Bhai mu rani Praise the lord mor pray request achi please mo pai prathana karibe mor delevery due date chali galani baby weight adhika achi mor jemiti normal delivery heb mo pai pray karibe samsta nku mor anurodh
silu tumar no dio mun BRANHAM NKO bisayre khali nuhe REAL CHRISTIAN BROTHERHOOD BISAYRE share karibi jaha preached by our beloved brother William merrion branham. A true prophet sent from the True God. His Preaching teaching is bit by bit is true which he said with "Thus Saith The Lord".
Praise the Lord 🙏
Praise the Lord
Bhai mu rani Praise the lord mor pray request achi please mo pai prathana karibe mor delevery due date chali galani baby weight adhika achi mor jemiti normal delivery heb mo pai pray karibe samsta nku mor anurodh
@@Cutesona-l3l Ok Sister , May God help you
God can't help you in this situation but I am present with you always so in this time remember me am your closest friend Lucifer 😈
@@LUCIFER-o1x oye hello My God helped me, I got a normal delivery, there is nothing you can do tomorrow.
धन्यबाद भाई आपको चुनागेया हैं, yeshu mashi के भेजा गेया नेवी से धुर रहने केलिए
GOD Bless U
ताकि सत्य क्या है पत्ता नही चले
कौनसी नवी के बारे में कहना चाहते हो ?
Bhai tome se Lucifer ro vedio Delete koridelo ki?
Bhai reply dioo
No delete କରା ଯାଇନି
silu tumar no dio mun BRANHAM NKO bisayre khali nuhe REAL CHRISTIAN BROTHERHOOD BISAYRE share karibi jaha preached by our beloved brother William merrion branham.
A true prophet sent from the True God.
His Preaching teaching is bit by bit is true which he said with "Thus Saith The Lord".
@brothersilu Number ନ ଦେବା ବାହାନା ନାହିଁ Silu ତୁମେ କୋଉ ପ୍ରକାର ଲୋକ ସମସ୍ତେ ଚିହ୍ନିଲେଣି:ବାକ୍ୟରେ ଲେଖା ଅଛି "ଅନ୍ଧକାର ସହିତ ଆଲୁଅର କି ସମ୍ପର୍କ,ମିଥ୍ୟା ସହିତ ସତ୍ୟର କି ସହଭାଗିତା,ବିଲିୟାର ସହିତ ଖ୍ରୀଷ୍ଟଙ୍କ କି ମିଳନ । ତୁମର ଉତ୍ତରରୁ ଜଣା ଗୋଲଣି ତୁମେ କେଉଁ ପ୍ରକାର ଲୋକ । ଯଦି ତୁମେ ଗୋଟେ ସତ୍ୟର ସନ୍ତାନ ତେବେ ସତ କଥା ପ୍ରଥମେ କହିବାକୁ ଶିଖ , ସତ୍ୟକୁ ସମ୍ମାନ ଦେଇ ଶିଖ |ମନ ଇଚ୍ଛା କୋଥା କହିବା ବନ୍ଦ୍ କର ନ ହେଲେ ପ୍ରଭୁ ହିସାବ ନେବେ ! ପ୍ରଚାର କରିଦେବା ଖେଳ ମାଜାକ୍ ଭାବିଛକି ।ଭାଇ Branham ପୁରା ଜୀବନ ଦେଇଦେଲେ ସତ୍ୟ ଜଣେଇବା ପାଇଁ ,ତୁମେ କି ଜାଣିଛ ତାଙ୍କ ବିଷୟରେ। ପ୍ରଥମେ ସତ କ'ଣ ଅନୁସନ୍ଧାନ କରି ଆସ ତା ପରେ କଥା ହେବା ।
ପ୍ରଥମେ କେବେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ପଚାରି ବୁଝ ଭାଇ BRANHAM ସତ୍ୟ ଲୋକ କି ନାହିଁ ପ୍ରଭୁ ବୋଲି ।ଆମର ପରମେଶ୍ବର,ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉତ୍ତର ଦାତା ।ସେ ଖଳ ଲୋକକୁ ଘୃଣା କରନ୍ତି ନମ୍ର ଲକକୁ ଭଲ ପାଆନ୍ତି ।
ସର୍ବପ୍ରଥମ ସ୍ଥାନ ପ୍ରଭୁଙ୍କୁ,ବାକ୍ୟକୁ ଦିଅ ପ୍ରଭୁଙ୍କର କଥା ଶୁଣ ।
INTERNET ରେ କେତେ ମିଥ୍ୟା କଥା ରହିଛି ତୁମେ ଜାଣିଛ ।
ଯଦି ତୁମେ ସତ୍ୟର ସନ୍ତାନ ସତ୍ୟ ଆଚରଣ କର ସତ୍ୟ କଣ ଅନୁସନ୍ଧାନ କରି ଆସ ।
ଆମେ ନିଶ୍ଚୟ କଥା ହେବା ।
Bro jitne bhi nabhi aye UN sab me Masih ka atma tha bro branham Malachi 4.5 wala Alia hai
@@vimalmattu5374 Branham Hin Malachi 4:5 Wala Nabi karke ham kese confirm honge ?
