Bhai Tama vedio ete addicted hei jaichi je jadi gote Dina na dekhile bhala laguni, Apekhya karibaku paduchi je next vedio kn haba,Bhai bhauni nka bhala paiba Gote niara samparka,tame jetebele surprise dela Mo akhiru luha asigala,Pare jetebele kahila je semane Tama nija bhauni nka thu bi adhika setebele mu believe kari parilini je tame ete simple kemiti hela..je jane Loka Bina swartha re ete bhala paiba kemiti dauchi 👌👌👌 Love u bhai .. hands up to you
Lord Jagannathnka bless ru beta tume ehi selfless nature + vemindre manab jatinku love affection deuthaa.beta mu 1st time tumaku janili so my 1st comment.i bless love u alots of love
I m so proud that you are doing great job..I also belong a tribal community...u proved that tribal s also can do everything. Kebe amo dist kandhamal bi asantu bhai..this dist also full of tribal s...God bless and all the best for your next journey
Lab u really lucky u have the opportunity to get the love and affection of our cultures like lord jagannath. But really u and ur sis like ଜଗା ଆଉ ସୁଭଦ୍ରା ok
Ate byastata bhitare bhi tu sabu samparka ku akathi jodiki rakhi parichu ,bahut khusi lagila...bada Chhota samastanka pain sath dei paru aita hin Tora mahata pania..you r special for your own creativity...I am an advocate from malkangiri....ahuri agaku badhe...kintu kili Paul bhali nuhen
Your videos are very unique type so we want you to get million subscribers very soon and will be very popular in coming days. you are proud of Odisha.Because you represent Odisha state culture abroad❤❤❤❤❤❤
Jay Jagannath Brother, how are you ? I hope you enjoy with your family. God may bless you brother. Your surprises gift to sister very special & amazing fun.
satare lab ..you are so great..sethipain...tuma video nadekhile bhal lagena... you are so an unique person...... sabu dine emiti thiba.. bhagwan karantu ahuri agaku jaa...... god bless you ab....
Ye hauchi Jagannath desha🙏🏼 bhai bhauni ra desha 🤝so love every moment love every one❤pata saree khande saiti rakhile dine na dine chiri jiba sneha mamata ku bandhi rakhi thile chira dina pain thiba 💝Jai Jagannath ♥️🙏🏼 always Jagannath blessed you bro
