Think positive that, the unseen power called THE Divine is always here. Without The God's Spirit there is no air, no water, no fire, no sky and no earth.... To realise The Divine Presence we need to aspire sincerely and quietly with a positive attitude and consciousness, then the power is there to come and touch you.... Then it is depends upon your receptivity and the power is given to you on your needs depending on your capacity, that the God knows the dose and duration you needs to realise. Very beautiful topics, there are many stairs in the unseen many world..... ସୁକ୍ଷ୍ମ ଜଗତ ଏବଂ ଉଚ୍ଚତର ଜଗତ, ଅତି ମାନସ ଜଗତ ରହିଛି, ଯାହାକୁ ମଣିଷ ଉପଲବ୍ଧୀ କରି ପାରିବ। ଏହା ଏକ ଆଧ୍ୟାତ୍ମିକ ସାଧନାର କଥା ଯାହାକୁ ସାଧାରଣ ମନ ଓ ଚେତନା ବୁଝିବା କଷ୍ଟକର। ତେଣୁ ଏସବୁକୁ ବୁଝିବାକୁ ହେଲେ ମଣିଷ ନିମନ୍ତେ ୩ଟି ଶବ୍ଦକୁ ଯଥା ଆବାହନ , ପ୍ରତ୍ୟାଖ୍ୟାନ ଏବଂ ସମର୍ପଣକୁ ପାଥେୟ କରି ବୁଝି ବିଚାରି ବାସ୍ତବ କ୍ଷେତ୍ରରେ ବିନିଯୋଗ କଲେ ସେ ଭୈତିକ ଜଗତରେ ରହି ମଧ୍ୟ ସୁକ୍ଷ୍ମ ଜଗତ ଭଳି ଅନେକ ଜଗତର କଥା ଜାଣି ପାରିବ। ଦିବ୍ୟ ଜନନୀଙ୍କ ପାଖରେ ନିଜକୁ ସମର୍ପଣ କରିବା ହିଁ ଏହାର ମୂଳ ଚାବିକାଠି। According to the Philosophy of Prabhu Sri Aurobindo..... A day will come and it's very nearer to us that, THIS EARTHLY LIFE BECOME THE LIFE OF DIVINE AND THE EARTH AND ITS LIVING BEINGS AND THE LIVELIHOOD AND NATURE WILL BE TRANSFORMED AND MANIFESTED INTO THE DIVINE LIFE. Just have faith upon The Divine and calling The Divine Force to act freely in this earth and the man become the Super man. ଶୁଭରାତ୍ରି ନମସ୍କାର
The book "କରଞ୍ଜିଆ ଡାଏରୀ" by Dr Shantanu Acharya is a most interesting book with practical proofs and spiritual beliefs. Every body should take a chance to read it.
Very Good podcast ❤❤ So many things to learn ! Magic stars where logic ends ! Beautiful descriptions of science and spirituality. Very insightful... eye-opening
Jibanar jibani ktha kahuchhnti,darsaka mane dayakari kehi vabibeni sir hawa re katha kahuchhnti,sir nka saha jou mane personally misichhnti semane kebala janiparibe ❤
Mr Acharya is right As we know e=mc^2 and e=hf So m=f (frequency and mass are inter related) Acc to quantum physics electrons can be particles or waves depending upon the presence or absence of *DETECTOR* (double slit experiment) In quantum physics all these unexpected things are happening 😊😊😊😊
Sir mo favourite , se ama clg as guest thare asithile ei bhagaban achanti na nahanti deabte dei thile bahut sundar thila . Au sir nka ra gote gapa akasaku satati pahacha school book re thila tebe thu mun sir nka fan ❤
Thank you sir..Ilikeyour biswas and stabilitya IAM also thinking like you lwant you to meet you ifget oportunity. I am. Not soeducated but thinker. Good evenings.
We r blessed to hv heard so many things from his experience! But d anchor need to hv more patience n polite in his way of asking especially to an elderly person!
The first time I saw Mr Manoranjan show us such a wonderful person with a classic podcast with excellent knowledge sharing with deep thoughts and lively experience 🙏🙏🙏🙏❤❤
A successful and perfect man for he opted to accept the challenges of life seriously in a positive way and he who made his own destiny to perceive the blessings of God thus worthy to laugh and enjoy the world.I convey my regards and best wishes to Dr.Shantanu Acharya the well known Odia writer through you Manoranjan baboo.
