'ବିଜେଡିକୁ ଜିତାଉଛି ବିଜେପି' | Odisha Reporter

Поделиться
HTML-код
  • Опубликовано: 23 дек 2024

Комментарии • 108

  • @manoranjanpanda5536
    @manoranjanpanda5536 11 месяцев назад +4

    ଓଡିଶାରେ ମଦୁଆ ରାଜନିତୀ ଚାଲିଛି, ଏ ମଦୁଆ ରାଜନିତୀ ହଟାଇଵା ଦରକାର, ଜୟ ଜଗନ୍ନାଥ,

  • @stvodia073
    @stvodia073 2 года назад +9

    ଆରେ ନବୀନ ପଟ୍ଟନାୟକ ଶାସନରେ ନେତା ଅଫିସର କୋଟିପତି ହଉଛନ୍ତି ଗରିବ ଲୋକ ସେଇ ଗରିବ ହେଇକି ରହିଛି ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ ପଟ୍ଟନାୟକ

  • @ranjandalei6250
    @ranjandalei6250 2 года назад +4

    ସାର୍ ନମସ୍କାର ଧନ୍ୟବାଦ ଆପଣ ଜୋଉ କଥାଟିକୁ କହିଲେ ଏକଦମ ରାଇଟି ସାତଦିନ ନୁହେଁ ସାତ ମିନିଟ ଦରକାର ଖାରବେଳ ବାବୁ ଏକଦମ୍ ପ୍ରଫେଟ 100 ସତକଥା

    • @ashwinisahu6584
      @ashwinisahu6584 Год назад

      9 month agaru kahithile hele ebe sabu jhala helani

  • @Mamamantu37
    @Mamamantu37 2 года назад +2

    Sir
    Right katha kahuchhanti

  • @RamuRamu-cr2js
    @RamuRamu-cr2js Год назад +2

    BJP ଯୋଗୁଁ ଏକ ନମ୍ବର ନବୀନ ସରକାର ଜିତୁଛି ଏହାର ମୁଖ୍ୟ କାରଣ

  • @ashwinisahu6584
    @ashwinisahu6584 Год назад +2

    Very nice annalysis bhai

  • @HareKrushna-f3d
    @HareKrushna-f3d 10 месяцев назад +1

    ଏକଦମ ଠିକି ।

  • @jaymazdoortv5865
    @jaymazdoortv5865 2 года назад +3

    ନବୀନା ର ସାନ ଭାଇ ଧର୍ମେନ୍ଦ୍ର ପ୍ରଧାନ

  • @Debabratacreativity
    @Debabratacreativity 2 года назад +4

    Sir apana vala vasana karuchhanti

  • @abhimanyurout4574
    @abhimanyurout4574 2 года назад +2

    ବିଜେଡ଼ି କୁ।ଜିତାଉଛି।ଵିଜେପି।ଏକଥାସତ

  • @mrunalkantipanigrahi8163
    @mrunalkantipanigrahi8163 2 года назад +4

    U are absolutely right. If this will not happen within the BJP vote will be diverted to aap.

  • @sarbeswarmishra6695
    @sarbeswarmishra6695 2 года назад +2

    Thank. You. Sir

  • @narottambeheranarottambehe3631
    @narottambeheranarottambehe3631 2 года назад +2

    ବିଜେଡି ବିଜେପି ଅଲଗା ହେଲେ ବିଜେପି ଜିତିବ ,କାରଣ ଓଡ଼ିଶାରେ ଶରପଚ ଇଲେକଶନରେ ଆମେ ବିଜେଡି ପାଖରୁ ଅନ୍ୟାପାଇ ଲଡୁଚୁ ! କେନ୍ଦ୍ରରେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ବିଜେଡିକୁ କୋଳେଇକି ଧରିଛି ,ଓଡ଼ିଶାରେ ବିଜେପି ହାରବ ,ଆମପାଇ ବିଜେପିର ଲିଡରଷିପ କେହିନାତି ପଡିବା ପାଇଁ !

  • @sakti6493
    @sakti6493 2 года назад +5

    Modi is responsible for disaster of BJP in odisha.

