Respected Namita maa'm really I've no words to praise you.Still I can say you are the nightangle of jagannth bhajana.This song is no doubt a heart touching one.As more as I listen it I feel it new.In every blood vesel it is flowing in my body.Tannk U ma'm.God bless U.
Yeh jo dekhte yeh sach nehi yeh kahate hain yeh satya nehi yeh jo sochte hain yeh satya hai....aur ishko samajhna kisi ko samjhmei nehi aayeha..teeri kiti dhaa ❤❤
🙏🌹🙏🌹🙏🌹🙏🌹🙏 जय श्री अनंताय जगन्नाथ नमो नम: जय श्री अनंत सुभद्रांमबिका जगंनमाताय नमोनम: जय श्री अनंताय बलभद्र नमो नम: Such a beautiful tune n touchy melodious voice of NamitaJi. Wish to listen again n again. 🙏🌹🙏🌹🙏🌹🙏🌹🙏
mahaprabhu aap best ho mere hero ❤❤ dusro k dukho k aap khud pr le lete hein mahaprabhu apke jesa koi nhi❤you're so beautiful, patitpavan, karunamaya, kripasindbu...kash mujhe bhi puri k aas paas janam milta to mai aapse mil paya krti jyada se jyada ..mahaprabhu you're my everything ❤sabse pyare sabse nyare jagnnath mahaprabhu. humesha aap mere sath rehna ❤
Jaijagannath swamy nayana patha gami babha tume jai jagannath jai beautiful presentation very Very nice best voice best lyrics best music thanks from RUKMINI PRODUCTION
It's Adhikmaas, its morning 4 o'clock and I am listening to this song so beautiful and peaceful ... jai jagganath . God bless you all who made efforts to create such beautiful garland of words of parabramha ..... Thanks Namitaji❤🙏⚘️⚘️⚘️
One of the most beautiful Bhajans of Lord Jagannatha that I have ever listened. Many thanks to the composer and Namita madam. Hare Krishna . Jai Jagannatha
This Bhajan describes Lord Jagannatha beautifully and absolutely correctly as Lord Krishna has described Himself in the Gita . Hare Krishna . Jai Jagannatha . Many thanks to Namita Madam. Grateful.
ଆଦି ନାହିଁ ଯା'ର ନାହିଁ ପୁଣି ଅନ୍ତ
କୋଟି ବ୍ରହ୍ମାଣ୍ଡ ଠାକୁର
ଅଗତିର ଗତି ହେ ଜଗତ ପତି
ତୁମ ମହିମା ଅପାର I
🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾
ନ ଦେଖି ଏତେ,ଦେଖି ଥିଲେ କେତେ ❤ ଜୟ ଜଗନ୍ନାଥ ❤
ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ❤
ସତରେ ତୁମେ ସତ୍ୟ ନାରାୟଣ❤
ହେ ପ୍ରଭୁ, ହେ ସୃଷ୍ଟି ସ୍ଥିତି ବିଲୟ ର ଅଧିକାରୀ। ଆପଣ ଆଦି, ଅନନ୍ତ, ଦ୍ବୈତ ଓ ଅଦ୍ଵୈତ। ଏ ଚରା ଚର ବ୍ରହ୍ମାଣ୍ଡର ଅଧିନାୟକ, ତବ ଶ୍ରୀ ଚରଣେ ଶରଣ ଶରଣ। ହେ ଜଗତ ପତି ଜଗନ୍ନାଥ।
😊😊