100% correct. ପ୍ରକୃତରେ positive thinking ରେ ହିଁ ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରି ହୁଏ.
🙏 ବହୁତ ବହୁତ ଧନ୍ୟବାଦ ... ସତରେ ବହୁତ କିଛି ଶିଖିବାକୁ ପାଇଲି ପ୍ରଣାମ ଶ୍ରୀଯୁକ୍ତ ସାନ୍ତନୁ ଆଚାର୍ଯ୍ୟ 🙏
ବହୁତ୍ କିଛି ଶିଖିବାକୁ ମିଳିଲା... ମନୋରଞ୍ଜନ ବାବୁ ଧନ୍ୟବାଦ୍... ଏବଂ ଆଚାର୍ଯ୍ୟ ସାର୍ ଙ୍କୁ କୋଟି ନମସ୍କାର... ଆପଣଙ୍କ ଜ୍ଞାନ ବିଜ୍ଞାନ ଅନେକ ଲୋକଙ୍କୁ ଦିଗ୍ ଦର୍ଶନ ନିଶ୍ଚିତ ରୂପେ ପ୍ରଦାନ କରିବ ...
92 bayasa re madhya bahut memory power.. this is the Power of spirituality
ସାର୍ , ନମସ୍କାର । ଆପଣ ଓଡ଼ିଶାର ଅମୂଲ୍ୟ ସମ୍ପଦ । ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ ।
ମନରୁ ବହୁତ ସନ୍ଦେହ ଦୂର ହେଲା... ପ୍ରଣାମ ସାର୍ 🙏🙏
ଧନ୍ଯବାଦ ମନୋରଞ୍ଜନ🎉🎉
Best discussion
Love from କରଞ୍ଜିଆ ❤️
ଶ୍ରୀ ଯୁକ୍ତ ଆଚାର୍ଯ୍ୟ ସାର୍ ଯାହା କହୁଛନ୍ତି 100% ସତ କାରଣ ମୁଁ ସେ ପ୍ରମାଣ ଅଙ୍ଗେ ନିଭାଇଛି ।
ମନୋରଞ୍ଜନ ବାବୁ ଶାନ୍ତନୁ ସାର ଙ୍କ ସହିତ interview ଟି ବହୁତ ଭଲ ଲାଗିଲା ଏବଂ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଲା
ମନୋରଞ୍ଜନ ଭାଇ,ନମସ୍କାର। ଆଚାର୍ଯ୍ଯ ଆଜ୍ଞା ବଞ୍ଚି ଥିବା ଭିତରେ ଆଉ 10/12 ଥର Podcast କରି ନିଅ ଶିଘ୍ର। ଆଜ୍ଞା ଙ୍କ ଭିତ ରେ ଅଛି ବହୁତ ମସଲା ।ଓଡିଶା ପାଇଁ ବହୁତ ଦରକାରୀ ବ୍ଯକ୍ତି ଜଣେ ଆଜ୍ଞା । ମୁଁ ପ୍ରାୟ ଅର୍ଦ୍ଧାଧିକ ବହି ତାଙ୍କର ପଢିବାର ସୁଯୋଗ ପାଇ ଛି । ଚମତ୍କାର ସବୁ । ପଢୁଥିଲେ ଝାଡା ବି ବନ୍ଦ ହୋଇ ଯିବ। ସତକଥା କହୁଛି ।
ଅତି ସୁନ୍ଦର କଥା।
ସାରଙ୍କ ଲେଖା ଅତି ଉଚ୍ଚ କୋଟିର.।
ସାର ଯାହା ଯାହା କହିଲେ ସମ୍ପୂର୍ଣ୍ଣ ଠିକ କଥା। କିଏ ଗ୍ରହଣ କରିବ କି ନକରିବ ଏଥିରେ କିଛି ଯାଏ ଆସେ ନାହିଁ।
ସୁନ୍ଦର ସତ୍ୟ ବ୍ୟାଖ୍ୟା ଓ ମାର୍ମିକ 🎉
Bhai kichi bahi ra name khu ha mu bi tika padhi bara sujaga pei bi
ସାହିତ୍ୟ ମଣିଷକୁ ବଂଚିବାକୁ କଳା ଶିଖାଇ ଦିଏ,,, ସାଧୁବାଦ ମନୋରଞ୍ଜନ sir ଙ୍କୁ,, ଏମିତି ଜଣେ ଜଣେ ସାହିତ୍ୟିକଙ୍କୁ ଡାକିଲେ ଆମେ ଉପକୃତ ହେବୁ 🙏
Sj.Santanu Acharya is a great Novelist and Short story writer.He is fit for Jnanapitha, Saraswati Samman and Padmabivusana award.
