AMULYA PREMA ||ଅମୂଲ୍ୟ ପ୍ରେମ|| PREMA KALA ll HUMAN SAGAR NEW CHRISTIAN SONG |||FIRST LOVE CREATION||

Поделиться
HTML-код
  • Опубликовано: 6 фев 2025
  • ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ନାମରେ ପ୍ରତ୍ୟେକଙ୍କୁ FIRST LOVE CREATION RUclips CHANNEL ତରଫରୁ ଅଭିନନ୍ଦନ ଜ୍ଞାପନ କରୁ I ପ୍ରଥମ ଥର ପାଇଁ ଏକ ଅତି ସୁନ୍ଦର ଖ୍ରୀଷ୍ଟୀୟ ଭକ୍ତିଗୀତ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସିନୀ ମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି। ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର୍ ବହୁତ ମାଧୂର୍ଯ୍ୟ ଭାବରେ ଗୀତଟିକୁ ଗାନକରିଛନ୍ତି। ଆଶା କରୁଛୁ ଆପଣମାନଙ୍କ ଆତ୍ମିକ ଜୀବନର ଅଭିବ୍ରୁଦ୍ଧି ନିମନ୍ତେ ଏହି ଗୀତ ଏକ ସୁନ୍ଦର ମାଧ୍ଯମ ହେବ। ଆମ୍ଭମାନଙ୍କୁ ଉସ୍ଚାହିତ କରିବା ପାଇଁ ଗୀତ କୁ ବହୁଳ ମାତ୍ରାରେ ସେର୍ କରନ୍ତୁ।
    SONG CREDITS:
    SONG: AMULYA PREMA
    SINGER: HUMAN SAGAR
    LYRICS & MUSIC: SALEM LIMA
    MUSIC ARRANGEMENTS: BAPI SAMAL
    EDITING: VIKASH( BANGALORE)
    STUDIO: MRR STUDIO CUTTACK
    CONCEPT & PRODUCTION : REV AJIT KUMAR DIGAL
    COLLABORATION: 9438655556
    (WHATSAPP OR TELEGRAM)
    FULL LYRICS:
    ପ୍ରେମ କଲ ଯେବେ ତୁମେ ମୋତେ
    ପାଇଗଲି ଶାନ୍ତି ଏହି ମରତେ
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ମୁକ୍ତି କଲ
    ଅମୂଲ୍ଯ ପ୍ରେମ ତୁମରି ମୋତେ ଦେଲ
    ଭୁଲିବିନି ତୁମ ପ୍ରେମ କେବେ ମୁଁ ଏ ଜଗତେ
    ମରିଯିବି ପଛେ ତୁମପାଇଁ ଯୀଶୁ ମୁଁ ସତେ(୨)

    ଆତ୍ମୀୟ ଯେତେ ମୋର କରିଦେଲେ ସବୁ ପର
    ତଥାପି ଛାଡିଲ ନାହିଁ ମୋତେ ଏହି ଜଗତରେ କଲ ଆପଣାର
    ନିରାଶ ଅଶାନ୍ତ ମନେ ବୁଲୁଥିଲା ପ୍ରାଣ ମୋର
    ନିସହାୟ ଏ ଜୀବନେ ଆଶା ଭରି ଦେଲ ତୁମେ କରିଲ ନିଜର
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ରକ୍ଷା କଲ
    ଅପାର ପ୍ରେମ ତୁମରି ମୋତେ ଦେଲ
    କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
    ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)