@@chandankumarpradhan6790❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Ffff😅@@chandankumarpradhan6790
Jay Jagannath Swami ji
🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼🙌🏼❤❤❤❤❤❤❤❤❤❤❤❤
Jay jagannatha 🙏🙏🙏🌹🌹🌹❤️❤️❤️😭😭😭mo ବାପାକୁ ଭଲ karidio😭😭😭😭😭😭😭🙏🙏🙏🙏🙏🙏
Jai jagannath 🙏😔
Ma papa ku bi bhala karidia Prabhu Jay jaganatha❤❤
E
Bhagwaan tumar mangala karantu bhaiii ❤🙏
ହେ ମହା ବାହୁ ପ୍ରଭୂ ତୁମ ଚରଣେ କୋଟି କୋଟି ପ୍ରଣାମ କରୁଛି ହେ ପ୍ରଭୁ ଜଗନ୍ନାଥଙ୍କ ମୋର ଆପଣଙ୍କୁ ଅନୁରୋଧ କରୁଛି କି ହେ ପ୍ରଭୁ ଜଗତର ମଙ୍ଗଳ କର ପ୍ରଭୁ ଓଡ଼ିଶା ରେ ସର୍ବ ରୋଗ କଷ୍ଟ ଅର୍ଥ ସଙ୍କଟ ଦୂର କର ପ୍ରଭୁ ସମସ୍ତଙ୍କୁ ସୁ ବୁଦ୍ଧି ଦିଅ ଜଗତର ମଙ୍ଗଳ କର ପ୍ରଭୁ ମୋର ତୁମକୁ କୋଟି କୋଟି ପ୍ରଣାମ କରୁଛି ❤ ଜୟ ଜଗନ୍ନାଥ ❤ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ❤
😊
Jay Jagannath Balbhadra Subhadra
Nice so❤❤❤🙏🙏🙏 Jay
❤❤❤❤❤
A srusti ku mahaprabhu nischaya rakhiba
ହେ ମଣିମା 🙏🥰⭕️🩸⭕️🥰🙏
Respected Namita maa'm really I've no words to praise you.Still I can say you are the nightangle of jagannth bhajana.This song is no doubt a heart touching one.As more as I listen it I feel it new.In every blood vesel it is flowing in my body.Tannk U ma'm.God bless U.
Jay jajgnnath prabhu bhajan sunikari shanti r ananda lagla...
❤️ମୁଁ ❤️ଜଗନ୍ନାଥଙ୍କ ❤️ପ୍ରାର୍ଥନା ❤️କରୁଛି ❤️ଆପଣ ❤️ବଞ୍ଚିଥିବା ❤️ପର୍ଯ୍ୟନ୍ତ ❤️ଏହିଭଳି ❤️ଭଜନ ❤️ଶୁଣିବାକୁ ❤️ମିଳୁଥାଉ ❤️ଧନ୍ୟ ❤️ମହାପ୍ରଭୁ ❤️ଧନ୍ୟ ❤️ନମିତାମାମ ❤ଧନ୍ୟ ❤️ତୁମ ❤️ପରିବାର ❤️ଧନ୍ୟ ❤️ତୁମରି ❤️ସଂସ୍କାର ❤️ଧନ୍ୟ ❤️ତୁମ ❤️ଜୀବନ ❤️ମ୍ୟାମ ❤️ଆପଣଙ୍କ ❤️ଚରଣକମଳରେ ❤️ସତକୋଟି ❤️ପ୍ରଣାମ ❤️🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
ଜୟ ଜଗନ୍ନାଥ ଶୁଭ ସକାଳ ମୋ ବାପା ଟା ପରା ❤ ମୋ ହ୍ରୁଦୟ ର ସହ ତୁମକୁ ମୋର ଶୁଭାଶିଷ,, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤ସତ ର ସଦା ଜୟ ହୋଇଥାଏ ❤ ସମୟ କୁ ଅପେକ୍ଷା କର ❤❤❤❤
😊
ଭଗବାନ ସାରା ବିଶ୍ୱ କୁ ଭଲ ରେ ଏବଂ ରୋଗ ମୁକ୍ତ ରଖନ୍ତୁ 🥹😔🙏🏻
❤ Jay Jagannath
🍎
ହେ ହେ ମହାପ୍ରଭୁ ଆପଣମାନଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ମହାପ୍ରଭୁ,
ଏ ଛୋଟିଆ ଚାକର ଟା କୁ ତୁମ ଚରଣରେ ଟିକେ ସ୍ଥାନ ଦିଅ ପ୍ରଭୁ,
କର୍ମ କରି ଚାଲ ଏହାକୁ ବୁଝିବେ ମୋ କଳା ଠାକୁର ❤❤ ଜୟ ଜଗନ୍ନାଥ ❤❤
ତମେ ଅନନ୍ତ, ଅଶେଷ ତମରି ଇଚ୍ଛା ରେ ଆମେ ପରିଚାଳିତ 🙏🏻🙏🏻🙏🏻🙏🏻
ଚୁମ୍ବକରେ ଭାଗବତ ଗୀତାର ସାରାଂଶ କୁ ଏ ଭଜନରେ ଅତି ସୁନ୍ଦର ଭାବରେ ବର୍ଣନା କାରଯାଇଛି |
When I travel in my car
I added in my mind and started this song . Still this song is in my heart . No-one defeat this song . Jay Jagannath
🎉🎉🎉🎉🎉🎉
ଏହି ଭଜନ ଶୁଣିଲେ ସମସ୍ତ ଦୁଃଖ ଭୁଲି ଯାଏ. ଜୟ ଜଗନ୍ନାଥ.