Valuable interview. Practical experience. Much to learn.
Thank u sir,, really u r a special personnel with good personality
Manoranjan Babu. very nice podcast with interesting topic. Please continue with some more podcast with Dr. Sab.
ଆଚାର୍ଯ୍ୟ ସାର ଙ୍କ କଥା ବହୁତ୍ ଭଲ ଲାଗିଲା ,ବହୁତ୍ ଶିକ୍ଷା ମଧ୍ୟ ମିଳିଲା ,ସାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ,ନମସ୍କାର ସରେ ।
ମୁଁ ବହୁତ ସୁନ୍ଦର କଥା ଶିଖିବା କୁ ପାଇଲି!ଧନ୍ୟବାଦ sir
Beautiful podcast❤
ଆପଣଙ୍କୁ କୋଟି ପ୍ରଣାମ ।ମୁଁ କରଞିଆ ଗଢ଼ ସାହିର ।ଆମ ପରିଵାର ଵିଷୟ ରେ ମଧ୍ୟ ଲେଖିଛନ୍ତି ।ଜୟ ଜଗନ୍ନାଥ ।
ଧନ୍ୟବାଦପ୍ରଣାମ ସାର। ପ୍ରଣାମ ଶାନ୍ତନୁ ଆଚାର୍ଯ୍ୟ
ସାର
Very meaningful podcast,thanks Manoranjan babu fantastic anchor❤
Think positive that, the unseen power called THE Divine is always here. Without The God's Spirit there is no air, no water, no fire, no sky and no earth....
To realise The Divine Presence we need to aspire sincerely and quietly with a positive attitude and consciousness, then the power is there to come and touch you.... Then it is depends upon your receptivity and the power is given to you on your needs depending on your capacity, that the God knows the dose and duration you needs to realise.
Very beautiful topics, there are many stairs in the unseen many world.....
ସୁକ୍ଷ୍ମ ଜଗତ ଏବଂ ଉଚ୍ଚତର ଜଗତ, ଅତି ମାନସ ଜଗତ ରହିଛି, ଯାହାକୁ ମଣିଷ ଉପଲବ୍ଧୀ କରି ପାରିବ।
ଏହା ଏକ ଆଧ୍ୟାତ୍ମିକ ସାଧନାର କଥା ଯାହାକୁ ସାଧାରଣ ମନ ଓ ଚେତନା ବୁଝିବା କଷ୍ଟକର। ତେଣୁ ଏସବୁକୁ ବୁଝିବାକୁ ହେଲେ ମଣିଷ ନିମନ୍ତେ ୩ଟି ଶବ୍ଦକୁ ଯଥା ଆବାହନ , ପ୍ରତ୍ୟାଖ୍ୟାନ ଏବଂ ସମର୍ପଣକୁ ପାଥେୟ କରି ବୁଝି ବିଚାରି ବାସ୍ତବ କ୍ଷେତ୍ରରେ ବିନିଯୋଗ କଲେ ସେ ଭୈତିକ ଜଗତରେ ରହି ମଧ୍ୟ ସୁକ୍ଷ୍ମ ଜଗତ ଭଳି ଅନେକ ଜଗତର କଥା ଜାଣି ପାରିବ। ଦିବ୍ୟ ଜନନୀଙ୍କ ପାଖରେ ନିଜକୁ ସମର୍ପଣ କରିବା ହିଁ ଏହାର ମୂଳ ଚାବିକାଠି।
According to the Philosophy of Prabhu Sri Aurobindo..... A day will come and it's very nearer to us that, THIS EARTHLY LIFE BECOME THE LIFE OF DIVINE AND THE EARTH AND ITS LIVING BEINGS AND THE LIVELIHOOD AND NATURE WILL BE TRANSFORMED AND MANIFESTED INTO THE DIVINE LIFE.
Just have faith upon The Divine and calling The Divine Force to act freely in this earth and the man become the Super man.
