Traffic police re upuri income sange sange darama sange pension achhi, hele Sarkar desh ra Jawan manku pension dei ni parbar , Jen mane ki desh ra lagi jiban deuchhan se mankar pension naena, Jen chakria mane lancha khia kukura manaka lagi Sabu subidha, dhanya re Sarkar, dhanyabad Tamar niti Ku.
ଶଙ୍କର ଓ ପ୍ରଜ୍ଞା ଭାଇଙ୍କୁ ନେଇ ଏକ Comedy Show ଆଣନ୍ତୁ ସିଦ୍ଧାର୍ଥ TV
ପ୍ରୋଗ୍ରାମ ଟି ବହୁତ ସୁନ୍ଦର ହେଇଛି..ହେଲେ ଟିକେ ଖରାପ ଥିଲା...
Micro phone ଧରି କଥା କହୁଥିଲେ. ସେଇଟା ହାତରେ ନଥିଲେ ଖୁବ୍ ସୁନ୍ଦର ହୋଇ ଥାନ୍ତା 🪷👍
୫୦ ମାର୍କ ପାଇବ କମେଡି
ଆମ ରାଜ୍ୟର ସହିଦ୍ ତଥା ଅବସର ପ୍ରାପ୍ତ ଯବାନ୍ ମାନଙ୍କ ବିରତା ଉଦେଶ୍ୟରେ ଯଦି ଗୋଟିଏ ପ୍ରୋଗ୍ରାମ ହୁଅନ୍ତା ବହୁତ ଭଲ ହୁଅନ୍ତା ।ଓଡ଼ିଶା ମାଟିର ବୀର ଯବାନ୍ ଙ୍କ ବୀର ଗାଥା ସମସ୍ତେ ଜାଣନ୍ତେ। ପରଦା ରେ ତ ସିନେମା ହିରୋ ଙ୍କୁ ଦେଖିଚୁ କିନ୍ତୁ ରିୟଲ ହୀରୋ ଙ୍କୁ ଦେଖିବାକୁ ସୁଯୋଗ ମିଳନ୍ତା।
ଶଙ୍କର ଭାଈ army ମାନେborder ଗୁଳି ଖାଈ ମରୁନାହାନ୍ତି ଆମ ଦେଶ ପାଇଁ ସହିଦ୍ ହେଉଛନ୍ତି ।
❤❤❤
Comedy ପାଇଁ କହିଛନ୍ତି ତେଣୁ...
Deha ku niani bhai...
ବେଳେବେଳେ tongue sleep କରାଯାଏ
Amalokana prati chota katha dhariba gote kundia dosa
Army ମାନେ ସହିଦ୍ ହେଉଛନ୍ତି ଆମ ମାନଙ୍କ ସୁରକ୍ଷା ପାଇଁ।ତାଙ୍କୁ ଏମିତି କହିବା ଠିକ୍ ନୁହଁ. ହସ ମଜା ରେ ତାଙ୍କୁ ଅସମ୍ମାନ କରିବା ଭଲନୁହେଁ !
ଆପଣ ଦୁହିଁଙ୍କ କମେଡି ଦେଖି ଲାଗେ ଜୀବନ୍ତ କମେଡୀ
Mind blowing ଶଙ୍କର ଆଣ୍ଡ ପ୍ରଜ୍ଞା sir
ବୋହୁତ ବୋହୁତ ସୁପର ଲାଗୁଚି pragiyan ଭାଇ କ
ଶଙ୍କର ଭାଇ ପ୍ରଜ୍ଞା ଭାଇ ବେଉଟିଫୁଲ 👌👌❤❤🙏
Police wala lokanku sosan karuthile covid time re
Correct
Sirdhat tv ra manager ଙ୍କୁ ଅନୁରୋଧ ଦୟାକରି naman 2024 full episode upload kara
I support you
Trafic awerness is good tips for generes
ଦୁଇ ଜଣଙ୍କ ଯୋଡ଼ି ସୁପର ❤❤❤
Arindamra attitude dekhauchi
Comedy King Pragya bhai with Jodi Shankar
Thank u sidharth tv 🎉🎉🎉 👍👍👍
ଅଭି ନୟ ଅତିସୁନ୍ଦର ସଡ଼କ ସୁରକ୍ଷା ଜୀବନ ରକ୍ଷା ।।
Nic show nice program 🎉🎉🎉🎉❤ thanks for sharing this video salam Siddharth tv
ଯୋଡ଼ି ସେମିତି ରହିଥାଉ ❤
You are good actors...Army ମାନେ ଆମମାନଙ୍କ ସୁରକ୍ଷା ପାଇଁ,border ରେ ଗୁଳି ଖାଇ "ସହିଦ" ହୋଉଛନ୍ତି...
କରୁଣା ସମୟରେ ଗରିବ ଲୋକଙ୍କୁ ଗୋଡେଇ ଗୋଡେଇ ପିଟିିଥିବାରୁ ପୋଲିସ ବାଲାଙ୍କୁ ଧନ୍ୟବାଦ
😂😂😂😂❤🪷👍
କୋଭିଡି ହିରୋ କେବଳ ଡ୍ରାଇଭର 💪💪💪
ଏ ମଞ୍ଚ ତିଆରି କରିବା ପାଇଁ ଯୋଉ ଗାଡ଼ିରେ ଜିନିଷ ଆସିଥିଲା ତାକୁ କଣ ରୋବଟ ଚାଲୁଉ ଥିଲା ପ୍ରଥମେ ଡ୍ରାଇଭର ହଉଚି କୋଭିଡି ଯୋଦ୍ଧା ତା ପରେ ପୋଲିସି 🙏
ଏପିସୋଡ୍ ରେ ସବୁ ଜୋଉଭଳି କମେଡ କରୁଛନ୍ତି
ତାର ୫ ପ୍ରତିଶତ ବି staze ରେ ଦେଇ ପାରୁ ନାହାଁନ୍ତି so sad for that's, just disgusting
Govt polythene ban karuchi....but e show re polythene ku promotion hauchi......
