Ta parebi aajikali kichhibi asambhaba nunhe se ate bada bada katha kuhe pallavi ku madan karibaku kuhe Kan ta mundare atiki pasuni abeka samaya re sabukichhi sambhaba
Maya Mari jaau pachhe aaji adarsh Bhai thik katha kahichhanti tamka jaga mubi thile thik amiti kahithanti mu bahut khusi adarsh Bhai tuma katha mo manaku chhuin jaichhi I love you Bhai ❤ jete kahilebi kam padiba mo manaku kini neigala
Na semiti nunhe se jadi thik puaku bhala paithante se kebebi ta pua tharu ta khusi ku chhadei neinathante se Maya sabubele garba ahankarare budi rahila
Se rupsha ku kebebi mrg karani tuma plz Bhai se kebebi tumaku khusi kala bhali kama karibani tumaku aau tuma paribaraku barbad karidaba tuma taana echha kama Kari tuma samastanku uthbas kareiba
ନିଜେ ତ ଗୋଟେ ମାଁ ହେଇ ପାରିନାହାନ୍ତି ସେ କ'ଣ ବୁଝିବେ ଆଉ ଗୋଟେ ମାଁ ର ଦୁଃଖକୁ
ଆରେ ମାୟା ବୁଝିଛି ବୋଲି ଆଦର୍ଶ ତା ଭଲି କଷ୍ଟ ନ ପାଉ ସେଥିପାଇଁ ଆଦର୍ଶ ର ସେକେଣ୍ଡ ମାରେଜ୍ କରିବା କଥା ମାୟା କହୁଛି ସେ ତା ପୁଅ ପ୍ରେମ ରେ ଅନ୍ଦ ହେଇଯାଇଛି ଆଉ ଏଇଟା ଗୋଟେ ମା ର ତା ପାଇଁ ଭଲ ପାଇବା ମାୟା ପଲ୍ଲବୀ କୁ ଘରୁ ବାହାର କରିବା ଉଚିତ୍ ନଥିଲା ହେଲେ ସେ ତା ପୁଅ ପାଇଁ କିଛିବି କରିପାରେ
Ta parebi aajikali kichhibi asambhaba nunhe se ate bada bada katha kuhe pallavi ku madan karibaku kuhe Kan ta mundare atiki pasuni abeka samaya re sabukichhi sambhaba
Adrasa pai❤❤❤❤👌👌👌👍👍👍
👏👏👏👏👏 baaaa adarsh
Best'. Jodi
Thank you adarsh amiti kahithibaru
Adarsh bahut bhala aau best husbend
ଠିକ୍ କଥା ହେଲେ ଭଲ ପୁଅ ଟିଏ ହୋଇପାରିଲା ନାହିଁ ଆରେ ଯିଏ ପାଳିଲା ତା ମୁହଁରେ ଆଦର୍ଶ ଗୋଇଠା ପକେଇ ବହୁତ୍ ଭଲ କାମଟେ କଲା
Wow adarsh bhai super tame sabubede emiti support kara