ଶୁଭରାତ୍ରି ନମସ୍କାର
ପ୍ରକୃତରେ ଆପଣ ମହାନ ସାର, ଆପଣଙ୍କ practically ଅଭିଜ୍ଞତା ଜଣେଇ ଦେବା ପରେ ବି ଜଣେ ଯଦି confuse ଏବଂ ଅବିଶ୍ୱାସ କରେ ସେ ହିଁ ପ୍ରକୃତ ଅଭାଗା, ତା ଜୀବନ ଅଶାନ୍ତ, ଆପଣଙ୍କ କଥା ଏବଂ ଅନୁଭୂତି ରୁ ଅନେକ କିଛି ଶିକ୍ଷା ମିଳିଲା !ଆପଣକୁ ଅନେକ ଅନେକ ଧନ୍ୟବାଦ, କୋଟି ନମସ୍କାର 🙏🙏🙏
ଏହା ସମ୍ପୂର୍ଣ୍ଣ ସତ୍ୟ, ଏ ସମସ୍ତ ମୋ ଜୀବନରେ ବହୁ ଅନୁଭବ ଅଛି। ଯେଉଁ ମାନେ ସନ୍ଦେହୀ , ସେମାନେ ଅବିଶ୍ବାସ କରନ୍ତି। ସମସ୍ତ ସ୍ଵାସ୍ଥ୍ୟ ଗତ ସମସ୍ୟା ପାଇଁ ( ଚିକିତ୍ସା) ପରାମର୍ଶ କରନ୍ତୁ। ପୁତ୍ର ସନ୍ତାନ ପାଇଁ ମଧ୍ୟ, ନିଶ୍ଚିତ ଫୋନ କରନ୍ତୁ।
୭୭୪୯୯୪୧୯୮୫
EXCELLENT PODCAST
ସାରଙ୍କୁ ପ୍ରଣାମ। ମୁଁ SVM କଲେଜରେ ପଢ଼ୁଥିବା ବେଳେ ସାର୍ ପ୍ରିନ୍ସପାଲ୍ ଥିଲେ। ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ। ବହୁତ ଭଲ ଲାଗିଲା।
books written by him! where to find? sir nku first time dekhuchi where to find him?
ହେତୁବାଦୀ ମାନେ ଦେଖନ୍ତୁ. ପାଗଳ ରଥ ବାବୁ ଦେଖିବା ଦରକାର. ଲୋକକୁ ଭୂୟାଁ ବୁଲାଉ chhanti.
ଯଥାର୍ଥ ମହାଶୟ
One of the best podcast I have ever listen.Thank you SIR And Manoranjan Babu.
Samajara hita saadhana karuthiba saahitya ra srashhtaa srijukta Shantanu Acharya nka sahita ..kathaa,_ vaartaa is becoming interview of lifetime for Mr Manoranjan Mishra..Jay Jagannath ,Jay Jay Charamanath..
Positivity in thought , behaviour, character & in practical is necessary.
Such motivational discussion i never heard before. Praman Sir❤
Bahut badhiya
Bahut sundar upastapana
The book "କରଞ୍ଜିଆ ଡାଏରୀ" by Dr Shantanu Acharya is a most interesting book with practical proofs and spiritual beliefs. Every body should take a chance to read it.
Where I find it ?
100%right.... ଅନୁଭବ ମୋର ଅଛି... ଜୟ ଶ୍ରୀ ରାମ 🙏🙏🙏
Santanu sir, thanks for your research, making balance of life between spiritual and real life.
Haribol sir
Excellent podcast. I will also start new life from now.. Thank you so much sir for your valuable discussion.
Sir many many thanks for this podcast. Great new inspiration for life.Dr, Acharya sir is very nice personality and really god is every where in life
ନମସ୍କାର ମନୋରଞ୍ଜନ sir,
ନମସ୍କାର ଆଚାର୍ଯ୍ୟ ମହୋଦୟ
ଆପଣଙ୍କ ପୋଡକାଷ୍ଟ ବହୁତୁ ବଢିଆ ଏବଂ ସମସ୍ତେ ବୁଝିଲା ଭଳି ନୁହେଁ,
ଆଚାର୍ଯ୍ୟ ଆଜ୍ଞା ଙ୍କ ଉତ୍ତର ଦେବା ଶୈଳ ବି ବହୁତ ଉତ୍କୃଷ୍ଟ,.
