ଅଷ୍ଟ୍ରେଲିଆରୁ ଆସିଛି ମୁଁ ଅଷ୍ଟକିଳା ବାବା, ଖାଏ ଚିଙ୍ଗୁଡ଼ି ସହ କଙ୍କଡ଼ା ! Khandagiri Baba , Bhubaneswar
HTML-код
- Опубликовано: 10 фев 2025
- ଅଷ୍ଟ୍ରେଲିଆରୁ ଆସିଛି ମୁଁ ଅଷ୍ଟକିଳା ବାବା, ଖାଏ ଚିଙ୍ଗୁଡ଼ି ସହ କଙ୍କଡ଼ା ! Khandagiri Baba , Bhubaneswar #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RUclips Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...
ଗଞ୍ଜେଇ ନିଶାରେ ପାଗଳ 😅😅 କିନ୍ତୁ ଠିକ୍ କହୁଛି,, ବାବା,,
ଅଷ୍ଟକିଳା ବାବା ଯାହା କହିଛନ୍ତି ପୁରା ରାଇଟ 👍👍👍
ମୁ ଯେତିକି ଅନୁଭବ କଲି ସେ ବାବା ଜଣଙ୍କ ପାଗଳ ନୁହନ୍ତି ତାଙ୍କ ପାଖରେ ଠାକୁରଙ୍କର ଯାହେଲେବି ଗୋଟେ କଳା ଅଛି 🙏ଜୟ ଜଗନ୍ନାଥ🙏
ବାବା ଙ୍କ କଥା ରେ ସତ୍ୟତା ଅଛି ବୁଝିବା ଲୋକ ବୁଝିବ
ସତ କହିଲ ସାର୍
Banda bujhelu tu
ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଯିଏ ବ୍ରହ୍ମ ସିଏ ପାଗଳ
ଏଇଟା ପାଗଳ, ଗଞେଇ ଭାଗ ଅଧିକ ହୋଇଯାଇଛି।
Tuharami
ପ୍ରତ୍ୟେକ ବାବା ଙ୍କୁ ସମ୍ମାନ ଦିଅନ୍ତୁ
ଦୟା କରି ସାଧୁ ସନ୍ଥ ମାନଙ୍କୁ ପରିହାସ କରନାହିଁ ସମ୍ମାନ କର 🙏🙏🙏🙏
Tame jaiki mundiya tike mariki aso bhai..A sabu madua mane bhai
A baba ama gaonra hatabaradi
ବାବା ଅଷ୍ଟ କିଳା ଙ୍କର ନଟ୍ ବୋଲ୍ଟ ଢିଲା ଅଛି ଦୟାକରି ତାଙ୍କ ସହିତ ଯୁକ୍ତି କରନ୍ତୁ ନାହିଁ। ସାଧୁ ସନ୍ଥ ମାନଙ୍କୁ ସମ୍ମାନ କରନ୍ତୁ ଯଦି ପାରୁଛନ୍ତି କିଛି ସାହାଯ୍ୟ କରନ୍ତୁ।
Gonjei mado hei jaichi Babankoro...pakhoku kiye jaoni emiti kila pureidebo hogi pariboni😃
Baba is the best information
Thanks
ଆରେ ଭାଇ ଆମ ଗାଁ ଜଳିଆ ବାଇଆ
Bhai re a astakila ku nei jao😂😂😂
Ka u jaga ra
😂😂😂😂😂😂😂
ପାଗଳ no 1 ବାବା _
Right kahila baba
ଜୟ ଜଗନ୍ନାଥ
ହିଟୀ ବାବା 😮😮😮😮😮
❤❤❤❤❤❤❤Jai guru baba KO mere pranama❤❤❤❤❤
ଭଗବାନ ଙ୍କୁ ଚିହ୍ନିବାକୁ ଚେଷ୍ଟାକରନ୍ତୁ
Emiti pagolo bhagaban ku ame chinhibuni😃😃
ଜୟ ଶ୍ରୀ ରାମ 🚩🙏supar
ମାହାଗୀୟା ବାବା
Tumar bada bhadar chhua
ଆଜିର ଦିନରେ ବାବା ଜାହା କହୁଛନ୍ତି ସତକଥା
ଏଇ ମାନଙ୍କୁ ପାଗଳ ଚିକିତ୍ସା କରାଯାଉ
Khub sundara lagila baba bahu gyana ra adhikari chinhiba loka chinhibe na janiba loka jani paribeni
Babanka katha 💯 right
BABA PRANAM.
Jay Jagannath Swami 🙏🙏🙏
So nice telent
EA MORA SABUTHU FAVORITE BABAJI FULL BOOBAL BABAJI
Good baba❤❤❤
ଠିକ୍ କହିଛନ୍ତି ସାଧୁ ଆଉକେହିନାଂହାନ୍ତି ହିନ୍ଦୁ ଆଉ କହୁଛନ୍ତି ସନ୍ନାତନ୍ କେହି କାହାକୁ ଦେଉ ନାହାଁନ୍ତି ସନମାନ ଜେତକ ରହିଲେ ସାଧୁ ସେଇ ସବୁ ହିଁନ୍ଦୁ ଜୟ ଜଗନ୍ନାଥ ଜୟ ଅଦୃଶ୍ୟ ବ୍ରହ୍ମ ନିରା କାର ସବୁରି ଭିତରେ ଅଛନ୍ତି କିନ୍ତୁ କେହି ତାଙ୍କୁ ନ ଚିନନ୍ତି ଜୟ ହେଉ
8kila baba ra bhashan and style mind blowing 😂😂😂😂 media bhai mast mast...