ନିରାକାର ପରଂବ୍ରହ୍ମ ଶୂନ୍ୟବ୍ରହ୍ମ ଶ୍ରୀ ଜଗନ୍ନାଥ🙏🙏🙏
ହେ ଅନାଦି ଅନନ୍ତ ଜଗତ କରତା ହେ ନାଥ ଜଗନ୍ନାଥ ତୁମ ପାଦ ତଳେ କଲି ପ୍ରଣିପାତ ହେ ସୃଷ୍ଟି ହେ ସ୍ରଷ୍ଟା ତୁମ ବିନା ନାହିଁ ଗତି ନାହିଁ ମୁକ୍ତି ହେ ନାଥ ଜଗନ୍ନାଥ
ହେ ଜଗତ ପିତା ତମ ଚରଣ ତଳେ ମୋର କୋଟି କୋଟି ପ୍ରଣାମ।।ତୁମ ଲୀଳା ଅତୁଲନୀୟ।।। ତୁମେ ରାମ ତୁମେ ଶ୍ୟାମ ତୁମେ ନାରାୟଣ।। 🙏🙏
ଅତି ସୁନ୍ଦର ଭବରସାତ୍ମକ ମନଛୁଆଁ ଆକର୍ଷଣୀୟ କଣ୍ଠସ୍ୱର
ଉପସ୍ଥାପନା ଭାବ ପୂର୍ଣ୍ଣ. ଧନ୍ୟବାଦ. ସ୍ୱର
ସଂଯୋଜନା ଚମତ୍କାର. ଧନ୍ୟା ହେ
ଶ୍ରୀମତୀ ନମିତା ଅଗ୍ରୱାଲ 🕉️🙏🌺
ଜୟ ପ୍ରଭୁ ଜଗନ୍ନାଥ
Llm4i 6p9
ଜୟ ❤ ଜଗନ୍ନାଥ ❤
ଵହ୍ୱତ ସୁନ୍ଦର ଗାଉଛନ୍ତି ନମିତା ଅଗ୍ରୱାଲ ❤❤ ମୁଁ ଜାଣି ପାରିଲି ନାହିଁ ହେ ପ୍ରଭୁ ଜଗନ୍ନାଥ ଏବେ ଏ ଜଣାଣ ଟି ମୁଁ ନମିତା ଅଗ୍ରୱାଲ ଙ୍କ କଣ୍ଠଦାନ ଶୁଣି ବାକୁ ପାଇଲି ❤❤
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ । ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jagannatha swami nayana pathagami bhaba tume❤❤❤❤
ହେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଲୀଳା ଅପରମ୍ପାର।
ଜୟ ଜଗନ୍ନାଥ ମହାପ୍ରଭୁ
❤ ଜୀବନ ଟା ଏମିତି ହସ ଖୁସିରେ ଚାଲିଯାଉ-----ହେ ମହାବାହୁ ❤ ଜୟ ଜଗନ୍ନାଥ ମୋ କଳା ଠାକୁର,, ଏତିକି ଅଳି ଅର୍ଦ୍ଦଳି ମୋର❤
Jay Jagannath Swami
Jagannath nka pada nahi kintu e gita re achi
ଜୟ ଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻
Bhai mate cs push paie ki player dakkar tame kheli baa ❤
ଅତି ସୁନ୍ଦର କଣ୍ଠଦାନ ଜୟ ଜଗନ୍ନାଥ ❤
🙏🙏🙏🙏🙏
Yeh jo dekhte yeh sach nehi yeh kahate hain yeh satya nehi yeh jo sochte hain yeh satya hai....aur ishko samajhna kisi ko samjhmei nehi aayeha..teeri kiti dhaa ❤❤