  • @jaymazdoortv5865
    @jaymazdoortv5865 2 года назад +2

    ଶହେ ରୁ ଶହେ ଠିକ

  • @jaymazdoortv5865
    @jaymazdoortv5865 2 года назад +1

    ବିଜେଡି /ବିଜେପି ଦୁଇ ଭାଇ

  • @manoranjan647
    @manoranjan647 Год назад

    ଯେଉଁ ରାଜନୀତିପାର୍ଟି ହେଉ ଯଦି ତାଙ୍କ ଦଳରେ କାହାକୁ ମୁଖ୍ୟମନ୍ତ୍ରୀ ପଦ ଦେବାପାଇଁ ଚିନ୍ତା କରିଛନ୍ତି।ସେନେଇ ଆଗରୁ ଓଡିଶା ବାସୀଙ୍କୁ ସୂଚନା ଦେବା ଦରକାର।ତେବେ ଯାଇ ଭୋଟ ସମୟରେ ଲୋକେ ଚିନ୍ତା କରି ଭୋଟ ଦେବେ।

  • @jaymazdoortv5865
    @jaymazdoortv5865 2 года назад +2

    ନବୀନା / ମୋଦି ଦୁଇ ଭାଇ

  • @dmmisra2009
    @dmmisra2009 2 года назад +4

    100% true .

  • @biswanathbarik8943
    @biswanathbarik8943 9 месяцев назад

    ଆପଣଙ୍କ ମତ୍ତା ମତ୍ତ ଓଡିଶା ବାସୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରେ

  • @sibaramsabat6783
    @sibaramsabat6783 10 месяцев назад

    2024ରେଓଡିଶା ବାସି ଅଣ ଓଡ଼ିଆ ଶାସନର ଅନ୍ତ ର ବିକଳ୍ପ ବାଛି ବେ ସେ କଂଗ୍ରେସ ହେଉ କି ବିଜେପି

  • @srustidharbehera3345
    @srustidharbehera3345 9 месяцев назад

    ସାରକଥା ଟିଏ କହିଲେ ଆମ ସ୍ୱାଇଁ ଭାଇନା।ଗୋଷ୍ଠୀ କନ୍ଦୋଳର ବିଶୟେ ଶତ କଥା କହିଲେ।ଲୋକେ କେତେଦିନ ଶୁଣିବେ ସେଇ ମଦୁଆ କଥା। ମଦ ନିଶା ପାଇଁ ବଢୁଛି ଆମ ମନର ବ୍ୟଥା।।୨।।ଆଉ କେତେଦିନ ବିତିବ ସ୍ବପ୍ନ ପୁରଣ ପାଇଁ।ଫେକ୍ଟାରି ମାଲିକ ମାନଙ୍କ ସ୍ବପ୍ନ ଗଲା ଉଭେଇ।।୩।। ଆଈ ଏ ଏସ୍ ଓଡ଼ିଆ ବାବୁ କେନ୍ଦ୍ରକୁ ଗଲେ।ବାହାର ଆଈ ଏ ଏସ ବାବୁ ଆମ ନେତା ହୋଇଲେ।।୪।। ଉଠ ଉଠ ବାବୁ ଉଠରେ ଶୋଇ ରହିଛୁ କିଆଁ। ଅଳସୁଆ ହୋଇ ଶୋଇଲେ ଭାସି ଯିବ ଦୁନିଆଁ।। ୫।। ସପ୍ରେମ୍ ଜୟ ଜୀବ। ଜୟ ଜୀବ।। ଜୟ ଜୀବ।।

  • @ranjankumarbiswal6022
    @ranjankumarbiswal6022 2 года назад +1

    କଥା ଭଳି କଥା ଏଠି ବିଚକ୍ଷଣ ଲୋକଙ୍କୁ ଲୋକମାନେ ସୁଯୋଗ ଦିଅନ୍ତିନି । ତେଲିଆ କୁ ଭୋଟ ଦେବେ ପଛରେ ମନସ୍ତାବ କରିବେ ।