Satare laba bhai amiti samasta ku khusire bhala paiba diantu jane jane RUclips achanti attitude dekhanti ama laba bhai semiti nuha love you bhai ❤❤❤❤❤❤❤❤❤
ସତରେ ଭାଇ ତମ ହୃଦୟ ବହୁତ ବଡ଼ ଏମିତି ତମ ସମ୍ପର୍କ ସବୁଦିନ ପାଇଁ ରହୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା। ଜୟ ଜଗନ୍ନାଥ ମହା ପ୍ରଭୁ
ଭାଇ ତମ ଭଳି ମଣିଷ କୋଟିଏ ରେ ଗୋଟିଏ 🙏🙌 ପ୍ରଭୁ ଜଗନ୍ନାଥ ତମକୁ ସବୁବେଳେ ଭଲରେ ରଖିଥାନ୍ତୁ 🙌❣️।
ସ୍ନେହ ଶ୍ରଦ୍ଧା ମଧ୍ୟରେ ଭଗବାନ ଙ୍କୁ ଅନୁଭବ କରିହୁଏ। ବହୁତ ସୁନ୍ଦର ହୃଦୟ ତୁମର। ଭଗବାନ ନିଶ୍ଚୟ ତୁମ ସହିତ ଅଛନ୍ତି। ଜୟ ଜଗନ୍ନାଥ
ସତରେ ଭାଇ ତୋମେ ହୃଦୟୁରୁ ବହୁତ ଭଲ ପ୍ରଭୁ
ଜଗରନାଥ ଏମିତି ଶୋଦାବେଳେ ଖୁସିରେ ରଖନ୍ତୁ ଆପଣଙ୍କୁ ❤❤❤❤
ଲବ ଭାଇ ତମ ଖୁସି ଦେଖି ବହୁତ ଖୁସି ଲାଗୁଛି.. ଭଗବାନ ଆଶୀର୍ବାଦ କରନ୍ତୁ ତମେ ସବୁବେଳେ ଖୁସିରେ ରୁହ
ଭାଇ ତୁମର ଭାବନା ଆଉ କଥା ଏତେ ଭଲ ଯେ ଆଖିରୁ ଲୁହ ଆସିଯାଇଛି ସବୁ ବେଳେ ଏମିତି ରହିବ ବହୁତ୍ ଭଲ ପାଇବା ମିଳିବ ଭାଇ ତୁମ କଥାରେ ମନ ଭରିଯାୟେ ଦେବା ନେବା ବଡ଼କଥା ନୁହଁ ଜଗନ୍ନାଥ ତୁମକୁ ଭଲ ରେ ରଖନ୍ତୁ god bless you 🙏🙏🙏🙏🙏❤️
ଲବ ଭାଇ ର ଭଉଣୀ ମାନଙ୍କୁ ରାକ୍ଷୀ ପୁର୍ଣିମା ର ଦୀର୍ଘାୟୁ ଏବଂ ସଫଳ ଯାତ୍ରା ର ଶୁଭ କାମନା ♥️♥️♥️♥️♥️♥️
ଇଣ୍ଡୋନେସିଆ ଭ୍ରମଣ, ଲବ ଭାଇଙ୍କ upcoming ଭିଡ଼ିଓ ଦେଖିବା କୁ କିଏ କିଏ excited ଅଛ? 😊
ଭାଇ ତୁମେ ଆମ ଓଡ଼ିଶା ପାଇଁ ଗର୍ବ।
Laja thau
Gourab bi hannn
Joy hind
Laba bhai ahama paschamiodisha ku achha
Yes right
ପ୍ରଭୁ ଆପଣଙ୍କୁ ନିଶ୍ଚିତ ଭଲରେ ରଖନ୍ତୁ. ଆପଣ ନିଶ୍ଚିତ ଜଣେ ମହାନ ହୃଦୟ ବାନ ମଣିଷ ଟିଏ. କେବେ ବି ଯଦି ଆପଣଙ୍କ ପାଖରେ ମୋ ପାଇଁ ଟାଇମ ମିଇଳିବ ବୋଲି ଭାବନ୍ତି, ମୋତେ ଟିକିଏ ସୁଯୋଗ ଦେବେ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ.
ଲବ ଭାଇ ଙ୍କୁ କେଉଁମାନେ ନିଜ ଭାଇ ଭଳିଆ ଭାବୁଛ ହାତ ଟେକ ❤❤❤
ଶୁଭ ସକାଳ ମୋର ଭାଇ
ଜୟ୍ ଶ୍ରୀ ଜଗନ୍ନାଥ
ଅଜିର ଦିନଟି ମଙ୍ଗଳ ମୟ ହେଉ
ଆପଣଙ୍କ ଚଲାପଥ କୁସୁମିତ ହେଉ ସଦାସର୍ବଦା ଖୁସୀରେ ରୁହନ୍ତୁ ଆପଣ
ଭଗବାନ୍ ଙ୍କ ନିକଟରେ ଏତିକି ପ୍ରାର୍ଥନା ମୋର
ବିନା ସ୍ୱର୍ତ ରେ ଭଲ ପାଇବାର ମୂଲ୍ୟକେବେ କେହି ମପି ପାରିବେନି ❤ କାହାକୁ ମନରୁ ଭଲପାଇବା ଠାରୁ ଦେଖେଇ ହେବା ଭଲପାଇବା ଢେର୍ ପର୍ଥକ।
You are right 👍👍 aita sata kotha kohi chho
ଜାଣିନି କିନ୍ତୁ ତମକୁ ଆଉ ତମ ଭିଡିଓ କୁ ଦେଖିଲା ପରେ ତମେ ବହୁତ ନିଜର ନିଜର ଲାଗୁଛ ❤️❤️❤️❤️
LOVE YOU LABA BHAI ❤️❤️
🙏ଜୟ ଜଗନ୍ନାଥ 🙏
ଲବ ଭାଇ ଏ ଭିଡ଼ିଓ ବହୁତ ଭଲ ଲାଗିଲା ଭାଇ ଭଉଣୀ ମାନଙ୍କର ଆଶୀର୍ବାଦ ତମ ଉପରେ ଏତେ ଅଛି ଯେ ଆଗକୁ ବଢ଼ିବାରେ କିଛିବି ଅସୁବିଧା ହବନି ❤️❤️❤️
ମୁଁ ତ ଭାଵି ନେଇଥିଲି ତୁମ ରକ୍ତ ସମ୍ପର୍କ... ସତରେ ଭାଇ ତୁମେ ବହୁତ ଭଲ...
