Bhai mu bahut sangitapriya jatra cinemasakase mu mo bapa maa nkatharu bahut madakhaichhi Gote gote dinare Nataru barta film swo dekhe belebele upashar soijaye
Let's go back to 1993 when I was only 14 years old I was listening to this jatra over loud speaker .It was one of my favourite jatra. watching this jatra on you tube at this high age I feel I am in 1993.Really history is memorable moments of life
बहुत बोरिंग अपेरा। मजा नही आया । नाटक का अंतिम भाग बहुत घटिया है । कलाकार ठिक ठाक है । कैसे झेलते है लोग । conark apera इस super all actor singer music. everything इस good
Ai yatra ta mu dekhi nothili but amor setebele gote tape thila au sei thire mu castte re sunithili au kandi pokaithili setebele mu class 1, 2 re thili au aji sudden mone podila au utube re dekhili
ଏ କେବଳ ଗୋଟେ ଯାତ୍ରା ନୁହେଁ ଯାତ୍ରା ଜଗତର ଧୃବ ତାରା ଯେତେଦିନ ପର୍ଯ୍ୟନ୍ତ ଯାତ୍ରା କଳା ଜୀବିତ ଥିବ ସେତେ ଦିନ ପର୍ଯ୍ୟନ୍ତ ଧୃବ ତାରା ଆକାଶ ରେ ଚମୁକୁ ଥିବ।
।u ସବୁ ବେଳେ ଶୁଣିଥିଲି ଏଇ ଯାତ୍ରା ଟି super duper boli ହେଲେ କେବେ ଦେଖି ନଥିଲି....
ଆଜି 2024 ରେ ଦେଖିକି ମନ ଖୁସି ହେଇଗଲା
1995 ମସିହାରେ କଟକର କିଶୋରନଗର ମୁଁ ଦେଖିଥିଲି ।ବହୁତ ବହୁତ ସୁନ୍ଦର ହୋଇଛି।🙏🙏🙏🙏
Mora janma nathila mama kahila so mu b tk download kari dekhideli 🎉
De@@village_girl_beauty
Bhai mu eai jatra party re thile mu sete bele rasi tanuthile eai nataka re
Jon phone tanu thile
ମୋ ପିଲା ଦିନ ର ସ୍ମୃତି.1993 ରେ ଦେଖିଥିଲି. ଆଜି ଯାଏ ଭୁଲି ପାରିନି. ଅତି ହୃଦୟସ୍ପର୍ଶୀ ଆଉ ଭାବ ବିହ୍ଵଳ ଏ ନାଟକ. ଭାଇ ଭଉଣୀ ଙ୍କର ଏକ ପବିତ୍ର ସମ୍ପର୍କ ଏ ନାଟକ ରେ ପ୍ରତିପାଦିତ ହେଇଚି.
ଧନ୍ୟ ଓଡିଶା ର କଳାକାର 🙏🙏🙏🙏ଅତି ସୁନ୍ଦର ଅଭିନୟ ସମସ୍ତି ଙ୍କର 🙏🙏🙏. ଜୟ ଜଗନ୍ନାଥ ଯୁଗ ଯୁଗ ଜନ୍ମ ଦିଅନ୍ତୁ ଏମାନଂକୁ କାରଣ କିଛି ଭାଇ ଭଉଣୀ ର ସ୍ନେହ ମମତା ୟେ ନାଟକ ରେ ଭରପୁର ଶିକ୍ଷା ମିଳୁଛି. ହେ କଳାକାର ତମେ କୋଉଠି କେମିତି ଅଛ ମୋର ଚରଣ ବନ୍ଦନା ସାଦରେ ଗ୍ରହଣ କରନ୍ତୁ 🙏🙏🙏❤❤
Very frÀntastick hatiday ghodaday mo pik like bàzaidayg
ହେ ଭଗବାନ,ଆଖିରୁ ଲୁହ ସୁଖୁନି, ସତ ସତ ନମନ୍ ଏଇ କଳାକାର ମାନଙ୍କୁ।
ଏହି ଯାତ୍ରା ବହିଟି କୁ ପୁନର୍ବାର ପରିବେଷଣ କରାଯାଉ ନୂଆ କଳାକାର ଙ୍କୁ ନେଇ
Shibani gananatya ra ପ୍ରଯୋଜକ ଙ୍କୁ ଅନୁରୋଧ ଉକ୍ତ ନାଟକକୁ ପୁଣି ଥରେ ପରିବେଷଣ କରାନ୍ତୁ...ଜୟ କଳା..ଜୟ ଜଗନ୍ନାଥ
ହଁ ବୋହୁତ ବଢିଆ ହୁଅନ୍ତା
ଠିକ୍ କଥା
ଯେତେ ଦେଖିଲେବି ମନ ବୁଝୁନି ❤
ମୋ ପେଁକାଳି ବଜେଇ ଦେ Part 2 ଆସିଲେ ଭଲ ହୁଅନ୍ତା l
ଜୟ ଗୁରୁ ଦେବ. ଜୟ ଜଗନ୍ନାଥ. ଜୟ ସାଇ ଶିବ ପରିବାର ୟୋ ନମଃ ନମଃ. Old is gold. ସ୍ଵର୍ଗତ. ବିଖ୍ୟାତ ନାଟ୍ୟକାର aonanta ojha ka natak ସାମାଜ payee ଶିକ୍ଷଣୀୟ. ଭଗବାନ ତାଙ୍କ ଆତ୍ମା ର sada ଗତି କରନ୍ତୁ. Kamalendu pahadi (padhi bhaina)b.b.s.r.