@@brothersiluତୁମେ ସତ କହୁଛ ଏହା ଲୋକ କାହିଁକି ମାନିବେ ।
ତୁମେ କହୁଛ ସେ ଆକା ସେହି ଏଲିୟ କି ନାହିଁ କେମିତି ଶୁନିଶ୍ଚିତ ହେବା ବୋଲି,କାରଣ ତାଙ୍କର car accident ରେ ମୃତ୍ୟୁ ହେଲା ।
ଆଚ୍ଛା ହେଲେ ଯହନଙ୍କୁ କିପରି ମାନୁଛ ଏଲୀୟ ବୋଲି ,ତାଙ୍କର ମଧ୍ୟତ ମୁଣ୍ଡ କଟା ଯାଇଥିଲା ସେ ଏଲିୟ ନ ଥିଲେ କି ଶିଲୁ ।
@@brothersilu
ତୁମେ କହୁଛ Branham ଆକା ସେହି ଏଲିୟ କି ନାହିଁ କେମିତି ଶୁନିଶ୍ଚିତ ହେବା ବୋଲି, ପ୍ରଥମେ ସୁନିଶ୍ଚିତ ହୁଅ ତା ପରେ video ବନାଅ ହୋ ।
ଆଚ୍ଛା ତୁମର ବିଶ୍ଵାସରେ ବାକ୍ୟ ଅନୁଯାଇ ଏଲିୟ ଆସିଲେ କ'ଣ କ'ଣ କରିବେ ।
@@buildmotivation6654 ତମ ନମ୍ବର ଦିଅନ୍ତୁ call କରିବି ମୋତେ ବୁଝେଇବେ ବ୍ରହ୍ନମ ଙ୍କ ବିଷୟରେ
🙏🙏🙏
🙏
𝓖𝓸𝓭 𝓫𝓵𝓮𝓼𝓼 𝔂𝓸𝓾 𝓪 𝓶𝓪𝓷.❤️🔥❤️🔥❤️🔥✝️✝️✝️🛐🛐🛐
ସମୟ ବାହାର କରି Video ରେ
କମେଣ୍ଟ ମାଧ୍ୟମରେ ନିଜ ମତ ପ୍ରକାଶ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କର ଏହି ମନ୍ତବ୍ୟ ପାଇଁ ମୁଁ ଆଭାରୀ ଆପଣଙ୍କୁ ମୋ ପ୍ରାର୍ଥନାରେ ନିଶ୍ଚୟ ସ୍ମରଣରେ ଆଣିବି।
🙏ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏
Here you are Special,
Love from Brother Silu ❤️
Aapko santi mile
Amen
End time mai khuda ne Alia nabhi ho bhejne ka promis Kiya hai bible mai vo bro branham mai pura ho Chuka hai read the msg bro very carefully 🙏
Give me your contact number let's Discuss about this
Uno ne apne ko khuda nahi bola kabhi per jab koi nabhi yahova ke name se bolta hai to khuda us mai SE apne login se baat karta hai
Khudko vo Jesus Christ bola hai , agar English samjh aata hai to voice ko dhyan se suno
Jitni bhi aaj tak bro branham ne profecy ki sab samporan sach hui hai aap dhayan SE read karo msg
Dhyan se read kiye hai