ଆପଣଙ୍କ ପ୍ରଶ୍ନ ଏବଂ cross question ବି ଅତି ମୂଲ୍ୟବାନ,
ଆପଣ ଦୁଇ ଜଣଙ୍କୁ ଅନୁରୋଧ କି ଆପଣ ଥରେ Jesus chriest ଙ୍କ ବିଷୟ ରେ ଏହି ଭଳି ଗଭୀର ଗବେଷଣା ମନୋ ଭାବ ନେଇ ଟିକେ ଜ୍ଞାନ ବର୍ଦ୍ଧନ ଏବଂ ଯୀଶୁ ଙ୍କ ର ସତ୍ୟସତ୍ୟ ଜାଣିବା ପାଇଁ ପ୍ରଯତ୍ନ କରନ୍ତୁ,
ସେଥିପାଇଁ ମୋ ହିସାବରେ ଆପଣ pastor ନିରଞ୍ଜନ ତୁରୁକ୍ ମହାଶୟ ଙ୍କ ସମ୍ପର୍କ ରେ ଆସିଲେ ଅଧିକ ତଥ୍ୟ ପାଇଁ ପାରିବେ ,
ସେ ଜଣେ bible tutor ଏବଂ ଅତି ସରଳ ରୀତିରେ ପରମେଶ୍ଵର ଙ୍କ ବ୍ୟକ୍ଷା କର୍ତ୍ତା ଅଟନ୍ତି ,
RUclips ରେ ତାହାଙ୍କର video ଉପଲବ୍ଧ,
You may experience Almighty Lord God and increase your devotion journey 🙏🏼
I know him from youtube only .
Thank you both for this podcast 🙏🏼
Thank you both.... Emiti kichi present karithibaru bahut kichi sikhibaku milila....❤❤
Very Good podcast ❤❤
So many things to learn ! Magic stars where logic ends !
Beautiful descriptions of science and spirituality.
Very insightful... eye-opening
I salute you sir 👌👌1st time Manoranjan Mishra is silent and sitting like a good listener without argument 😅😅
Jibanar jibani ktha kahuchhnti,darsaka mane dayakari kehi vabibeni sir hawa re katha kahuchhnti,sir nka saha jou mane personally misichhnti semane kebala janiparibe ❤
Mr Acharya is right
As we know e=mc^2 and e=hf
So m=f (frequency and mass are inter related)
Acc to quantum physics electrons can be particles or waves depending upon the presence or absence of *DETECTOR* (double slit experiment)
In quantum physics all these unexpected things are happening 😊😊😊😊
Excellent motivational interview
ମହାଶୟ, ମଥାଲୋଟା ପ୍ରଣାମ ll ଆପଣଙ୍କ ସାରସତ୍ୱ ସର୍ଜନାପୁଞ୍ଜ ସାହିତ୍ୟକୁ ସୁ ପ୍ରତିଷ୍ଠିତ କରିପାରିଛି ll ଦେବତା ଓ ଅପଦେବତା ମାନଙ୍କ ଉପସ୍ଥିତକୁ ନେଇ ଆପଣଂକ ଲେଖନୀ ନିଶ୍ରୁତ ଅଭିବ୍ୟକ୍ତି ଗୁଡିକ ପାଠକୀୟ ଆଦୃତିର ଶିଖର ଛୁଇଁଛି ll ସତରେ ଅପଦେବତା ମାନଙ୍କ ଜୀବନଚର୍ଯ୍ୟା ମାନବ ଜୀବନର ଗତିଶୀଳତା ସହ ସର୍ବସମ ଅଟେ ll
Highly educative,not an ordinary talk .we can understand a lot by just closing our eyes.
ସାର୍ ଜ୍ଞାନର ସାଗର ।ତାଙ୍କ ଚରଣରେ କୋଟି ପ୍ରଣାମ।
Sir mo favourite , se ama clg as guest thare asithile ei bhagaban achanti na nahanti deabte dei thile bahut sundar thila . Au sir nka ra gote gapa akasaku satati pahacha school book re thila tebe thu mun sir nka fan ❤
, ମନୋରଞ୍ଜନ ବାବୁ, ଅଶେଷ ଧନ୍ୟବାଦ ଏ ପ୍ରକାର interview ପାଇଁ,, l ଜୀବନ ଅନ୍ୱେଷ ରେ ଏମିତି ଆଲୋଚନା ଗୋଟିଏ ମାଇଲଖୁଣ୍ଟ
ସାର୍ ଙ୍କୁ ପ୍ରଣାମ। ଆମେ ପଢ଼ୁଥିଲା ବେଳେ SVM କଲେଜରେ ସେ ପ୍ରିନ୍ସିପାଲ୍ ଥିଲେ।ଵହୁତ ଭଲ , ଅସାଧାରଣ ପ୍ରତିଭାର ଅଧିକାରୀ,Sir.🙏🙏
ଆମ jagatsinghpur Svm ତ?