୫୦ ମାର୍କ ପାଇବ କମେଡି
Pragyan Shankara jodi hit
Jay jagannath
ଜଗନ୍ନାଥ ଭରସା ରଖିଛି
ଶଙ୍କର ଭାଇ ଆଉ ପ୍ରଜ୍ଞା ଭାଇ ପୁରା ଫୁଲ୍ ବୋବାଲ କରିଦେଲ,😂😂😂😂😀😀😆😆😛😛😛🤣🤣🤣😳😳😳😄😄😄😃😃😁😁😁😁😁😁
Nic show nice program 🎉🎉🎉🎉❤ thanks for sharing this video salam Siddharth tv 5:09
Jay jaganatha Jay odisha super comedy and video
ବହୁତ ସୁନ୍ଦର l
Prangya Bhai pa asithile ama clg p.p clg❤
Odia comedy ...😂😂😂😂😂😂..aau aaga dhadire jeunmane basichhanti ..hasa na lagile b hasuchhanti..ijjat rakhibaku padiba na😂😂😂😂😂
Jay jabana.jay kissan.jay bharata mata.
Sankar bhai kathare kathare Army officer nku maridauchha. Sethi se achhanti boli tame athi program karuchha don't forget.
Bahut sundar bahut sundar 👍
👌🏻👌🏻👌🏻
Sundara program
Jay Jagannath.....❤❤❤🇮🇳🇮🇳🙏🙏
ବହୁତ ବଡ଼ିଆ 👍👍👌👌
Pragya bhai super
Hilarious action and valuable message
Really nice 👌
ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହିସାବ କରିବା କଷ୍ଟକର କିନ୍ତୁ ଆପଣ ଜାଣିନାହାନ୍ତି ଯେ ଶିକ୍ଷା ଦ୍ବାରା ଦୁର୍ଘଟଣା କୁ ରୋକିବା ସହଜରେ ଏବଂ ସମସ୍ତ ପ୍ରକାର ଦୁର୍ଘଟଣା ପାଈଁ ମୁଁ ଯଥେଷ୍ଟ ଗବେଷଣା କରିଅଛି ସଡକ ଦୁର୍ଘଟଣା ଡଙ୍ଗା ବୁଡି ଉଡାଜାହାଜ ଦୁର୍ଘଟଣା ଆତ୍ମହତ୍ୟା ଟ୍ରେନ ଦୁର୍ଘଟଣା ଏଥିରେ ଯେଉଁ ଗଭୀରତା ଅତ୍ୟଧିକ କ୍ଷତି ଘଟୁଛି ସମାଜର ପ୍ରତ୍ୟେକ ବର୍ଗ କ୍ଷତିଗ୍ରସ୍ତ ହୁଅନ୍ତି ଆଶ୍ଚର୍ଯ୍ୟର କଥା ସମସ୍ତେ ଶିକ୍ଷିତମାନେ ଶିକ୍ଷା ର ମୂଲ୍ୟ ବୁଝି ନାହାନ୍ତି ସଚେତନତା ଏକ ଅଭିଯାନ ଶିକ୍ଷା ହେଉଛି ଜ୍ଞାନ ଧନ୍ୟବାଦ
Bhala acting.But Odisha Police aau traffic ........Na kahibaaa bhala.
Super sir
Nice
👍
Nice comedy
Best
Namita mam ra new gite release kara
🎉❤nic show nice program
first mesege is corect bhai
Driver Bhai Mane Kano soi thile ki lajo laguni ki driver Bhai Mane kete kasto karichonti
Jay shree ram
❤❤❤❤❤❤❤❤❤❤❤
❤
Ok
Good performance
❤❤❤❤
Action is best medicine in our life nice message thank you so much sir
😊b🎉
Arindam bhai tamara kn heichi muha sukheicha
Hii
😂😂😂
KIe kahila sankar bhai au prayagana amara priya boli
❤❤❤❤🎉🎉🎉🎉
It is a comedy don't take it it serious
Sankar bhai comedy karuchha thik achhi but tike kahibare lagam dia army mane guli khai mariba bhala ta mane kan sahid sabda ta kan patire pasila nahi😢
Microphone dhari comedy manu ni
Traffic police re upuri income sange sange darama sange pension achhi, hele Sarkar desh ra Jawan manku pension dei ni parbar , Jen mane ki desh ra lagi jiban deuchhan se mankar pension naena, Jen chakria mane lancha khia kukura manaka lagi Sabu subidha, dhanya re Sarkar, dhanyabad Tamar niti Ku.
Don't come on army
Gdjsjsj
Bahut bhala lagila
Good comedy
Supper
Best
Very nice ❤❤❤
😂😂😂😂😂
Best
❤❤❤❤
Good job
Very nice
Very nice