Mu bi seta dekhiki bhabuchi puni ta bapa kahuchhanti se bisa deichi ki nai ame janinu ta mane ethire samaste samil chhi emiti family kaha ku bi na milu ta thu besi vala heba anatha asramare rahiba ta
Bhaire bada bhaitira katharu jaha jana paduchi se bahut niriha auu imandar pila se bi tanka life re 100% safalata paithante bhala padhunathile se emty kahinathante e sala Bhaiku fasi deba katha hinsa re emty karichi bhaira kale Govt. JOb hoijiba sethipain marideichi😢😢😢😡😡 Bada bhainku koti pranam🙏
Ame b due bhai mu sana au mu mo bhai ku bahut love kare se b mate mo bhai ra 2021 re Canara Bank re po hela se mate 2022 re gote i phone 13 gift dela,love you bhai mo bhai pari bahut kam bhai thanti,i am so glad ki mate apari bhai milichhi❤❤
ବଡ଼ ଭାଇକୁ ମୋର କୋଟି କୋଟି ପ୍ରଣାମ ତାର ଆତ୍ମାକୁ ସଦ୍ଗତି ମିଳୁ ଜୟ ଜଗନାଥ
୧୦୦୦ ଟା ଶତ୍ରୁ ଥିଲେ କିଛି ଅସୁବିଧା ନାଇ
କିନ୍ତୁ ଏପରି ଭାଇ ଥିଲେ ଅସୁବିଧା
@@Smilingface247 Right bro
ଚଗୁଲୁ ତ ଫେରାର ଅଛି ଆଉ ତା ବଡ଼ ଭାଇ ତାକୁ କେତେବେଳେ call କଲା ଆଉ ଏତେ ସବୁ କଥା କେତେବେଳେ ହେଲା ? ୟେ ମିଡିଆ ବାଲା ବହୁତ୍ କଥା ଏପଟ ସେପଟ କଥା କରୁଛନ୍ତି ପ୍ରଥମେ ଏଇ viral audio call ର ତର୍ଜମା କରାଯାଉ ସତରେ ୟେ call recording ନା reporter ମାନେ ବନେଇଛନ୍ତି ୟାକୁ
ଜଣେ ମରିବାକୁ ଯାଉଥିବ ସେ ପୁଣି toxic ହେଇକି ତାର ହୋସ କୋଉଠି ଥିବ ଯେ ସେ ଏତେ କଥା ହବ ତା ଭାଇ ସାଙ୍ଗରେ
Aaji Kali bahut milibe eibhalia bhai
Chi sal yemite bhai marijiba Val sla .jadi police station
କାହାକୁ ବିଶ୍ୱାସ କରିବା ,,audio recorder ଶୁଣି ବହୁତ ଦୁଃଖ ଲାଗିଲା😢😢
ମଣିଷ ଅପେକ୍ଷା ପଶୁ ପକ୍ଷୀ ବହୁତ୍ ଭଲ ମଣିଷକୁ କେବେ ବିଶ୍ୱାସ କରିବା କଥା ନୁହଁ।
@kariamarandi9397 hm ,,aabindo thik bin laykada 😔
ଏବେ ବି ମା ପେଟ ର ଭାଇ ବୋଲି ଛାଡ଼ିଦେଲି😢😢😢😢😢😢
ହେ ମହାପ୍ରଭୁ ଜଗନ୍ନାଥ ଶେଷ କର ଯୁଗ
Thik katha😢😢😢
Banda Kariba Jagannatha nije kukura heiki padichi
😔
ୟେ ବାପା ର ବି ଟିକେ ଦୁଃଖ ଶୋକ ନାହିଁ। କେଡେ ନିଷ୍ଠୁର ପରିବାର
😂😂😂 ସେଇ ଜିନିଷ ମୁ ବି ଦେଖିଲି ତ ଆମେ ମାନେ ବି କଣ ପାଇଁ ଏତେ feel କରିବା କି emotion ହେବା ଯେ
Pura right katha
Mu bi seta dekhiki bhabuchi puni ta bapa kahuchhanti se bisa deichi ki nai ame janinu ta mane ethire samaste samil chhi emiti family kaha ku bi na milu ta thu besi vala heba anatha asramare rahiba ta
ଏ ଭଳିଆ ସାଇକୋ ମାଗିହା କୁ ଜେଲ ରେ ଆଜୀବନ ସଜା ହେବାର କଥା..😢
Mari deba kotha....