Discussions of highest level.
Absolutely right 👍 sir jaha saha ghatiba se hin bujhipariba
ସମ୍ମାନୀୟ ଆଚାର୍ଯ୍ୟ ସାର ମହୋଦୟଙ୍କ ସମସ୍ତ ଅନୁଭୂତି ର ନିର୍ଯ୍ୟାସ ସ୍ବର୍ଗତ ମୋହନ ଗାନ୍ଧୀଜି ଓ ନେହେରୁ ଜି ଙ୍କ ଛଡ଼ା ଅକ୍ଷାରେ ଅକ୍ଷରେ ଠିକ୍ ଲାଗିଲା । ସାର୍ ମହୋଦୟ ଆମ ଦେଶ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ମହାନ୍ ଗାନ୍ଧୀଜି ଓ ନେହେରୁ ଜି ଦ୍ବୟଙ୍କ ନୀତି ଓ କାର୍ଯ୍ୟଧାରା ସମ୍ବନ୍ଧରେ ଅନୁଧ୍ୟାନ/ ଗବେଷଣା ମୂଳକ ଦିଗ୍ଦର୍ଶନ ଆଗାମୀ ପିଢ଼ିକୁ ମହୋଦୟଙ୍କ ଏକ masterpiece ରୂପେ ପ୍ରଦାନ କରିବାକୁ ସତତ ଅନୁରୋଧ ।
ଅବିଶ୍ୱସନୀୟ ବ୍ୟକ୍ତିତ୍ଵ....❤
Sir ଆପଣ ବାସ୍ତବିକ ଜଣେ ମହାନ ସମାଜ ସ୍ନଂସ୍କାରକ, ଆପଣଙ୍କୁ ହୃଦୟର କୋଟିଏ ପ୍ରଣାମ
Really it is outstanding.
A priceles interview.A big step u have taken to unearth mysterious things.Thanks for perseverance
Nice explanation Dr. Acharya🙏
Thank you sir..Ilikeyour biswas and stabilitya IAM also thinking like you lwant you to meet you ifget oportunity. I am. Not soeducated but thinker. Good evenings.
Amazing podcast.
Supernatural powers are truly present in this universe & their existence are experienced many times 😢by belivers & seekers
ମନୋରଞ୍ଜନ ବାବୁ ! ପୂଜ୍ୟ ଶାନ୍ତନୁ ଆଚା ର୍ଯ୍ୟ ବାବୁଙ୍କ ସହ ଆଲୋଚନା ଖୁବ୍ ଭଲ ଲାଗିଲା।ଅଭିନେତା କୁନା ତ୍ରିପାଠୀଙ୍କ ବାପା ପୂଜ୍ୟ ପ୍ରଣବନନ୍ଦତ୍ରିପାଠୀଙ୍କ ବହି୧୯୮୨ମସିହାରପଢି ଯେମିତି ବୁଝିଲି ସେହି ବୁଝିବା ଆଧାରରେ କିଛି ବାଟ ଆଗେଇ ଅନୁଭୂତି ପାଇଛି ଓ ଅଗ୍ରସର ପାଇଁ ସାହାଯ୍ୟ ଚାହୁଁଛି। ଆପଣଙ୍କ ଟିଭି ଆଲୋଚନାରେ ମୋର ମାନସିକ ଗୁରୁ କୁନା ତ୍ରିପାଠୀ ଙ୍କ ବାପା ବୋଲି ଜାଣି ବା ପରେ ଫେସ୍ ବୁକ୍ ମାଧ୍ୟମରେ ଜଣାଇ ଯୋଗାଯୋଗ ପରେ ସେ ମୋତେ ଭେଟିବେ ବୋଲି କଥା ଦେଇ ଭେଟିଲେ ନାହଁ। ଆଜି ପୁନର୍ବାର ଆଉ ଜଣେ ସାଧକଙ୍କ କଥା ଶୁଣାଇଥିଲେ ।ମୋର ଅନୁସନ୍ଧାନ ମୂଳକ କାର୍ଯ୍ୟକ୍ରମ କୁ ଆଗେଇ ନେବାକୁ ଆପଣଙ୍କ ସାହାଯ୍ୟ ଆଶାୟୀ । ମୁଁ ଶାନ୍ତନୁ ମହାଶୟଙ୍କ ବହି ପଡିନି। ଜଣେ ଅବସର ପ୍ରାପ୍ତ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ମାତ୍ର ଓଡ଼ିଆ ସାହିତ୍ୟରେ ରୀତିଯୁଗର ଛାନ୍ଦ ଅଳଙ୍କାର ଅନୁପ୍ରାସ ରଖି ଚାରିଟା ବହି ପ୍ରକାଶ କରିଛି ଓ ତିନିଟା ପ୍ରକାଶ ହେବାକୁ ଅଛି।