Superb episode ❤
ଏ ମାୟା ଜମାବି ଭଲ ନୁହଁ ମା ନାଁ ରେ ଗୋଟେ କଳଙ୍କ ❤❤❤❤
କଳଙ୍କ ମାୟା ନୁହେଁ ମମତା ଝିଅ ବୁଢ଼ୀ ହେଲାଣି ହେଲେ ତା ବାହାଘର ନ କରି ଦେଇଦେଇଥିବା ପୁଅ ପାଇଁ ଅତି ସ୍ନେହ ଦେଖେଇ ହଉଛି ମମତା ଆଦର୍ଶ କୁ ମାୟା କୁ ଦେଇଦେଇଛି ମାନେ ଏବେ ଆଦର୍ଶ ର ମା କେବଳ ମାୟା
ଆଦର୍ଶ ଆଜି ଭଲ କଥା ପଦେ କହିଛି ମାୟାକୁ
ଗୋଟେ ମା କୁ ତା ପୁଅ ଏମିତି କହିବା ଉଚିତ୍ ନୁହ ମାୟା କିନ୍ତୁ ପଲ୍ଲବୀ କୁ ଘରୁ ବାହାର କରିକି ଭୁଲ୍ କରିଛି କେବଳ ତା ପୁଅ ଆଦର୍ଶ ପାଇଁ ମାୟା ଅତୀତ ରେ ଯୋଉ କଷ୍ଟ ପାଇଛି ସେ କଷ୍ଟ ଆଦର୍ଶ ନ ପାଉ ଏଇଟା ଗୋଟେ ମା ର ତା ପୁଅ ପାଇଁ ଭଲ ପାଇବା
Thanks adarsh ❤❤❤
ମାୟା ଓ ମମତା ସିରିଏଲ୍ ଦେଖିବା ପାଇଁ କାହାକୁ ସବୁ ପସନ୍ଦ ଆସେ ଲାଇକ୍ କର👍👍
ଓପିଲା
Adarsh 👌👌👌👌👌👌👌👌😍😍😍
Right adarsh
Tq u Adarsh bhai pallavi didinka pain yukti karithibaru
👌👍 right
♥️♥️♥️♥️love you adars bhai❤️♥️🥰🥰❤️
Rimjhim and Rupsha kebe dhara padi jibe kejane❤❤❤
Best husband adarsh
Very good adarsh...... ଏ ମାୟା ବୁଢୀ କ'ଣ ହେଉଛି ଆଦର୍ଶ ପଲ୍ଲବି ୦ୁ କାହିଁକି ଦୁରେଇ ନେଉଛି।।। ଆଜି କାଲି ଅସଭ୍ଯ ଭ ଜିନିଷ ଭି ସଭ୍ଯ ହେଉଛି।।। ପଲ୍ଲବି ମାଁ ହେବ ନିହାତି।।।
Adrash bhola hero 😮😮😮😮
ମାଇଚିଆ ହିରୋ ଆଦର୍ଶ ପୁଚୁକା ଟା ଆକୁ କିଏ ହିରୋ କଲା କେଜାଣେ
Maya besi houchi
🥰🥰🥰🥰🥰 so cute❤
Maya Mari jaau pachhe aaji adarsh Bhai thik katha kahichhanti tamka jaga mubi thile thik amiti kahithanti mu bahut khusi adarsh Bhai tuma katha mo manaku chhuin jaichhi I love you Bhai ❤ jete kahilebi kam padiba mo manaku kini neigala
❤❤❤Right.Adarsh.bhai❤❤❤so.much.vrey.nice.mamata.maa.
ମମତା ହଉଛି ସବୁ ନାଟର ମୂଳ ମନ୍ତର ମାୟା ଆଦର୍ଶ କୁ ନେଇଯାଇଛି ତ ମମତା ଦେହରେ ଯାଉନି ଖାଲି କହୁଛି ମୁଁ ଦିଦି କୁ ଭଲପାୟେ ହେଲେ ତା ଓଲଟା ସବୁ ବେଳେ କରେ ମାୟା ମମତା କୁ ତା ଘରେ ଆଶ୍ରୟ ଦବର ନଥିଲା ଏଇଟା ମାୟା ର ସବୁଠୁ ବଡ଼ ଭୁଲ୍ 😊