  • @pkpanda1371
    @pkpanda1371 2 года назад

    ମୂଖ୍ୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଠିକ୍ କରିଛନ୍ତି । ଖାରବେଳ ସ୍ବାଇଁ କଣ ଜଣେ ରାଷ୍ଟ୍ର ନିତି ଜ୍ଞ ??? ଖାରବେଳ ସ୍ବାଇଁ ଯଦି ଏତେ ଭଲ ନେତା ତା ହେଲେ ଲୋକେ ତାଂକୁ କାହିଁକି ଭୋଟ ଦିଅନ୍ତି ନାହିଁ?? ଖାରବେଳ ସ୍ବାଇଁ କଣ ସର୍ବଜ୍ଞ??? ଆଦର୍ଶ??? ତାଂକୁ ରାଷ୍ଟ୍ର ପତି କରି ଦିଆ ଯାଉ । ବିଜେପି ରାଜ୍ୟ ସଭା କୁ ତାଙ୍କୁ ପଠାଇ ଦେଉ । ସେ ସମ୍ମିଧନ ଲେଖିବେ । ଉତ୍କଳ ଭାରତ ଦଳ ର କି ହିନସ୍ଥା । ଗୋଟିଏ ନିର୍ବାଚନ ମଣ୍ଡଳୀରେ ଖାରବେଳ ସ୍ବାଇଁ ଓ ନବୀନ ପଟ୍ଟନାୟକ ଛିଡା ହେଲେ ଖାରବେଳ ସ୍ବାଇଁ କୋଡ଼ିଏ ହଜାର ଭୋଟ ପାଇବେ ନାହିଁ । ମୁଁ ଦୃଢ଼ ତା ର ସହ କହୁଅଛି ଯେ 2024 ରେ ବିଜେଡ଼ି ପୁଣି ସର କାର କରିବ । ଖାରବେଳ ସ୍ବାଇଁ ପୁଣି ହାରିବ । ଏହି sir ଙ୍କ ଖାଲି ବଡ଼ ବଡ଼ କଥା । ନବୀନ ଙ୍କ ଦୟାରୁ ଖାରବେଳ ସ୍ବାଇଁ MP ହୋଇ ଥିଲେ ।

  • @pkpanda1371
    @pkpanda1371 2 года назад

    ଖାରବେଳ ସ୍ବାଇଁ TV ରେ ଖାଲି ବଡ଼ ବଡ଼ କଥା । ଗାଁ ରେ ଏହାଙ୍କୁ କେହି ପସନ୍ଦ କରନ୍ତି ନାହିଁ। ନେତା ର କିଛି ଭଲ ଗୁଣ ନାହିଁ ଏହି sir ଙ୍କ ଠାରେ । କିନ୍ତୁ pay chennal ତାଂକ ପାଖକୁ ଦୌଡ଼ିବେ ।

  • @techfighterz8778
    @techfighterz8778 2 года назад +2

    Right

  • @priyabratabiswal2697
    @priyabratabiswal2697 2 года назад +1

    MAHABHARAT 🦁🦁🦁🦁🦁🦅🦅🦅🦅

  • @srikantadassrikantadas3908
    @srikantadassrikantadas3908 2 года назад +1

    Right 100% Satya

  • @abhimanyurout4574
    @abhimanyurout4574 Год назад

    ତୁରନ୍ତ,ବିଜେପି,ନେତ୍ରୃତ,ବଦଳାବାଦରକାର,,ମୋଦିଜୀକୁ,ଓଡ଼ିଶା ବାସୀଙ୍କ, ଅନୁରୋଧ

  • @sugyansekharmahakud7854
    @sugyansekharmahakud7854 2 года назад +4

    Legendary Politician 🙏🙏🙏

  • @commerceconceptclear7542
    @commerceconceptclear7542 2 года назад +1

    Sir kahin hela ni?

  • @manojabehera9893
    @manojabehera9893 2 года назад +1

    Right katha

  • @priyabratabiswal2697
    @priyabratabiswal2697 2 года назад

    RIGHT 🦁🦁🦁🌹🌹🌹🌹🌹

  • @girijapattnaik3533
    @girijapattnaik3533 2 года назад +1

    Very.clean.Poltician.