କନକ ଟିଭିରେ ଥିବା ସମୟରେ ଭେଟିବାକୁ ଭାବି ଯିବା ସ୍ଥିର କଲା ବେଳେ ଆପଣ ସେଠାରେ ଚାକିରୀ ହରାଇଲେ । ମୋର ଫୋନ ନମ୍ୱର ୭୮୫୨୯୬୫୧୫୧ । ଏଦିଗରେ ସାହାଯ୍ୟ ଆପଣ କରିପାରିବେ ଭାବି ଜଣାଇଲି ।ଦୟାକରି ଫୋନ କଲେ ଭେଟିଲେ ଆଲୋଚନା କରିବା। ମୁଁ ଭୁବନେଶ୍ୱର ରେ ରହୁଛି । ଜୟଶ୍ରୀରାମ୍
❤. Bahut bhala jinisa janibaku milila. Thanks Manoj sir. Thanks Acharya Sir
Really u ar great and mysterious
Sir ଙ୍କ ଦର୍ଶନକୁ ସାଧାରଣ ଲୋକ ବୁଝିବା କଷ୍ଟ 🙏
Manoranjan Babu,
Namaskar।
Sammaniya Santanu sir nka sahita ehi podcast ti bahut mulyaban । sir nka rachita anek pustak padhibar sujoga lava karichi। Bises Kari "Nara kinnara " ।
Sir nku pranam।।
Sent percent correct because I.myself experiment it now .
Thank you sir. You are a great personality. I am your student from SVM College, Jagatsinghpur.
Sata sata pranam..
RESPECTED SIR!It is heart touching.Very very thaks both of you.
ଯେଉଁ ହେତୁବାଦୀ ମାନେ ବାହାସ୍ପଷ୍ଟ ମାରୁଛନ୍ତି ଆଉ ତାଙ୍କୁ ଆଧାର କରି ଅନେକ କଲେଜ ଛାତ୍ର ଛାତ୍ରୀ ଈଶ୍ୱର ନାହାନ୍ତି ବୋଲି କୁହନ୍ତି ଆଉ ମନୋରଞ୍ଜନ ବାବୁ ମଧ୍ୟ୍ୟ ଅନେକ ଡିବେଟତିଆରି କରିଛନ୍ତି ଈଶ୍ୱର ବିରୁଦ୍ଧରେ ଏବେ ମୁଁ ଭାବୁଛି ମନୋରଞ୍ଜନ ବାବୁ ଉଚିତ ଶିକ୍ଷା ପ୍ରାପ୍ତ ହୋଇ ଥିବେ ନିଶ୍ଚୟ,
Aama bharat re ke bala Samvidhan hisabre desa chale
Kauna si siba , jisu, allha,baudha ,kalia thatura
Kaha hisabre India chale nahin
Sir nku Mora koti pranam
ଆଚାର୍ଯ୍ୟ ବାପା ଙ୍କୁ ସତ ସତ ପ୍ରଣାମ ସମାଜକୁ ଏକ ବଡ ସତ୍ୟର ବାର୍ତା ପ୍ରଦାନ କରିଥିବାରୁ
We r blessed to hv heard so many things from his experience! But d anchor need to hv more patience n polite in his way of asking especially to an elderly person!
Excellent podcast. Thanks for sharing. Got an opportunity to listen such a great personality.Pray Lord jagannath to keep him healthy and happy
Best podcast I ever heard.
