କାରୁଆଣି ଧରିଲେ ବୀଣା କିଛି ନୂତନ୍ଵତ୍ୟ // ସ୍ଥାନ - ଶାବଳଭଙ୍ଗା ଅନୁଗୋଳ // ବ୍ରଜନାଥପୁର Vs ମର୍ଦ୍ଦରାଜପୁର

Поделиться
HTML-код
  • Опубликовано: 16 янв 2025

Комментарии • 46

  • @RamachandraSahu-z8f
    @RamachandraSahu-z8f Месяц назад +2

    ଅତି ସୁନ୍ଦର ଅଭିନୟ 🎉🎉

  • @Stylish_shiba
    @Stylish_shiba 11 дней назад

    Great idea

  • @chandanentertainment7312
    @chandanentertainment7312 Месяц назад +3

    ଅତିସୁନ୍ଦର 👍

  • @SRIKANTADEHURY-sz2pc
    @SRIKANTADEHURY-sz2pc Месяц назад +2

    Very nice performance of first party

  • @bandhubhutia7
    @bandhubhutia7 11 дней назад

    ପୁରୁଷ ସବୁବେଳେ ପୁରୁଷ ନାରୀ ସବୁବେଳେ ନାରୀ l କାରୁଆଣି ହାତରେ ବୀଣା କେବେ ବି ଶୋଭା ପାଉନି l ଯେଉଁ ମହାଶୟ ମାନେ ବିଚାରକ ଅଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ

  • @madhabasamal1951
    @madhabasamal1951 Месяц назад +1

    ଅତି ସୁନ୍ଦର କଳାକାର

  • @umeshnaik9309
    @umeshnaik9309 Месяц назад +2

    ଅତି ସୁନ୍ଦର ଭାବରେ ଭାଇ କମାଲ୍ କଲେ

  • @amitbarik3736
    @amitbarik3736 Месяц назад +1

    Super Bhai

  • @SHAKTI-w2h
    @SHAKTI-w2h Месяц назад +1

    Jay Jagannath

  • @ajatirout9688
    @ajatirout9688 Месяц назад +1

    First party very nice

  • @DIBYAJYOTINayak7590
    @DIBYAJYOTINayak7590 Месяц назад

    Jay shree jagnnath swame, Jay maa kali maa, Jay Kala

  • @LaxmanparidaLaxmanparida-j5o
    @LaxmanparidaLaxmanparida-j5o Месяц назад +1

    ଅତି ସୁଦର କଳାକାର

  • @Skumar-qd3rx
    @Skumar-qd3rx Месяц назад +2

    So nice

  • @ChittaranjanPradhan-g1y
    @ChittaranjanPradhan-g1y Месяц назад

    Super

  • @ramachandragochhayat8802
    @ramachandragochhayat8802 Месяц назад

    ଏଇ ପରି କଳା କାର ହେବା କଥା ❤

  • @DayanidhiBiswal-o9v
    @DayanidhiBiswal-o9v Месяц назад

    Super sir

  • @suryakantasahu4399
    @suryakantasahu4399 Месяц назад

    Ati sundar 🎉lipu babu

    • @prasadstudio8149
      @prasadstudio8149  Месяц назад

      @@suryakantasahu4399 ଲିପୁ ନୁହଁ ପ୍ରସାଦ ଭାଇ

    • @prasadstudio8149
      @prasadstudio8149  Месяц назад

      @@suryakantasahu4399 okay thanks

  • @GeetanjaliMahakul-yk7sh
    @GeetanjaliMahakul-yk7sh Месяц назад +3

    କ!ରୁଆଣୀ ହାତରେ ବୀଣା ଶୋଭା ପାଏନି, ଏଥିପ୍ରତି ଧ୍ୟାନ ଦେବା ଉଚିତ,ଦୟାକରି କଳା ର ମର୍ଯ୍ୟାଦା କୁ ଅପଭ୍ରାଂଶା କରନ୍ତୁ ନାହିଁ

    • @prasadstudio8149
      @prasadstudio8149  Месяц назад

      @@GeetanjaliMahakul-yk7sh thanks 🙏

    • @cultureofodisha...
      @cultureofodisha... 14 дней назад

      Karuani hatare bina dele se sei binare Batia kheleidele , Amane dine Kala sanskrutiku budeidebi , 😅

    • @AnnapurnaMohapatra-j3p
      @AnnapurnaMohapatra-j3p 6 дней назад

      କିଏ କହିଲା କାରୁଆନି ହାତରେ ବିନା ଶୋଭା ପାଏ ନାହିଁ

  • @anadinaik890
    @anadinaik890 Месяц назад +2

    ଦିନ 16ଘଡି ରାତି ପହଡ଼େ
    ଘଇତା ଉପରେ ମା ଇପ ଚଢେ।
    ବାସ୍ତବରେ ନୂତନ ତା

  • @DayanidhiBiswal-o9v
    @DayanidhiBiswal-o9v Месяц назад +1

    Bhai jaja kias achanti

  • @Mrultimatentr
    @Mrultimatentr Месяц назад +1

    ପ୍ରସାଦ ଭାଇଙ୍କ ନଜର କୁଆଡେ ମୋତେ ଜଣା, କ୍ୟାମେରା ତ ଖାଲି ଇଆଡ଼େ ସିଆଡେ ହୋଇ ଯାଉଛି

    • @prasadstudio8149
      @prasadstudio8149  Месяц назад

      @@Mrultimatentr କୁଆଡେ ନଜର ଭାଇ ଟିକେ କୁହନ୍ତୁ ନା

    • @Mrultimatentr
      @Mrultimatentr Месяц назад

      @prasadstudio8149 ଜଉ ଚିକ୍କିଣି ମାଲ୍ ଟା ବ୍ରଜନାଥ ପୁର ଗ୍ରିଲ୍ କାନ୍ଥରେ ଠିଆ ହୋଇଥିବା ଡ୍ରେସ୍ ରେ ଥିବା , ଆଉ ମର୍ଦ୍ଦ ରାଜ ପୁର ଆଡ଼େ ଯାଉଥିବା ର କିଛି ଫକସ ଦୃଶ୍ୟ କିଏ ଜାଣୁ କି ନ ଜାଣୁ ଆମ ଆଖି ଦୋଷ ଭାଇ ଦେଖିବ ସବୁଥିରେ କମେଣ୍ଟ ଆଉ କମ୍ପିଲମେଣ୍ଟ ମୋର କିଛି ନୂତନ ଧରଣ ର

  • @PupunPradhan-gu3kv
    @PupunPradhan-gu3kv Месяц назад +2

    ଅତି ସୁନ୍ଦର କଳାକାର