Right. Bro
Bohut ଦୁଖୋ ଲାଗିଲା ଅଡିଓ ସୁଣିକି 😢😢
Akhire luha asigala ...I cnt blv
Bhai sunila pare mo lomotankuri uthuchi
ସେ ବୁଢା ର ମୁହଁ ରେ କିଛି ବି emotion ନାହିଁ ପୁଅ ମରିବା ର
@@jagabandhudakua9592 han ଭାଇ
@@ayushbiswal7911 bohut କଷ୍ଟ ଲାଗିଲା ସୁଣିକି
ବାପ ର ବି ଟିକେ ଦୁଃଖ ନାହିଁ, ବାପ ବି ସାମିଲ
Tanku bi custody ku niaa jau
Hm thik katha
Rit
Hon pa,ki bapo
Right
ଭାଇରେ ତୁ ଯୋଉ କାମ କରିଛୁ ନା
ଏବେ ଠାରୁ ଭାଇ ଭାଇ ଭିତରେ ସମ୍ପର୍କ ଆଉ ରହିବନି
ଏ ଯୁଗରେ ଭାଇ କୁ ଭାଇ ବିଷ ଦେଉଛି
ଭାଇ ରେ ତୁମ କଥା ଶୁଣିକି ଭାରି କଷ୍ଟ ହେଲା ଆତ୍ମାକୁ 🥲, ଭାଇ ସହି ହେଉନି।
ସେ ସାନ ଭାଇ କେଡେ ନିଷ୍ଠୁର, ସାଇକୋ
ସେ ସାନ ଭାଇ କୁ ତୁରନ୍ତ ଗିରଫ କରି ଆଜୀବନ କାରାଦଣ୍ଡ କରାଯାଉ
ହେ ମହାବାହୁ କି ସାନଭାଇ ସେ ହେଇଚି ବଡ଼ ଭାଇଙ୍କୁ ବିଷ ଦେଇ ମାରିଦେଲା ବଡ଼ ଭାଇ ବାପା ସମାନ ଏମିତି ପୁଅକୁ ମାରିଦିଆଯାଉ ଏତକି ଦୁଃଖ ଲାଗୁଛି କି ବଡ଼ ଭାଇ ବଞ୍ଚିଯାଇଥାନ୍ତେ 😭😭😭 କି କଷ୍ଟ ହେ ଜଗନ୍ନାଥ❤😭🙏 ତାଙ୍କ ଆତ୍ମା କୁ ଶାନ୍ତିଦିଅ ବଡ଼ଠାକୁର 🙏😭
ମିଛ ମାୟା ସଂସାର ଏଠି କେହି ନୁହେଁ କାହାର
ବିଶ୍ଵାସ ରେ ବିଷ ପୁଣି ନିଜ ଭାଇ କୁ
ବହୁତ୍ ଦୁଃଖ ଲାଗୁଛି ୟାର୍ 😭😭😭😭😭😭😭