ହେ' ଦୀନବନ୍ଧୁ। ତୁମର ଅପାର କରୁଣା।ତୁମର କଳନା ନାହିଁ।ନମିତା ମାମ୍ ତୁମ ସ୍ବରର ତୂଳନା ନାହିଁ।ଈଶ୍ବର ତୁମର ମଙ୍ଗଳ କରନ୍ତୁ।ଭଜନଟି ମନକୁ ଛୁଇଁ ଯାଉଛି।ବହୁତ ସୁନ୍ଦର ଭଜନ। ଧନ୍ୟବାଦ। 🙏
😅😊😅😮😮😅 j i😅1
ଜୀବନର ସବୁ ମୋହ ମାୟା ତୁମ ପାଖରେ ତୁଚ୍ଛ।ତୁମେ ଅନନ୍ତ ତୁମେ ଆକାର ତୁମେ ମକାର ତୁମେ ରାମ ତୁମେ ଶ୍ୟାମ ତୁମେ ମୋ ଭଗବାନ 🙏
ଆଖି କୁ ଦୁଶିବା କମିଲା ❤ କାଳିଆ ଠାକୁର ଙ୍କୁ ଆଖିଟେ ଧାର ମାଗିଛି ❤ବିଦାୟ ନେଲା ବେଳେ ଫେରାଇ ଦେବାକୁ କହିଛି ❤ ଜୟ ଜଗନ୍ନାଥ ❤ ଧର୍ମ ର ଜୟ ❤ କର୍ମ ର ଜୟ ହେଉ ❤
ପ୍ରଣାମ ହେ ପ୍ରଭୁ ପରମ ବିଷ୍ଣୁ ପରଂବ୍ରହ୍ମ ପୁରୁଷୋତ୍ତମ, ଅନନ୍ତ କୋଟି ବ୍ରହ୍ମାଣ୍ଡେଶ୍ଵର ସ୍ଵାମୀ , ମୋର ବାପା ଶ୍ରୀଜଗନ୍ନାଥ, ସଂସାରର ସମସ୍ତ ପ୍ରାଣୀ ତୁମ ଛତ୍ରଛାୟା ତଳେ ରଖ ମହାବାହୁ ❤🙏❤️🚩🪔🪔
ଯୁଗ କୁ ଯୁଗ ଏହି ମତେ। ପରମ ଆନନ୍ଦେ ଏ ଜଗତ, ଜଗତ ଓ ଜୀବନ,ଏ ସବୁ ମୋ କଳା ଠାକୁର ଙ୍କ ଦାନ---ଜୟ ଜଗନ୍ନାଥ ଜୟ ❤❤
🙏🙏🏻🙏 Jai Jagannath Jai mahaprobhu.🙏🏻🙏🙏🏻 Nice composed.🌺🌺🌺
ହେ ପ୍ରଭୁ ଜଗନ୍ନାଥ ଧନ୍ୟ ମୁଏହି ଜଣାଶ ଶୁଣିଲି ❤ ସତ୍ୟ ସନାତନ ହେ ପ୍ରଭୁ ନୀରଞ୍ଜନ ତୂମ ପାଦେ ମୋର କୋଟି କୋଟି ପ୍ରଣାମ ❤❤
❤❤❤
ଜୟ ଜଗନ୍ନାଥ ❤
ହେ ନିଳାଦ୍ରି ବିହାରି ହେ ତ୍ରିଲୋକିନାଥ ହେ ଦିନବନ୍ଧୁ ତୁମ ପାଦ ପଦ୍ମ ରେ ମୋର କୋଟି ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ
ବାବୁ ରେ ମୋ ନମିତା ମା ଲକ୍ଷ୍ମୀ ❤ ଲକ୍ଷ୍ମୀ ❤ ବଞ୍ଚି ବାକୁ ପଡିବ ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤ ଏତିକି ପ୍ରାର୍ଥନା ପ୍ରଭୁ ଜଗନ୍ନାଥ ପାଖରେ ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤
Jay jaganarth ⭕️‼️⭕️ swami 😢😓🥺😣😞😖
ମା ନମିତା ରାତି ପାହିଲେ ତୁମ ଶୁଣାଓ ସମସ୍ତଙ୍କୁ ଗୀତା ❤ଭଲ ହେବ ❤ଜୟ ମା ନମିତା ❤
ମାମା ମୋ ମାମା ତୁମ କୁ ମୋର ଅନନ୍ତ କୋଟି ପ୍ରଣାମ ଜଣାଉଛି ❤ମୋ ହ୍ରୁଦୟ ରୁ ❤ ଏହା କେବଳ ମୋ ଭାବ ମୋ ଜଗନ୍ନାଥ ଙ୍କୁ ଜଣା ❤ ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤❤❤❤
