Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Jai satguru sanyasi baba ki jai sidheswara babaki
Jay Jagannath.
ଜୟ ଜଗନ୍ନାଥ 🙏
Jay Jagannath
Jay Jagannath Jay pancha Sakha sarana Baba nku koti koti pranam Mahapurush Hadibandhu GOSAIN koti koti pranam.
Sidhagiri Ashram samparkiya video bhala lagila. Dhanyabad. Jay Jagannath. 🙏🙏🙏
ଧନ୍ୟବାଦ । ଜୟ ଜଗନ୍ନାଥ ।
ମୁଁ ଯାଇଚି ସିଦ୍ଧଗିରି ଆଶ୍ରମ, ବିଜୟ ସାର୍ ଙ୍କ ସହିତ
Very good. God bless you. Jay Jagannath.
Location?
ଜେନାପୁର ରୁ
OK. Jay Jagannath .
ଜୟ ମାଳିକା ଜୟ ଜଗନ୍ନାଥ ସ୍ବାମୀ
ଜୟ ଜଗନ୍ନାଥ ।
ହରି ଅନନ୍ତ ହରି କଥା ଅନନ୍ତ 🙏
Babaji biswanath dash apana ehi bani atayanta hurdaya spreshee ata samastankara mangal hu abnga samaste bhagbankara krupa ru bhala re ruhuntu Jay shree kalki ram Jay shree narayan
ଜୟ ଜଗନ୍ନାଥ
Bramha saranam.
Brahma Saranam.
Jay panchasakha🙏🙏🙏🙏🙏
Thankes
ଆପଣ ଙ୍କୁ ଅନୁରୋଧ କରି ବି ଆମ କରମଳା ଆଶ୍ରମ ଙ୍କୁ ଯାଆନ୍ତୁ ଆପଣ ଉପଯୁକ୍ତ ସତ୍ୟ ଜାଣି ପାରିବେ
🚩ଜୟ ଜଗନ୍ନାଥ ହରୀବୋଲ 🪔🌺🙏🙏🙏🙏🏼🙏🏼💮 ଜୟ ପଞ୍ଚସଖା 💮🙏🏼🙏🏼🙏ଜୟ ଶ୍ରୀ ସିଧ୍ୟ ଗିରୀ ପିଠ🙏🙏 ଶ୍ରୀ କଳ୍କୀ ନାରାୟଣ ଅବତାର ବିଷୟରେ କିଛି କୁହନ୍ତୁ ଆପଣଙ୍କୁ ଅନୁରୋଧ 🙏ଓଁ ଶ୍ରୀ ପୁର୍ଣ୍ଣ ବ୍ରହ୍ମ ସ୍ବରଣ🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ । ସୁଯୋଗ ମିଳିଲେ ଆଗାମୀ ଦିନରେ ଶ୍ରୀ କଳ୍କୀ ଅବତାର ବିଷୟରେ କିଛି ସଂଗ୍ରହ ପାଇଁ ଚେଷ୍ଟା କରିବୁ ।
Jaygurudev
JAY JAGNNATH SWAMI 🙏🙏JAY PANCHASAKHA 🙏🙏🙏🙏🙏
ମୁଁ ଏହି ସ୍ଥାନକୁ ଯିବାକୁ ଚାହେଁମୋତେ ଠିକଣା ଦିଅନ୍ତୁ
ଜୟ ଜଗନ୍ନାଥ । ଚଣ୍ଡୀଖୋଲ ଓ ମଙ୍ଗୁଳି ମଧ୍ୟରେ ଟାଙ୍ଗୀ । ଟାଙ୍ଗୀ ପାଖରେ ଏକ ଛକଟି ଅଛି । ସେହି ଛକରୁ ପ୍ରାୟ ୫ କିଲୋମିଟର ଦୂରରେ ସିଦ୍ଧଗିରି ।ଠିକଣା- ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁର, ଟାଙ୍ଗୀ, କଟକ । ସିଦ୍ଧଗିରି ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ମଣିନାଗ ଗୁମ୍ଫା । ଆପଣ ୨ ଟି ଯାକ ମାଳିକା ବର୍ଣିତ ପୀଠ ଦର୍ଶନ କରିପାରିବେ ।
@@jibanapatha7253 Thanks🙏🙏🙏
@@manasranjansahoo4502 Jay Jagannath. God bless you.