ଆଜି କାଲି ପରିବାର ଭିତରେ ଏମିତି ହତ୍ୟା ବଢ଼ି ଚାଲିଛି।ବହୁତ୍ କ୍ଷେତ୍ର ରେ ହତ୍ୟାକାରୀ ମାନସିକ ଭାବେ ଠିକ୍ ନଥିବା ନଜିର ଅଛି।ଭାରତୀୟ ସମ୍ବିଧାନହତ୍ୟାକାରୀ କୁ କଠୋର ରୁ କଠୋର ଦଣ୍ଡ ଦେବା ଉଚିତ।ଗୋଟେ ବଡ଼ ଭାଇ ସବୁ ବେଳେ ସାନ ଭାଇ ପାଇଁ ସୁ ପରାମର୍ଶ ଦାତା,ସୁ ଚିନ୍ତକ ଆଉ କଥାରେ ଅଛି ଭାଇ ହେଉଛି ନିଜ ଶରୀର ର ଛାଇ ସଦୃଶ୍ୟ।ଯଦି ଗୋଟେ ସାନ ଭାଇ ହୋଇ ବଡ଼ ଭାଇ କୁ ଏଭଳି ବିଭସ୍ୟ ଭାବେ ହତ୍ୟା କଲା ତାହେଲେ ସର୍ବ ସମ୍ମୁଖ ରେ ଏଭଳି ଦୋଷୀ କୁ ଗୁଳି କଲେ ବି ଦଣ୍ଡ କମ୍ ହେବ।
ଭାଇ ଦେଖ ମୁଁ ବି ସାନ ଭାଇ ମୁଁ ଜୀବନ ଦେଇ ଦେବି ଜୀବନ ନେବିନି କଥା ରେ ନୁହଁ କାମ ରେ ଦେଖେଇଦେବି ମୋ ଭାଇ ଭଗବାନ❤
କଥାରେ ଅଛି:
ଭାଇ ଠାରୁ ଭାଇ ଭାଇ ନାହିଁ
ଭାଇ ଠାରୁ ଶତ୍ରୁ ଶତ୍ରୁ ନାହିଁ
ଏଠି ସମସ୍ତେ ବିଶ୍ୱାସ ଘାତକ
Only one yeshu
Audio ଶୁଣି ମନରେ ବହୁତ ଦୁଃଖ ହେଲା କିନ୍ତୁ ତା ବାପା ତ ପୁରା ନର୍ମାଲ। ଦୁଃଖ ବୋଲି ଟିକେ ବି ନାହିଁ।
Involving his father
@@bibek1263 right 👍👍
Taa bapa bi ethi re samil achhi bapa pua 2 ta nku arreste kara jau
😭😭😭😭😭ବହୁତ ଦୁଃଖ ଲାଗିଲା....
ଏମିତି ହିଁ ହଉଛି ଭାଇ ଭାଇ ଭିତରେ ସାନ ପୁଅ ମାନେ ବୁଝୁ ନାହାନ୍ତି
Audio record ରେ ସବୁ ଜାଣି ହେଉଛି, ବୁଢ଼ା କ'ଣ ଜାଣି ପାରୁନାହିଁ । ଆଉ କିଛି ଭାବିବା ଦରକାର ନାହିଁ ବାପ ପୁଅ ଦୁହିଁଙ୍କୁ arrest କରାଯାଉ ।
Thik kahila
Right 👍
କି ଭାଇ ହେ ଭଗବାନ୍। ଏପରି ଭାଇ କାହାକୁ ନ ମିଳୁ।
ଲଖ୍ମଣ ପରି ଭାଇ ପାଇଁ ଶ୍ରୀ ରାମ ଜିତିଥିଲେ କିନ୍ତୁ ଏଠି କଥା ପୁରା ଅଲଗା.....