ଅତି ସୁନ୍ଦର ଭାବଭକ୍ତି ଭରା ପରମବ୍ରହ୍ମଙ୍କ ଭଜନ "ଜୟ ଶ୍ରୀଜଗନ୍ନାଥ"
ବହୁତ ଦିନ ପରେ ଏକ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଶୁଣିବାକୁ ମିଳିଲା ।
ହେ ପ୍ରଭୁ ଜଗନ୍ନାଥ ମୋ ପାଇଁ ଦୁଃଖ ❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ❤❤କରିବାର ନାହିଁ।
ଧର୍ମ ର ସଦା ଜୟ ❤
ଜୀବନ ଦୀପରରେ 🪔 ବିଶ୍ଵାସ ସଳିତା ତୁମାପାଦେ ଜଳୁଥାଉ
ଆୟୁଷର ଘିଅ ସରିଗଲେ ପ୍ରଭୁ 🙇 ତୁମ ପାଦେ ଲିଭିଯାଉ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
Aji parjyanta padhithiba best comment 😊
🙏🌹🙏🌹🙏🌹🙏🌹🙏
जय श्री अनंताय जगन्नाथ नमो नम:
जय श्री अनंत सुभद्रांमबिका जगंनमाताय नमोनम:
जय श्री अनंताय बलभद्र नमो नम:
Such a beautiful tune n touchy melodious voice of NamitaJi. Wish to listen again n again.
🙏🌹🙏🌹🙏🌹🙏🌹🙏
Jay jagannatha ❤️🙏❤️❤️👏👏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭ମୋ ବାବା କୁ ଭଲ karidio😭😭😭
ଜୟ ଜଗନ୍ନାଥ ପ୍ରଭୁ ସବୁ ତମ ଲୀଳା
ପ୍ରଭୁ ଜଗତ ଠାକୁର ଜଗନ୍ନାଥ ଏ ମାୟ ସଂସାର ରୁ ତମେ ହିଁ ପାରି କରିବ
mahaprabhu aap best ho mere hero ❤❤ dusro k dukho k aap khud pr le lete hein mahaprabhu apke jesa koi nhi❤you're so beautiful, patitpavan, karunamaya, kripasindbu...kash mujhe bhi puri k aas paas janam milta to mai aapse mil paya krti jyada se jyada ..mahaprabhu you're my everything ❤sabse pyare sabse nyare jagnnath mahaprabhu. humesha aap mere sath rehna ❤
Proud to be a Puri Loka 😊 Sabu sei jaga ra mahima
Puri re jnmo naeichnti kete Bhagya korichnti semane Jay Jagannath 🙏🙏🙏
Mahaprabhu nku tulana ki shamal acha kari hue nahi satiya ate jay jagannath.
