Live | କାହିଁକି ଖସି ପଡ଼ିଲେ ବଳଭଦ୍ର, ଏମିତି କହିଲେ ଗଜପତି | Balabhadra Pahandi | Puri Rath Yatra | OTV
HTML-код
- Опубликовано: 9 июл 2024
- Live | କାହିଁକି ଖସି ପଡ଼ିଲେ ବଳଭଦ୍ର, ଏମିତି କହିଲେ ଗଜପତି | Balabhadra Pahandi | Puri Rath Yatra | OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ସେବାୟତ ମାନଙ୍କର ଗର୍ବ ଅହଙ୍କାର କୁ ଦମନ କରିବା ର ସଙ୍କେତ ପ୍ରଭୁ ବଳଦେବ ।
Sata kahila bhai
ଆଜ୍ଞା, ଆପଣ ମାନଙ୍କୁ ନମସ୍କାର 💐🙏
ଏଥର ଯାହା ହେଲା ଆପଣ ମାନେ ଭବିଷ୍ୟତ ରେ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ
ଏତେ ଲୋକ କଣ ପାଇଁ ରଥ ଉପରେ ଠାକୁରକୁ ଦେଖିବେ ନା ମଣିଷକୁ ଦେଖିବେ
Sebayata mane avadra kothikara
Absolutely correct
ରଥ ଉପରେ ଏତେ ସଂଖ୍ୟକ ସେବାୟତ ଙ୍କ ପାଇଁ ଏମିତି ମର୍ମାହତ ଘଟଣା ଘଟିଲା😢
ଭାଙ୍ଗନିଶା ଓ ମୋବାଇଲା ସେବାୟତ ମସଗୁଲ
ଦୋସି ଙ୍କୁ ଯଦି କଠୋର ଦଣ୍ଡ ଦିଆଯାଉଥାଆନ୍ତା , ତେବେ ଏପରି ବାରମ୍ବାର ହୁଅନ୍ତା ନାହିଁ, କେବଳ ରାଜନିତୀ ବେଳେ ଭୋଟ ନମିଳିବା ଭୟରେ ଦୋଷିକୁ ଦଣ୍ଡ ଦେଉନାହାନ୍ତି, ସୂଯ୍ୟ ନାରାୟଣ ରଥ ଶର୍ମା ଓ ଜଗନ୍ନାଥ ସେନା ଠିକ୍ କହିଛନ୍ତି । ମାଳ ମାଳ ଅଫିସର,ରାଜନେତା,ପୋଲିସ ସେଠାରେ କଣ କରୁଛନ୍ତି, ଯାତ୍ରା ସୁପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ବେ ସେବାୟତ ଙ୍କ ବେଖାତିର ଓ ଦାଯିତ୍ବ ହୀନଢା କୁ କାହିଁକି ରୋକାଯାଇ ପାରୁନାହଁ । ମୁଖ୍ୟ ମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଫିସର ଦୋଷୀ କୁ ଘଣ୍ଟ ଘୋଡେଇ ରଖୁଛନ୍ତି ନା କଠୋର ଦଣ୍ଡ ଦେଉଛନ୍ତି ସାରା ବିଶ୍ଵର ଜଗନ୍ନାଥ ଭକ୍ତ ଚାହିଁ ରହିଛନ୍ତି , ଜଦି ଜଗନ୍ନାଥ ଙ୍କ ଇଛା ରେ ଏପରି ହୋଇଛି ବୋଲି ଭାବୁଛନ୍ତି ତେବେ ଦୋଷୀ କୁ କଠୋର ଦଣ୍ଡ ଦିଆଯାଉ ଓ ଦଣ୍ଡ ମଧ୍ୟ ଜଗନ୍ନାଥ ଙ୍କ ଇଛା ବୋଲି କୁହନ୍ତୁ । କଠୋର ଦଣ୍ଡ ହେଲେ ଏପରି ଭୁଲ ମୋଟେ ହେବନାହିଁ । ଏହି ଦଣ୍ଡ ମଧ୍ୟ ଜଗନ୍ନାଥ ଦ୍ଵାରା ହୋଇଛି ବୋଲି କୁହନ୍ତୁ ଜଗନ୍ନାଥ ଭକ୍ତ ମାନେ ଖୁସି ହେବେ । 1:04:23
ରଥ ଉପରେ ସେବାୟତ ମାନଙ୍କ ଗହଳି ବେଶୀ ।ସୁଧୁରିଯାନ୍ତତୁ.....