Google map location diantu🙏🏻?
कोई बन्धु अगर उडीसा से है तो कृप्या बताये कि मुरगू या गुदडू मंदिर, बालासोर के आस पास है ?
शायद, आप गलत लिख रहे हैं. आपका उच्चारण गलत हो सकता है। उचित नाम लिखने का प्रयास करें। हम पता लगाने की कोशिश करेंगे।
@@jibanapatha7253 सर मैने जो सुना व बताया लेकिन सही मै भी नही बता पा रहा हू, Sorry
ଏହି ପିଠକୁ ଯିବା ପାଇଁ ରାସ୍ତା ଦୟାକରି କୁହନ୍ତୁ
ଚଣ୍ଡୀଖୋଲ କଟକ ରାସ୍ତା ରେ ଗଲେ ଗୋବିନ୍ଦପୁର ଛକ ଆସିବ । ଏହି ଛକରୁ ଗଲେ ସିଦ୍ଧଗିରି ପାହାଡରେ ଏହି ପୀଠଟି ଅବସ୍ଥିତ ।
Please Adress kuhantu pitha Ra Darasan karibu..
ଏ ଭୁଲ କହୁଛନ୍ତି ।କାରଣ ବ୍ରହ୍ମ ଏକାକ୍ଷରୀ ମହାମନ୍ତ୍ର ହାଡ଼ିଦାସଙ୍କ ନିକଟରୁ ପରମ ପ୍ରେମମୟ ଠାକୁର ଶ୍ରୀ ଅଭିରାମଙ୍କୁ ପ୍ରାପ୍ତ ହୋଇ ନ ଥିଲା ପରନ୍ତୁ ସିଦ୍ଧଗିରି ପୀଠକୁ ଆଗମନ ପୂର୍ବରୁ ଠାକୁରେ ମା' ଆଦ୍ୟାଶକ୍ତି ପୌର୍ଣ୍ଣମାସୀଙ୍କ ନିକଟରୁ ବ୍ରହ୍ମ ଏକାକ୍ଷରୀ ପ୍ରାପ୍ତ ହୋଇ ସାରିଥିଲେ..।ଦ୍ଵିତୀୟ ହାଡ଼ିଦାସ ଯାହାଙ୍କ ବିଷୟରେ ଏ ବ୍ୟକ୍ତି କହୁଛନ୍ତି ତାଙ୍କ ସମ୍ପର୍କରେ ବିଦିତ ଅଛି ଯେ ଠାକୁର ଅଭିରାମଙ୍କ ଆଗମନୀ ପରେ ହାଡ଼ିଦାସଙ୍କ ସ୍ଵକୀୟ ଅହଂ ଚୂର୍ଣ୍ଣ ହୋଇଥିଲା ସେ ତାଙ୍କ ତ୍ରୁଟି ବୁଝି ପାରିଥିଲେ..।ବୈଚାରିକ ମତଭେଦ ହେତୁ ସିଦ୍ଧଗିରି ରହଣି କାଳରେ ହାଡ଼ିଦାସଙ୍କ ସହ ଠାକୁର ଅଭିରାମଙ୍କର ସାମାନ୍ୟ ତର୍କ ହୋଇଥିଲା ସେଇଠି ହାଡ଼ିଦାସ ଅଭିରାମଙ୍କୁ ସାମାନ୍ୟ ଜଣେ ଯୁବ ସନ୍ନ୍ୟାସୀ ମନେ କରି ଗିରିଧରା ସୂତ୍ରର ଅବତାରଣା କରିଥିଲେ ତାଙ୍କ ଶିଷ୍ୟ ମଣ୍ଡଳୀ ସମ୍ମୁଖରେ ଏବଂ ଆହ୍ବାନ ଦେଇଥିଲେ ତାକୁ ସିଦ୍ଧ କରି ଦେଖେଇବା ପାଇଁ।