ତୁମ ଏ ଭିଡିଓ ଦେଖି ଆଖିରୁ ଲୁହ ଝରି ଆସିଲା ଯେତେବେଳେ ତୁମେ ତୁମ ଭଉଣୀ ମାନଙ୍କୁ ଭେଟି ବାକୁ ଯାଇଥିଲ..
ଭାଇ ତମ ଭଉଣୀ ମାନେ ତମକୁ ଦେଖିଲା ପରେ ତାଙ୍କ ମୁହଁରେ ଯୋଉ ଖୁସି ଦେଖିକି ବୋହୁତ ଖୁସି ଲାଗିଲା ଭାଇ ଦେଖ ଭାଇ ଭଉଣୀ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ନ କହିଲେ ସରେ
ସତରେ ଭାଇ ତମେ ମହାନ୍💝💝
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏
Oh Bhai Ki Emotional re ଭାଇ ବହୁତ୍ ବଢିଆ ଲାଗିଲା ଭାଇ E Emotional Video ଦେଖି ❤❤❤❤❤❤❤ I love u laba bhai😊
ମନ ତରସିଯାଏ ତୁମ ପ୍ରେମ ଦେଖି ଭାଇ ଭଉଣୀ ଙ୍କ ପ୍ରତି।🙏🙏🙏ଭାଇ ❤
Congratulation for 314k subscriber 🥳
Love from HIRAKUD ❤️ 🥰
Vai tume bohut agaku Jaa,go karantu tume sabubele khusire ruha.
ସବୁ ସମ୍ପର୍କ ର ଉର୍ଦ୍ଧରେ ଭାଇ ଭଉଣୀ ର ସମ୍ପର୍କ ଭଗବାନ ତିଆରି କରିଛନ୍ତି❤❤
ଲବ ଭାଇ ବହୁତ ବହୁତ ଧନ୍ୟବାଦ୍ ଆପଣଙ୍କ ପରିବାର କୁ ଦେଖି ବହୁତ ଖୁସି ଲାଗିଲା ଆପଣଙ୍କର black ବହୁତ ଭଲ ଲାଗୁଛି 👍👍👍🥰🥰🥰🇮🇳❤️🇮🇳❤️👍🥰
I noticed your t-shirt. NOTHING IS IMPOSSIBLE,
DON'T GIVE UP
ଡ୍ରେସ୍ ରେ ଲେଖା ହେଇଥିବ sentence ଟି କୁ ଆପଣ କରି ଦେଖେଇଲେ, ଆମେ ବହୁତ ଖୁସି ଆପଣ ଙ୍କ ପାଇଁ ଆଜି ଓଡିଶା ର traditional କୁ ବାହାର ଦେଶ ରେ ଦେଖାଉଛନ୍ତି,great 🎉 ଜଗତ ର ନାଥ ଜଗନ୍ନାଥ ଆପଣ ଙ୍କୁ ସର୍ବଦା ଖୁସି ରେ ରଖନ୍ତୁ ଏତିକି ଆମ ମାନଙ୍କ ତାଙ୍କ ନିକଟ ରେ ପ୍ରାର୍ଥନା କରୁଛୁ l
ଯୋଉ ମାନେ notice କରିଛନ୍ତି like କରନ୍ତୁ 👍👍👍
I noticed you ...I think you are regular viewers of laba bhai and you give comments every single video
@@SinghkulaSinku143 yes bro
@@silusanwiyan4173ohh that's great by Da way where r u 4rm?
@@SinghkulaSinku143 I'm from mayurbhanj
@@silusanwiyan4173 wow me too mayurbhanjia...do you know HO ?