    କେତେ ଯେ ଦୁଃଖ କ୍ଲେଶ ପରୀକ୍ଷା ଶୟତାନର
    ଆସିଥିଲା ମୋ ଜୀବନେ ହାରିଲିନି କେବେ ମୁଁ ଯେ
    ସାହା ହେଲ ମୋର
    ସ୍ବୀକାର କରୁଅଛି କେହି ନୁହେଁ ମୋ ନିଜର
    ଯୀଶୁ ତୁମେ ସାଥି ମୋର ଦ୍ରୁଢଦୂର୍ଗ ମୋ ପ୍ରାଣର
    ପ୍ରେମିକ ଇଶ୍ବର
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ରକ୍ଷା କଲ
    ଅଭୂଲା ପ୍ରେମ ତୁମରି ମୋତେ ଦେଲ
    କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
    ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)
    ************************
    ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ !!!
    *************************
    !!* ANTI PIRACY WARNING *!!
    This content is copyright to FIRST LOVE CREATION . Any unauthorized reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright material presented.
    #amulyaprema#premakala#humansagarchristiansong#humanesagar
    #humansagarnewchristiansong2022#kahipagalparibuluchu #heprabhustatus#premajarafullsong#jogesjojo#jojo5production#newsambalpurisong# #harigalimun#sadstatus #newodiachristiansong #humansagar #humansagarstatus #humansagarnewstatusvideo #humansagarnewsong#krusharasharane #amitbadanayaknewsong #prasadlimamusic #narakadanda #amitbadanayakchristiansongs #humansagarheprabhusong#humansagarnewwhatsappvideo2020#newstatus#heprabhukemitibanchibivideo #heprabhukemitibanchibivideosong#aseemapandahelakipremalyrics#aseemapandasharmili#aseemapandaodiasong #sambalpurinaagindance#helakiprema #rasia #ajanaasuna #obaby #sukumari #humansagarsadsongdownload #humansagarallsong #humansagarnewringtone #humansagarwife #amitpaninewchristiansong#amitpanichristiansong#amitpanisongs#jyotirmayeenayaksong#jyotirmayeenayak #besaharaodiasongdownload##humansagarbesaharasong #pagalapagala#mantuchhuria #antarachakraborty #latestnews #jesusnewsong #jesusstatusvideo #jesussongs #riturajmohanty #riturajmohantysongs #salimlima#FirstLoveCreation #explorepage #love #jesussongstatushindi #foryou #foryoupage #odianewsong #odia_4k_whatsapp_status #sadstatus #sambalpuristatus #koraputiacomedy #koraputialovestatusvideo #kinemaster #kandhamalnew#humansagarhitsongs#relaxaongs#newhitsong2022 #hitsonghumansagar#evergreensong #hearttouching #hearttouchinglyrics #lyricsstatus #lyricsstatusodia#amulyaprema#premakala #prasadlima#humansagarnewwhatsappvideo2020#satarkabani#paritranarashaila#narakadanda#amitbadanayakchristiansongs #amitbadanayak #heprabhuamitbadanaayak #heprabhuhejisu #heprabhu02 #heprabhusongdownload #heprabhudekhade#heprabhukemitibanchibistatus#newodiachristiansongamitpani##newodiachristiansong2022 #newodiachriatiansongmp3#newodiachristmassong#newodiachristiansong #newodiachristianstatus#
  • ВидеоклипыВидеоклипы

Комментарии • 1,1 тыс.

  • @Amarmusic688
    @Amarmusic688 Год назад +109


    ସାର୍ ଆପଣଙ୍କ ଗୀତ କେବେ ଭୁଲି ହେଉନି ସବୁବେଳେ ଶୁଣୁଛୁ❤❤❤
    (ଏ ମୋର ମନ) (ଅମୂଲ୍ୟ ପ୍ରେମ ଗୀତ) ।

    • @firstlovecreation8369
      @firstlovecreation8369  Год назад +19

      ବହୁତ ଧନ୍ୟବାଦ, ଆପଣ ଙ୍କ ସହଯୋଗ ମୁ ମଧ୍ୟ ଭୁଲି ପାରିବି ନାହିଁ। ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ସାର୍।

    • @jatindramonobodho5266
      @jatindramonobodho5266 Год назад +9

      ⁰⁰0⁰00⁰⁰0⁰0⁰⁰0great

    • @nitanayak8821
      @nitanayak8821 Год назад +7

      Bhai namaskaar ye gita sunile antaratma hali jauchhi sote prabhu pari kehi nahanti 😭😭😭😭😭😭😭😭😭😭😭😭😭😭