ତ ଠାକୁର ଅଭିରାମ ନମ୍ର ଭାବରେ କହିଥିଲେ ଯେ ଯଦି ମା' ପୌର୍ଣ୍ଣମାସୀ ଆଜ୍ଞା ଦିଅନ୍ତି ତ ସେ ନିଶ୍ଚିତ ଦେଖାଇ ପାରିବେ ଏବଂ ପରେ ସେ ସର୍ବ ସମ୍ମୁଖରେ ଦେଖେଇଥିଲେ ମଧ୍ୟ..।ୟା ପରେ ହାଡ଼ିଦାସ ବୁଝିଥିଲେ ଯେ ଏଇ ଯୁବ ସନ୍ନ୍ୟାସୀ ଜଣଙ୍କ କୌଣସି ସାଧାରଣ ସନ୍ନ୍ୟାସୀ ନୁହଁନ୍ତି ସେ ସ୍ୱୟଂସିଦ୍ଧ ଲୀଳାବତାର , ଯାହାଙ୍କ ସମ୍ପର୍କରେ ପଞ୍ଚସଖା ଭୂରିଭୂରି ବର୍ଣ୍ଣନା କରିଛନ୍ତି ।ତତ୍ପଶ୍ଚାତ ହାଡ଼ିଦାସ ଆଉ କିଛି ଦିନ ସିଦ୍ଧଗିରିରେ ରହିବାକୁ ଠାକୁରଙ୍କୁ ଅନୁରୋଧ କରନ୍ତି କିନ୍ତୁ ଠାକୁରେ ବିନୀତ ଭାବେ କୁହନ୍ତି ଯେ ସେ ଏକସ୍ଥାନରେ ବେଶୀ ସମୟ ଅଧିଷ୍ଠାନ କରିପାରିବେ ନାହିଁ..।ତେଣୁ ଅନୁମତି ଦେବାକୁ କହି ମେଲାଣି ମାଗି ଠାକୁରେ ସେ ସ୍ଥାନ ପରିତ୍ୟାଗ କରନ୍ତି..।
ନାରାୟଣ ସ୍ଵାମୀ । ଜୟ ଜଗନ୍ନାଥ । ଆମେ ଟିକିଏ କଥା ହେଇପାରିଲେ ଭଲ ହୁଅନ୍ତା । ଆପଣଙ୍କ ନମ୍ବର ଟି ଦେବେକି? ମେଲ କରିପାରିବେ । Email: santanuorissa@gmail.com । ଧନ୍ୟବାଦ ଏବଂ ନମସ୍କାର ।
ତୁମ ସହ ସହମତ ଅନିଲ୍ । ବିଲକୁଲ୍ ଉଚିତ୍ ଓ ଯୁକ୍ତି ଯୁକ୍ତ କଥା କହିଛ
ସତ୍ଯ ଉପସ୍ଥାପନ କରିଛନ୍ତି
ଠିକ୍ ଲେଖିଛ ଭାଇ ଠାକୁର ଙ୍କୁ ଆମର ଏବେ ଯା ଏ ବି ଜାଣି ପାରିଲିନି ଠାକୁର ଙ୍କ ଗୁରୁ ସ୍ଵଂୟ ମା ଆଦି ପରାଶକ୍ତି
@@maheswarseth8433 ଧନ୍ୟବାଦ ବନ୍ଧୁ ❤️
ବକ୍ତା ଦୟାପୂର୍ବକ ଠାକୁର ଅଭିରାମ ପରମହଂସ ଙ୍କ ଜୀବନୀ କୁ ପଢ଼ନ୍ତୁ । ବକ୍ତା ଅଭିରାମ ପରମହଂସ ଙ୍କ ଉପରେ କିଛି ଭୁଲ ବିଷୟ ଅବଗତ ହୋଇଛନ୍ତି । ହରିଦାସ ଙ୍କ ନିଜ ସିଦ୍ଧି ଉପରେ ଅହଂ ଆସିଥିଲା । ଠାକୁର ଆଦ୍ୟ ଜୀବନରେ ପରିବ୍ରାଜକ ରହଣି ସମୟ ରେ ବନ ଗିରି ରେ ଥିବା ସାଧୁ ସନ୍ଥ ଙ୍କୁ ଉପଦେଶ ଦେଇ ଥିଲେ । ଠାକୁର ତାଙ୍କ ଗୁରୁ କେବଳ ଏବଂ କେବଳ ବନ ଗିରି ବାସିନୀ ମା ଭଗବତୀ ବନଦୂର୍ଗା ପୌର୍ଣ୍ଣମାସି ବୋଲି ତାଙ୍କ ସାହିତ୍ୟ ରେ ଉଲ୍ଲେଖ କରିଛନ୍ତି । ଯେତେ ବେଳେ ସେ ଜାଣିଲେ ଯେ ସିଦ୍ଧ ଗିରି ଥରେ ଜଣେ ସିଦ୍ଧ ଅଛନ୍ତି ହେଲେ ଅହଂ ବୋଧ ରେ ଅଛନ୍ତି। କେବଳ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଙ୍କୁ ଦୀକ୍ଷା ଦାନ ଦେଉଥିବା ଜାଣି ତାଙ୍କର ଅହଂ ଭାଙ୍ଗିବା ପାଇଁ ସିଦ୍ଧାଗିରି ଥରେ ଉପସ୍ଥିତ ହେଇ ଥିଲେ । ଗିରି ଧରା ସୂତ୍ର କୁ ଦେଖାଇ ଥିବାରୁ ହାଡିଦାସ୍ ଙ୍କ ଗର୍ବ ଚୂର୍ଣ୍ଣ ହୋଇ ଥିଲା । ସେ ଜାଣିବାକୁ ପାଇଲେ ୟେ ବ୍ୟକ୍ତି ସୟଂ ସତ୍ୟ ନାରୟଣଙ୍କ ଅବତାର ଓ ମାନବୀୟ ଲୀଳା କରିବା ଓ ଭକ୍ତ ଉଦ୍ଧାରିବା ପାଇଁ ଧରାବତରଣ କରିଛନ୍ତି। ହାଡିଦାସ ଏ ବିଷୟରେ ଅବଗତ ହୋଇ ଠାକୁରଙ୍କୁ କିଛି ଦିନ ସେଠାରେ ରହିବା ଓ ଆଶ୍ରମର ଭାର ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ହେଲେ ଠାକୁର ନିଜ ଉଦ୍ଦେଶ୍ୟ ଅବଗତ କରାଇ ସେଠାରୁ ବିଦାୟ ନେଇ ଥିଲେ । ଠାକୁର ବାଲ୍ୟ ଜୀବନ ହିଁ ସିଦ୍ଧ ଥିଲେ ଯାହା ତାଙ୍କ ପିତା ଓ ମାତା ପ୍ରତ୍ୟକ୍ଷ କରି ଥିଲେ। ମୋତେ କ୍ଷମା ପୂର୍ବକ ବକ୍ତା ଏ ବିଷୟରେ ତର୍ଜମା କରନ୍ତୁ ଓ ସଠିକ୍ କଥା କୁ ଉପସ୍ଥାପନ କରନ୍ତୁ।ଜୟ ଗୁରୁ ଜୟ ମା
Apana thick kahichanta na babaji bishwanath kaba bhul kahinahanti daya kari tanka bhul kahuntuni
ସତ୍ୟ ନାରାୟଣ ସ୍ବାମୀ ଭାଇ ଠିକ୍ ଲେଖିଛ ମିଛ କଥା ବିଶୁ ବାବା କହିଛନ୍ତି
🙏🙏 Jay Kalki Ram 🙏🙏
Jai satguru sanyasi baba ki jai sidheswara babaki
Jay Jagannath.