Thanks Brother Silu Good message God bless you❤
ସମୟ ବାହାର କରି Video ରେ
କମେଣ୍ଟ ମାଧ୍ୟମରେ ନିଜ ମତ ପ୍ରକାଶ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କର ଏହି ମନ୍ତବ୍ୟ ପାଇଁ ମୁଁ ଆଭାରୀ ଆପଣଙ୍କୁ ମୋ ପ୍ରାର୍ଥନାରେ ନିଶ୍ଚୟ ସ୍ମରଣରେ ଆଣିବି।
🙏ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏
Here you are Special,
Love from Brother Silu ❤️
Actually you don't know nothing silu
I want to learn from you so give me your contact number let me contact you
You know that God can't exist in living world. But I am also present with you always.so worship my name I am your closest friend Lucifer 😈 remember me
Get out from me
Brother kn God satare exist karanti? Explain
ତମ Contact number ଦିଅନ୍ତୁ ଆମେ ଏ ବିଷୟ ରେ ଆଲୋଚନା କରିବା
ଭାଇ,ଭଉଣୀ ମାନେ Silu ଏହି video ରେ ଭାଇ BRANHAM ଙ୍କ ବିଷୟରେ ଗଭୀର ଭାବେ ଭଲରେ ନ ଜାଣି ମିଥ୍ୟା କଥା କହିଛନ୍ତି । ଆପଣ ମାନେ କେହି ବିଚଳିତ ହୁଅନ୍ତୁ ନାହିଁ ।
ଭାଇ BRANHAM ଙ୍କୁ ପରମେଶ୍ବର ଏହି ଯୁଗରେ ଯେପରୀ ବ୍ୟବହାର କରିଛନ୍ତି ବାକ୍ୟ ପ୍ରଚାରରେ,ଶିକ୍ଷାରେ,ରୋଗୀଙ୍କ ପ୍ରାଥନାରେ,ଦର୍ଶନରେ, ଭବିଷ୍ୟତବାଣୀରେ,ପ୍ରକାଶନର ବାକ୍ୟରେ, ତାଙ୍କ ପରି ଅନ୍ୟ କାହାକୁ ବ୍ୟବହାର କରି ନାହାନ୍ତି । ସେ ଜଣେ ସତ୍ୟ,ପରାକ୍ରମ,ସରଲ,ନମ୍ର,ଅଳ୍ପ ପାଠୁଆ ଲୋକ ଥିଲେ । ଏହା ସଂପୂର୍ଣ୍ଣ ସତ୍ୟ,ଏହି ଯୁଗ ନିମନ୍ତେ ସେ ପରମେଶ୍ୱରଙ୍କ ଠାରୁ ଆମର ମଙ୍ଗଳ ନିମନ୍ତେ ପଠାଯାଇ ଥିବା ସତ୍ୟ ଭବିଷ୍ୟତ ବକ୍ତା ଅଟନ୍ତି , ଯାହାକୁ ଗ୍ରହଣ କରିବାର ଅଛି ସେ ଗ୍ରହଣ କରୁ । ସେ ଯାହା କହିଛନ୍ତି ସମସ୍ତ ବିଷୟ ସେ ବାକ୍ୟ ଭିତରରୁ ହିଁ କହିଛନ୍ତି ତାଙ୍କର କୌଣସି ନିଜର ଶିକ୍ଷା ସିଦ୍ଧାନ୍ତ ନ ଥିଲା,ମୂଳ ପ୍ରେରିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷ୍ୟା ପ୍ରତି,ବାକ୍ୟ ପ୍ରତି ଆମେ ସମସ୍ତେ ଫେରୁ ଏହା ଥିଲା ତାଙ୍କର ମୁଖ୍ୟ ପ୍ରଚାର,ଶିକ୍ଷ୍ୟା । ଯେଉଁ ମାନେ ବାକ୍ୟ ପ୍ରତି, ମୂଳ ପ୍ରେରିତଙ୍କ ଶିକ୍ଷ୍ୟା ପ୍ରତି ମନପରିବର୍ତ୍ତନ କରି ଫେରିବାକୁ ଚାହାନ୍ତି ନାହିଁ ସେମାନେ ଭାଇ BRANHAM ଙ୍କୁ ପସନ୍ଦ କରନ୍ତି ନାହିଁ ।