Absolutely correct
ଭାଙ୍ଗ ନିଶାରେ ସମସ୍ତ ଙ୍କୁ ଗାଳି କରିବେ ଅଧିକାଂଶ ପଣ୍ଡା ।
ଆଉ ସଫେଇ ଦିଆନ୍ତୁନି ପଣ୍ଢାବାବୁ 😭😭😭🙏🙏
👍👏👏👏 କୌଣସି ଅଣ ଓଡ଼ିଆଙ୍କର ଅନଧିକାର ପ୍ରବେଶ ଆଉ ଗ୍ରହଣୀୟ ନୁହେଁ🙏🇮🇳
ଏବେ କିଏ ସେବା କରିବେ , ଗୋଟେ ପରୀକ୍ଷା ରେ ପାସ କଲା ପରେ ସେମାନଙ୍କୁ ନିଯୁକ୍ତି ମିଳୁ, ସେମାନେ ନିଜେ ରଥ ରେ ଚଢ଼ିବେ ତାଙ୍କ ବନ୍ଧୁ ବାନ୍ଧବ ବି ରଥରେ ଚଢ଼ିବେ , ପରମ୍ପରା ନାମ ରେ ଯିଏ ଥରେ ନିଯୁକ୍ତି ହେଲା ତା ର ପୁଅ ନାତି ସେଥିରେ ନିଯୁକ୍ତି ହେବେ , ଠିକ୍ ଲୋକ ପରୀକ୍ଷା ରେ ପାସ କଲେ ସେଠାରେ ନିଯୁକ୍ତି ମିଳୁ ,।। ସେମାନେ ନିଜର ବେବ ସାୟା କରି ଦେଲିନି , ରଥ ଉପରେ ଏତେ ସଂଖ୍ୟାର ଲୋକ କାହିଁକି ଚଡ଼ିବେ ,।।। ମଦ ଗଞ୍ଜେଇ ବି ଟା ଣୁ ଥିବେ , ସବୁ ପ୍ରକାର ଚେକିଙ୍ଗ କରା ଯାଉ, ପୁରୀ ମନ୍ଦିର ପ୍ରଶାସନ ଦାଇ , ନିଯୁକ୍ତି ସେବାୟତ ଦାଇ , ଭଗବାନ ସେମାନେ ଙ୍କୁ ଦଣ୍ଡ ଦେବେ , ଅପେକ୍ଷା କର ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓଡ଼ିଆ, ଜଗନ୍ନାଥ ପ୍ରେମୀ କାହିଁକି ହଉ ନାହାନ୍ତି!
ରଥ ଉପରେ ଅତ୍ୟଧିକ ଭିଡ଼।
Jay shree Balaram mahaprabhu 👏🙌👏👣🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଠାକୁର ଆଗରେ ଠିଆ ହୁଇ ପଣ୍ଡା ମାନେ ରୁଲ ଦେଖୁଛନ୍ତି
Jaya Jagannath
ଜୟ ଜଗନ୍ନାଥ 🕉🕉🕉🚩🚩🚩🙏🙏🙏
ସେବାୟତମାନେ ଭଗବାନଙ୍କୁ ଖେଲନାଭାବୁଛନ ତେଣୁ ଏମିତିହେଲା
ମୋବାଇଲ ବନ୍ଦ କରାଯାଉ ପଣ୍ଡା ମାନଙ୍କର ପଣ୍ଡା ମାନେ ଭାବନ୍ତି ଏ ଆମ ଠାକୁର ଆମ ରଥ ଖରାପ ଭାବନା
Jaya Jagannath Swami 🎉🎉
Jay Jay balabhadra maha prabhu dosa truti khema heu manima jay balabhadra bada thakura maha prabhu
Jay shree JAGANNATH
ଜୟ ଜଗନ୍ନାଥ
Jay jagannath
Jay shree Jaganath
50 ଜଣ ବ୍ରାମଣ କାମ କଲା ବେଳେ 100 ବ୍ରାମଣ ଗହଳି କରୁଛନ୍ତି
Bramhana kangala
Good morning OTV Jay Jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🛞💐🛞🛞🛞💐💐💐💐💐💐💐
Jay jagannatha ❤🙏🙏🙏
Jay Jagannath 🙏
He jagannath
Jaya Shree Jagannath
Hai prabhu khayama kara
ରାଜତନ୍ତ୍ର ଶାସନ ରେ ସେବାୟତ ମାନଙ୍କୁ କଣଯେ ଦଣ୍ଡ ମିଳିଥାନତା
Suli re chadei thaa nte Rajaa
🙏🙏🙏ଜୟ ଜଗନ୍ନାଥ 😭😭🙏🙏
Jay Jagannath Swami
JAY JAGANNATH 🙏♥️🙏
ରଥ ଉପରକୁ ମୋବାଇଲ ବନ୍ଦ୍ କରାଯାଉ
Madira vitaraku mobail band karajau
Bhagaban danda diantu jiy apari bhul karichi .Bahuta dukhara katha. jiy apari bhul karichi bhagaban tanku danda diantu .