    • @ArjunHantal-xb6sq
      @ArjunHantal-xb6sq Год назад

      ​@@jatindramonobodho5266a

    • @bennypachanal3923
      @bennypachanal3923 8 месяцев назад +2

      Very heart touching song 😊

  • @anandasahoo7196
    @anandasahoo7196 2 года назад +13

    Bahut sundar song

  • @dibyankadibyancyofficial6574
    @dibyankadibyancyofficial6574 2 года назад +5

    Ati sundar lekha beautiful song

  • @ମୁଁOdTravellers
    @ମୁଁOdTravellers 4 месяца назад +27

    ମୁଁ ଗୋଟେ ହିନ୍ଦୁ ଧର୍ମ ର ଆଉ ଏତିକିଯେ ମୁଁ ପ୍ରଭୁ ଙ୍କ ଗୀତ କୁ ଭାରି ଭଲ ଲାଗୁଚି ଖାଲି ଗୋଟେ ଗୀତ ନୁହଁ ବାକ୍ୟ ମୋଦ୍ୟ ଭଲ ଲାଗେ ହାଲେଲୋୟ ଜିବିତ୍ ପରମେଶ୍ବର ପ୍ରଭୁ ଯୀଶୁ ଖ୍ରୀଷ୍ଟ 🙏👍👍

    • @KrupaMahanandia-b3u
      @KrupaMahanandia-b3u 2 месяца назад +1

      ଭାଇ ବହୁତ ଧନ୍ୟବାଦ ଆପଣଙ୍କୁ ପ୍ରଭୁ ଆଶୀର୍ବାଦ କରିଅଛନ୍ତି ଆଗକୁ ପାଦ ଦେଇ ବଡ଼

    • @linsa.........6433
      @linsa.........6433 2 месяца назад

      God bless you brother 🙏🥀😊

    • @uditBhuyan-g7m
      @uditBhuyan-g7m Месяц назад

      God bless you bro ❤

  • @timatmajhicreation
    @timatmajhicreation 2 года назад +4

    Ehi Geeta ku Sobu Bele Sunu Tha Mono Laguchi Very Heart touching Song 👌👌👌👌🙏🙏🙏👍👍

  • @upendrasuna1437
    @upendrasuna1437 2 года назад +5

    Bahut bhala laguchhi sir prabhu apananku asribad karantu

  • @mandakinisaha5951
    @mandakinisaha5951 Год назад +5

    Nice. Songs
    Prabhu ki mahima ho
    ....+....Amen

  • @kairasingh3948
    @kairasingh3948 Год назад +14

    ବହୁତ ସୁନ୍ଦର ଗୀତ ଏମିତି ଗୀତ ଲେଖିବା ପାଇଁ ପ୍ରଭୁ ଯେସୁ ଆପଣଙ୍କକୁ ଆସୀସି କରନ୍ତୁ ଅମିନ ❤❤❤❤❤❤❤❤❤❤❤❤❤❤❤

  • @sunamsabara9717
    @sunamsabara9717 2 года назад +6

    ସତରେ ହେ ଗୀତ ଯେତେ ଶୁଣିଲେ ବି ମନ ଭାଗୁନି l Praise the lord ✝️✝️✝️✝️

  • @sudeepakumar8225
    @sudeepakumar8225 2 года назад +6

    Nice song Salem bhaina

  • @GitaLima-s5j
    @GitaLima-s5j Год назад +2

    Praise the Lord 🙏🙏❤amen🙏🙏 nice song❤❤❤

  • @krushna.majhi.official.986
    @krushna.majhi.official.986 2 года назад +18

    ବହୁତ୍ ସୁନ୍ଦର ଲେଖା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍

  • @poojarani2249
    @poojarani2249 Год назад +114

    ମୁଁ ଜଣେ ହିନ୍ଦୁଝିଅ କିନ୍ତୁ ମୋ ମନରେ ସେମିତି କିଛି ଜାତି ଧର୍ମର ଭେଦଭାବ ନାହିଁ। ଖାଲି ଏତିକି ଜାଣିଛି ଯେ ସଭିଙ୍କ ପିତା କେବଳ ଗୋଟିଏ। ଯିଏ କି ଆମ ସବୁ ଦୁଃଖ କଷ୍ଟକୁ ଦୂର କରନ୍ତି । 🙏🙏