Beautiful song mam mu sabudina dekhuchi au sunuchi
Jaijagannath swamy nayana patha gami babha tume jai jagannath jai beautiful presentation very Very nice best voice best lyrics best music thanks from RUKMINI PRODUCTION
Jai shree Jagannath Swami 🚩🚩🙏 manima nka ra Jay ho 🌷🌍❤️❤️🥀🌍🍁🥰🥰🥰🥰🥰👣🙇🖤🖤❤️💜💛💖❣️🖤💓🙏⚫‼️⚫🚩🚩🙏
❤🇮🇳🇮🇳🇮🇳🎎❤️❤️❤️❤️❤️❤️💑💐🌸💮🏵️🌹🥀🌺🌲🌷🌾🌻🌼🦜🍇🍉🎄
❤ ନମିତା ଅଗ୍ରୱାଲ ଙ୍କ ଦାନ କୁ ଧନ୍ୟବାଦ ❤
ଜୟ ଜଗନ୍ନାଥ
Jay Jagannath Swami Nayan Patha Gami Bhaba Tume 🙏🙏🙏🙏
Jay Jay Jagannath charanar binde ananta koti dandabata
ତୁମେ ହିଁ ସର୍ବୋଚ୍ଚ ନ୍ୟାୟଧୀଶ ପ୍ରଭୁ 🙏🙌⭕‼️⭕
ଜୟ ମା ଲକ୍ଷ୍ମୀ ଜୟ ମା ଲକ୍ଷ୍ମୀ ❤❤
ବହୁତ ସୁନ୍ଦର ଭଜନ ଓ ଆପଣଙ୍କ ସୁମଧୁର ସ୍ୱର ଅପା 👌👌👌🙏🙏
Fgf
ତୁମ ବିନା ନାହିଁ ପଥ ଆହେ ଜଗନ୍ନାଥ, ଆସ୍ଥେ ସୁସ୍ଥେ ଗଡାଉଛ ଏ ଜୀବନ ରଥ ।ଜୟ ଜଗନ୍ନାଥ 🙏 ସମସ୍ତ ଓଡିଶାବାସୀ ଙ୍କୁ ସଦ୍ ବୁଦ୍ଧି ଦିଅ ପ୍ରଭୁ ।
2322daddy eww aww eww aww 2❤.
Jay Jagannath
@@rosalinnayak2672d
❤@@EshikaChhatria
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊@@EshikaChhatria
Jay jagannath swami he Prabhu mahamari ru rakhaya Kara,🙏🙏🙏🙏🙏🙏
8i06
ଆପଣ ଙ୍କ ରୁଣ କେବେ ସୁଝି ବି❤
ହେ ମଣିମା ହେମହବାହୁ ଜଗତର ଦୁଖ ତମେ ଶୁଣୁଚ ତମ ଦୁଃଖ କିଏ ଶୁଣୁଛି
Sansa ra re Samastanku bhalare rakha prabhu mu au kichi maguni tamaku🙏🙏🙏
Hii
Jia gaichhanti je gita lekhichhanti koti koti pranam😊😊😊😊
It's Adhikmaas, its morning 4 o'clock and I am listening to this song so beautiful and peaceful ... jai jagganath .
God bless you all who made efforts to create such beautiful garland of words of parabramha .....
Thanks Namitaji❤🙏⚘️⚘️⚘️
ମୋ ମହାପ୍ରଭୁ ବହୁତ ସୁନ୍ଦର ଦେଖା ଦେଖାଯାଉଛୁ
ମୋ ମାଆ ଦେହ ଭଲ କରି ଦିଅ
Mora sabukichi tume kahi tanka pakhare sharanna pashile sabu kastaru uddhaara paiba . Jay Jagannath 🙏🙏🙏🙏🙏🙏
ଜଗନ୍ନାଥ କଦୟା ଥାଉ ତୁମକୁ ମୁଁ ବଂଚି ଥିବା ଜାଏ ତୁମର ଭଜନ ସୁଣୁଥିବି 😢😢😭😭🙏🙏
One of the most beautiful Bhajans of Lord Jagannatha that I have ever listened. Many thanks to the composer and Namita madam. Hare Krishna . Jai Jagannatha
😊
JAY jagannath pra bhu
Jay Jagannath Swami Nayan pathagami bhaba tume 🙏🙏
Jay jaganath Swami ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଜୟ ଜଗନ୍ନାଥ 🕉️🕉️🕉️🚩🚩🚩
ଜୟ ଜଗନ୍ନାଥ ପ୍ରଭୁ 🙏❤🙏
Qqqqqqqaqqqqqqaqqqqqqq11qqqqq1aaqqqq11q1q111qqqqqqqqqqqqq11qqqqqqqqqqqqqqqqqqqqqqqqqqqqqqqq1q1qaqqqq1qqqq11qqqq111q11qq1q1aqq1q
Qq
Please
I am from ganjam namita sister this song is my heart my god koti koti pranam this bhagabat colected song also namaskar you
A bhajana mo kuni jhia sabubele sunuchi nice song
Nutana Barsha ra abhinandan samasta nku Jay Jagannath 🙏🌅
Joy jagannath 🙏🏻🌼
ଜୟ ଜଗନ୍ନାଥ ❤😂❤
He jagata ra maudamani prani nku rakhiya kara bhaktapriya mahaprabhu tame hi mata pita jay jagannath.