ତୁମେ ସବୁବେଳେ ଖୁସିରେ ରୁହ ( ତୁମେ ବହୁତ୍ ଭଲ) ଆମ ଘର vi ତୁମ ଘର ପାଖ ରେ ୟେଥର ଆସିଲେ ମୁଁ ଆଉ ମୋ ପୁଅ ନିଶ୍ଚିନ୍ତ ଯିବୁ ଦେଖା କରିବା ପାଇଁ
ଲବ ଭାଇ ଆମ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ହେଲାଣି ଓଡ଼ିଆ ଶିଖି ପାରିଲେନି।ସେ ଭଉଣୀ ଏକ ମାସରେ ଓଡ଼ିଆ ଶିଖି ଗଲେ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ।
Satare bhai gote sata katha kahila 🙏🙏🙏
Right
Bhai u r extraordinary from other vloger. l like u so much.
ଆମ ଲବ ଭାଇଙ୍କୁ କିଏ କିଏ ଦିଲ୍ ସେ ପସନ୍ଦ କରୁଛ ସେମାନେ ଲାଇକ୍ କରନ୍ତୁ 👍👍 ❤❤❤
ruclips.net/video/0A1Z-8cH_as/видео.htmlsi=eTLOXi2pXgOHv8Ee. ❤❤❤dekha
ସବୁ ବେଳେ ଖୁସି ରେ ଥାଅ ଭାଇ ପ୍ରଭୁ ଜଗନ୍ନାଥଙ୍କ ମହିମା ସବୁ ବେଳେ ଏମିତି ଥାଉ ❤
ଳବ ଭାଇ ତୁମର ଓ ତୁମ ଭଉଣୀ ମାନଙ୍କର ମଧ୍ୟେ ଅଟୁଟ ପ୍ରେମ ସବୁ ଦିନ ପାଇଁ ରହୁ (advance happy rakshabandhan day to all sisters)🎉🎉
But mara nija bhai nahanti
ଭାଇ ତୁମ vdos ମୁଁ କିଛି ଦିନ ହେବ ଦେଖୁଛି ମତେ ବହୁତ ଭଲ ଲାଗୁଛି ଏମିତି ଭଲ vdos କରନ୍ତୁ ଜଗନ୍ନାଥ ଭଲରେ ରଖନ୍ତୁ ତୁମକୁ ଭାଇ
ଭାଇ ଆମେ ବି ଆଜି ର ଭିଡିଓ ଦେଖି ବହୁତ୍ funny ଲାଗିଲା 😂😂😂ମନକୁ କିଣି ନେଲା👍🏻ଲବ ଭାଇଙ୍କ ପାଇଁ ଗୋଟେ👍🏻
Laba vai ku ate Sara vala paiba dekhi mote bohut khusi lagila ... love you vai ❤
ଲବ ଭାଇ ମୁ ଭୋଗବନ୍ ଙ୍କୁ ଡାକୁଛି ସବୁ ସମୟରେ ରେ ଖୁସିରେ ରୁହ ❤🙏🙏🙏
Bhai really you r so good,And your video is so addicted, Love you Laba bro
Bhai ଭଉଣୀ ର Albham ଦେଖିଛି ଭାଇ ମୁଁ ଓଡ଼ିଶାର ଶେଷ ସୀମା ମାଲକାନଗିରି ରୁ ଭଉଣୀର ଆଲଭମ ବଉତ ବଡ଼ିଆ ଲାଗେ କିନ୍ତୁ ସାନ୍ତାଲି ଭାଷା ବୁଝିପାରୁନାହିଁ❤❤❤ ଭାଇ next ରାଉଣ୍ଡ ବେଲ କୁ ଆମ ମାଲକାନଗିରି କୁ ଆସ please ❤❤❤❤❤❤
ଭଲରେ ରୁଅ ଜୟ ଜଗନ୍ନାଥ❤❤❤❤
Bhai aaji ra vdo dekhiki laguchi a duniaare bhala lokabi b achhanti bhagban karantu tamara sabu ichaa purana hau aau tame sabu beleea khusire ruha
ଲବ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ୍
ସମସ୍ତ ଭାଇ ଭଉଣୀ ମାନଙ୍କୁ ଭଲ୍ପାଇବା ଦଉଛନ୍ତି,