Tuma pain Bhai dill se ❤❤❤❤🥰🥰🥰🥰😘😘😘😘😘
ପଲ୍ବବି କାହିଁକି ମାୟାକୁ ସବୁବେଳେ ଦୟାକରୁଛ ମାୟା ଗଟେ ମାର ମମତା ନୁହେଁ
ପଲ୍ଲବୀ ମାୟା କୁ ଦୟା କରୁନି ମାୟା ପଲ୍ଲବୀ କୁ ଦୟା କରୀକି ତା ଘରେ ଜାଗା ଦେଇଛି କେବଳ ତା ପୁଅ ଆଦର୍ଶ ପାଇଁ କେବଳ ସେତିକି ନୁହଁ ପଲ୍ଲବୀ ସହ ମମତା ପରିବାର କୁ ବି ଦୟା କରିଛି ମାୟା
Bujhija maya
𝓥𝓮𝓻𝔂 𝓝𝓲𝓬𝓮 ❤
ଯାହା ହୋଉ ଆଦର୍ଶ ଆଜି ପଲ୍ଲବୀ ଫେରେଇ ଆଣିଲା 😂ମାୟା ମାଆ କୁ ଆଦର୍ଶ ଜଵାବ ଦେଇଛି 👍ଆଜିର episode କାହାକୁ ଭଲ ଲାଗିଛି ଲାଇକ କର 👍👍👍
ମାୟା ଆଦର୍ଶ କୁ ପାଳି ପୋଷି ଏତେ ବଡ଼ କଲା ଶେଷରେ ଆଦର୍ଶ ମାୟା କୁ କହିଲା ତମର ମୋ ବିଷୟରେ କଥା ହେବାର କିଛି ଅଧିକାର ନାହିଁ ଯେତେ ହେଲେ ବି ମାୟା ର ନିଜ ପୁଅ ଆଦର୍ଶ ନୁହେଁ ନା ପର ସବୁବେଳେ ପର ପର କେବେ ଆପଣାର ହେଇ ପାରେନା ସାପ କୁ ଯେତେ କ୍ଷୀର ଖୋଇଲେବି ସେ ଚୋଟ ମାରିବା ହିଁ ମାରିବ
Nice episode
Adarsh❤❤❤❤
Adarsh you are great husband palabi
mamata didi I like you ❤❤❤❤
Maya ra nataka
ତୁ ଦେଖୁଥିଲୁ
👍👍👍👍👌❤️❤️❤️
❤❤❤❤❤❤❤❤❤🎉🎉🎉🎉🎉🎉
Very nice adarsh❤❤
ଆଦର୍ଶ ବହୁତ୍ ଭଲ କାମଟି କରିଛି ଯିଏ ତାକୁ ପାଳିଲା ତା ମୁହଁରେ ଜବାବ୍ ଦେଇ ଠିକ୍ କରିଛି ମମତା ପରିବାର ର ସବୁ ହଉଛନ୍ତି ନିମ ଖରମ୍ ଆଦର୍ଶ ବି ମମତା ର ପୁଅ ନା ମମତା ଗୁଣ ତା ପାଖରେ ବି ଅଛି ଯେତେହେଲେବି ପାଳିତ ପୁଅ ଆଉ ନିଜ ପୁଅ ଭିତରେ ବହୁତ୍ ତପାତ୍
Best adarsh mo favourite
Adarsh bhali husband sasmathanku milu
Maya bodhe percentage ache adars ta katha Manila nu ta Sethi pain Maya ra au gute pila heba😂😂😂😂😂😂😂😂😂😂
Thank s adarsa
ମାୟା ର ସବୁ ଭୁଲ୍ ସେ ଆଦର୍ଶ କୁ ପୁଅ କରି ଆଣିବାର ନଥିଲା କି ମମତା ପରିବାର କୁ ନିଜ ଘରେ ଆଣି ଆଶ୍ରୟ ଦବା ନଥିଲା ମାୟା ସାପ କୁ କ୍ଷୀର ଦେଇ ପଳିଚି ଆଉ ସିଏ ଚୋଟ ଖାଇବା ଦରକାର ତା ପରେ ମାୟା ଚେତିବ
Thank you Adarsh
କାଇଁ ତତେ କଣ ଦେଲକି
ତତେ କଣ ଦେଲା କି
Thank you
Adarsh And pallavi best jodi
