Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Praise the lord 🙏ସାର୍ ଆପଣଙ୍କୁ ମୋର ପ୍ରଭୁ ଯୀଶୁଙ୍କ ନାମରେ ପ୍ରେମ ଭରା ନମସ୍କାର ! ଏବଂ ମୋର ହୃଦୟର ଗଭୀର ତମ ପ୍ରଦେଶରୁ ଆନ୍ତରିକ କୃତଜ୍ଞତା ଜଣାକରେ |ସାର୍ ଆପଣ କୌଣସି ଗାୟକ ଓ ଗାୟିକାଙ୍କୁ ଛାଡ଼ି ନାହାନ୍ତି ଯଥା ହିନ୍ଦୀ, ତାମିଲ୍ , ମାଲ୍ୟାଲାମ୍ , ତେଲୁଗୁ ଓ ଓଡ଼ିଆ ସବୁ ପ୍ରକାର ଗାୟକ ଓ ଗାୟିକା ମାନଙ୍କର କଣ୍ଠ ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମକୁ ଗୀତ ମାଧ୍ୟମରେ ସେମାନଙ୍କ କଣ୍ଠରେ ଦେଇ ପ୍ରଭୁ ଯୀଶୁଙ୍କର ଗୌରବ ମହିମା କରିଥିବା ହେତୁ ପୁନର୍ବାର ଧନ୍ୟବାଦ ଜଣାଏ | ସାର୍ ଅନେକ ପୂରୁଣା ଓଡ଼ିଆ ଖ୍ରୀଷ୍ଟିୟ ସଙ୍ଗୀତ ଲୁକାୟିତ ଅବସ୍ଥାରେ ଅଛି ମୁଁ ଅନୁରୋଧ କରେ ସେହି ଗୀତ ଗୁଡ଼ିକ ପୁନର୍ବାର ଆପଣଙ୍କର ଚ୍ୟାନେଲ୍ ମାଧ୍ୟମରେ ନୂଆ ରୂପରେ ଆମେ ଶୁଣି ପାରିକୁ ଏହା ମୁଁ ଆଶା କରେ |ଯେପରି " ଆହ୍ୱାନ " Album ରେ ପୁରୁଣା ଖ୍ରୀଷ୍ଟିୟ ସଙ୍ଗୀତ ଆସିଥିଲା | ଏହି ଗୀତର ଗାୟକLate S.P BALASUBRAHMANYAM SIR ଙ୍କ ଆତ୍ମା ଙ୍କୁ ଏବଂ ତାଙ୍କ ପରିବାରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶାନ୍ତି ଓ ସ୍ୱାନ୍ତନା ଦିଅନ୍ତୁ ଏହା ଆମର ଏକାନ୍ତ ପ୍ରାର୍ଥନା | ଆମେନ୍...... ଧନ୍ୟବାଦ |
Sri P C Khuntia& SPB both are no more but their Talents Stay on PTL God bless
We thank God Almighty for this Tamil version of He Sokalo Desho so beautifully sung by SPB PTL
This song should dubbed in Nepali language too.
Excellent 👌
Praise the LordThank you very much for uploading this song.
Amazing how God has bestowed such wonderful gifts to humans. Beautiful!
Good composition🎶 Sounds Great!!
Wonderful Song. Voice like Fresh Juice. Highest quality Recording. Your family contribution to Odia Worship is well appreciated. Looking forward more for this Christmas season. Best wishes from Yesu Times Sambalpur #YesuTimes
Prz God
Odia Singer - Mr. Subir Das
Praise the lord 🙏
ସାର୍ ଆପଣଙ୍କୁ ମୋର ପ୍ରଭୁ ଯୀଶୁଙ୍କ ନାମରେ ପ୍ରେମ ଭରା ନମସ୍କାର ! ଏବଂ ମୋର ହୃଦୟର ଗଭୀର ତମ ପ୍ରଦେଶରୁ ଆନ୍ତରିକ କୃତଜ୍ଞତା ଜଣାକରେ |
ସାର୍ ଆପଣ କୌଣସି ଗାୟକ ଓ ଗାୟିକାଙ୍କୁ ଛାଡ଼ି ନାହାନ୍ତି ଯଥା ହିନ୍ଦୀ, ତାମିଲ୍ , ମାଲ୍ୟାଲାମ୍ , ତେଲୁଗୁ ଓ ଓଡ଼ିଆ ସବୁ ପ୍ରକାର ଗାୟକ ଓ ଗାୟିକା ମାନଙ୍କର କଣ୍ଠ ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମକୁ ଗୀତ ମାଧ୍ୟମରେ ସେମାନଙ୍କ କଣ୍ଠରେ ଦେଇ ପ୍ରଭୁ ଯୀଶୁଙ୍କର ଗୌରବ ମହିମା କରିଥିବା ହେତୁ ପୁନର୍ବାର ଧନ୍ୟବାଦ ଜଣାଏ | ସାର୍ ଅନେକ ପୂରୁଣା ଓଡ଼ିଆ ଖ୍ରୀଷ୍ଟିୟ ସଙ୍ଗୀତ ଲୁକାୟିତ ଅବସ୍ଥାରେ ଅଛି ମୁଁ ଅନୁରୋଧ କରେ ସେହି ଗୀତ ଗୁଡ଼ିକ ପୁନର୍ବାର ଆପଣଙ୍କର ଚ୍ୟାନେଲ୍ ମାଧ୍ୟମରେ ନୂଆ ରୂପରେ ଆମେ ଶୁଣି ପାରିକୁ ଏହା ମୁଁ ଆଶା କରେ |
ଯେପରି " ଆହ୍ୱାନ " Album ରେ ପୁରୁଣା ଖ୍ରୀଷ୍ଟିୟ ସଙ୍ଗୀତ ଆସିଥିଲା | ଏହି ଗୀତର ଗାୟକLate S.P BALASUBRAHMANYAM SIR ଙ୍କ ଆତ୍ମା ଙ୍କୁ ଏବଂ ତାଙ୍କ ପରିବାରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶାନ୍ତି ଓ ସ୍ୱାନ୍ତନା ଦିଅନ୍ତୁ ଏହା ଆମର ଏକାନ୍ତ ପ୍ରାର୍ଥନା | ଆମେନ୍...... ଧନ୍ୟବାଦ |
Sri P C Khuntia& SPB both are no more but their Talents Stay on PTL God bless
We thank God Almighty for this Tamil version of He Sokalo Desho so beautifully sung by SPB PTL
This song should dubbed in Nepali language too.
Excellent 👌
Praise the Lord
Thank you very much for uploading this song.