ମୁଁ ଆପଣଙ୍କ ପାଇଁ ଭଗବାନ୍ ଙ୍କୁ ଡାକୁଚି ଏଇଭଳି
ଆଗକୁ ଜାଆନ୍ତୁ, ଜୟ୍ ଶ୍ରୀ ଜଗନ୍ନାଥ 🙏
ମୁଁ ଗୋଟେ ଭିନ୍ନକ୍ଷମ ଟେ ମତେ ବହୁତ ଖୁସୀ
ଲାଗିଲା ଆଉ ଆପଣଙ୍କ ଭିଡି଼ଓ ଦେଖିକି
ଦୟାକରି ମୋ ମେସେଜ୍ ପଢ଼ନ୍ତୁ ଭାଇ
ଆଉ ଗୋଟେ ଛୋଟିଆ କଥା
କହୁଚି ଭାଇ ଆପଙ୍କ ଦ୍ଵାରା ସବୂ
ଦେଶ ଦେଖି ପାରୁଚି ଆଉ ମୁଁ ଚାଲି ପାରୁନି
ଆଉ ମୋ ହାତ ଗୋଡ଼ୋ କାମ କରୁନି
ମୁଁ ନାକରେ ମୋବାଇଲ୍ ଚଲଉଚି
ଦୟାକରି ମୋ ମେସେଜ୍ ପଢ଼ନ୍ତୁ ଭାଇ
ନମଷ୍କାର୍ 🙏🙏
ଭାଇ ଆପଣ ଙ୍କ ସହିତ କେମିତି କଥା ହେଇ ପରିବି
ଆପଣଙ୍କୁ ମୋ ନଂମବର ଦଉଚି ଆପଣ ମେସେଜ୍ କରିବେ
୭୫୦୪୧୭୪୬୫୮
ଆଉ ଆପଣ ମୋ ୟୂଟୁବ୍ ଭିଡି଼ଓ ଦେଖି ବେ
Thank you bhai .. tumo kotha suniki .. .. ascharjya laguchhi... 😮 jagannath tumo ku bholo re rakhantu... Jay jagannath 🙏🙏
Bhai Tama vedio ete addicted hei jaichi je jadi gote Dina na dekhile bhala laguni, Apekhya karibaku paduchi je next vedio kn haba,Bhai bhauni nka bhala paiba Gote niara samparka,tame jetebele surprise dela Mo akhiru luha asigala,Pare jetebele kahila je semane Tama nija bhauni nka thu bi adhika setebele mu believe kari parilini je tame ete simple kemiti hela..je jane Loka Bina swartha re ete bhala paiba kemiti dauchi 👌👌👌 Love u bhai .. hands up to you
ଭାଇ airport ରେ ଜଉ କହିଲ ସେମାନେ ଜାଣିନାହାନ୍ତି who i am ହେମିତି ଆଉ କହିବନି please 😢
Bhai apano nko hrudaya bohut boda bhagban apanoku sabu bele khusire rakhontu ❤❤bhai apano nko bhouni manoko sahita jou volo paiba dekhi bohut khusi laguchi bhai
Mayur bhanja hou ki katkia hou kintu aame sabu odia,proud of odisha
ସତ ରେ ଲବ ଭାଇ ତୁମେ ଗୋଟେ ହୃଦୟବାନ ମଣିଷ ଆଉ ସବୁ vlog ବହୁତ୍ ବଢ଼ିଆ ଲାଗେ । ଭଗଵାନ କରନ୍ତୁ ତମେ ବହୁତ୍ ଆଗ କୁ ଯାଆ । ଓଡିଶା ବାସି ଙ୍କ ଗର୍ବ ଆଉ ଗୌରବ ଲବ ଭାଇ।
ରାକ୍ଷୀ ପୂର୍ଣିମା ଆଗୋକୁ ଆସୁଛି ସବୁ ଭଉଣୀ ମାନେ ଲୋବ ଭାଇ କିଏ କିଏ ରାକ୍ଷୀ ବାନ୍ଧିବ କମେଟ୍ ରେ ଲାଇକ କରନ୍ତୁ 💥💥
Bhai❤❤❤❤
ruclips.net/video/0A1Z-8cH_as/видео.html
Big fan