ଏ ଭଳି କାହାଣୀ ଓ ସଂଳାପ ପାଇଁ ଅନନ୍ତ ଓଝା ଙ୍କୁ କୋଟି କୋଟି ପ୍ରଣାମ
L. l.. ll. P., .
Ll
Posted in this video 😂😂😂😂😂😂😂😂😂
@@ranjitojha7636
.
.
Zb
😢😢 jha BBC BBC and is@❤+hu tyopzcnkodioc CT
😢❤ y@@ranjitojha7636
ମୁଁ ମୋ ପିଲାଦିନ ରୁ ଏହି ଯାତ୍ରା ଦେଖିବାକୁ ଭଲ ଲାଗେ। ଆଉ ସେ ପୁରୁଣା ଦିନ ଆସିବନି
ପିଲା ବେଳ କଥା ମନେ ପଡୁଛି
ଏ ଯାତ୍ରା ସମୟରେ ଦସ ବର୍ଷ ବୟସରେ ହୋଇଥିଲି ଏବେବି ଏହାକୁ ବହୁତ ସୁନ୍ଦର ଦେଖା ଯାଉଛୁ ମୁଁ ଯେମିତି ଦେଖିଲି ଆଖିରୁ ଲୁହ ବାହାରିବା ଲାଗିଲା ଅତି ସୁନ୍ଦର ଯାତ୍ରା ❤❤❤❤
ଏହି ନାଟକ ସହିତ ମୋ ପିଲାଦିନର ସ୍ମୃତି ଯୋଡି ହୋଇଛି ।
❤❤
😅😊😊
Mu dekhini kintu mo jeja kahithile e natka bhout bhala mu dekhili 😭 mo jeja lo mis u 😭😭
❤❤❤😮 1:11 66lpx45😅😊 1:11 1:11
Bhai mu bahut sangitapriya jatra cinemasakase mu mo bapa maa nkatharu bahut madakhaichhi Gote gote dinare Nataru barta film swo dekhe belebele upashar soijaye
ରୂପା କାନ ଫୁଲ ସୁନା ପାଉଁଜି ଯାତ୍ରା ଅପଲୋଡ଼ କଲେ ଭଲ ଲାଗନ୍ତ।
ଏହିପରି ନାଟକ ବହି ଲେଖା ହେଉନାହିଁ କି ଏହି ନାଟକ ବହୁତ ଭଲ ଲାଗିଲା ଧନ୍ୟବାଦ୍
ଏ ନାଟକ ମୁଁ ପିଲାଦିନେ ଦେଖିଚି
hrt touching jatra, ଏହା ହଉଛି ପ୍ରଥମ ଯାତ୍ରା ଯାହାକୁ ମୁଁ ଡ଼ିଡ଼ି-୧ ରେ SUNDAY ରେ ଦେଖୁଥିଲି, ଯାହାକି ଦିନ ସାଢେ ୧୨ ଟାରେ ଦଉଥିଲା, ସେତେବେଳେ ମୁଁ CLASS 4 ପଢୁଥିଲି, ମୁଁ ମୋ ଭଉଣୀ ସହିତ ଏକାଠି ବସି ଦେଖୁଥିଲି, ସତେବଳେ ଏହା ହୃଦୟ ସ୍ପର୍ଶୀ ଲାଗୁଥିଲା, ଅଜିରେ ବି ଲାଗୁଛି, ପୁରୁଣା ଯାତ୍ରାରେ ପୁରା REAL ACTING
Han vai mora bi maneachhi.. Auta seidinu jaga dash gan ku ferini bi mote bahut vala lagithila au end re mu bahut kandichi
କେଉ ମସିହାରେ ଯାତ୍ରା
ଟିକେ ଜଣାଇବେ
ଓଡ଼ିଶାର superhit ନାଟକ.. 🥰
ମୋ ଯାତ୍ରା ଜଗତର ସୁପରହିଟ ନାଟକ ଚିର ଚିର କାଳ ପାଇଁ ରହିଛି ଆଉ ରହିଥିବ।
Oakland
X
.