ଆଉ ସେଇ ଭାଇ ପାଇ ରାବଣ ମରିଥିଲା
Koli jugo bhai
ଏଇଟା ହେଉଛି ଅଧିକ ଆଧୁନିକ ଶିକ୍ଷା ର ଫଳ ।ବାପା ମା ମାନେ ସେଥି ପାଇଁ ଆମ ସଂସ୍କୃତି ଆଉ ସଂସ୍କାର କୁ ପିଲା ମାନଙ୍କୁ ଶିକ୍ଷା ଦିଅନ୍ତୁ ।ରାମାୟଣ ପଢନ୍ତୁ ରାମ ଆଉ ଲକ୍ଷ୍ମଣ ଭିତରେ ଥିବା ସ୍ନେହ ଆଉ ଶ୍ରଦ୍ଧା କୁ ଶିଖନ୍ତୁ ।ନହେଲେ ଏମିତି ଅନେକ ସମସ୍ୟା ଆଗକୁ ମାଡି ଆସିବା।
Jai sri ram🙏🙏🙏
Morning ରେ recording ଶୁଣିଥିଲି, Evening ରେ ମୃତ୍ୟୁ ଖବର😢😢😢। ଧିକ ତୋ ଜୀବନକୁ ରେ😡😡😡😡😡
😭
ଯେତେ ଯାହା ହେଲେ ବି ଭାଇ ଭାଇ ପରା, ଭାଇକୁ ସେମିତି କରିବାକୁ ନଥିଲା ତେଣୁ ବାଇବଲରେ ଲେଖା ଅଛି ଯିଏ ଭାଇକୁ ପ୍ରେମ କରିନି ସିଏ କଣ ବା ଇଶ୍ବରଙ୍କୁ ପ୍ରେମ କରିବ ହେ ପିତା ସେ ଭାଇର ଆତ୍ମାକୁ ଶାନ୍ତି ଦିଅ praise the lord 🎉🎉🎉🎉🎉🎉🎉🎉🎉🎉
ପ୍ରାୟତ ଘରେ,,, ସାନ ଭାଇ ବଡ ଭାଇକୁ ଏମିତି କରିଥାନ୍ତି,,,, ଘଟଣା ପରେ ସାନ ଭାଇ ଉପରୁ ବିଶ୍ୱାସ ତୁଟି ଯାଉଛି।
ତୋ ଭଳି ଘରମାନଙ୍କରେ ଏମିତି ହୁଏ।
Keon Vali ghare hue tk kuhantu sir@@SunainaMahapatra-w6j
ସାନ ଭାଇଟା ଜାରଜ
ସମାଜ ପ୍ରତି ବିପଦ
ଜୟ ଜଗନ୍ନାଥ
ଏମିତି ଭାଇ କୁ ଦୁରୁଜୁହାର, ଏଣୁ ଏମିତି ଭାଇ ଫାଖ ରୁ ଦୁରେଇ ରହିବା ଭଲ, ଶଳା ଭାଇ ହେଉଛି ବାହୁବଳ, ଭାଇଥିଲେ ପାଖରେ ଶତ୍ରୁ ଡରନ୍ତି, ଶଳା ନାମ ନେବୁ,
ବଡ ଭାଇ ବାପା ସମାନ ଯିଏ ବଡ ଭାଇ କୁ ଚିହ୍ନି ପାରିଲାନି ସେ ଆଉ କାହାର ହେଇ ପାରିବେନି😢
ଭାଇ ନାହିଁ ସେ ସତୃ
Encounter ହଉ
କଳି ଯୁଗର ଶେଷ ସମୟ 😭😭😭
Naa Etaa Arambha Ghora kaliyuga Dekha Kan Na Hauchiii
ହେ ଭଗବାନ ଏମିତି ମଣିଷ ଦୁନିଆରେ ଅଛନ୍ତି
Case kale tanku kiye poshiba agaku .... Aeya bhabiki kari na thibe au kan 😢 kaliyug re kehi nuha kahara .... Om shanti
କ'ଣ ଯେ ଆଉ କହିବି କିଛି ବୁଝି ପାରୁନି ରେକଡ ସୁଣି ମୋ ଛାତି ଥରିଗଲା ହେ ପ୍ରଭୁ ତମକୁ କୋଟି ନମସ୍କାର ବଡ଼ ଭାଇଙ୍କ ଆତ୍ମା କୁ ପୁଣି ନୁତନ ଜନ୍ମ ଦିଅ ପ୍ରଭୁ