Hi❤❤❤❤❤
ତୁମ ଭଲ ପାଇବା ଦେଖି ସତରେ ଭାଇ ଆଖିରୁ ପାଣି ବାହାରି ପଡ଼ିଲା
ତୁମେ ଯେମିତି ସମସ୍ତଙ୍କ ପାଇଁ feel କରୁଛ ସେମିତି ମୁ ବି ତୁମ ପାଇଁ feel କରୁଛି ଭାଇ ସତରେ
ଦିନେ ନା ଦିନେ ମୁ ବି ତୁମ ସହ ଦେଖା କରିବି
Miss u bhai
ମୋ ଭଳି ଲବ ଭାଇଙ୍କୁ କିଏ କିଏ ଅଧିକ ରୁ ଅଧିକ ଭଲ ପାଉଚ like kara❤❤❤❤
Lord Jagannathnka bless ru beta tume ehi selfless nature + vemindre manab jatinku love affection deuthaa.beta mu 1st time tumaku janili so my 1st comment.i bless love u alots of love
Brother's and sisters bonding is eternal 😢❤😊❤❤🤝👍
ଲବ ବାବୁ you are the pride of odisha, God bless you
ଭାଇ ବହୁତୁ ଭଲ ଲାଗିଲା ❤❤❤❤❤❤❤❤❤❤ ସବୁ ସମ୍ପର୍କ ଠୁ ଭାଇ ଭଉଣି ସମ୍ପର୍କ ନିଆରା love you bro😘🥰😘💖😎🔥😎🔥
ଭାଇ ଭଉଣୀର Surprise Vdo ଟେ ତ ବହୁତ ହିଁ ବଢିଆ ଲାଗିଲା ଭାଇ.❤
I m so proud that you are doing great job..I also belong a tribal community...u proved that tribal s also can do everything. Kebe amo dist kandhamal bi asantu bhai..this dist also full of tribal s...God bless and all the best for your next journey
I no English Iam a Odisha Jay Jagannath 🙏🙏🙏 understand
ଭାଇ ତମର ଏ ବ୍ଲଗ ଟି ଦେଖି ମୋତେ ମୁଁ ଓଡ଼ିଆ ବୋଲି ବୁହୁତ ଗର୍ବ ଅନୁଭବ କରୁଛି କାରଣ ଆଜି କାଲିର ଆଧୁନିକ ଚାଲି ଚଳନକୁ ଭୁଲି ଯାଇ ନିଜ ସଂକୃତି ପରମ୍ପରାକୁ ଏ ଆଧୁନିକ ମଣିଷ ମାନଙ୍କ ପାଖରେ ପହଞ୍ଚେଇ ଗୋଟେ ଶିକ୍ଷା ଦେଉଛ କି ମଣିଷ କେତେ ବଡ଼ ପଇସା ବାଲା ହେଲେ ବି ନିଜ ସଂସ୍କୃତି ପରମ୍ପରା ନିଜ ଜନ୍ମମାଟିକୁ କେବେ ବି ଭୁଲିବା ନାହିଁ ତମ ଭଳି ଆଉ ଜଣେ ଓଡ଼ିଆ ୟୁଟୁବ ବ୍ଲଗର ଯେ କି କେନ୍ଦ୍ରାପଡ଼ାର ଗୌରାଙ୍ଗ ଭାଇ
ବାବୁ,,ଏ, ଦୁନିଆରେ ,ଜେତିକି, ମାଁ ଓ, ଭ ଉଣି,ତତେ,ଭଳପାଇବାଆ,, ଦେଉଛନ୍ତି,ସେଇଟା,ଗଟେ,ତପାଇ,ଏଇଟା, ଭଗବାନଙ୍କ, ଆଶିର୍ବାଦ ବାବୁ, 😭😭😭😭😭😭😭🙏
actually tumo voice nd face .bahut interesting achhi..nd ur mentality feel ❤❤❤.suberv..
Very nice family members.. god always blessing you chotu bhai.. jai hind jai bharat 🇮🇳🇮🇳.. form sundergarh..
