ଗାୟିକା ମନୋରମା/ଓଡ଼ିଶୀ ସଙ୍କୀର୍ତ୍ତନ/ପ୍ରହପଟ୍ଟ ଝାଞ୍ଜ

Поделиться
HTML-код
  • Опубликовано: 10 фев 2025
  • ପ୍ରତିଦିନ ନୂଆ ନୂଆ ସଂକୀର୍ତ୍ତନ ଭିଡିଓ ଦେଖିବା ପାଇଁ ଏହି Channel କୁ Subscribe କରନ୍ତୁ।
    🙏ଜୟ ଜଗନ୍ନାଥ 🙏
    🙏 ମଙ୍ଗଳ ଗୌର ସଙ୍କୀର୍ତ୍ତନ ମଣ୍ଡଳୀ , ବୁଦ୍ଧିପଡ଼ା 🙏 ☎️8144075578 ବିଜୟ କୁମାର ସାହାଣୀ (ବିଶୁ)
    🙏 ମଙ୍ଗଳ ଗୌର ସଙ୍କୀର୍ତ୍ତନ, RUclips 🌹🌹Channel 🙏
    ☎️9658790134 ଅଜୟ କୁମାର ପରିଡ଼ା (ଅଜୁ)
    ପ୍ରିୟ ଦର୍ଶକ ବନ୍ଧୁ
    ଓଡ଼ିଶାର କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଆମେ ଆମର ଚେଷ୍ଟା ଜାରିରଖିବୁ | ସେଥିପାଇଁ ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମର ଏକାନ୍ତ ଆବଶ୍ୟକ | ମଙ୍ଗଳ ଗୌର ସଙ୍କୀର୍ତ୍ତନ RUclips Channel କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର | ଏହିପରି ଓଡ଼ିଶାର କଳା ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଆମ ଚ୍ୟାନେଲ କୁ ସବସକ୍ରାଇବି କରନ୍ତୁ ଏବଂ ତୁରନ୍ତ ଦେଖିବାପାଇଁ ପାଖରେ ଥିବା ବେଲ କୁ ମଧ୍ୟ ଦବାନ୍ତୁ |
    ଧନ୍ୟବାଦ |

Комментарии • 5

  • @pabitrasahoo9199
    @pabitrasahoo9199 2 месяца назад

    Jai gurudev

  • @kasardakirtanmandalikasard3847
    @kasardakirtanmandalikasard3847 2 месяца назад

    ଅତି ସୁମଧର ସ୍ୱର। କଣ୍ଠ ଚମତକlର, ତାଳ ଜ୍ଞାନ ଜାଣିଲେ, ବହୁତ୍ ଭଲ ହେବ,ଧନ୍ୟବାଦ୍।

  • @swain_parivaar
    @swain_parivaar 2 месяца назад

    Bhul keuthi heuchhi ?
    Check karajau

  • @kasardakirtanmandalikasard3847
    @kasardakirtanmandalikasard3847 2 месяца назад +2

    ବଡ଼ଦୁଃଖ ର କଥା କଣ୍ଠରେ ସ୍ୱର କହୁଛି ମୁଁ ପହପଟ ତାଳ ର ସ୍ୱର, ବାୟକ ଭାଈର ବାଦ୍ୟ କହୁଛି ମୁଁ ପହପଟ ତାଳ ର ବାଦ୍ୟ।କିନ୍ତୁ ହସ୍ତ୍ ରେ ଝାଞ୍ଜ କହୁନାହିଁ କି ମୁଁ ପହପଟ ତାଳ।ବଡ଼ ବିଚିତ୍ର ଆଜିକାଲି ଗାୟକ ମାନେ।

    • @lingarajsahoo1056
      @lingarajsahoo1056 2 месяца назад

      ଗାୟକ ନୂହେ ଗାୟିକା