ଜୟ ଜଗନ୍ନାଥ 🙏
Jay Jagannath
Jay Jagannath Jay pancha Sakha sarana Baba nku koti koti pranam Mahapurush Hadibandhu GOSAIN koti koti pranam.
Sidhagiri Ashram samparkiya video bhala lagila. Dhanyabad. Jay Jagannath. 🙏🙏🙏
ଧନ୍ୟବାଦ । ଜୟ ଜଗନ୍ନାଥ ।
ମୁଁ ଯାଇଚି ସିଦ୍ଧଗିରି ଆଶ୍ରମ, ବିଜୟ ସାର୍ ଙ୍କ ସହିତ
Very good. God bless you. Jay Jagannath.
Location?
ଜେନାପୁର ରୁ
OK. Jay Jagannath .
ଜୟ ମାଳିକା ଜୟ ଜଗନ୍ନାଥ ସ୍ବାମୀ
ଜୟ ଜଗନ୍ନାଥ ।
ହରି ଅନନ୍ତ ହରି କଥା ଅନନ୍ତ 🙏
ଜୟ ଜଗନ୍ନାଥ ।
Babaji biswanath dash apana ehi bani atayanta hurdaya spreshee ata samastankara mangal hu abnga samaste bhagbankara krupa ru bhala re ruhuntu Jay shree kalki ram Jay shree narayan
Jay Jagannath.
ଜୟ ଜଗନ୍ନାଥ
Jay Jagannath.
Bramha saranam.
Brahma Saranam.
Jay panchasakha🙏🙏🙏🙏🙏
Thankes
Jay Jagannath.
ଆପଣ ଙ୍କୁ ଅନୁରୋଧ କରି ବି ଆମ କରମଳା ଆଶ୍ରମ ଙ୍କୁ ଯାଆନ୍ତୁ ଆପଣ ଉପଯୁକ୍ତ ସତ୍ୟ ଜାଣି ପାରିବେ
🚩ଜୟ ଜଗନ୍ନାଥ ହରୀବୋଲ 🪔🌺🙏🙏🙏
🙏🏼🙏🏼💮 ଜୟ ପଞ୍ଚସଖା 💮🙏🏼🙏🏼
🙏ଜୟ ଶ୍ରୀ ସିଧ୍ୟ ଗିରୀ ପିଠ🙏
🙏 ଶ୍ରୀ କଳ୍କୀ ନାରାୟଣ ଅବତାର ବିଷୟରେ କିଛି କୁହନ୍ତୁ ଆପଣଙ୍କୁ ଅନୁରୋଧ 🙏ଓଁ ଶ୍ରୀ ପୁର୍ଣ୍ଣ ବ୍ରହ୍ମ ସ୍ବରଣ🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ । ସୁଯୋଗ ମିଳିଲେ ଆଗାମୀ ଦିନରେ ଶ୍ରୀ କଳ୍କୀ ଅବତାର ବିଷୟରେ କିଛି ସଂଗ୍ରହ ପାଇଁ ଚେଷ୍ଟା କରିବୁ ।
Jaygurudev
JAY JAGNNATH SWAMI 🙏🙏
JAY PANCHASAKHA 🙏🙏🙏🙏🙏
ମୁଁ ଏହି ସ୍ଥାନକୁ ଯିବାକୁ ଚାହେଁ
ମୋତେ ଠିକଣା ଦିଅନ୍ତୁ
ଜୟ ଜଗନ୍ନାଥ । ଚଣ୍ଡୀଖୋଲ ଓ ମଙ୍ଗୁଳି ମଧ୍ୟରେ ଟାଙ୍ଗୀ । ଟାଙ୍ଗୀ ପାଖରେ ଏକ ଛକଟି ଅଛି । ସେହି ଛକରୁ ପ୍ରାୟ ୫ କିଲୋମିଟର ଦୂରରେ ସିଦ୍ଧଗିରି ।ଠିକଣା- ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁର, ଟାଙ୍ଗୀ, କଟକ । ସିଦ୍ଧଗିରି ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ମଣିନାଗ ଗୁମ୍ଫା । ଆପଣ ୨ ଟି ଯାକ ମାଳିକା ବର୍ଣିତ ପୀଠ ଦର୍ଶନ କରିପାରିବେ ।
@@jibanapatha7253
Thanks🙏🙏🙏
@@manasranjansahoo4502 Jay Jagannath. God bless you.