  • @priyabratabiswal2697
    @priyabratabiswal2697 2 года назад

    Right 🦁🦁🦁

  • @narayandas369
    @narayandas369 2 года назад

    ଅପରାଜିତା ଷଡଂଗି ବି ଜେ ପି ସଭାପତି ହେଲେ ଭଲ ହେବ

  • @sumantakumarsahu456
    @sumantakumarsahu456 2 года назад +2

    କୋଉଠି ଲେଖା ଅଛିସରକାରୀ ଅଫିସର ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପାରିବେ ନାହିଁ ବୋଲି ତମକୁ ଟିକେ ଲଜ୍ୟା ଲାଗିବା କଥା

  • @jaganath403
    @jaganath403 2 года назад +4

    jay bjp

  • @sarojapanda980
    @sarojapanda980 2 года назад +2

    Sidha katha apana jaha kahichanti sampurna Satya. Pandian Amara bartaman bhagya vidhata au ama nabina asahaaya...akdam thik 🙏

  • @birendradas5331
    @birendradas5331 2 года назад +2

    Kharbal sar katha ku varas karuchu

  • @nintyanandabarik1345
    @nintyanandabarik1345 2 года назад +1

    Apanajahakahileuchitkatha

  • @narayandas369
    @narayandas369 2 года назад

    ଠିକ୍ କଥା,ବି ଜେ ପି ପାଗଳ ହେଇଗଲାଣି

  • @priyabratabiswal2697
    @priyabratabiswal2697 2 года назад

    I KNOW IT🦁🦁🦁

  • @sujatbhai3764
    @sujatbhai3764 2 года назад +1

    2024 re 20 ru 0 2 palei asiba bjp

  • @uditnarayanpradhan5324
    @uditnarayanpradhan5324 2 года назад

    ବିରୋଧୀ ଙ୍କ ବିରୋଧ ସକାରାତ୍ମକ, ନକାରାତ୍ମକ ନିର୍ଭର କରେ ଜିତିବା ହାରିବା l ଯେଉଁ ଦଳର ସର୍ବୋଚ୍ଚ ନେତାଙ୍କ ଆଶୀର୍ବାଦ ପରୋକ୍ଷ ପ୍ରତକ୍ଷ ଭାବେ ବିରୋଧୀ ଙ୍କୁ ଉତ୍ସାପ୍ରଦ ଉର୍ଜା ଦେଉଛି l ରାଜ୍ୟର ନେତୃ ବୃନ୍ଦ ବୁଲା କୁତ୍ତା ଭଳି ଲାଞ୍ଜ ଚାପି ଅଦୃଶ୍ୟ ହୋଇ ଯିବାର ଦୃଶ୍ୟମାନ ହେଉଛି l ସେ ଠାରେ କାହା କୁ ଦୋଷଦେବା lକିଏ କାହାକୁ ଜିତା ଉ ଛନ୍ତି l

  • @snbarik4710
    @snbarik4710 9 месяцев назад

    Mr.Kharvela Swain is a good leader and should be given weight.

  • @priyabratabiswal2697
    @priyabratabiswal2697 2 года назад

    AMALATANTRA JIBE 🦁🦁🦁

  • @priyabratabiswal2697
    @priyabratabiswal2697 2 года назад

    JAY SHREE RAM 🦅🦅🦅🦅🦅🦅🦅🦅🦅

  • @GopalPradhan-u5y
    @GopalPradhan-u5y 9 месяцев назад

    Good news

  • @ganeswarnayak6655
    @ganeswarnayak6655 2 года назад

    Welcome bhai

  • @ashwinisahu6584
    @ashwinisahu6584 Год назад

    Modi jindabad

  • @commerceconceptclear7542
    @commerceconceptclear7542 2 года назад

    🙏🙏🙏🙏🙏

  • @RambilasNaik
    @RambilasNaik Год назад

    କେନ୍ଦ୍ର ରୁ ବାର ବାର ଆସି କି ବି କିଛି ତାଡି ପାରି ଲା ନାହିଁ କି ତାଡି ପାରିବ ନାହିଁ

  • @sarbeswarmishra6695
    @sarbeswarmishra6695 2 года назад

    K.. Swain.. A. Sarangi. Are. Right. Leader

  • @ashwinisahu6584
    @ashwinisahu6584 Год назад

    Modi jindabad Jay jagannath modi

  • @narayandas369
    @narayandas369 2 года назад

    କେଂଦୃ ଦାୟି

  • @SNO20231
    @SNO20231 2 года назад +2

    This is the reason now a days BJD government is uncontrollable. For ODISHA, BJP's policy is very poor.

  • @hemantapande8773
    @hemantapande8773 2 года назад

    Ryt.

  • @saratsahoo268
    @saratsahoo268 2 года назад

    ଦକ୍ଷ ସଚ୍ଚୋଟ ଲୋକ ଙ୍କୁ ବିଜେପି ସୁଯୋଗ ଦେଉନାହିଁ। ଉଦାହରଣ ସ୍ୱରୂପ ଖାରବେଳ ବାବୁ।

  • @pkhota
    @pkhota 2 года назад +1

    Mala ta bulichi

  • @ajitkumarparida4949
    @ajitkumarparida4949 2 года назад

    100/ corect

  • @narayanchandramallick9535
    @narayanchandramallick9535 2 года назад

    Dharamera peasant indirectly support to Nabin pattanayak and do not give chance to Appreciate Assange to be a leader.

  • @dhanarjani1632
    @dhanarjani1632 2 года назад

    Jay BJD

  • @purnendusarangi3816
    @purnendusarangi3816 2 года назад

    Councellor and Chairman Election should not be in one day.

  • @hrudanandakhandayatray433
    @hrudanandakhandayatray433 2 года назад

    100% right

  • @ashish.24-52
    @ashish.24-52 2 года назад +2

    Mmaase pare cbi puni aasiba

  • @prafullakumarmohanty7623
    @prafullakumarmohanty7623 2 года назад +1

    Kharabela babu apana kuhantu pradhaan mantri juade gale secretary jau nahanti ki

  • @pkpanda1371
    @pkpanda1371 2 года назад

    ଖାରବେଳ ସ୍ବାଇଁ ସରପଞ୍ଚ ଭୋଟ ରେ ଛିଡା ହେଲେ ବି ହାରି ବେ । ଏହାଙ୍କ କଥା ବଡ଼ । ଏତେ ପରି ପକ୍ବ ନେତା କନ୍ଧ ମାଲ ରୁ ହାରିଲେ କାହିଁକି,??? ଯିଏ ବିଜେପି ଦଳ ରୁ ବାହାରି ଉତ୍କଳ ଭାରତ ଗଠନ କଲା ସେହି ଖାରବେଳ ସ୍ବାଇଁ ପୁଣି ବିଜେପି ଦଳ ଆସି ପୁଣି ହାରିଲେ । ଇୟେ କି ନେତା???

    • @harisankarpadhi9053
      @harisankarpadhi9053 2 года назад

      ଆଜି ର ଓଡ଼ିଶାବାସୀଙ୍କ ପାଇଁ ଖାରବେଳ ବାବୁ ଜଣେ ଟାଣୁଆ ନେତା!

  • @sivaprasadmishra6527
    @sivaprasadmishra6527 Год назад

    Kharavela Swain is the best to be C.M.

  • @panchudas2706
    @panchudas2706 2 года назад

    Thek

  • @PrasannaNayak-ox4nl
    @PrasannaNayak-ox4nl 9 месяцев назад

    Aau tike bhala Kari chinta karanti
    Aapanka abasta kan hoichhi bjd ru jibapare

  • @prasantkumarsahoo1054
    @prasantkumarsahoo1054 2 года назад

    Nabin babu head haluchi sey jani nahanti puri rey kn hauchi na hauchi odisa sara katha sey kichibjananti nahi

  • @prasantkumarsahoo1054
    @prasantkumarsahoo1054 2 года назад

    Bada neta bada chinta alaga vote haba darkar Sethi prakuta shakti jana padiba

  • @kabitapriydreshinidashkabi252
    @kabitapriydreshinidashkabi252 2 года назад

    Jadi Kendra re bjp vala boli jitila odisha re Naveen vala boli jitila nije vala au Sabu kharap

  • @PrasannaNayak-ox4nl
    @PrasannaNayak-ox4nl 9 месяцев назад

    Kharabela swain diba swapndekhu chhanti

  • @lalatendukanungo5013
    @lalatendukanungo5013 2 года назад +1

    Political analysis on Odisha State is based on factual correctness and there is no doubt on it. But thing is that opposition could not encash the benefits from voters in their side by reaching to them.

  • @prasantkumarsahoo1054
    @prasantkumarsahoo1054 2 года назад

    Kharbel bhai bjp ra neta jiye bjd ku haraiparibey tanku ba modi agaku chadibeni

  • @krushnasenmahakur1121
    @krushnasenmahakur1121 2 года назад

    You where is now.

  • @rebatikantabisoi7265
    @rebatikantabisoi7265 2 года назад

    Bhai bhai ka pyar.BJD BJP BHAI BHAI ..... Sir apana tk Extra Bhabuchant . apana Ta Quarter final Harile , Semifinal v Harile ... Aau Final v haribe...