ସବୁ ସିରିୟଲ ରେ ସବୁ ହିରୋ ହିରୋଇନ୍ କୁ ବେଷ୍ଟ ଯୋଡ଼ି ବୋଲି ଲେଖୁଛନ୍ତି ପ୍ରକୁତରେ ବେଷ୍ଟ ଯୋଡ଼ି କାହାର 😂
❤❤❤😂😂😂😂
🥰🥰🥰🥰🥰🥰🥰🥰🥰🥰🥰🥰🥰🥰
❤❤❤❤
Thainkis adarsh 👌👌👌👌
ମାୟା ତୁମ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛ ଆଖି ଖୋଲିଲେ ସତ କଣ ଜାଣି ପାରିବ
Good husband Adarsh brother ❤️❤️❤️
Maa puni maya maa habata mamata bhali heba darakara nija pua ra khusi pain kichhibi Karipare hele mayara ta maya mamata kouthhu asiba
ମାୟା ପାଖରେ ବି ମମତା ଅଛି ଯେହେତୁ ସିଏ ଗୋଟେ ମା ଆଉ ସବୁ ମା ପାଖରେ ମମତା ଅଛି ହେଲେ କିଏ ଦେଖେଇ ହୁଏ ଆଉ କିଏ ଦେଖେଇ ହୁଏନା
Maya maa Sina Abe bujhi paru nahanti hele samaya aasiba sabu thik bujhibe hele setebelaku nediguda kahaniki bohi sarithiba aau kichhibi na thiba 😢
ଏଇଟା ସିରିଆଲ ରିଅଲ ଲାଇଫ୍ ନୁହଁ ଏଇଥି ପାଇଁ ସେମାନେ ଟଙ୍କା ନେଉଛନ୍ତି 😂
Hnn nihati 😂
Adarsh Bhai Mora gotia anurodh 🙏 pallavi Bhauja ku tuma pakharu kebebi durei diani plz 🙏 se tumaku bahut bhala pauchhanti ❤
ସେ କେବେ ଦୂରେଇ ଦବନି କାରଣ ସ ହିରୋ ଆଉ ପଲ୍ଲବୀ ହିରୋଇନ୍ ଏଇଟା ସିରିଏଲ୍ ରିଅଲ ନୁହଁ 😂
sesend❤❤❤
Mu fast dekhili
🎉❤❤❤❤❤ wow super Hero 🎉🎉🎉🎉 you are best hasbant
Right answer
Adash tame thik kahicha
View ❤
Right adarsh ❤❤❤❤
କଣ ରାଇଟ୍ ମାୟା ଆଦର୍ଶ କୁ ପାଳି ପୋଷି ଏତେ ବଡ କଲା ଶେଷରେ ଆଦର୍ଶ ମାୟା କୁ କହିଲା ତମର କଥା କହିବାକୁ କିଛି ଅଧିକାର ନାହିଁ ଯେତେ ହେଲେବି ଆଦର୍ଶ ତ ମାୟା ର ନିଜ ପୁଅ ନୁହଁ ପର ପିଲା କୁ ଯେତେ ପାଳି ପୋଷି ବଡ଼ କଲେବି ପର କେବେ ଆପଣାର ହୋଇ ପାରେନା
Sabu pare bi adarsh Maya Katha chinta Karu chhi
❤❤❤❤❤❤❤❤❤
❤❤❤😂😂😂😂 Adarsh
Right address
Tumara aaji sabu kathare mu mu akamata ba adarsh Bhai ba bahut bhala kahichha
Very good
Mar ... Maya
Adarsh bhal jabb deichhanti Maya ku❤❤❤❤
Maya is very cruel.