  • @ulekhkarada8088
    @ulekhkarada8088 2 года назад +45

    ଗୀତ ଟି ବହୁତ ସୁନ୍ଦର ଭାବରେ ରଚନା ଏବଂ ସ୍ୱର ସଂଯୋଜନା କରିଛନ୍ତି ସାଳିମ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ଏବଂ ଗୀତକୁ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ହ୍ୟୁମାନ ସାଗର ଭାଇ ଏହି ଗୀତ ପାଇ ବହୁତ ପରିଶ୍ରମ କରିଛନ୍ତି ଗୀତର ସଫଳତା ନିମନ୍ତେ ଆପଣ ମାନେ ପ୍ରାର୍ଥନା କରିବେ ବୋଲି ଅନୁରୋଧ ଏହି ଗୀତ ମାଧ୍ୟମରେ ସମସ୍ତଙ୍କୁ ପ୍ରଭୁ ଯୀଶୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ଏବଂ ଆଗକୁ ମଧ୍ୟ ଏହିଭୋଲି ଗୀତ ରଚନା କରିବାର ଆଗ୍ରହ ହୋଇପାରିବେ ବୋଲି ଆଶା କରୁଅଛି ଗୀତର ସମସ୍ତ ସଫଳତା ନିମନ୍ତେ ପ୍ରଭୁ ଯୀଶୁ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରନ୍ତୁ ଏବଂ ଗୀତ ଶୁଣିବା ଦ୍ଵାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏତିକି ମୋର ପ୍ରାର୍ଥନା
    ଆମେନ୍
    ବହୁତ ସୁନ୍ଦର ହୋଇଛି ରଚନା ଏବଂ ସ୍ୱର ସଂଯୋଜନା ଗୀତ ଗାୟନ ମଧ୍ୟ ଏହି ଗୀତ ହୃଦୟକୁ ବହୁଳ ଭାବରେସ୍ପର୍ଶ କରୁଅଛି ❤️❤️ ଗୀତରେ ସମସ୍ତ ପରିଶ୍ରମ କରି ଆମକୁ ଏକ ସୁନ୍ଦର ପ୍ରଭୁ ଯୀଶୁଙ୍କ ଗୀତ ଯୋଗାଇଥିବାରୁ ଆପଣଙ୍କୁ ଏବଂ ସମସ୍ତ ସହଯୋଗ କରିଥିବା ଭାଇ ମାନଙ୍କୁ ମୋ ତରଫରୁ ଧନ୍ୟବାଦ ଜଣାଉଅଛି❤️❤️

    • @firstlovecreation8369
      @firstlovecreation8369  2 года назад +3

      May God bless you! Thanks for your encouragement!!!💯💯💯🙏🙏

  • @ArjunBhatra-wz8nn
    @ArjunBhatra-wz8nn Год назад +6

    Super bhai song namaste ❤❤❤🙏🙏🙏🙏🙏🙏🙏🙏👌⛪

  • @ritanjalinaik8882
    @ritanjalinaik8882 2 года назад +4

    Mane mane bhabu thili hui man bha nkar Gita te asanta ki asila bhala lagila tq bro

  • @smpriyadarshi965
    @smpriyadarshi965 2 года назад +2

    Nice song ♥️♥️♥️♥️♥️♥️♥️♥️♥️ praise the lord....... 🙏

  • @surjayamanipangi6081
    @surjayamanipangi6081 2 года назад +6

    Very meaningful song

  • @MandadariMalik
    @MandadariMalik 10 месяцев назад +2

    Praise the Lord sir, bear bear song

  • @SADA-he5mz
    @SADA-he5mz 2 года назад +3

    ବହୁତ ସୁନ୍ଦର👌👌👌
    #uktproduction

  • @champapingua6761
    @champapingua6761 2 года назад +2

    Hallelujah 💖very nice song ⛪⛪⛪

  • @rajeshkhan6182
    @rajeshkhan6182 2 года назад +5

    Heart touching song mind blowing super

  • @amazinggracemusicpresents8324
    @amazinggracemusicpresents8324 2 года назад +2

