Tu Mote Mo Tharu Karichu Chori/Love Song/Jatra Samrat Tulasi Gananatya/Singer-Nandini

Поделиться
HTML-код
  • Опубликовано: 20 сен 2024
  • Tu Mote Mo Tharu Karichu Chori/Love Song/Jatra Samrat Tulasi Gananatya/Singer-Nandini

Комментарии • 16

  • @SonuSwain-ei3lf
    @SonuSwain-ei3lf 4 месяца назад +4

    Very beautiful song nandini didi

  • @SonuSwain-ei3lf
    @SonuSwain-ei3lf 4 месяца назад +2

    Minu didithu tuma voice super

  • @ranjankumarmallik7208
    @ranjankumarmallik7208 Год назад +4

    Lovely voice Nandini Madam...
    Love you ❤️❤️❤️

  • @jagabandhu686
    @jagabandhu686 Год назад +1

    ଯାହା କୁହ ପଛେ, ନନ୍ଦିନୀ ର କଣ୍ଠସ୍ବର ଶୁଣିଲେ ଦିଲ୍ ଖୁସ୍ ହେଇଯାଏ 😊

  • @kulamanisahoo9970
    @kulamanisahoo9970 Год назад +1

    No 1 song nandini mam 👍❤️❤️❤️ Sanjay bro 👍 lage raho

  • @tulumallick7955
    @tulumallick7955 Год назад

    Super song

  • @ninidas3728
    @ninidas3728 Год назад +3

    ❤❤👌👌👌👌👌

  • @jaynarayanbehera2860
    @jaynarayanbehera2860 5 месяцев назад

    Lovely voice

  • @Arabindaofficial95
    @Arabindaofficial95 Год назад +3

    ବନ୍ଦେ ଉତ୍କଳଜନନୀ,
    ଚାରୁ-ହାସମୟୀ ଚାରୁ-ଭାଷମୟୀ,
    ଜନନୀ, ଜନନୀ, ଜନନୀ॥
    ପୂତ-ପୟୋଧି-ବିଧୌତ ଶରୀରା,
    ତାଳ-ତମାଳ ସୁଶୋଭିତ ତୀରା,
    ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
    ଜନନୀ, ଜନନୀ, ଜନନୀ॥
    ଘନ-ଘନ-ବନଭୂମି ରାଜିତ ଅଙ୍ଗେ,
    ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
    କଳକଳ-ମୁଖରିତ ଚାରୁ-ବିହଙ୍ଗେ,
    ଜନନୀ, ଜନନୀ, ଜନନୀ॥
    ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
    ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
    ଯୋଗୀ ଋଷିଗଣ ଊଟଜ ପବିତ୍ରା,
    ଜନନୀ, ଜନନୀ, ଜନନୀ॥
    ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
    ଚାରୁକଳାବଳୀ ଶୋଭିତ ବେଶା,
    ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
    ଜନନୀ, ଜନନୀ, ଜନନୀ॥
    ଉତ୍କଳ-ସୁରବର-ଦର୍ପିତ-ଗେହେ,
    ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,
    ବିଶ୍ବଭୁମଣ୍ଡଳ-କୃତବରସ୍ନେହେ,
    ଜନନୀ, ଜନନୀ, ଜନନୀ॥
    କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,
    ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,
    ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
    ଜନନୀ, ଜନନୀ, ଜନନୀ॥
    ସମସ୍ତ ଓଡ଼ିଆ ଙ୍କୁ ଉତ୍କଳ ଦିବସ/ ଓଡିଶା ର ଜନ୍ମ ଦିନ ର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା I
    ଏହି ଦିନ ଟି ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଗର୍ବ ଓ ଗୌରବ ର ଦିନ I ଯେଉଁ ମାନଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ନିଷ୍ଠା ଆଜିର ଦିନ କୁ ଆଣିଥିଲା , ସେମାନଙ୍କୁ ସମସ୍ତ ଓଡ଼ିଆ ଙ୍କ ତରଫରୁ କୋଟି କୋଟି ପ୍ରଣାମ I
    ଚାଲନ୍ତୁ ଆଜି ଆମେ ସମସ୍ତେ ଶପଥ ନେବା ଓଡିଶା ଏବଂ ଓଡ଼ିଆ ଭାଷା ର ଉର୍ଣ୍ଣତି ପାଇଁ ନିଜ ନିଜ ସ୍ତର ରେ ଉଦ୍ୟମ କରିବା I
    ଏହି ଐତିହାସିକ ଦିନ ରେ ଗୋଟିଏ ଅନୁରୋଧ , ଓଡ଼ିଆ ଭାଷା ର ପର୍ଯ୍ୟାପ୍ତ ବ୍ୟବହାର କରନ୍ତୁ , ଓଡ଼ିଆ ରେ ଲେଖନ୍ତୁ , ଓଡ଼ିଆ ରେ ପଢନ୍ତୁ I ଓଡିଶା ପ୍ରତି ଅନ୍ୟ ମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂର କରି ଓଡିଶା ର ସ୍ଵଛ ଛବି ଅନ୍ୟ ମାନଙ୍କ ଆଗରେ ରଖନ୍ତୁ I ଓଡିଶା ର ଉତ୍କର୍ଷତା କୁ ନିଜ ନିଜ ସ୍ତରରେ ପ୍ରତିପାଦନ କରନ୍ତୁ I ଆଉ ଓଡ଼ିଆ ବୋଲି ଗର୍ବ ଅନୁଭବ ସହ ଭାବପ୍ରବଣତା ଏବଂ ଭଲ ପାଇବା ସୃଷ୍ଟି କରନ୍ତୁ I
    ଉତ୍କଳ ଦିବସ
    ବନ୍ଦେ ଉତ୍କଳ ଜନନୀ I🙏🏼🙏🏼🙏🏼
    #ମୁଁକହେଓଡ଼ିଆ
    #ଆମଓଡ଼ିଶା
    #ଆମେଓଡ଼ିଆ
    #ଆମେଓଡ଼ିଆ_ଆମଓଡ଼ିଶା
    🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @amentertainment6998
    @amentertainment6998 Год назад +1

    Super super voice Nandini,,🌹🌹🌹🌹🌹🌹🌹🌹🌹🌹🌹🌹🌹🌹👍🌹👍👍👍🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @itishreedas9078
    @itishreedas9078 Год назад

    I love song ❤

  • @premjitdas579
    @premjitdas579 Год назад

    Nice

  • @rabimalik2146
    @rabimalik2146 Год назад

    tnx

  • @dusmantasahoo8904
    @dusmantasahoo8904 Год назад +1

    ପୂର୍ଣ୍ଣିମା ଅପା କଣ ପାର୍ଟି ରେ ନାହାନ୍ତି କି?

  • @SurendraSingh-v9z
    @SurendraSingh-v9z 8 месяцев назад

    Very thank