ଠିକ୍ କଥା ହଉଚ ରାଜା ବାବୁ
ଜୟ ଜଗନ୍ନାଥ 🙏🙏🙏
Baba pranam 🙏
Jay shree Jagannath 🙏🙏🙏🙏🙏
Jay Jagarnath
Jay Jagannath 🙏🙏 Jay Balabhadra Baba 🙏🙏 Jay Subhadra Maa 🙏🙏❤❤❤❤
He prabhu 😢
🙏🙏🙏🙏 Hai prabhu rakya kara Odisha ku...sabu Tama ra icha
We know on many occasions wherever public meetings are held,the stage collapsed because of heavy crowd on the stage. Similarly in Puri Ratha Yatra excess sevaks are found sitting on the Ratha. Whether any endurance test for crowd bearing capacity of Ratha and Ramp was carried out by an expert technical person? I am really hurt.
Right
ଜୟ ଜାଗରନାଥ ! ହେ ଜଗରନାଥ ସେନା, ତୁମେ ଏଟେ ଡିନୋ ଜୀ କୋନୋ କୋରୁ ଥିଲୋ,, tume bi soi thilo ki hoo
Jay sri jagannatha 😢😢
Right sir
CM sir au samasta sebakanku basaiki bichara karai thile epari aghatana hoinathanta aji kalia thakura dekhi kandi kandi akhire luha aji bada thakura padi gale mahabahu nka akhire luha aji sara dunia kanduchhi kaha akhire luha rahunahi ekn hela mahabahu kete hasare khusire bada thakura nku agare au suna bhauni ku majhire au pachhare kalia thakura nije kalia thakura esabu dekhi akhire luha bada thakura padi gale Jay jagannath 🙏🏻🙏🏻🙏🏻😭😭😭😭😭😭😭😭😭😭😭😭😭😭😭
ପ୍ରଥମତଃ ଅଣ ଓଡ଼ିଆ ପ୍ରଶାସକଙ୍କୁ ହଟାଯାଉ।
ଆମ କାଳିଆ ସାଆନ୍ତେ ବଡ଼ ଦୟାଳୁ ହେଲେ ବଡଠାକୁର ନିଶ୍ଚିତ ଦଣ୍ଡ ଦେବେ। ଦେଖିବାକୁ ବାକି ରହିଲା।।
Jay jagannath swomi
It’s pure negligence. Guilty should be held responsible and punished.
Jaya gajapati maharaj jaya jaganath
Jay Badathakura Balabhadra baba ki Jay
Ekdam right Katha kahile mahasya beperuaa manobhav
Ati dukhada .....Jay Mahaprabhu 🙏🙏
Mahaprabhu 🙏🙏🙏
He mahabahu samasta sebakanku basaiki bichara karai thile samasta sebakanku bhalare bujhai thile epari dukhada aghatana hoinathanta apana CM sir jadi agaru sebakanku basaiki bichara karai thante epari aghatana hoinathanta Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭🙏🏻🙏🏻😭🙏🏻🙏🏻😭😭😭😭😭
14koti 9ba koti bramhanda ra prabhu sree jagannath sree bada thakure Maa subhadra 🙏
odia ra attma😭
Nista ra abhaba 🙏
କରି କରାଉ ଥାଏ ସେଇ ତା ବିନୁ ଅନ୍ୟଗତି ନାହିଁ ଜୟ ଜଗନ୍ନାଥ
Omm namha 🚩🙏🙏🙏🙏🙏🇮🇳❤️🧘😘😍
Bahut dukha lagila.
ପୁରୀ ମଦୀର ରେ ପୂଜାରୀ ମାନେ ଦଖୀନା ନେଉଛନ୍ତେ ହେଲେ ଠକୁର ଙ୍କୁ ପେଲି ଦେଉଛ ନ୍ତି
Bahut dukha laguchi agaku kan haba jaga ku jana
💐🌹❣️
Bahut dukha dayak ghatana 😢 ratna bhandra ghara Malika thila bele khola
ସେବାୟତ ମାନଙ୍କୁ ମାଡ଼ ଲୋଡା
He maha bahu🙏🏼🙏🏼🙏🏼🙏🏼se hi janaibe gajapati raja ku anurodh😢😢😢
Swain bhaina thik kahichhanti
Prabhu balabhadra mohaprabhu khyama karideba
Correct, the chief incharge who is that fellow who is not present should be punished and out from his post.
Mantri kahuchhanti chhotia aghatana.thankuranka lila.mantri bodhe odisha pua nunhe.