    Bahut sundara geeta heichi, Ishwara asirbad karantu

  • @princetapan16
    @princetapan16 2 года назад +3

    ସତ ରେ ହ୍ରୁଦୟ ର ଦୁଃଖ ଯାହା ଲୁହ ହେଇ ଆସି ଯାଉଛି 😭😭😭😭😭😭😭😭ହେ ପ୍ରଭୁ ଯୀଶୁ ପ୍ରଭୁ ପ୍ରଭୁ
    କେମିତି କହିବି ଏତେ ଭଲ ଭଲ ଭଲ ହେଉଚି ଏ ଗୀତ ମୁଁ କାନ୍ଦି ପକାଉଛି। ସାଲିମ୍ ଭାଇ ଙ୍କ ସଙ୍ଗୀତ ମୁଁ salute କରୁଛି ଅବଂ ଲେଖା ଯାହା ଅତୁଲନୀୟ।ଆଉ ହୁମାନ ଭାଇ ଙ୍କ ଆ ଆ ଆ କରିବା ଶୈଳୀ ବହୁତ୍ ହୃୟସ୍ପର୍ଶୀ କରୁଛି।😭😭

    • @salimlima4992
      @salimlima4992 2 года назад

      Thank you so much dear 💕💕💕God bless you

  • @sidahembram1073
    @sidahembram1073 2 года назад +1

    Bahut sundar heichi geeto

  • @sandiptaranidas8267
    @sandiptaranidas8267 2 года назад +4

    Bhai Human bohut Sunder voice & song ... God bless you ....

  • @diptinayak5073
    @diptinayak5073 2 года назад +2

    Bahut badhia laguchhi Gita, Thank you Ajit sir

  • @simanchalasingerofficial1555
    @simanchalasingerofficial1555 2 года назад +3

    God bless you all team members

  • @sangininayak6382
    @sangininayak6382 2 года назад +6

    Bahuta bhala laguchi

  • @manasdigalofficial
    @manasdigalofficial 2 года назад +6

    ବହୁତ ବଢ଼ିଆ ହେଇଛି

  • @Papusa-p7x
    @Papusa-p7x 2 года назад +2

    ଅତି ସୁନ୍ଦର ଯୀଶୁ ଖ୍ରୀଷ୍ଟଙ୍କ ଗୀତ sir God bless you..all team.....👍⛪.

  • @SunitaNayak-f5y
    @SunitaNayak-f5y 10 месяцев назад +2

    Bahut sunder Gita I love this song ⛪ Amen praise the lord 🙏 halleluya ⛪❤️ I love you Jesus 🌹

  • @sunitamallik2926
    @sunitamallik2926 2 года назад +12

    Praise the lord 🙏🙏🙏hallelujah hallelujah. hallelujah amen amen. Thankyou lord very very nice song . god blass you ✝️🛐🛐🛐🌹🌹🌹👏👏👏👏👏👏👏👏👏👏

  • @herodraika1865
    @herodraika1865 2 года назад +2

    Very nice 👌 song sir God bless you

  • @manoshcreative9218
    @manoshcreative9218 2 года назад +4

    Praise the Lord
    very nice song

  • @SamratSikha-gs1wh
    @SamratSikha-gs1wh Год назад +2

    Praise the lord making for the new Beautiful songs🙏😊😊

  • @ajitmallik8438
    @ajitmallik8438 2 года назад +3

    Really very nice song

  • @keyboardkinggaganofficial
    @keyboardkinggaganofficial 2 года назад +10

    ଭାରି ବଢିଆ ହେଇଚି ଗୀତ ଟି ହୃଦୟ ସ୍ପର୍ଶି Praise the Lord 🙏🙏🙏

  • @nayakchandan4226
    @nayakchandan4226 2 года назад +3

    So excelent sir we love you sir God bless you.

