖିବା ଶ୍ରେୟସ୍କର । ନଚେତ୍ ଉକ୍ତ ବ୍ୟକ୍ତି ର କୁ ପ୍ରଭାବ ରେ ଅନେକ କ୍ଷତି ସାଧନ ହେବାର ଆଶଙ୍କା ଥାଏ । କୌଣସି ଏକ ବ୍ୟକ୍ତି ର ବ୍ୟବହାର ତଥା ଚାଲି ଚଳନ ସେ ଅତୀତ ରେ ବିତାଇଥିବା ପରିବେଶ ଉପରେ ନିର୍ଭର କରେ । ପିଲା ବେଳେ ଆଧ୍ୟାତ୍ମିକ ପରିବେଶ ତଥା ଉତ୍ତମ ବ୍ୟକ୍ତି ଙ୍କ ଗହଣ ରେ ବିତାଇଥିବା ଜୀବନ, ଭବିଷ୍ୟତ ରେ ସଫଳ ବ୍ୟକ୍ତିତ୍ଵ ର ବିକାଶ କରିବାରେ ସମର୍ଥ ।
Jay Jagannath 😊😊
👍 ❤️❤️❤️
Test mast aei hotel ra
Nice video sir
😊😊😊😊😊
Jai jagannath sir 🙏🙏
Sir apana bhauta bhala loka🙏🙏🙏
ଧନ ଜେମିତି ଟେକା ମାରୁଚି କିଛି ପଡିଵନି ଭାଇ
ଅଟୋ driver ଭାଇଙ୍କୁ ବହୁତ ଧନ୍ୟବାଦ 🙏
Bhai Jai Jagannath..mu apanka video daily dekhe..karana..apananka video dekhile positivity feel aase.. Real katha sabu nei apana present karanti..show off ki show baazi jamaru nahi.. apananka Nana bada bhai nku dekhile bahut bhala laage Jane bhala teacher aau Jane bhala Manisha bhali laganti..mo pranam janaebe 🙏...pura down to earth.. aaji Kali duniya ta swarthaporo praye Loko showoff aau ego re ruhantti..but apana nka video re se sabu nahi..emiti agaku chalantu... Jagannath apananku aau apanaka family ku bhala re rakhantu..Jai Jagannath 🙏
Aji gote time re India pura hariba upare thila .. Thanks to Kohli and KL .. Dekhiba next matches kan hauchi
❤❤
🫂♥️🙏
Jay jagannath 🙏
Bestvidiosir
Jay Jagannath 🙏🙌
Bhai fast like
Jay jagannath sir 🙏🏻
Let World cup cricket,2023 trophy should come india's favor.
👍👍👍👍👍👍
Jay Jagannath 🙏 God bless you Sir 🙏..
First viw
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ ସମ୍ବଲପୁର ରେଙ୍ଗାଲି
ଆପଣଙ୍କ ଫୋନ ନମ୍ବର
Jay jagannath sir🙏
Very nice ❤❤ .
DhAna God bless you
Bhaut bhala vdo karuchha bhai😊😊
Beautiful sir ❤
Jay Jagannath sir 🙏🙏
Very nice Gouranga Bhai
Dhana ra katha bhari bhala laguchi
Jay Jagannath 🙏
gouraga bhai a vidio phul babal
karana pakhare bada bhai achanti
bhai very very thnks
alok cuttack
Sir namaskar
❤❤❤🎉🎉🎉
ଜୟ ଜଗନ୍ନାଥ, ସାର୍
❤❤❤❤❤❤
Awesome vlogs & jai jagannath & awesome place & enjoy au safe✈️
Aso kebe bhermpur
ଆମ ନୟାଗଡ଼ ଆଡ଼େ ଆସନ୍ତୁ କେବେ
❤❤❤❤❤
🙏🙏🙏 radhe radhe bhai subha sakala❤❤❤❤❤❤❤
Jayjagannath❤🌹 bhai💘 ☀💕✨
Jai jagannath swami ❤️👍🙏🏾 dhanyawad you
Sir please come to ghatagaon
Jay jaganntha
❤
Wow, awesome dishes....
❤❤❤❤❤❤❤❤❤❤
Jay jagannath sir
Jai jagannath.
Happy journey God bless you
Sir Jay jagannath
❤❤❤
Sir Mora 2 comment just tk let heigala
। ଜୟ ଜଗନ୍ନାଥ ।
Sambalpur kv asbe sir
Jay Jagannath
Aji rasulgarh re dekhiki dakili apana suniparieni
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ ❤️🙏🥰😍
jay jagannath sir❤❤❤❤
9nka drukhiya voli laguchhi jaga ta Jay jagannath
Gauranga Sir namaskar Aapanaka episode ta sabu tention duro karidiye
ଜୟ ଜଗନ୍ନାଥ 🙏🙏🙏
Jay jagannath bhai😊
Mu khandagiri bari re 4year rahichi
Jay jagannath 🙏
ୱାହ୍ଃ ଧନ ଆମର ସୁପର ମାନ..ସକାଳୁ ସକାଳୁ ତା ବାପା ଙ୍କ ସହିତ ଆସି ନଈ ମାଟି କୁ ଭାଙ୍ଗି ଚଲେଇଚି ତାର ..ତା ସହିତ ବଢିଆ କଥା କହୁଛି..😄 ବାପରେ ଗଛ ପୁରା କଇଁଆ ରେ ଭର୍ତ୍ତି..🥰
Jay jagannath 🙏🙏🙏🙏bhai❤❤❤❤
Jay shree jagannath 🙏🙏🙏🙏🙏
Apanaka ghara kauthi
Jay jagannath 🙏 Bandhu Gouranga
Sir apana khandagiri jaithile sethi amo kinner bhouni mane rahuchanti semananku nei ki semananka life story ku nei ki kichi blog ti karithile bhala huanta
ଆମ ଆଡେ ଆସନ୍ତୁ❤
Jay jaganntha sir 🙏🙏🙏