A baba hindu dharm ku gold 🥇 medal dauchi
ବାବା ଟିକେ ଅଧିକା ଗଞ୍ଜେଇ ମାରିଦେଇଛନ୍ତି
ଅଷ୍ଟକିଳା ବାବା ଠିକ୍ କହୁଛି
Har Har mahadev 🙏🙏🙏🎉🎉🎉
ଠିକ୍ କହିଛନ୍ତି ସାଧୁ ଆଉ କେହି ନୁହନ୍ତି
Jia ho baba ji
Jay jagannath 🙏🙏
ପାଗଳ 😂, ଅନ୍ଧଭକ୍ତ ଙ୍କ ଭକ୍ତି ଜାଗ୍ରତ ହୋଇଛି ଆଉ ସେମାନେ ସମ୍ମାନ ଦେବାପାଇଁ ପରାମର୍ଶ ଦେଉଛନ୍ତି
Very good baba
ଆଇ ଆମ୍ ମୁଁ ଗୋପୀ ବାବା ବେ
ଆବେ ମୁଁ ଭଗବାନ କହୁଛି ବେ
ଏଇଟା ସଂସାର ଛଡା ନୁହେଁ ବିତାଡିତ ବାବା 😄😄😄
Wowww
Right kahila baba ji
ଏକାକ୍ଷର ପରିକ୍ଷା ର ପ୍ରଥମ ୱାରନିଙ୍ଗ । ଆଜିକାଲି କାହାକୁ କାହାକୁ ଲୁଟୁଛନ୍ତି । ପ୍ରପର ସାଧୁ ହୋଇ ନ ପାରନ୍ତି କିନ୍ତୁ କଥା ଗୁଡାକ ସତ ।
Sabu bhagaban antarjaami nka Lila sabu jaga re bhagaban antarjaami achhanti kehi nijaku ati sarba srestha bhabantu nahi gotiea katha sabu jaga re bhagaban antarjaami achhanti bhala re o kharap re bi se achhanti thanks 🙏
ଏ ବଗୁଲିଆ ମିଡିଆ ଯୁବକ ର କିଛି କାମ ନାହିଁ। ଏ ବାୟା ପଛରେ ଲାଗିଛି।
ଏ ବାୟା ବା ବା
ଚରିତ୍ରଗତ ତ୍ରୁଟି ହେଲେ ସବୁ ବାବା ହୁଅନ୍ତି , ବାବା ଙ୍କ ଇତିହାସ ସେଇଆ
No you are wrong sir ji 😂😂😂😂😂
କିନ୍ତୁ ଦୁଷ୍ଟ ଲୋକେ ଓ ଠକ ଲୋକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ
କାହାକୁ ବି ପରିହାସ କରନ୍ତୁ ନାହିଁ, କାରଣ ତ୍ରାଣକର୍ତ୍ତା ପ୍ରଭୁ ନିରାକାର ଶ୍ରୀ ଜଗନ୍ନାଥ କୌଣସି ଭି ରୂପ ନେଇ ଆସିପାରନ୍ତି , ସର୍ବ ରୂପେ ବିହରନ୍ତି ଶ୍ରୀ ହରି,
Emiti gonejei khaiki Jaganatha asontini😃😃
Wrong thinking bhai ..aku mental doctor darkar
no 1 ananto baba
ଭେକ ରଖ ଭିକ ମିଳିବ ନହେଲେ ରାଜ ଦଡ ମିଳିବ ଜୟ ମା ଲକ୍ଷ୍ମୀ ଜଗନ୍ନାଥ ଜୟ ମା ଆଦିଯୋଗୋମାୟା 😮😅
ସେଇ ଚଶମା ମହିଳା ବାବା ଙ୍କୁ ସ୍ପର୍ଷ କାହିଁ କି କରୁଛି
Baba to Baba one piece Baba
ଆବେ ମୁଁ ରାବଣ ବେ
Jagannath maha Prabhu nku Baaba Eamiti kuhani
Jay baba astakila
ଯାହା ହେଉ ସେ ସର୍ବଦା ସତ୍ ପଥରେ ଚାଲୁଥିବେ
ନେତାଜୀ ସୁବାଷ ବୋଷ ମୋତେ ଜଣା ପଡ଼ୁଛି
🙏🙏🙏
ବାବା ବହୁତ ଭାବି ଦେଇଛନ୍ତି । କେମିତି କହିକେ ବାଉଳା ହେଉଛନ୍ତି
Ki kohilo baba I love you
ବେଧୂଆ ବାବାଙ୍କୁ ଖଣ୍ଡଗିରି ମନା
ଆସନ୍ତା ବର୍ଷ ଏ ନାଟକ, ଦୋହଲେଇ ଦେବ
Baba jahakarantu.se baba.samaste babaheiparibeni.tankamananku sanmaan dia.semanankasthhanaswatantra jay jagganath
ଏ ବାବା ଙ୍କର କଥାରେ ରହସ୍ୟ ରହୁଛି ଏଣୁ କରି ପ୍ରତେକ ବାବା ମାନଙ୍କୁ ସମ୍ମାନ କରନ୍ତୂ ତାଙ୍କର କଥାର ତ, କିଛି ନାଁ କିଛି ବିସେସ୍ବତ ରହିଛି ଆମେ ମାନେ ତାଙ୍କୁ ଚିହ୍ନ ବା ଟା ହେଉଛି ମୁକ୍ଷ
A ama gaonra
ଭାଇ ଏ ପାପି ମଣିଷଟି ବାବା ନୁହନ୍ତି ସାଧୁ ସନ୍ଥ ମହାପୁରୁଷଙ୍କୁ ଅସମ୍ମାନ କରିଥିବାରୁ କର୍ମ ଫଳ ଧରି ବୁଲୁଛି
HAPPY MOOD LIKE CHAITANYA.