ଖୁବ୍ ସୁନ୍ଦର ଅଭିନୟ ନାଟକ ଧନ୍ୟବାଦ
ଏ ଵର୍ଷ ଏହି ନାଟକ ପ୍ଲେ କରିଵାକୁ ଜାଉଛୁ
ଅତୀତର ଅଭୁଲା ସ୍ମୃତି ଶିବାନୀ ଗଣନାଟ୍ୟ ର ପ୍ରତେକ ନାଟକ ର ଥିଲା କିଛି ଅଲଗା କାହାଣୀ, ଆଉ ଏବେବି ନୂଆ ରୂପରେ ଶିବାନୀ ତାର ଜଲବା କାୟମ ରଖିଛି.
I am Ritesh
Hello hi
@@satyaprakashbehera520 ଜୟ ଜଗନ୍ନାଥ 🙏
Jai pur Stage re Dekhichi.
ଗୀତଟି ବହୁତ ସୁନ୍ଦର ଲାଗୁଛି
କେଉ ମସିହାର ଏହି ଯାତ୍ରା
ଯଦି କେହି ଜାଣିଛ ରିପଲାଏ ଦିଅ ❤️😍🙏
1997
1995
ମୋର ଏଇଟା ଜୀବନର ପ୍ରଥମ ନାଟକ ଥିଲା ପିଲାଦିନର ଆଜିବି ମନେପଡେ ଆମଘରେ ଟିଭି ନଥିଲା ଆମ ପଡିସାଘରେ ଯାଇ 1.30 ସବୁ ରବିବାରେ ଦେଖୁଥିଲୁ
ମୋ ପିଲା ଦିନର କଥା ମନେ ପଡିଗଲା
A ହେଉଛି ଅସଲି ଯାତ୍ରା
ମୋର ପିଲା ଦିନ ଗୀତ ଆଉ ନାଚ
Let's go back to 1993 when I was only 14 years old I was listening to this jatra over loud speaker .It was one of my favourite jatra. watching this jatra on you tube at this high age I feel I am in 1993.Really history is memorable moments of life
ମିତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କର ନାମ କଣ
ସୁକାନ୍ତି ପାଢ଼ୀ, Jagatsinghpur
Dhanybad
ସରିତା ଭୁମିକାରେ ଅଭିନୟ କରୁଥିବା ଅଭିନୟ କରୁଥିବା ଅଭିନେତ୍ରୀ ଙ୍କର ନାମ କଣ?
ସୁକାନ୍ତି
Thanks
Ya hi jatra super hit hoyethila
All time blockbuster jatra....
2020 re kie dekhuchhha
Mun luck down re dekhuchhi
Mo bapa nka favourite but aji thu b Mora favourite ❤27/112024 re dekhili first time aji😢😢😢
Bhai ଯେତେବେଳେ ମୁ ଏଇ ବହି ଦେଖେ ମୋ ଆଖି ଛଳ ଛଳ ଜେଇଯାୟେ
ଏଭଳି ନିଆରା ନାଟକ ଆଉ ଦେଖିବାକୁ ମିଳୁନାହିଁ, ସମସ୍ତ କଳାକାର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 👍👍🙏🙏🙏
Jatra ti puni Manchatha Hely Khub Bhala Huanta...Jay Maa Mangala...
ଯିଏ ବାବୁଲା ସେ ମୁଁ 😢
❤❤❤❤
ଅତି ସୁନ୍ଦର୍ ନାଟକ ଭଲ ହେଇଛି
ଏହି ନାଟକ ପାଇଁ ମୁଁ ପିଲାବେଳେ ବାପାଙ୍କ ପାଖରୁ ମାଡ ଖାଇଚି
ଏ ଭଳି କାହାଣୀ କେବେ ଆଗକୁ ଆଉ କେହି ବି ଲେଖିପାରିବେନି,
Aji ey jatra mo pe kali bjde dekhi mo pila dina katha mane padigalaTq Sidharta Tv
Ameti Purina jatra Sabu upload karantu
1994 masihare chandapur (tangi)thare mo penkali bajeide nataka chamtkar hoichhi .thanks for all actors & writer ananta ojha sir.
Childhood memory au thare taza hei gala...