ମାୟା ତା ପୁଅର ଖୁସି କ'ଣ😢 ସହିପାରୁ ନାହିଁଁ ସେଥିପାଇ ଅଲଗା କରି ବାକୁ ଚାହୁଁଛି ଛି ମାୟା
ମାୟା ତା ପୁଅ କୁ ମମତା ଠାରୁ ବେଶୀ ଭଲ ପାଏ ଖାଲି ଯା ମମତା ଦେଖେଇ ହଉଛି ଆଉ ମାୟା ଦେଖେଇ ହେବା ଜାଣିନି ଯିଏ ଯାହାକୁ ବେଶୀ ଭଲ ପାଉଥାଏ ସେ କେବେ ଦେଖେଇ ହୁଏନା
Good best adarsh
ତମ ମୁହଁ କୁ ଟିକେ ଲାଜ ନାହିଁ ଆଦର୍ଶ କୁ ସମଥନ କରୁଚ ଆରେ ଆଦର୍ଶ କୁ ମାୟା ପାଳି ପୋଷି ଏତେ ବଡ଼ କଲା ତା ମୁହଁରେ ଜବାବ୍ ଦେଇ ଆଦର୍ଶ ବହୁତ୍ ଭଲ କାମଟେ କଲା
A rupsa ku chhadi kn au kehi nahanti maya ku miluni buli bali asi rupsa pakhare
Bahut badhiya hasbend
Adars thik utara deichhanti mate amitika Swami darkar 👌❤️❤️❤️❤️
❤❤❤😂😂
Maya,chandita
ତୁ ଭାରି ଭଲ ଟା ନିଜକୁ ଆଗେ ଦେଖ୍ ତା ପରେ ପର କୁ କହିବୁ
Marijau se Maya bhala haba
Ki natk may baba
Mamata is best maa❤❤
Gote stri pain thik amiti Swami te haba nihati darkar jemiti tuma pari chhai heiki rahiba
ହଁ ଠିକ୍ କହିଲା ହେଲେ ଏମିତି କା ପୁଅ ଗୋଟେ ମା ପାଇଁ ଠିକ୍ ନୁହ ଆଦର୍ଶ ମାୟା କୁ ତା ବିଷୟରେ କହିବାର ଅଧିକାର ଚାଡେଇ ନବାର ନଥିଲା ସେ କଥା ଆଦର୍ଶ ନିଲୋଲାରେ ମାୟା କୁ ବୁଜେଇବାର ଥିଲା
Na semiti nunhe se jadi thik puaku bhala paithante se kebebi ta pua tharu ta khusi ku chhadei neinathante se Maya sabubele garba ahankarare budi rahila
Aau bujhiba katha aare se Kan bujhiba Jia pua ra manaku bujhi parilani se pua nirolare bujeile bujhiba kemiti bhabiparuchha
Jia swamiki khatir nanhi swamira kathaku godare aadei dia taku puni bujheiba
Maya marigala bodhe 😂
❤❤❤❤❤🎉🎉🎉🎉🎉😮😮😮❤❤❤
Marigala ki Maya
A rupsha puni bhasiba
Right adarsh bhai ❤
Wow adarsha❤
Adarsh is weast husband
banjha ky janiba puara ghara baseiba katha .tuta sabata maa lo maya tu ki bujhibu.
Maya ra natak heithiba
ତୁ ଦେଖୁଥିଲୁ ସେ ନାଟକ କରୁଛି ବୋଲି
@Lizum9237 hm pura duniya dekhuchi,kn tote dekhagalani ki
Maya maa heichi na shatru heichi
Satare Adarsh pai dukha laguchi se maa ku bujheiba Na stree ku 😢😢😢😢So sad 😭
Mayavrebat
Adarsh is good carector
ମଇଚିଆ କରେଟର୍ 😂
Sat katha para kathare ghar bhange rupsha katha re maya pallavi didi ra ghar bhangi la😮😮😮😮😮
ମାୟା ବହୁତ୍ ସୁନ୍ଦର୍ ❤❤❤
Bahut bhadia husbend
Se rupsha ku kebebi mrg karani tuma plz Bhai se kebebi tumaku khusi kala bhali kama karibani tumaku aau tuma paribaraku barbad karidaba tuma taana echha kama Kari tuma samastanku uthbas kareiba
❤❤❤❤❤❤❤❤❤❤❤❤❤❤❤😂❤❤❤❤
Maya bhudhi marijayanta ki
Palabi tu adsr rasat de asbi tkheba
Jood❤adarsha