ବାପା ଟା ପରମ ମାଗିହା ଟା ଆଉ ଭାଇ ଟା ବି
Pua marijaichhi hele bapa akhire luha nahin dhanya dhanyare tame bapa
ଘର ଢ଼ିଙ୍କି କୁମ୍ଭୀର ____😭😭😭😭
ଏ ମାଗିଆ କୁ ତୁରନ୍ତ ଜେଲ ଦଣ୍ଡାଦେଶ ହେଉ 😢😢😢
କ୍ଷମା ଲାଏକ୍ ର ନୁହେଶେ ହେ ଭାତୃଦ୍ରୋହି
ହାରାମ୍ ଜାଦା
ସେ ସାନ ଭାଇକୁ ସିଧା ଆଜୀବନ କାରା ଦଣ୍ଡ ହେଉ,ଆଉ କୋଉ ଭାଇ ସାହସ କରି ପାରିବନି,
Ajibana karadanda nuho taku sei prakar koriki room re bond kori diya jau
@@sunititoppolyfstle4121 right
It's a bad message For society 🙏🙏🙏
ଏ ଯୁଗରେ କେହି କାହାର ନୁହଁ ଜୟ ଜଗନ୍ନାଥ
ଏଥର ଆଉ ପୋଲିସ କି ଆଇନ କାନୁନ୍ କୁ ଜଗିକି ବସିଲେ କିଛି ହବନି।। ଏଇ ଯୋଉ ପିଲା ଟା ବିଷ ଦେଇଛି ତା ଫଟୋ ସମସ୍ତେ ତେ ଦେଖିଲ, ଏବେ ଆମ କାମ ରହିଲା ସେ maahihaa କୁ ଯୋଉଠି ବାଟ ରେ ଘାଟ ରେ ପାଇବା ପିଟିକି ମାରିଦେବା 🙏🏼🙏🏼🙏🏼🙏🏼🙏🏼🙏🏼 ଏତିକି request ସବୁ ଭାଇ ମାନଙ୍କୁ ମୋର 🙏🏼🙏🏼🥺🥺🥺🥺🥺କାନ୍ଦି ପକେଇଛି voice ରେକର୍ଡ ସୁଣିକି ମୁଁ 🥺🥺🥺🥺 ଆମର ବି ସାନ ଭାଇ ଅଛି । ଆଗକୁ ସେମାନେ ବି ଯାଇକି ଏଇ ଭଳି ମୂର୍ଖ ଲୋକ ଙ୍କ ଠୁ ଶିଖିକି ପରିବାର ଶେଷ କରିଦେବେ 😢😢😢
ଯଦି ଏକଥା ସତ ପ୍ରକୂତ ରେ ସେ ପିଲାର ବାପା ମା କିଏ ଥିବେ ତା ବିଚାର କରିବ କୂଳ ବୁଡିଯିବା ----------------?
Micha bodhey
ଏଇ ହେଇଛି ଆରମ୍ଭ ମାତ୍ର, ବର୍ତ୍ତମାନ ଆଉ ଆଗାମୀ ଭବିଷ୍ୟତର ଘଟଣାବଳୀ... ଅନ୍ୟ କାହା ସହିତ ହେଉଛି ବୋଲି ଖାଲି news ରେ ଦେଖିବାକୁ, ଶୁଣିବାକୁ ନୁହେଁ ନିଜ ସହିତ ବି ଘଟିବ, ପ୍ରସ୍ତୁତ ରୁହନ୍ତୁ।
ଆଜିକାଲିର ପିଲାସବୁ ଗୋଟେ ଗୋଟେ ଭସ୍ମାସୁର ହେଇକି ନିଜ ବଂଶ ଆଉ ନିଜର ହିଁ କ୍ଷତି କରିବା ନିଶ୍ଚିତ ପ୍ରାୟ.. ଏସବୁ କାହିଁକି ହେଉଛି କେହି ଜାଣିପାରୁଛନ୍ତି ତ..!!!???