  • @ramchandrahota2430
    @ramchandrahota2430 2 года назад +2

    It is misfortune for ałl Odias to do know what type of superb and adventureous personality sir Kharabela Swain is ?

    • @SKGbul
      @SKGbul 2 года назад

      ନବୀନ ବାବୁ ଭଲ ପାଠ ପଡୁଛନ୍ତି ପାସ କରିବା ଥୟ ( BJP. Congress ଆଦୌୟୁ ପାଠ ପଡୁ ନାଁହାନ୍ତି. କପି କରି ପାସ କରିବା ମଧ୍ୟ ଜଣା ନାହିଁ. କିଏ କଣ କରିବ. ଏଣୁ ମୋ କହିବା କଥା ଭଲ ପାଠ ପଢ଼ ଭଲ କୋଚିଂ ନେଇ ପଡିଲେ ନିଶ୍ଚୟ ଆଗାମୀ 2024 ନିର୍ବାଚନ ରେ ଫଳ ପ୍ରଦ ହେବ ବଲି ଆମର ଆଶା.

    • @SKGbul
      @SKGbul 2 года назад +1

      ସୁର ଭାଇ ସବୁ ବେଳେ ଗୋଟାଏ କଥା 2024 ରେ 100% Congress coming. Apan kete %seure kichhi kahile nahi heu ame khali dekhibar katha.

  • @prasantkumarsahoo1054
    @prasantkumarsahoo1054 2 года назад

    Odia murkha ba murkhanku vote debey aji ameye etye bhagyaban bjd rey thiba 80%murkha neta nka hatarey sashana hauchye,kharvel bhai nku vote deleye nahi kintu agyni murkhanku vote deleye

  • @sonugamer1444
    @sonugamer1444 2 года назад

    Rit nabin sakar jeda bad BJDSARKAR

  • @commerceconceptclear7542
    @commerceconceptclear7542 2 года назад

    Odisha murkha yaku bujhibe ki?

  • @rajendraram7418
    @rajendraram7418 2 года назад +1

    Apan jaha bhasandebe .

  • @jitendrasahoo3275
    @jitendrasahoo3275 2 года назад +1

    Jaya Babu Kain prachar kaleni se kn palyament re vaga nei thile ki

  • @bankanidhimishra943
    @bankanidhimishra943 2 года назад +1

    Please bring a honest & audacious leader & make strong unit with all old politician like Vijaya Mohapatra,.Then go to ground label like every village & understood them, every Jana kalyankari yojana, which comes from centre . Make confidence in people, where to give corruption free Governance in every offices. Now corruption spread every where. So please go to Village & understood them.

  • @ashoknanda1170
    @ashoknanda1170 2 года назад

    BJD JITUCHHI NAVEEN BABU
    NKA PAIN BJD NETANKA PAIN
    BJD KARMINKA PAIN ODISHA
    BHAI BHAUNINKA PAIN BJD RA
    JANAHITAKARI KAMA PAIN

  • @jsmaharana6192
    @jsmaharana6192 2 года назад

    Kanbhulukahili

  • @sujatbhai3764
    @sujatbhai3764 2 года назад

    Tama kanhiki fatuchi

  • @jsmaharana6192
    @jsmaharana6192 2 года назад

    Thikimardhhelasinadaschalibonabinmakinhuokichaikinuho

  • @pkhota
    @pkhota 2 года назад

    Kharabela. ward memabara re Choda hele Haribu

  • @Gayatriojha269
    @Gayatriojha269 2 года назад

    Fake news

  • @anilkumarabehera6804
    @anilkumarabehera6804 2 года назад

    Tela mara chamsa news channel

  • @pkhota
    @pkhota 2 года назад

    Kouthi Aicni Sahiba Mukhya mantrinku dekha kariparibani, tu Sala daityu nauna Tate Cifiministor karajiba ,Pracharaku Asunu.

  • @priyabratabiswal2697
    @priyabratabiswal2697 2 года назад

    RIGHT🦁🦁🦁🦁🦁

  • @brahmanandabehera2451
    @brahmanandabehera2451 2 года назад

    Right

  • @shisirmohapatra5455
    @shisirmohapatra5455 2 года назад

    Right

  • @mundarama1122
    @mundarama1122 10 месяцев назад

    Right