ତାଡ଼ନା Tadana || Jagan Mohan Nag Superhit ||Christian Devotional Song ||

Поделиться
HTML-код
  • Опубликовано: 11 фев 2025
  • ତାଡ଼ନା Tadana || Jagan Mohan Nag Superhit ||Christian Devotional Song ||
    ଗୀତର track :05
    • |Top Ten It Karoake Tr...
    Spotify Link : open.spotify.c...
    Jiosavaan : www.saavn.com/...
    Wynk Music : Listen to the song: Tadana at open.wynk.in/V... on Wynk Music
    Apple Music : music.apple.co...
    ପ୍ରଭୁ ଯୀଶୁଙ୍କ ବହୁ ମୁଲ୍ୟ ନାମରେ ଆପଣ ମାନଙ୍କୁ ମୋର ଆନ୍ତରିକ ଖ୍ରୀଷ୍ଟୀୟ ନମସ୍କାର । ପ୍ରଭୁଙ୍କ ମହାନ ଅନୁଗ୍ରହ ହେତୁ ଏକ ସୁନ୍ଦର ଆଧ୍ୟାତ୍ମିକ ସଙ୍ଗୀତ ପ୍ରସ୍ତୁତି କରିପାରିଛୁ "ତାଡ଼ନା " ଯାହା ଭାଇ ହିମାଂଶୁ ନାୟକଙ୍କ ଦ୍ଵାରା ରଚିତ ।
    ବାସ୍ତବରେ ପ୍ରିୟ ପ୍ରଭୁଙ୍କର ଲୋକ ମାନେ ପବିତ୍ର ଧର୍ମ ଶାସ୍ତ୍ର ମାଥିଉ 5 :11,12 ରେ ଲେଖାଯାଏ "ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।"
    ଖ୍ରୀଷ୍ଟ ରେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଖ୍ରୀଷ୍ଟଙ୍କ ସକାସୁ ଆଗକୁ ଆସୁଥିବା ସମସ୍ତ ପ୍ରକାର ନିନ୍ଦା ତାଡ଼ନା ସହ୍ୟ କରିବା ନିମନ୍ତେ ବଳବାନ ହେବା ସକାସୁ ଏହି ବାକ୍ଯ ଆଧାରିତ ସଙ୍ଗୀତ ପ୍ରସ୍ତୁତ କରିଛୁ । ଏହି ଗୀତ ମାଧ୍ୟମରେ ପ୍ରଭୁ ଆପଣ ମାନଙ୍କୁ ଆତ୍ମିକତା ରେ ବଡ଼ିବାରେ ସାହାଯ୍ୟ କରନ୍ତୁ ।
    ଗୀତର ସମ୍ପୁର୍ଣ୍ଣ ଲେଖା ✍️ : 👇
    ହେ ପରିଶ୍ରାନ୍ତ ଭାରେ ଆକ୍ରାନ୍ତ ଶୁଣ ଆହେ ବିଶ୍ୱବାସୀ
    ଦୁଃଖେ ନ ରହି ରହୁ ଆମେ ସବୁବେଳେ ମନରେ ଖୁସି
    ଜୀବନେ ଆସେ କେତେ ନିନ୍ଦା ତାଡ଼ନା
    ତାଡ଼ନା ଆସିଲେ କରିବା ପ୍ରାର୍ଥନା
    ଯୀଶୁ ହିଁ କେବଳ ଦିଅନ୍ତି ସାନ୍ତ୍ୱନା ...!! ଘୋଷା !!
    ତାଡ଼ନେ ଆମକୁ କରିବେ ପ୍ରସ୍ତର ଆଘାତ
    କରିବେ ଆମକୁ ପୁଣି ଖଡ୍ଗରେ ନିହତ
    ଭୋଗିବୁ ଜୀବନେ କେତେ ଯେ ଅଭାବ ଗ୍ରସ୍ତ
    କରିବେ ଆମକୁ ଯୀଶୁଙ୍କ ପାଇଁ ନିର୍ଯ୍ୟାତିତ
    ଲୌହ ଦଣ୍ଡେ ଦେବେ ଚକ୍ଷୁ ଉପାଡି଼
    ନଳା ଫଟାଇ ହେବ ରକତ ନିଗାଡ଼ି
    ଦିଅନ୍ତି ଯୀଶୁ ଆମକୁ ସାନ୍ତ୍ୱନା ......!! ୧ ପଦ !!