ବିନାଶ କାଳେ ଵିପରିତ ଵୁଦ୍ଧି
Sabu ei mobile pain
Kali juga para
sabu maa mane pilanku free mobile dei english medium re murkha kari kusanskari kari emti karuchhanti
This generation doesn't need any mercy. ପ୍ରଭୁ କଳ୍କୀ ରୂପ ନେଇକି ଧ୍ବଂସ କରିଦିଅ 🙏. ଏଠି ଭାଇ ଭାଇକୁ ମାରୁଛି. ଝିଅ ମାନେ ଦେହ ଦେଖାଉଛନ୍ତି, ମା କୁ ଘରୁ ବାହାର କରୁଛନ୍ତି,ସମ୍ପତ୍ତି ପାଇଁ ଭାଇ ଭଉଣୀ କୁ ମାଡ ମରାଉଛନ୍ତି,ଏଠି ରାଜନୀତି କରିକି ସବୁ କିଛି ଭୁଲ କରୁଛନ୍ତି, ଏଠି ସତ କହିଲେ ଖରାପ.ତେଣୁ ଭଗବାନ ଙ୍କୁ ଏତିକି ଅନୁରୋଧ ଧ୍ବଂସ କରିଦିଅ ପ୍ରଭୁ. କଳ୍କୀ ଅବତାର ନେବାର ସମୟ ଆସି ଯାଇଛି ପ୍ରଭୁ 🙏🙏
Jay Jagannath
ଏମିତି ଭାଇ କାହାକୁ ନ ମିଳୁ 😢😢😢😢😢
ଏ ଖବର ଶୁଣିଲା ପରେ ଆଖିରୁ ଲୁହ ଆସିଗଲା
Amite bhaike phasi deba darakar
ଅମଣିଷ ଭାଇ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏପରି ଭାଇ କାହାକୁ ନମିଳୁ।
Please take action 😢
ସତ୍ୟବ୍ରତ ଗୋଟେ ଅଭଦ୍ର ମଣିଷ ଏ ପିଲା ତା ମା ସାହିତ ମଧ୍ୟ ଶାରୀରିକ ସମ୍ପର୍କ ରଖିପାରିବ।
ସତରେ ଏ ମଣିଷ ନୁହେଁ
ହେ ଭଗବାନ 😭😭😭
ଶୁଣି ହେଉନି ଏତେ ଦୁଃଖ ଲାଗୁଛି
ସେହି ସାନ ଭାଇ ଠାରୁ ବି ଆଉ ଜଣେ ବହୁତ ଖୁସି ରେ ଥିଲା ବୋଲି ଲାଗୁଛି
ସିଏ ହେଉଛି, ତାଙ୍କ ବାପା😢
ହେ ଭଗବାନ। ଜୟ ଜଗନ୍ନାଥ। ଏମିତି ଭାଇ କାହାକୁ ନ ଦିଅନ୍ତୁ।😢
ସବୁ ଏ ଦୁନିଆରେ ପଇସା ହିଁ ବଡ ସମ୍ପର୍କ କିଏ କହାର ନାହିଁ ଏ ଦୁନିଆରେ ପଇସା ବିନା
Mu kanduchi kalithu ea video dekhi maa petaru anta fadi janma hoithiba bhai epari karipare he bhagwan debabrta bhai tumara amara atma ku santi milu
So pathetic 😢😢😢so terrible situation...
କଳିଯୁଗ ଭାଇ 🥺😭😭😭😭😭😭
ହେ ପ୍ରଭୁ ଜଗନ୍ନାଥ ଏ କଣ ହଉଚି ସଂସାରରେ😭❤️🩹
Bhai janaka bohut bhala .........
Au dayalu .....