Lab u really lucky u have the opportunity to get the love and affection of our cultures like lord jagannath. But really u and ur sis like ଜଗା ଆଉ ସୁଭଦ୍ରା ok
Plz reply my ଇମୋସନ like your ବିଗ୍ b
ଏତେ ସୁନ୍ଦର କଥା ଲାଗି ମୁଁ ଭିଡିଓ ଦେଖେ ମନ ଖୁସି ହେଇଯାଏ ପୁଅ ଭଗବାନ ସବୁବେଳେ ତମକୁ ଖୁସିରେ ରଖନ୍ତୁ ❤❤️ସତ କଥା କହିଲ୍ ଆମେ ସମଦ୍ତେ ତମକୁ ହୃଦୟରୁ ଭଲ ପାଉ
Yes ବଡ଼ ଭାଇ ତୁମ ହୃଦୟ କେତେ ବଡ଼ dil ସେ Salut
ଭାଇ ସତ କହୁଚି ମୋ ଆଖିରେ ଲୁହ ଆସିଗଲା .... 15:36 ରେ ଏହି କ୍ଲିପ୍ ରେ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
Ate byastata bhitare bhi tu sabu samparka ku akathi jodiki rakhi parichu ,bahut khusi lagila...bada Chhota samastanka pain sath dei paru aita hin Tora mahata pania..you r special for your own creativity...I am an advocate from malkangiri....ahuri agaku badhe...kintu kili Paul bhali nuhen
Your videos are very unique type so we want you to get million subscribers very soon and will be very popular in coming days. you are proud of Odisha.Because you represent Odisha state culture abroad❤❤❤❤❤❤
Go out there and make a difference.❤❤❤ Love you Bro
ମୁଁ ତୋ Guarantee ଦେଇ କହିବି....
ଲବ ଭାଇ ତମେ ହିଁ ,ଆମ ଓଡ଼ିଶାର ଏବଂ ଭାରତ ମାଟିର ମାନ (ଟେକ) ରଖିବ ❤❤❤
Tame bhola Manisha boli tamaku ethea sara bhola paiba mulhuchi Jay Jagannath 🙏 God bless you 🙏
ଲବ ଭାଈ ତମେ ସତରେ ବହୁତ୍ ହୁର୍ଦୟ ଖୋଲା ପିଲା 😅
Jay Jagannath Brother, how are you ? I hope you enjoy with your family. God may bless you brother. Your surprises gift to sister very special & amazing fun.
ଲବ ଭାଇଙ୍କ ଏମିତି ନୂଆ ନୂଆ ଦେଶର ଭିଡ଼ିଓ ଆଣନ୍ତୁ କେଉଁ କେଉଁ ମାନେ support କରୁଛ Like 👍🏻 କର. ❤️
ଭାଇ ମୁଁ ଆପଣଙ୍କ ର ବହୁତ ବଡ fan, ମୁଁ ଆପଣଙ୍କ ର ସବୁ ଭିଡିଓ ଦେଖିଛି ବହୁତ ସୁନ୍ଦର ହେଇଛି god bless you brother
You are really very proud of our state and country. ଜୟ ଜଗନ୍ନାଥ
ସରଳ ହୃଦୟ ର ଲୋକ ଟିଏ,ଲବ ଭାଇ ❤❤❤❤❤
Love you ଲବ ଭାଇ ,, ତୁମେ ବହୁତ୍ ଭଲ ବିବେକୀ ମଣିଷ ଟିଏ ତୁମେ
15.30 I have tears in my eye .. love you bro ❤
ଆମ କୋରାପୁଟ ଜିଲ୍ଲା କେବେ ବୁଲିବାକୁ ଆସ ବାଇ 👍
Sata re dada tume bahut bhal mate bahut khusi lagu 6ituma katha sune ki .dada tume bahut aaga ku jiba ❤❤ Jay Jagannath 🙏🏽 khusi re Ruha 🙏🏽
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ଲବ ଭାଇ ତମ କଥା ଶୁଣି ବହୁତୁ ଭଲ ଲାଗିଲା ଳLove you Laba Bhai ❤️❤️❤❤️❤️❤️️ Jay Jagannath 🙏 Good bless you 👍
Tomo pakhore manobikota ochi. You are the great bro..