Old is Gold
Aau kichi ପୁରୁଣା ଯାତ୍ରା TV re ଦେଖେଇବାକୁ ଅନୁରୋଧ
Oldjatra no Co
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Ever green jatra supar song ❤❤❤
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ନାଟକ ❤❤
Osm jatra,
sand
बहुत बोरिंग अपेरा। मजा नही आया । नाटक का अंतिम भाग बहुत घटिया है । कलाकार ठिक ठाक है । कैसे झेलते है लोग । conark apera इस super all actor singer music. everything इस good
Rabi satpathy is a great actor
Mast heichi jatra ta
Aji b a Gita super hit
Ki kalakar bhai... Tamaku Namaskar🙏🙏🙏🙏🙏
Nice jatra thanks siddharth tv
Clayton
B
ଅତି ସୁନ୍ଦର
Mu chhoto belaru ahi jatra ra audio sunithili,bahut Bhala lage
Beautiful beautiful jatra my favorite jatra my child hood
Sibani gananatya old jatra please upload
Ai yatra ta mu dekhi nothili but amor setebele gote tape thila au sei thire mu castte re sunithili au kandi pokaithili setebele mu class 1, 2 re thili au aji sudden mone podila au utube re dekhili
Superhiyrt
Mind blowing title song
Maa tharu sunithili aji dekhili
Jete dekhile b sabu dine nua samasta kalakar o sibani gananatya nku asesa asesa dhanyawad
Nice❤❤❤
😊
When i was child, i was listening many time from tap record
Tyu
Mu dekhichhi e jatra stage re ebe bi mane achhi ,mane paduchhi felu dada role Kali pari laguchhi.
ସେଈ ଦିନୁ ଜଗା ଦାସ ଗାଁ କୁ ଫେରିନି ଯାତ୍ରା UPLODE କରନ୍ତୁ ଦୟାକରି.
Please Na mu dusta hebini jatra upload karantu
Superb jatra
ପିଲାଦିନର ସ୍ମୃତି ସବୁଠାରୁ ନିଆରା ଏ ଯାତ୍ରା ଦେଖିଲା ବେଳେ ମୋର ପିଲାଦିନ କଥା ମନେପଡିଗଲା । ଏ ଯାତ୍ରା ଦେଖିବା ବେଳର ସମୟ ଗୋଟେ ପଟେ ପାଠ ପଢା ଆଉ ଗୋଟେ ପଟେ ରବିବାର ୧.୩୦ ମି. ସମୟକୁ ଅପେକ୍ଷା ସତରେ ପିଲାଦିନର ସ୍ମୃତି ମନେ ପକାଇଦେଲା ଏ ଯାତ୍ରା ।
ଏ ସମୟ କଥା ଭାବିଲେ ସତରେ ଆଖିରେ ଲୁହ ଚାଲିଆସେ ।କୈଳାସ ବେହେରାଙ୍କ ଅଭିନୟ ଅତିଉଚ୍ଚକୋଟିର ଯାହା ଅବଣ୍ଣନୀୟ ।
Very very super family natak
Nice.story
very beutyful nataka
ଉପଲବ୍ଧ କରାନ୍ତୁ ଜେଜେ ତୁମେ ମିଛ କହିଲ
Cho hmm jkkkbhh
Plz telecast to ସାର୍ଥକ tv
Supper hirt jatra 🤘🤘🤘
It's amazing 👍😍🤩🤜🤜💯💯💯💯
Kailash behera is a great
Super heat jatra in 1980
Title sad song ହୃଦୟ ବିଦାରକ
Bhala jatra
ନାଟକ ବଡିଆ ହେଇଚି
😢😢😢😢😢😢😢
Shibani ganatha ra kyilash behera aji bruda heleni ajibi avinaya jibantA lAguchi Jay jagarnath
Thanks for Kailash Behera
Really very wonderful
The background track is really heart touching 😔😔😔
ମୁଁ ଛୋଟ ବେଳୁ ଏଇ ଶୀର୍ଷକ ଯାତ୍ରାକୁ ଅନେକ ଦିନ ପରେ ପାଇଲି
Sibani ganaty ai jatra ti ku autra nua rupar karu
ନ ଦେଖିଲା ଲୋକ ଯାତ୍ରା ଦେଖନ୍ତୁ ବହୁତ ବଢ଼ିଆ ଷ୍ଟୋରି ହେଇଛି ସତରେ
ଯ,ଭ
Odia film
Satyaban Seth
Super Karla's babu
@@papudehuri2110 c
ଜି ଜି ଜି
All time superhit jatra
Beautiful jatra 🎉🎉🎉
Good family story
Really each & every artist has a great special role in this play. Many many thanks to all the players including the writer.
?
B.
A.
@@R2H.gaming-q4f222VT❤❤😂😂
😊
This jatra befor 34 yrs now is grean thaks all teams