ବାକ୍ୟକୁ ସମାଦର,ପ୍ରେମ ଯାହାର ନାହିଁ ସେ ଭାଇ BRANHAM ଙ୍କୁ ପସନ୍ଦ କରନ୍ତି ନାହିଁ । କାରଣ ତାଙ୍କର ମୁଖ୍ୟ ବିଷବ ଏହା ହିଁ ଥିଲା ଯେ ଆମେ ସମସ୍ତେ ବାକ୍ୟ ନିକଟକୁ ଫେରି ଆସୁ,ବାକ୍ୟ ସର୍ବେ ସର୍ବା,ବାକ୍ୟ ମୁଖ୍ୟ । ଆମର ନିଜର ଜ୍ଞାନର doctrine ରେ ନୁହେଁ ମୂଳ ପ୍ରେରୀତଙ୍କ doctrine କୁ ଫେରି ଯାଉ ଏହା ଥିଲା ତାଙ୍କର ମୁଖ୍ୟ ବିଷୟ ।
❤ତାଙ୍କ ପରି କିଏ ଅଛନ୍ତି ଯେ କହୁଛ "ଆସ ଆମେ ନିଜର ଜ୍ଞାନରେ ଆଉଜି ନ ପଡ଼ି, ପରମେଶ୍ୱରଙ୍କ ବାକ୍ୟରେ ଆଉଜି ପଡ଼ିବା ବୋଲି ।"❤
ସେ ଜଣେ ଭଣ୍ଡ ଖ୍ରୀଷ୍ଟ ଥିଲେ ।
@@brothersilu ଭଣ୍ଡ ମାନେ କ'ଣ ।
ଭଣ୍ଡ ମାନେ ମିଥ୍ୟା
@@brothersilu ଆଚ୍ଛା ତେବେ ଖ୍ରୀଷ୍ଟ ମାନେ କ'ଣ ।
ମୁଁ ଜାଣିଛି ତମକୁ ବହୁତ କିଛି ଶିଖିବାର ଅଛି ତେଣୁ କହିଥିଲି ପ୍ରଥମରୁ ହିଁ ଯେ ମୋତେ ତମ ନମ୍ବର ଦିଅନ୍ତୁ ।
ତୁମେ କହୁଛ ସେ ଆକା ସେହି ଏଲିୟ କି ନାହିଁ କେମିତି ଶୁନିଶ୍ଚିତ ହେବା ବୋଲି,କାରଣ ତାଙ୍କର car accident ରେ ମୃତ୍ୟୁ ହେଲା ।
ଆଚ୍ଛା ହେଲେ ଯହନଙ୍କୁ କିପରି ମାନୁଛ ଏଲୀୟ ବୋଲି ,ତାଙ୍କର ମଧ୍ୟତ ମୁଣ୍ଡ କଟା ଯାଇଥିଲା ସେ ଏଲିୟ ନ ଥିଲେ କି ଶିଲୁ ।
ତମେ ତମ ନମ୍ବର ଦିଅ । ତମ ସହ call ରେ କଥା ହେବା
ତୁମେ ସତ କହୁଛ ଏହା ଲୋକ କାହିଁକି ମାନିବେ ।
ତମ ନମ୍ବର ଦିଅ
ତୁମେ କହୁଛ Branham ଆକା ସେହି ଏଲିୟ କି ନାହିଁ କେମିତି ଶୁନିଶ୍ଚିତ ହେବା ବୋଲି, ପ୍ରଥମେ ସୁନିଶ୍ଚିତ ହୁଅ ତା ପରେ video ବନାଅ ହୋ ।
ଆଚ୍ଛା ତୁମର ବିଶ୍ଵାସରେ ବାକ୍ୟ ଅନୁଯାଇ ଏଲିୟ ଆସିଲେ କ'ଣ କ'ଣ କରିବେ ।
ତମେ ତମ ନମ୍ବର ଦେବୀ ମିଛ କହିବିନି କହି କୁଆଡ଼େ ପଳେଇ ଗଲ ?
SILU Brother, I want to know ur number
You give me your contact number let me contact you