କ୍ଷମା କରିବେ ପର୍ଶୁରାମ ବ୍ରାହ୍ମଣ ଥିଲେ ଆଉ ରାମ କ୍ଷତ୍ରୀୟ ଥିଲେ।
ଜୟ ମା ଲକ୍ଷ୍ମୀ ରେଣୁକା ଦେବୀ ତୁମ ପାଦେ ମୋର କୋଟି କୋଟି ପ୍ରଣାମ ❤❤
ଜୟ ମା ଲକ୍ଷ୍ମୀ ଏ ସବୁ ପୂର୍ବରୁ କରିଥିଵା କର୍ମ ଫଳ ଭୋଗିବାକୁ ପଡ଼ିବ ଜୟ ଜଗନ୍ନାଥ ଶୁଭ ସକାଳ ତା 20/10/2024/ଧର୍ମ ର ଜୟ ହେଉ,, କର୍ମ ର ଜୟ ହେଉ ❤❤ ଜୟ ଜଗନ୍ନାଥ ❤❤❤
ମତେ ଜଣା ସେ ବିଷୟରେ ସଚେତନ ❤❤ ଜୟ ଜଗନ୍ନାଥ ❤
Mam Really your attractive sweet voice about odia bhajan to every peoples of Odisha
11qq1
Chubby
Jay jagannath swami nayan patha gami bhaba tumhe 🙏🙏🙏⭕❗⭕
ହେ ଅନ ନ୍ତ ଅ ନା ଦୀ ପରମ ବ୍ର ହଃ ତୁମେ ସା ହା ଭରସା ପ୍ର ଭୁ ଜଗନ୍ନାଥ ନାରାୟଣ 🙏🙏🙏ଶ ରଣ ପ୍ର ଭୁ
Mo jhia ahi song suniki khae sue ❤❤❤
Jay Jagannath samastanku bhala re Rakha
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏
Jay gagnath
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤
This Bhajan describes Lord Jagannatha beautifully and absolutely correctly as Lord Krishna has described Himself in the Gita . Hare Krishna . Jai Jagannatha . Many thanks to Namita Madam. Grateful.
Iyly
JOY.JAGONNATH.SWAMI.NAYONO.PATHO.GAMI🙏🙏🙏
He prabu mora sabu dosa aparadha khayama karidiya
Jay jagannth 🙏 beautiful voice Namita mam 🙏
Jai Jagannath Mahaprabhu 🙏
ଜୟ ଜଗନ୍ନାଥ ଙ୍କ ର କରୁଣା କିଏ ବା ବର୍ଣ୍ଣନା କରି ପାରିବ ହେ ମହାବାହୁ ତୁମେ ମାତା ତୁମେ ପିତା ସବୁକିଛି ପ୍ରଭୁ ତୁମ ବାହୁ ତଳେ ସମସ୍ତ ଙ୍କୁ ଭଲରେ ରଖ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
Jay jagannth swime ki jay 🌺 chakadola 🌺 jay sri ram ki jay maa Laxmi Narayan ki jay jay bisunu Narayan ki jay 🌺🌺🌺🌺🌺🌺🌺🌺🌺🙏🙏🙏🙏🙏🙏🙏 hari bol 🙏🙏🙏🙏🙏🙏🙏🙏
Best bhajana never in earlier. Many Many thanks to composer and singer.
ମହାବାହୁ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻
ମୁଁ ବାକ୍ ଶୂନ୍ୟ 😢😢