ଭାଇ ସେ ଗୋଟେ ମାସରେ ଓଡ଼ିଆ ଶିଖିଗଲାଣି କିନ୍ତୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ 26ବର୍ଷ ଶାସନ କଲାପରେ ବି ଓଡ଼ିଆ କହିପାରୁନାହାନ୍ତି ❤
😅😅
Right
❤
❤
That's love
Bhai you r a kind hearted person.....I love u
ଏମିତିକା ଭାଇ ପାଇଁ କେତେଜଣ ଗର୍ବିତ ସାରା ଦେଶ ଜାଣୁ ଆମ ଭାଇ ର power କେତେ 🥰🥰🥰🥰💟💟💟💟👍👍👍👍👍👍👍
❤❤❤❤❤
😮😮🎉🎉🎉❤❤❤❤
ଭାଇ ତୁମକୁ ଭଗବାନ ଖୁସିରେ ରଖିଥାନ୍ତୁ। ସମସ୍ତଙ୍କୁ ଏମିତି ଖୁସି ବାଣ୍ଟୁଥାଅ 😊ଭଲ ଭଲ ଯାଗା ଦେଖେଇ ଚାଲ❤
Laba dada pai like gote heijau
Love you dada 🥰❤
Bhai dekhiki bahuta Khushi lagila mu pura bahuta Khushi 🥰🥰🥰❤️❤️❤️😍😍😍 bhai dilru ahuri agaku jao God bless you 🙏🙏🙏
ଭାଇ ମୁଁ ପୁରୀ ରୁ ଗୋଟେ Like ହେଉ.... 🙏🙏🙏🙏
ଭାଇ ଯଦି ଭଲ sponsorship ଆସୁଛି ତାହେଲେ କର 😢
😢income ଠୁ ବେଶୀ ଖର୍ଚ୍ଚ ହେଇ ଯାଉଛି ବହୁତ ଦୁଃଖ ଲାଗୁଚି, ତମେ ଭିଡ଼ିଓ ବନେଇଲେ ଆମେ ଖୁସି 😍
ଭାଇ ତମେ ବହୁତ୍ ଭଲ ଆଜି କାଲି ଦୁନିଆ ରେ ଏମିତି ବି ଭାଇ ଅଛନ୍ତି ଭଉଣୀ ର gute bhul re bi sath ଛାଡ଼ିଦାଉଛନ୍ତି sabu Bhai tama pari haba darakar love you bhai❤
Satare Bhai u r great.u r absolutely right ❤❤❤❤
ଭାଇ ଭଉଣୀ କହ କାହାଣୀ ଲବ ଭାଇ ବଡ଼ ସାହସୀ 🤗👍
satare lab ..you are so great..sethipain...tuma video nadekhile bhal lagena... you are so an unique person...... sabu dine emiti thiba.. bhagwan karantu ahuri agaku jaa...... god bless you ab....
God bless you lobo bhai❤.....tama bhauni bahut cute 🥰....
Bhai tumo video dekhiki bahut sara jinisha sikhibaku milichhi.... Thank you very much bhai❤❤❤
very nice family members pai God bless u 🙏🙏
bhai a video dekhiki mu pura emotional heigali ..😢 God bless you 🎊🎊....amiti sabu bhai bhauninko sneho sradhha re ruho...❤❤🎉
tnku bhai .mo comment ku like karithibaru...🙏❤️🥰👍
tome jouthibi thao .bholo re ruho..bhagawan tomo ro sabu assha echha au swapno ku purano karonti..mu rashmita .. rayagada.gunpur ru kahuchi...🙏🙏
This guy is proving that cast based reservation isn’t the only one to uplift the talent. If you have talent and dedication then no one can stop you
KalAhandi ru bhai
Sorry brother only Odia ok from mayurbhanj toka understand
Ye hauchi Jagannath desha🙏🏼 bhai bhauni ra desha 🤝so love every moment love every one❤pata saree khande saiti rakhile dine na dine chiri jiba sneha mamata ku bandhi rakhi thile chira dina pain thiba 💝Jai Jagannath ♥️🙏🏼 always Jagannath blessed you bro
Kaumane chahunchanti ama laba bhai odisha ra no 1 youtuber huantu bali comment here ❤❤❤
ହରି ଓଁ ତମ ଚିନ୍ତାଧାରା ବହୁତ ଉଚ୍ଚ କୋଟର ତେଣୁ ତମେ ବହୁତ ଆଗକୁ ଯିବ ହରି ଓଁ ଜୟ ଜଗନ୍ନାଥ
ଲବ ଭାଇଙ୍କ ପାଇଁ ଗୋଟିଏ like ହେଉ ଭାଇମାନେ
Satare laba bhai amiti samasta ku khusire bhala paiba diantu jane jane RUclips achanti attitude dekhanti ama laba bhai semiti nuha love you bhai ❤❤❤❤❤❤❤❤❤