🔴LIVE: ରାଣୀଙ୍କ ଦୁଃଖ ସହିପାରିଲେନି ସୁର ରାଉତରାୟ, ଶେଷରେ ରାକ୍ଷୀର ପାଉଣା ସୁଝିବା ପାଇଁ ଦୌଡ଼ିଗଲେ ରାଣୀଙ୍କ ଘରକୁ

Поделиться
HTML-код
  • Опубликовано: 4 фев 2025

Комментарии • 16

  • @sukeshmulticreation491
    @sukeshmulticreation491 8 дней назад +3

    ପ୍ରଭୁ ଶ୍ରୀ ଜଗନ୍ନାଥ ରାନୀ ପଣ୍ଡା କୁ ଶୀଘ୍ର
    ସୁସ୍ଥ କରି ଦିଅନ୍ତୁ ଏହା ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା l
    ସେ ଜଣେ ପର ଉପକାରୀ ଭଦ୍ର ମହିଳା l
    ସେ ଯେ କେବଳ ଅଭିନେତ୍ରୀ ନୁହଁନ୍ତି
    ସେ ଓଡ଼ିଶାର ସମସ୍ତ ଦୁଃଖୀ ଦରିଦ୍ର ଏବଂ
    ଅସହାୟ ର ଦରଦୀ ବନ୍ଧୁ l
    ଓଡ଼ିଶାର ଲୋକ ମାନଙ୍କ ର ସର୍ବଦା ଦୁଃଖ ଏବଂ ସୁଖରେ ଭାଗ ନେଉଥିବା
    ଏଭଳି ପର ଉପକାରୀ ମଣିଷ କୁ ପ୍ରଭୁ
    ଶ୍ରୀ ଜଗନ୍ନାଥ ଏବଂ ମା ତାରିଣୀ ଶୀଘ୍ର
    ଆରୋଗ୍ୟ କରି ଦିଅନ୍ତୁ ଏହା ହିଁ
    ପ୍ରଭୁ ଓ ମା ଙ୍କ ନିକଟରେ ମୋର ପାର୍ଥନା
    ରାନୀ ପଣ୍ଡା ନିଶ୍ଚିତ ତୁରନ୍ତ ଆରୋଗ୍ୟ
    ହେବେ କାରଣ ଓଡ଼ିଶା ର ଲୋକମାନଙ୍କର ଆଶର୍ୀବାଦ ତାଙ୍କ
    ଉପରେ ଅଛି l
    କଥାରେ ଅଛି ଲୋକମାନଙ୍କର ହୃଦୟ ର
    ବାଣୀ ହିଁ ଇଶ୍ୱରଙ୍କ ବାଣୀ l
    ଶେଷରେ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ
    ପାର୍ଥନା ହେ ପ୍ରଭୁ ଆମ ସମସ୍ତଙ୍କର ପ୍ରିୟ
    ମନୁଷ୍ଯ ରାନୀ ପଣ୍ଡା ଙ୍କୁ ଶୀଘ୍ର ଆରୋଗ୍ୟ
    କରାନ୍ତୁ l ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ
    ତାଙ୍କର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରନ୍ତୁ l
    କୋଟି କୋଟି ଲୋକମାନଙ୍କର ପ୍ରିୟ ମନୁଷ୍ଯ ର ଶୀଘ୍ର ଆରୋଗ୍ୟ କାମନା
    କରି ମନ୍ଦିର ମାନଙ୍କରେ ଦୀପ ପ୍ରଜ୍ବଳନ
    କରା ଯାଉଛି ନିଶ୍ଚିତ ନିଶ୍ଚିତ ନିଶ୍ଚିତ
    ତୁରନ୍ତ ଆରୋଗ୍ୟ ହେବେ ଏହା ମୋର
    ପ୍ରଭୁ ଓ ମା ତାରିଣୀ ଙ୍କ ଉପରେ ଦୃଢ଼ ବିଶ୍ବାସ ଓ ଭରସା ରହିଛି l
    ଜୟ ଜଗନ୍ନାଥ
    ଜୟ ମା ତାରିଣୀ

  • @saubhagyabiswal4401
    @saubhagyabiswal4401 8 дней назад +4

    Jay.jaganth. prabhu.mangal.karantu.

  • @RUKMINIMISHRA-bf1fd
    @RUKMINIMISHRA-bf1fd 8 дней назад +1

    Beautiful information very nice thanks 👍👍 from RUKMINI PRODUCTION Bijaya kumar Mishra Gitikar Puri best wishes 🎉🎉🎉🎉

  • @BijanabasiniSamanta
    @BijanabasiniSamanta 8 дней назад +2

    ଭଗବାନ ମଂଗଳ କରଂତୁ।ଜୟ ଜଗନ୍ନାଥ।

  • @Odiapuarama
    @Odiapuarama 8 дней назад +6

    ସାର୍ ନମସ୍କାର ଅପଣଙ୍କୁ ଧନ୍ୟବାଦ୍ ସାର

  • @NarayanaBehera-iy3kf
    @NarayanaBehera-iy3kf 8 дней назад

    He prabhu dukhi nakara bandhunku bhalakaridia

  • @alekhaprasadbehera4260
    @alekhaprasadbehera4260 День назад

    God bless you

  • @PitabasaJagat
    @PitabasaJagat 8 дней назад

    Rani didi mu tuma pakhaku jai paribi nahi. Kintu prabhu jagannath nku prarthana karuchi tumaku bhal karidebe. Ashok Raut from kalahandi.

  • @PitabasaJagat
    @PitabasaJagat 8 дней назад +1

    He ma manikeswari kalahandi ma rani panda nku thik kari dia.

  • @AnuMohanty-d4e
    @AnuMohanty-d4e 8 дней назад

    Rani jagannath tamaku sighra vala kari debe tame mavauni

  • @PadmabatiMahanta-d2y
    @PadmabatiMahanta-d2y 8 дней назад

    Thank you sir🙏

  • @PurnachandraNaik-f2w
    @PurnachandraNaik-f2w 8 дней назад

    Amo odisa ro didi rani didi

  • @PachananDas-i6j
    @PachananDas-i6j 8 дней назад

    He Mahadev bhala karideo.

  • @BarsaBarik-k2f
    @BarsaBarik-k2f 8 дней назад

    Siba baba tumaku vala karidebe

  • @BarsaBarik-k2f
    @BarsaBarik-k2f 8 дней назад

    Vaga banku daakuchi apana sighra susta heijibe

  • @aratisahu4207
    @aratisahu4207 8 дней назад

    Aau photographer nku daki bi photo utheibaku bhuli nahanti High light pain ye natak