    ଆସିଲେ ଭାଇ ଆମକୁ ଜୀବନେ ମହା ଯନ୍ତ୍ରଣା
    ଦିଅନ୍ତି ଯୀଶୁ ଆମକୁ ତାଙ୍କରି ଅପାର କରୁଣା
    ପାପର କ୍ଷଣିକ ସୁଖ ଭୋଗିବା ଅପେକ୍ଷା
    ଦୁଃଖତ ଭୋଗିଲେ ଆତ୍ମାର ହୁଏ ସୁରକ୍ଷା
    ଯାହାକୁ ପ୍ରଭୂ ଯୀଶୁ ଗ୍ରହଣ କରନ୍ତି
    ତାହାକୁ ମଧ୍ୟ ସେ ପ୍ରହାର କରନ୍ତି
    ଯୀଶୁ ହିଁ କେବଳ ଦିଅନ୍ତି ସାନ୍ତ୍ୱନା ...!! ୨ ପଦ !!
    SONG CREDITS :
    Lyrics : Brother Himansu Nayak
    Music & Voice : Brother Jagan Mohan Nag
    Music Arrangement : Bapi Samal
    Special Thanks : Brother Firoz
    Thumblin Deign : Rk Photograpy
    Video & Edit : Subrat Mohani
    Recordist : Soubhagya
    Mixing & Mastering : Millon Studio Cuttack
    You tube Partner : Shibu Nanda
    #tadana #jaganmohannagsuperhit #christiandevotionalsong
    #jaganmohannagbestsongs
    #jaganmohannagodiyasongs
    #jaganmohannagchristiansong
    #heparisrantoodiyadevotional
    #odiyachristiansong
    #odiyachristiansong
    #jaganmoannagbestodiyasong
    #odiyawhatsappstatus
    #latestchristiansong
    #bestchristiansong
    #latestchristiansong
    #2022bestsongs
    #a
    #tadanatadana
    CONTACT DETAILS
    Whatssap: 09777874138 , 8637205771
    face book link
    / jaganmohan.nag
    Instagram link :
    ...
    !!* ANTI- PIRACY WARNING *!!
    This content is copyright to Jagan Mohan Nag Official .Any unauthorized reproduction redistribution ,re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
    !!...FAIR - USE COPYRIGHT DISCLAIMER ....!!
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism,commenting,news reporting,teaching,scholarship,and research. Fair use is a use premitted by copyright statute that might otherwise be infringing. This video has no negative impact on the orginal works it would actually be positive for them .if any owners of the content clips would like us to remove the video,we have no problem with that and will do so as fast as possible .Please massage us on You Tube if you have any concerns..We believe these videos are fair use because : They are transformative in a positive sense,we use within them act as a catalyst to further reading ...................THAN YOU ALL
    କିଛି ସୁନ୍ଦର ଅଡିଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଲିଂକ
    ନିର୍ମାଣ କାରି • ନିର୍ମାଣ କାରୀ Nirmanoka...
    ଗୋଲଗାଥା • ଗଲଗଥାରେ || Gal gathar...
    ଧନ୍ୟବାଦ • || ଧନ୍ୟବାଦ || ଓଡ଼ିଆ ଆର...
    ଏ କି ପ୍ରେମ • Ye Ki Prema |ଏ କି ପ୍ରେ...
    ବାଟୋଇ • BATOI || ବାଟୋଇ || JAGA...
    ନିବେଦନ • ନିବେଦନ |Nibedono |Odiy...
    କେଡେ ସୁନ୍ଦର ଲାଗେ • କେଡ଼େସୁନ୍ଦର || KEDE SUN...
    କେତେ ଭଲ ମୋର ଯୀଶୁ • || KETE BHALA MORO JIS...
    କରିଛି ପାପ • କରିିିଛି ପାପ | ODIA CHR...
    ଜୀବନ ଜୀବନ • NEW LATEST || 2020 || ...
    ମକେ ଶାନ୍ତି ମିଲି ଗଲା • ମକେ ଶାନ୍ତିମିଲିଗଲା | MO...
    ଯୀଶୁମର ପ୍ରାଣ ଧନ • JISUMORO PRANO DHONO [...
    ପ୍ରସଂଶା ନିବାସୀ • ପ୍ରସଂଶା ନିଵାସୀ || PRAS...
    ତୁମ ବିନା ବଞ୍ଚି ପାରେନା • ତୁମବିନାବଞ୍ଚିପାରେନା ||...
    କିଏ ପଛି ଦେବ • KIAPOCHIDEBO || କିଏ ପୋ...
    ଅଭିମାନ • ଅଭିମାନ || ABHIMANO ||...
    ଯୀଶୁରାଜା ଦାକ୍ସି ଆଚେ • JISURAJA DAKSI ACHE ||...
    ହେ ସଦା ପ୍ରଭୁ / 4g1dg1x

Комментарии • 301