Google map location diantu🙏🏻?
कोई बन्धु अगर उडीसा से है तो कृप्या बताये कि मुरगू या गुदडू मंदिर, बालासोर के आस पास है ?
शायद, आप गलत लिख रहे हैं. आपका उच्चारण गलत हो सकता है। उचित नाम लिखने का प्रयास करें। हम पता लगाने की कोशिश करेंगे।
@@jibanapatha7253 सर मैने जो सुना व बताया लेकिन सही मै भी नही बता पा रहा हू, Sorry
ଏହି ପିଠକୁ ଯିବା ପାଇଁ ରାସ୍ତା ଦୟାକରି କୁହନ୍ତୁ
ଚଣ୍ଡୀଖୋଲ କଟକ ରାସ୍ତା ରେ ଗଲେ ଗୋବିନ୍ଦପୁର ଛକ ଆସିବ । ଏହି ଛକରୁ ଗଲେ ସିଦ୍ଧଗିରି ପାହାଡରେ ଏହି ପୀଠଟି ଅବସ୍ଥିତ ।
Please Adress kuhantu pitha Ra Darasan karibu..
ଏ ଭୁଲ କହୁଛନ୍ତି ।କାରଣ ବ୍ରହ୍ମ ଏକାକ୍ଷରୀ ମହାମନ୍ତ୍ର ହାଡ଼ିଦାସଙ୍କ ନିକଟରୁ ପରମ ପ୍ରେମମୟ ଠାକୁର ଶ୍ରୀ ଅଭିରାମଙ୍କୁ ପ୍ରାପ୍ତ ହୋଇ ନ ଥିଲା ପରନ୍ତୁ ସିଦ୍ଧଗିରି ପୀଠକୁ ଆଗମନ ପୂର୍ବରୁ ଠାକୁରେ ମା' ଆଦ୍ୟାଶକ୍ତି ପୌର୍ଣ୍ଣମାସୀଙ୍କ ନିକଟରୁ ବ୍ରହ୍ମ ଏକାକ୍ଷରୀ ପ୍ରାପ୍ତ ହୋଇ ସାରିଥିଲେ..।ଦ୍ଵିତୀୟ ହାଡ଼ିଦାସ ଯାହାଙ୍କ ବିଷୟରେ ଏ ବ୍ୟକ୍ତି କହୁଛନ୍ତି ତାଙ୍କ ସମ୍ପର୍କରେ ବିଦିତ ଅଛି ଯେ ଠାକୁର ଅଭିରାମଙ୍କ ଆଗମନୀ ପରେ ହାଡ଼ିଦାସଙ୍କ ସ୍ଵକୀୟ ଅହଂ ଚୂର୍ଣ୍ଣ ହୋଇଥିଲା ସେ ତାଙ୍କ ତ୍ରୁଟି ବୁଝି ପାରିଥିଲେ..।ବୈଚାରିକ ମତଭେଦ ହେତୁ ସିଦ୍ଧଗିରି ରହଣି କାଳରେ ହାଡ଼ିଦାସଙ୍କ ସହ ଠାକୁର ଅଭିରାମଙ୍କର ସାମାନ୍ୟ ତର୍କ ହୋଇଥିଲା ସେଇଠି ହାଡ଼ିଦାସ ଅଭିରାମଙ୍କୁ ସାମାନ୍ୟ ଜଣେ ଯୁବ ସନ୍ନ୍ୟାସୀ ମନେ କରି ଗିରିଧରା ସୂତ୍ରର ଅବତାରଣା କରିଥିଲେ ତାଙ୍କ ଶିଷ୍ୟ ମଣ୍ଡଳୀ ସମ୍ମୁଖରେ ଏବଂ ଆହ୍ବାନ ଦେଇଥିଲେ ତାକୁ ସିଦ୍ଧ କରି ଦେଖେଇବା ପାଇଁ।