Very nice very valuable teaching learnt thank you
Aei bhalia kichi lokonka interview dekhile life re kichi karibaku eicha hue❤
ଶାନ୍ତନୁ ଆଚାର୍ଯ୍ୟ ସାରଙ୍କୁ ନମୋବୁଦ୍ଧାୟ 🙏 ପାଠ୍ୟ ପୁସ୍ତକ ରେ ଥିବାସାରଙ୍କ ଲେଖା ପଢିଛି।ସେ ଜଣେ ବୈଜ୍ଞାନିକ ଓ ଚିନ୍ତାନାୟକ।
Sir kou book lekhichhanti tike kahibe ki
କରଞ୍ଜିଆ ଡାଏରୀ @@satyajitswain6994
Boudha dharma nastik dharma, apanku ethire biswas hauchi ki
1st time Manoranjan Mishra sound is quite silent in this interview 😅#power of education
ସାର ଯାହା କହିଲେ ସମ୍ପୂର୍ଣ ଠିକ ଓ ଧୃବସତ୍ୟ ଓ ଆପଣଙ୍କ କଥା ସେ ହାରାମି ଜାରଜ ଛୁଆ ଅହେତୁବାଦୀମାନେ ବି ବୁଝିପାରିଥିବେ କିନ୍ତୁ ସେ ଅହେତୁବାଦୀମାନେ ତ ଅଲଗା ଧର୍ମଠାରୁ ଟଙ୍କା ଖାଇଛନ୍ତି ଆମ ହିନ୍ଦୁ ଧର୍ମକୁ ନଷ୍ଟ କରିବା ପାଇଁ ତେଣୁ ସେ ଅହେତୁବାଦୀମାନେ ସବୁ ବୁଝି ଅବୁଝା....
Thanks you bahut vhala episode thila❤❤❤
The first time I saw Mr Manoranjan show us such a wonderful person with a classic podcast with excellent knowledge sharing with deep thoughts and lively experience 🙏🙏🙏🙏❤❤
A stable minded person can experience but a mad person can't. Mind is the way to experience to the spiritual world.
🙏🙏
Iam highly satisfied with the discussion and I feel it's ok
Excellent broadcast. Many Many thanks.
Bahut bhal lagila mor a anuvuti kahi le sari bani bhut nantha daru bhuta aau maanaba samaj asamajra bar barta setire samlochana.
Joygurupranamdhanyabad
Sir koti koti pranam
Thanks 💯 Santanu sir
Manoranjan Sir best lnterviw
Rajata kar sir nkabhli ghatithila
ସବୁ ଜାଗାରେ ଭଲ ଲୋକ ଅଛନ୍ତି , ସବୁ ଜାଗାରେ ଖରାପ ଲୋକ ଅଛନ୍ତି । ଯିଏ ଯାହା ଖୋଜେ ତାହା ପାଏ ।
Wow gurudev
A successful and perfect man for he opted to accept the challenges of life seriously in a positive way and he who made his own destiny to perceive the blessings of God thus worthy to laugh and enjoy the world.I convey my regards and best wishes to Dr.Shantanu Acharya the well known Odia writer through you Manoranjan baboo.
Jogajanma.purusha.nku.kotikotiti.pranam❤
Please podcast with prof. Pratap Rath, Rationalist who is always against the paranormal activity.
Se Rath ku langala Kari badeiba katha
ସେ ରଥ କି ବାଳ ଜାଣିଛି ବଜାର ଚାରି କାନ୍ଥ ଭିତରେ ରହିଛି ବଢ଼ିଛି।
ପ୍ରତାପ ରଥ ଅପେକ୍ଷା ବହୁତ ଭଲ rationalist ଅଛନ୍ତି ଯେମିତି ଧନେଶ୍ଵର ସାହୁ, ସୁଧାଂଶୁ ଧଡ଼l. ପ୍ରତାପ ସlର ଙ୍କ ବlୟl ଦୋଷ ଅଛି ଯାହା ସାଧାରଣ ଲୋକଙ୍କୁ ଗ୍ରହଣୀୟ ନୁହଁ.
Thanks for your philosophical research... Down to earth Acharya ji
Thank you monaranjan sir
ଆଚାର୍ଯ୍ୟ ସାର ଙ୍କ କଥା ର ସତ୍ୟତା ସ୍ୱୀକାର କରିବାକୁ ପଡିବ କାରଣ ଭୁତ, ପ୍ରେତ ଅଛନ୍ତି ବୋଲି ବିଶ୍ୱାସ ନ କଲେ ମଧ୍ୟ ସ୍ୱୀକାର କରିବାକୁ ପଡିବ ଅଜ୍ଞ୍ୟା 🙏🏻