  • @DipaDeep-cj8cj
    @DipaDeep-cj8cj 10 месяцев назад +2

    Super song sir prabhu apanaku asish daun❤❤🎉🎉

  • @fair.Babu580
    @fair.Babu580 2 года назад +3

    Nice 👍 song bhai

  • @timatmajhicreation
    @timatmajhicreation 2 года назад +14

    ଏହି ଗୀତ ବହୁତ ଭଲ ହେଇଛି Praise the lord So Beautiful Lyrics composition I love you this RUclips Channel

  • @pareshbag7114
    @pareshbag7114 2 года назад +30

    I am speechless, it's a beautiful devotional song 💕
    ଏହି ଗୀତ ଶୁଣିଲା ପରେ କେହିମଧ୍ୟ ଗୀତକାର, ଗୀତ ଲେଖକ କିମ୍ବା ଗାୟକଙ୍କୁ ପ୍ରଶଂସା କରିବା ପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କର ଅତୁଳନୀୟ ପ୍ରେମ କୁ ପ୍ରଥମେ ନିହାତି ମନେପକାଇଵ।

  • @prakashdang9705
    @prakashdang9705 2 года назад +3

    Heart touching.. Song... Lyrics.. Joy maasi ki

  • @lsahu9435
    @lsahu9435 2 года назад +2

    Wow Salem Bhai bahut sundar lekhichanti apan song bahut bhala lagila

  • @Jesus-Love-100-d4q
    @Jesus-Love-100-d4q 2 года назад +5

    Naice Song Salim Bro

  • @amarbishi7735
    @amarbishi7735 2 года назад +2

    Hrudaya bhara gita ti bahut sundara heichhi

  • @ambramganta16
    @ambramganta16 2 года назад +8

    Beautiful composition and wonderful lyrics

  • @simanchalasingerofficial1555
    @simanchalasingerofficial1555 2 года назад +3

    Salem Bhai God bless you bohut sunder heichi composition 🙏🙏

  • @runapidikaka1677
    @runapidikaka1677 2 года назад +5

    Praise the lord god bless you

  • @asonisahoo1474
    @asonisahoo1474 2 года назад +2

    Sunder,hoechi,sir

  • @ladiesworld5503
    @ladiesworld5503 2 года назад +3

    Hallelujah dhanyawad Prabhu yeshu🙏🙏🙏😰😥😥

  • @PKKUMAR-it6uh
    @PKKUMAR-it6uh 2 года назад +8

    Beautiful song God bless you all of you

  • @timatmajhicreation
    @timatmajhicreation Год назад +2

    Really Touching My Heart This Song
    ❤❤
    Ver Ver Beautiful song ❤❤

  • @onlyforjesus870
    @onlyforjesus870 2 года назад +6

    Very nice song ♥️👏

  • @Ayodhyamallik
    @Ayodhyamallik 10 месяцев назад +3

    Praise the Lord🙏🙏🙏

  • @pradeepjena9601
    @pradeepjena9601 2 года назад +3

    ବହୁତ ସୁନ୍ଦର ହଇଛି ଗୀତ

  • @Chandra_NNK
    @Chandra_NNK 2 года назад +9

    ଅତି ସୁନ୍ଦର ଗୀତ........ ମାମୁଁ👌👌👌👌

  • @malayakumarturuk3803
    @malayakumarturuk3803 2 года назад +7

    Waiting sir 🙏

  • @prafullanayak9579
    @prafullanayak9579 2 года назад +10

    Waiting eargerlly
    Praise The Lord

  • @Anantapatuofficial
    @Anantapatuofficial 2 года назад +7

    Praise the lord... Sir.. ବହୁତ ଭଲ ହେଇଚି ଗୀତ... Lyrics heart touching sir... Really

  • @nirupamapradhan9555
    @nirupamapradhan9555 2 года назад +2

    So nice nice bro voice and word👌👌👌

  • @anujitmahananda6801
    @anujitmahananda6801 2 года назад +5

    Heart touching song Sir Amen

  • @saulapattamajhicreation6962
    @saulapattamajhicreation6962 2 года назад +13

    ପ୍ରଭୁ ଯୀଶୁଙ୍କ ନାମ ଉଛ ରେ ରହୁ l ଯୀଶୁଙ୍କ ନାମ ଧନ୍ୟହେଉ l

  • @sushantakimbakavideos360
    @sushantakimbakavideos360 2 года назад +13

    ବହୁତ ବଢ଼ିଆ ଏବଂ ହୃଦୟ ସ୍ପର୍ଶି ଗୀତ ହେଇଛି sir । Praise the lord 🙏 🙏🙏

  • @SoudaminiNayak-fn2bz
    @SoudaminiNayak-fn2bz 10 месяцев назад +2

    Ameen bahut Sundar geet❤❤❤❤❤❤❤❤

  • @ajitpattamajhi8773
    @ajitpattamajhi8773 2 года назад +5

    Fantastic, outstanding, &mind blowing heart touching lyrics &song. God bless all of you.