ତ ଠାକୁର ଅଭିରାମ ନମ୍ର ଭାବରେ କହିଥିଲେ ଯେ ଯଦି ମା' ପୌର୍ଣ୍ଣମାସୀ ଆଜ୍ଞା ଦିଅନ୍ତି ତ ସେ ନିଶ୍ଚିତ ଦେଖାଇ ପାରିବେ ଏବଂ ପରେ ସେ ସର୍ବ ସମ୍ମୁଖରେ ଦେଖେଇଥିଲେ ମଧ୍ୟ..।ୟା ପରେ ହାଡ଼ିଦାସ ବୁଝିଥିଲେ ଯେ ଏଇ ଯୁବ ସନ୍ନ୍ୟାସୀ ଜଣଙ୍କ କୌଣସି ସାଧାରଣ ସନ୍ନ୍ୟାସୀ ନୁହଁନ୍ତି ସେ ସ୍ୱୟଂସିଦ୍ଧ ଲୀଳାବତାର , ଯାହାଙ୍କ ସମ୍ପର୍କରେ ପଞ୍ଚସଖା ଭୂରିଭୂରି ବର୍ଣ୍ଣନା କରିଛନ୍ତି ।ତତ୍ପଶ୍ଚାତ ହାଡ଼ିଦାସ ଆଉ କିଛି ଦିନ ସିଦ୍ଧଗିରିରେ ରହିବାକୁ ଠାକୁରଙ୍କୁ ଅନୁରୋଧ କରନ୍ତି କିନ୍ତୁ ଠାକୁରେ ବିନୀତ ଭାବେ କୁହନ୍ତି ଯେ ସେ ଏକସ୍ଥାନରେ ବେଶୀ ସମୟ ଅଧିଷ୍ଠାନ କରିପାରିବେ ନାହିଁ..।ତେଣୁ ଅନୁମତି ଦେବାକୁ କହି ମେଲାଣି ମାଗି ଠାକୁରେ ସେ ସ୍ଥାନ ପରିତ୍ୟାଗ କରନ୍ତି..।
ନାରାୟଣ ସ୍ଵାମୀ । ଜୟ ଜଗନ୍ନାଥ । ଆମେ ଟିକିଏ କଥା ହେଇପାରିଲେ ଭଲ ହୁଅନ୍ତା । ଆପଣଙ୍କ ନମ୍ବର ଟି ଦେବେକି? ମେଲ କରିପାରିବେ । Email: santanuorissa@gmail.com । ଧନ୍ୟବାଦ ଏବଂ ନମସ୍କାର ।
ତୁମ ସହ ସହମତ ଅନିଲ୍ । ବିଲକୁଲ୍ ଉଚିତ୍ ଓ ଯୁକ୍ତି ଯୁକ୍ତ କଥା କହିଛ
ସତ୍ଯ ଉପସ୍ଥାପନ କରିଛନ୍ତି
ଠିକ୍ ଲେଖିଛ ଭାଇ ଠାକୁର ଙ୍କୁ ଆମର ଏବେ ଯା ଏ ବି ଜାଣି ପାରିଲିନି ଠାକୁର ଙ୍କ ଗୁରୁ ସ୍ଵଂୟ ମା ଆଦି ପରାଶକ୍ତି
@@maheswarseth8433 ଧନ୍ୟବାଦ ବନ୍ଧୁ ❤️