Satare tanku bohut badhuchi
ଭଗବାନ୍ , 😢😢😢। ଆଉ କଣ ବିଶ୍ୱାସ କରିବ କାହାକୁ । ଭାଇ ରେ ।
Audio sunile bhari hrudaya bidaraka
କି ଭାଇ ବେ ତୁ
Bhia ku tho cash karila nahi hele adiou recoding kn pai khoka ou virel khola he probhu tame hei saha barasha🙏🙏
Bhaire bada bhaitira katharu jaha jana paduchi se bahut niriha auu imandar pila se bi tanka life re 100% safalata paithante bhala padhunathile se emty kahinathante e sala Bhaiku fasi deba katha hinsa re emty karichi bhaira kale Govt. JOb hoijiba sethipain marideichi😢😢😢😡😡
Bada bhainku koti pranam🙏
ସାରା ପରିବାର କୁ ଜାଳି ଦିଆଯାଉ
se beimana ku fasi deidia
ଏମିତିକା ଭାଇ a ସମାଜ ରେ ଥିବା ମନା
ଛି ଥୁ ଏ କି ବାଳ ଭାଇ ଟିକେ ବି ଲାଜ ଲାଗି ଲାନି ଏମିତି କରିବା ଆଗରୁ 😤 ରହ ଏବେ ତୁ ବି ମରିବୁ ଗୋଟେ ନିରୀହ ପିଲା ର ଜୀବନ ନେଇ ତୁ ବି ବଞ୍ଚି ପାରି ବୁନି ଦୁଃଖ ତ ଏଥି ପାଇଁ ଲାଗୁଚି ଯେ ପୁଅ ର ବାପା ଙ୍କ ମୁହଁ ରେ ଟିକେ ହେଲେ ବି ଦୁଃଖ ନାହିଁ ବଡ଼ ପୁଅ ଠାରୁ କଣ ସାନ ପୁଅ ତାଙ୍କର ଏତେ ବିଶ୍ବାସୀ 😢😢
O my God 😢😭😭😭😭
ବହୁତ କଷ୍ଟ ଦେଉଛି, ସହି ହେଉନି
Emiti bhai duniare kahaku noilu epari bhai duniaru dhansa heijau
Emiti bhai rahiba apekhya bhai na rahiba bhala.
Recording katha sunik bahut duk laguche aakhero luha jharijauche😢😢😢
Omg sabu anadpuria same lo ma😢😢
ଏମିତି ଭାଇ ଜଗତେ ନାହିଁ
ବହୁତ ଦୁଃଖ ଦାୟକ ଘଟଣା
Bhi mo akhiru Pani bahari gaala bhai audio suni ki taku fasi dia jayu
Jaya.jagananath🙏🙏🙏🙏🙏🙏🙏
ଫାଶୀ ହେବା ଦରକାର
ଏମିତି ପାପି ଭାଇ କାହାକୁ ନମିଳୁ
ବହୁତ୍ ଦୁଖ ଲାଗୁଛି 😢😢😂
E bhali bhai bhagyare thile mile❤❤❤❤😢😢😢😢😢😢😢😢😢😢
😢😢😢😢😢
Bahut Dukha Laguchi Bhai Suniki❤
Right bto
Kasam se akhiru luho bahari gola Bada Bhai ro Kotha Suni
Ame b due bhai mu sana au mu mo bhai ku bahut love kare se b mate mo bhai ra 2021 re Canara Bank re po hela se mate 2022 re gote i phone 13 gift dela,love you bhai mo bhai pari bahut kam bhai thanti,i am so glad ki mate apari bhai milichhi❤❤
Bahut dukhar katha. Se bhai ku dhanya
Om Shanti🙏
Rip brother 🙏
ଏଭଳି ଭାଇ ସଂସାରରେ କାହାକୁ ନ ମିଳୁ । କେଉଁ ଜନ୍ମର ଶତ୍ରୁତା କେଜାଣି?????
Parents nka bhul ..
Prameya news, please ehi news ku adhika cover karantu
ବଞ୍ଚିଲେବି ହାରାମି ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିବ
Govt should punish the younger brother,if family is not cooperating,public should raise their voice,this is heinous crime.