  • @ShantiSindria
    @ShantiSindria 2 месяца назад +1

    Nice song bro amen yes lord dhanyabad pitta🙏❤❤❤❤❤❤

  • @lalmohonbhuyan2449
    @lalmohonbhuyan2449 2 года назад +6

    ବହୁତ ସୁନ୍ଦର ହୋଇଛି ଗୀତ praise the Lord 👍

  • @ManoharKumar-oy5ni
    @ManoharKumar-oy5ni Год назад +1

    Heart touching song beautiful song yishu mashi aapko bahutayat se ashish de humen sir

    • @firstlovecreation8369
      @firstlovecreation8369  Год назад

      another song of Human sir again coming in this channel soon. stay tuned please....

  • @lisagagarai1576
    @lisagagarai1576 2 года назад +19

    Praise the lord Heart touching song sir 🙏 Very nice song 💯👍👌

  • @BDstudentstudy
    @BDstudentstudy 2 года назад +2

    Super heichhi

  • @sanjayadigal9300
    @sanjayadigal9300 2 года назад +13

    Praise The Lord Sir
    Beautiful Song With
    Heartly Touching Song

  • @hallelujahmusiccreation9153
    @hallelujahmusiccreation9153 2 года назад +1

    ବହୁତ ସୁନ୍ଦର ଲେଖା ଓ composition 👍👍👍
    Praise the Lord

  • @youtubestar.aditya
    @youtubestar.aditya 2 года назад +6

    Very very nice sang praise the lord Amen

  • @sanjayabeheramajhi8578
    @sanjayabeheramajhi8578 2 года назад +6

    Praise the lord... Good composition song... God bless you

  • @Rajumandal12143
    @Rajumandal12143 2 года назад +11

    ବହୁତ ବହୁତ୍ ସୁନ୍ଦର ହେଇଛି ଏହି ଗୀତଟି .. god bless u sir ...💝💝💝praise the lord ...

  • @sujatanag7896
    @sujatanag7896 2 года назад +1

    Praisa the lord 🙏 very nice song God bless you all of you 🙏🙏🙏

  • @rabindrasrambutika1129
    @rabindrasrambutika1129 2 года назад +8

    Really this song is touching heart ❤️, composition, singing, meaning, feeling all is very good, special I thanks to Salem limma sir , really he is blessed.

  • @lukantmalik5110
    @lukantmalik5110 2 года назад +1

    Bahut sundar hrudaya Chuan Geet

  • @christfellowship4802
    @christfellowship4802 2 года назад +9

    Praise the Lord.... Very nice and very heart touching song... Hallelujah🙌✝️
    ...

  • @johnsabar6717
    @johnsabar6717 2 года назад +2

    Super brother nice song

  • @sanjayaraitahiiii....9242
    @sanjayaraitahiiii....9242 2 года назад +12

    Praise the lord halleluya

  • @ranjitbehera3419
    @ranjitbehera3419 2 года назад +1

    ମସ୍ତ super dupar amiti new song anantu god bless you

  • @westonsalimss8465
    @westonsalimss8465 2 года назад +11

    ସାର୍ ଆପଣ ଙ୍କୁ ମୋର ଭୂମିଷ୍ଟ ପ୍ରଣାମ ଅତି ସୁନ୍ଦର ଲାଗୁ ଅଛି ଇଶ୍ବରଙ୍କ ର ନିମନ୍ତେ ଲେଖା ହୋଇଛି ଏହି ଗୀତ ଯୀଶୁ ଙ୍କୁ ପାଇବା ନିମନ୍ତେ ସୁଚଉଛି ଏମିତି ଭକ୍ତି ପୁର୍ନ ଗୀତ ରଚନା କର god bless you...🙏🥺