ବକ୍ତା ଦୟାପୂର୍ବକ ଠାକୁର ଅଭିରାମ ପରମହଂସ ଙ୍କ ଜୀବନୀ କୁ ପଢ଼ନ୍ତୁ । ବକ୍ତା ଅଭିରାମ ପରମହଂସ ଙ୍କ ଉପରେ କିଛି ଭୁଲ ବିଷୟ ଅବଗତ ହୋଇଛନ୍ତି । ହରିଦାସ ଙ୍କ ନିଜ ସିଦ୍ଧି ଉପରେ ଅହଂ ଆସିଥିଲା । ଠାକୁର ଆଦ୍ୟ ଜୀବନରେ ପରିବ୍ରାଜକ ରହଣି ସମୟ ରେ ବନ ଗିରି ରେ ଥିବା ସାଧୁ ସନ୍ଥ ଙ୍କୁ ଉପଦେଶ ଦେଇ ଥିଲେ । ଠାକୁର ତାଙ୍କ ଗୁରୁ କେବଳ ଏବଂ କେବଳ ବନ ଗିରି ବାସିନୀ ମା ଭଗବତୀ ବନଦୂର୍ଗା ପୌର୍ଣ୍ଣମାସି ବୋଲି ତାଙ୍କ ସାହିତ୍ୟ ରେ ଉଲ୍ଲେଖ କରିଛନ୍ତି । ଯେତେ ବେଳେ ସେ ଜାଣିଲେ ଯେ ସିଦ୍ଧ ଗିରି ଥରେ ଜଣେ ସିଦ୍ଧ ଅଛନ୍ତି ହେଲେ ଅହଂ ବୋଧ ରେ ଅଛନ୍ତି। କେବଳ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଙ୍କୁ ଦୀକ୍ଷା ଦାନ ଦେଉଥିବା ଜାଣି ତାଙ୍କର ଅହଂ ଭାଙ୍ଗିବା ପାଇଁ ସିଦ୍ଧାଗିରି ଥରେ ଉପସ୍ଥିତ ହେଇ ଥିଲେ । ଗିରି ଧରା ସୂତ୍ର କୁ ଦେଖାଇ ଥିବାରୁ ହାଡିଦାସ୍ ଙ୍କ ଗର୍ବ ଚୂର୍ଣ୍ଣ ହୋଇ ଥିଲା । ସେ ଜାଣିବାକୁ ପାଇଲେ ୟେ ବ୍ୟକ୍ତି ସୟଂ ସତ୍ୟ ନାରୟଣଙ୍କ ଅବତାର ଓ ମାନବୀୟ ଲୀଳା କରିବା ଓ ଭକ୍ତ ଉଦ୍ଧାରିବା ପାଇଁ ଧରାବତରଣ କରିଛନ୍ତି। ହାଡିଦାସ ଏ ବିଷୟରେ ଅବଗତ ହୋଇ ଠାକୁରଙ୍କୁ କିଛି ଦିନ ସେଠାରେ ରହିବା ଓ ଆଶ୍ରମର ଭାର ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ହେଲେ ଠାକୁର ନିଜ ଉଦ୍ଦେଶ୍ୟ ଅବଗତ କରାଇ ସେଠାରୁ ବିଦାୟ ନେଇ ଥିଲେ । ଠାକୁର ବାଲ୍ୟ ଜୀବନ ହିଁ ସିଦ୍ଧ ଥିଲେ ଯାହା ତାଙ୍କ ପିତା ଓ ମାତା ପ୍ରତ୍ୟକ୍ଷ କରି ଥିଲେ।
ମୋତେ କ୍ଷମା ପୂର୍ବକ ବକ୍ତା ଏ ବିଷୟରେ ତର୍ଜମା କରନ୍ତୁ ଓ ସଠିକ୍ କଥା କୁ ଉପସ୍ଥାପନ କରନ୍ତୁ।
ଜୟ ଗୁରୁ ଜୟ ମା