ଜଗୁନି ବାବୁଙ୍କ ସହ ମୁଁ ଏକମତ .ମୁଖ୍ୟ ପ୍ରଶାସକ ଙ୍କୁ ମଧ୍ୟ ତାଙ୍କ ଅନୁପସ୍ଥିତି ପାଇଁ ଦଣ୍ଡ ମିଳିବା ଉଚିତ୍
ଜଗନ୍ନାଥ ସେନା ଯାହା କହୁଥିଲେ ତାହା କରାଯାଉ🎉🎉 ଜୟଜଗନାଥଜୟ ଜୟ 🎉🎉🎉
😢😢😢😢😢❤❤❤❤
ଚକା ଆଖି ଦଣ୍ଡ ଦେବ🙏 ଜୟ ଜଗନ୍ନାଥ
ଯାହା ହେଲା ଯାନ୍ତ୍ରିକ ତ୍ରୁଟି ର ତଦନ୍ତ କରିବା ସହିତ, ଯେମିତି ବାହୁଡା଼ ବେଳକୁ ଜଉ ଅଧିକ ପରିମାଣ ରେ ସେବାୟତ ରଥ ଉପରେ ରହୁଛନ୍ତି, ତାହା କରା ନ ଜଉ,, ଯେତିକି ଆବଶ୍ୟକ ସେତିକି ସେବାୟ ତ ରହିବା ଆବଶ୍ୟକ, ଜୟ ଜଗନ୍ନାଥ🙏🙏🙏
Ea ଯାହା ଘଟିଲା ସେଥିରେ ସମସ୍ତେ ଦାଇ,,
Action niajau
Kari karauthai muhi mo binu anya gati nahi jaha hauchi jaha haba tankari echhare haba jay jagannath prabhu jagata ku udhar kara🙏
😢😢😢😢😢😢😢😢😢😢
Be careful
😢😢😢😢😢
@otv Why are you uploading a short duration video as long video.Its hardly a 10-15 minutes video.But,it's uploaded as >2hr video.This is really disappointed. Please refrain from doing this .OTv has set special Standard. Don't let it down
😢😢😢
Sebayat manankar garba ahankararath upare bahut sankhare rahiba uchit nahi lokomane bhalare darsan kariparu nahanti ebam bhari madhya heuchhi ratha bhi bhangijaipare
Govt should put restrictions on sebayat. And only trained sebayat should do this.
How this sebayat wearing so much gold? Govt should check all this.
These people are free from everything that's why no proper rules and regulations.
"ଚକା ଆଖି ସବୁ ଦେଖୁଛି "😢😢😢
ପାଟରସି କେମିତି ଖସି ଯାଇଛି ଯାହା ଭିଡିଓ ରେ ଜଣା ପଡୁଛି ।
Panda manankara padurvaba aou garba bahut badhi jaichhi,vakta mananku poka machhi pari byabahara karuchhanti
ବିନାଶ କl6ଳ ବିପରୀତ ବୁଦ୍ଧି
Ahaa kebala amapai dukha nu ea sara biswa pai
Pravu balavadra aviman karichhanti sankha hajijaeichhi pravu dukhad re achhanti mobile adhika sebayat katha re manenahi
ଏ ସଲାକୁ ପଚରା ଯାଉ ବୈଜ୍ଞାନିକ ଆଗେ ଥିଲେ ନା ବଡ଼ଠାକୁର ଆଗେ ପହଣ୍ଡି କରୁଥିଲେ ଆକୁ ଆଗେ ମାଡ଼ ଦରକାର୍
Who carries whole earth on his head he can't fell down only he human activity
Agni veer aasiba ପରେ, ସେନା ସହିତ ଏପରି ଦୁର୍ଘଟଣା କେବେ ଘଟିବ ତାହା କେହି ଜାଣନ୍ତି ନାହିଁ |
ଖାଲି ତ ସାଙ୍ଗେ ସାଙ୍ଗେ କମିଟି ଗଠନ !!
ଆଗେ ଏହାର ପ୍ରତିକାର କର !!
Amiti kahinki sebayata Mane Karu chhanti.aha kintu moha papa mo manare ate katsaje kahile saribani 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂🙏🙏🙏🙏🙏🙏😭😭😭😭😭😭😭😭🪔🙏 ahe Prabhu rakhya Kara 🙏🙏🙏🙏🙏🙏🙏
Mu Jane jaganath premi 'mu gotie kathakahibi jete ele ame samasthe januchhe jie jHa kare sabusei thakura karithanti (karikarau thaemunhin mobinu Anya gatinajin') tenu eha sabu sei bada thakuranka ichha 'thakuranka Bina nirdeshare gachhara patr tie halena tenu kehi kahaku dosharopkariba uchit nihan:kichhitagote ghtibaku jauchhi ethirujana paduchi;
Are bhai sebayat mane kemiti achanti
Mukhya prashasak should be suspended immediately till the outcome of the investigation report identifies the culprits.