  • @srabankumardigal9378
    @srabankumardigal9378 2 года назад +2

    Bahut sundar lekha miusic composition human bhai v maindblowing gaichanti god bless all of you

  • @paulsalmanchristian9834
    @paulsalmanchristian9834 2 года назад +6

    Praise the Lord 🙏bahut sundar heichi Gita Bahut sundar compose au lyrics 👌🏻

  • @munadigal3820
    @munadigal3820 11 месяцев назад +1

    Mind blowing song praise the lord ❤

  • @sanidhyadigal6940
    @sanidhyadigal6940 2 года назад +36

    Such a wonderful song...ଜେତେ ଶୁଣିଲେ ବି ମନ ଭାଙ୍ଗୁନି.. praise the Lord.May Jesus bless you.

    • @dhameshpatamajhi
      @dhameshpatamajhi Год назад

      youtube.com/@dhameshpatamajhi?si=6Si0r4y4XcJWGiFZ

  • @japetpani4909
    @japetpani4909 2 года назад +1

    ଗୀତ ବହୁତ ସୁନ୍ଦର ହେଇଛି praise the lord thank you God bless all of you

  • @rajuraika7820
    @rajuraika7820 2 года назад +5

    ବହୁତ ସୁନ୍ଦର ଗୀତ sri praise the lord 🙏

    • @MandadariNayak
      @MandadariNayak 11 месяцев назад

      Haleluya prestalot 💖💒💒💖💖😍🤗

  • @skrchocolateboy5017
    @skrchocolateboy5017 Год назад

    Praise the Lord 🎉🎉🎉
    It's 💯% true eithi samste loka dekhania Prema karanti
    Kebala prubhu jisu hi atanti jie ki amaku prakruta prema karanti ❤❤❤❤❤

  • @mojeshsunaalltypes
    @mojeshsunaalltypes 2 года назад +5

    Praise the LORD 🙏 amen super song 👌

  • @barshipradhan1175
    @barshipradhan1175 2 года назад +10

    Praise the Lord God bless all of you

  • @Blissful_vines196
    @Blissful_vines196 2 года назад +4

    Hallelujah 🙌 pravunko naamoro Gaurobo heu karana taanka prema Amulya Prema se Prema kale 🙌🙌🙌🙌

  • @chandanmohanty143
    @chandanmohanty143 2 года назад +2

    Wow mind blowing sad song

  • @pratapsenapati2210
    @pratapsenapati2210 2 года назад +8

    Praise the Lord sir

  • @pkgospelmusic6872
    @pkgospelmusic6872 2 года назад +1

    ଲେଖା, ସଂଗୀତ,ସ୍ୱର ସଂଯୋଜନା, କଣ୍ଠ ସବୁ ମିଶି ଏକ ଅମୁଲ୍ୟ ପ୍ରେମ ପ୍ରକାଶିତ ହୋଇ ସମସ୍ତଙ୍କୁ ଈଶ୍ୱରଙ୍କ ଅମୂଲ୍ୟ ପ୍ରେମରେ ବାନ୍ଧି ରଖୁ ଏହି ମୋର କାମନା 🙏
    ପ୍ରଭୁ ଆପଣଙ୍କ ସହବର୍ତ୍ତୀ ହୁଅନ୍ତୁ....
    ସାଲିମ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଏଇ ଗୀତ ପାଇଁ ❤️❤️❤️❤️❤️🙏

    • @firstlovecreation8369
      @firstlovecreation8369  2 года назад

      ପ୍ରଭୁ ଆପଣ ଙ୍କୁ ଆଶିର୍ବାଦ କରନ୍ତୁ । ଧନ୍ୟବାଦ୍ ଆପଣ ଉତ୍ସାହିତ କରି ଅଛନ୍ତି ।

  • @mishradigal1314
    @mishradigal1314 2 года назад +5

    Praise the load🙏🏻🙏🏻🙏🏻
    ବଡ ଦିନର ଅନେକ ଅନେକ ଶୁଭେଚ୍ଛା
    ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ

  • @broabrahamdigal3611
    @broabrahamdigal3611 2 года назад +2

    We are anxiously waiting your song in kui language