Baba nkara gavira gyaan
Good Baba
😂😂 ଏଇଟା ବାଇଆ ଟା
Eita boile Martyata.
He is right 🙏🙏🙏🙏🙏all are rong👍
Matra badhi jaichi
ଟଙ୍କା 500 ଆଜିର ଖର୍ଚ୍ଚ ହେଇଯିବ
ସାଧୁ ସନ୍ତ ସବୁ ସେଇ ଜଗନ୍ନାଥ ଆ ଉ କିଏ ଶଳା ସାଧୁ ସବୁସଳା ଭଣ୍ଡ
🎉
Mo balababa
ଗଞ୍ଜାଇ ଖାଇଛି ଏ ଲୋକ
Baba ku sanamana karantu
Sadhu sadhu good man
ଭିତର ବାଳ ପାଚିଛି ନା କଞ୍ଚା ଅଛି ରେ ଟିଂଗାଲୁ
ତୁ ସାମ୍ବାଦିକ ଭାଡୁଆ
Thhik katha
Yatra party re baba gale bhala huanta
ଏ ଝିଅ ବାବା ଡାକିକି ଛୁଉଁ ଛି କଣ ପାଇଁ 😂😂😂😂
जय श्री राम
Baba Jane actor
Sura Rout Ray Nka Vaai. #SuraroutRay
ସାଧୁ ବେଶରେ ପାଗଳ । boom ଦେଖାଇ ନିଜର ଇଜ୍ଜତ ହରାନ୍ତୁ ନାହିଁ ।
ଏ ସଳା ଆମ ଗାଁ Ashika 40 🍾🥂ଖିଆ ପହଁରା ବାବା 😂 କିଛି ଜାଣିନି , But ଲୋକ ମାନଙ୍କୁ ଠକିବା ଜାଣିଛି ଏକ No 1 ଭଣ୍ଡ 😂 ମିଡ଼ିଆ ଆଗରେ ଭାଷଣ ମାରି , କୁଆଡେ ଫେରାର😀
କଣ , like 👍ମିଳିବ 2025 ରେ😀
What a funny Baba !
ବାୟାଟା
A bhali babanka pain e Anya sadhu Mane apamanita heuchanti .
Babanku tike pachara aau channel bhai tama ku bi Gote prasna babanka pachare pathara re kan lekha achi kuhantu
ମିଡ଼ିଆ ଭାଇଁ ମାନଙ୍କୁ ଅନୁରୋଧ ଏ ଭଳିଆ ପାପି ମଣିଷର ଭିଡିଓ ପ୍ରସାରଣ କରନ୍ତୁ ନାହିଁ
ଏ ବକ୍ତି ସାଧୁ ସନ୍ଥ ନୁହନ୍ତି
କାହିକି ଏ ପାପି ମଣିଷର ଭିଡିଓ ପ୍ରସାରଣ କରି ଓଡ଼ିଶାର ସାଧୁ ସନ୍ଥ ମହାପୁରୁଷ ନାମରେ ଅପମାନ କରୁଛନ୍ତି ଆପଣ ସେ ପାପି ମଣିଷର ନାମ ଜାଣିଛନ୍ତି ?
ପ୍ରତିଦିନ ଟିଭିର ସାମ୍ବାଦିକ ଭାଇଙ୍କୁ ଅନୁରୋଧ ଭିଡିଓ ଟି ଡିଲେଟ୍ କରନ୍ତୁ
Please baba nkara history check Kara Jana padiba Baba nka mahima
ଆଉ ସେ ମାଇକିନିଆ ଦଳ ବେଧେ
ସତ୍ୟ କଥା
Astakilaru eabi kotia kila🤯😛😄
ଡକେଇତ
Prathana janaile janiheba parihasa kale misterious katha janiheba ni ....Se Jane MAHAURUS KATHA KAHILE BISWAGURU BAYA BABA🙏