Sarkar nka Bina permission re kn GRS post bahara karuchhanti sabu District ra collector mane.taha nuhe.sarkar nka permission achhi boli amiti karuchhanti.Total katha hela Mohan sarkar b Nabin valia Gaonsathi nku bekhatir karuchhanti.Salary ta deba durara katha kete ta GRS post b debaku nahi.Mohan Majhi heuchhi gote Murkha sarkar😢
ଜୟ ହେ ଉଁ ଗାଁ ସାଥୀ ର
ଆଗ ସରକାର ଭଳିଆ ଏହି ସରକାର ଵି. ଗାଁ ସାଥୀଙ୍କ କଥା ବୁଝିବାକୁ ନାରାଜ କି. ଏବେ ପୁଣି ଡବଲ ଇଂଜିନ ସରକାର ଚାଲିଛି
Jay Gaon sathi
ବହୁତ ବହୁତ ଧନ୍ୟବାଦ,କିନ୍ତୁ ଦାବି ଟିକେ clear helani,GRS Post କୁ Promotion ନା ମାସିକ ପ୍ରୋତ୍ସାହନ 10000 ଟଙ୍କା।ଯଦି ମାସିକ 10000 ଟଙ୍କା ଦାବି କରାଯିବ ,ତେବେ GRS Post Promotion ra କୌଣସି ମାନେ କଣ, କାରଣ GRS ଙ୍କ ଦରମା ମାସିକ 7000 ଟଙ୍କା। ଟିକେ clear କଲେ, ସମସ୍ତଙ୍କର ଦ୍ବନ୍ଦ ରହିବ ନାହିଁ ସାର୍
ଟିକେ clear କଲେ, ସମସ୍ତଙ୍କର ଦ୍ବନ୍ଦ ରହିବ ନାହିଁ ସାର୍
Jay.gaon.sathi
ଖଇରା ବ୍ଲକ ତରଫରୁ। Wellcome
ସରକାର କେବେ କରିବେ ନାହିଁ, ସରକାର ଜାଣିଛନ୍ତି ସେ ଆଉ ଦ୍ୱତୀୟ ବାର ଆଉ କ୍ଷମତାକୁ ଆସିବେ ନାହିଁ, ତେଣୁ ଯାହା ଖାଇଯିବା କଥା ଏହି ସମୟରେ ଖାଇଯିବେ. ଆମକୁ ଯାହା କରିବାକୁ ପଡିବ ଆଇନଗତ ମାଧ୍ୟମରେ ଲଢେଇ କରିବାକୁ ପଡିବ,ଯଦି ବି କୌଣସି କାରଣରୁ ଓଡିଶା ହାଇକୋର୍ଟ ଆମକୁ ନ୍ୟାୟ ନଦେଇପାରିଲେ, ତାହେଲେ ସୁପ୍ରିମକୋର୍ଟ ରେ ଲଢ଼ିବାପାଇଁ ପ୍ରୟାସ ଜାରିରଖନ୍ତୁ, ଆଇନ ହିଁ ଆମ କୁ ଆମର ନ୍ୟାୟ ପ୍ରଦାନ ରେ ସହାୟକ ହୋଇପାରିବ.ଏ ନେତା ଆମକୁ ନ୍ୟାୟ ଦେଇପାରିବେ ନାହିଁ, ଏ କଥା ସ୍ପଷ୍ଟ..ଆପଣମାନେ ସବୁ ବୁଝିପାରୁଥିବେ,ଏଥିପାଇଁ ଅର୍ଥର ଆବଶ୍ୟକତା ମଧ୍ୟ ରହିଛି, ଅର୍ଥ ଦିଅନ୍ତୁ, କିନ୍ତୁ ସେ ଅର୍ଥ ସୁବିନିଯୋଗ ହେଉଛି କି ନାହିଁ ତଦାରଖ କରନ୍ତୁ.
ଦାବୀ କଣ ଅଛି
ଆଇନ ର ଆଶ୍ରୟ ନେବା ନିହାତି ଜରୁରୀ
ଜୟ ଗାଁ ସାଥୀ ବୈଠକ ଆଜି ଆମେ ସରକାର କଥା ମାନି ନିଅ
🙏ଜୟଜଗନ୍ନାଥ🙏🎉❤️🙏ଜୟ ଗାଁ ସାଥି🙏🎉❤️ଶିଘ୍ର ଦାବି ପୂରଣ କରନ୍ତୁ ମହନ ସରକାର🙏ନଚେତ୍ ନବୀନଭଳିଆ ପୁରାତନ ହୋଇଯିବେ🙏ଗାଁ ସାଥିଙ୍କର ଲୁହରେ ବୁଡିଯିବେ😁ଭାସିଯିବେ🙄😭😭😭
Right 👍👍👍
ଭାଈମାନେ ରେ ଏଠି ନିଜର ସୁବିଧା ପାଇଁ , ଏମାନେ ଆପଣ ମାନଙ୍କୁ ସାଟ ପେଣ୍ଟ ଭଳିଆ ବ୍ୟବହାର କରିବେ। ଏଠି କେହି କାହାର ନୁହେଁ। ବୁଝି ପାରୁଥିବେ ମିନିମମ୍ ଯୋଗ୍ୟତା କ'ଣ। ରାଗିଲେ ବି ନିରାଟ ସତକଥା। ଇତିହାସ ସାକ୍ଷୀ ଅଛି।
Ok real fact
🌺🌷ଗାଁ ସାଥୀ ଏକତା ଜିନ୍ଦାବାଦ 🌷🌺🙏ଜୟ ଶୀରାମ 🙏ଜୟ ଜଗନ୍ନାଥ 🙏
କଣ ପାଇଁ ୧୭ବର୍ଷ ହେଲା ସରକାର ଦାବି ପୁରନ କରୁନାହାନ୍ତି ତାଙ୍କ ଘରୁ ପଇସା ଦେବେ ଗାଁ ସାଥି କଣ ନାଗରିକ ନୁହନ୍ତି ନା ପାଠ ପଢି ନାହାନ୍ତି ନା ସରକାର ଙ୍କର କଣ ଉଦ୍ୟସ୍ୟ ଗାଁ ସାଥି ଙ୍କୁ ଭିକାରି କରିବେ ନା ନକ୍ସଲ କରିବେ .ଜୟ ଜଗନ୍ନାଥ
ଦାବୀ କଣ ଅଛି ??
Jay ganosati
Jay gaon sathi Jay Jagannath sir 🙏
ସବୁ ନେତା ମନ୍ତ୍ରୀ ମାନେ କାଲା ବଧିର ହେଇଗଲେଣି ଆଉ ଶୁଣିବେ ନାହିଁ କାହାରି ଦୁଃଖ କଷ୍ଟ
Jay Jagannath jai Gaon sathi
ଯଦି ଓଡ଼ିଶା ସରକାର ଓଡ଼ିଶା ଗାଁ ସାଥି ମେଟ୍ ମାନଙ୍କର ବହୁତ ଗୁଡିଏ ଦାବି ଉପସ୍ଥାପନ କରି ଅଛୁ ,ବର୍ତ୍ତମାନ ଯଦି ସରକାର ଦାବି ଉପସ୍ଥାପନକୁ ଗ୍ରହଣ ନ କରନ୍ତି,ତା ହେଲେ ଆଗକୁ ସାରା ଓଡ଼ିଶା ଗାଁ ସାଥି ଭାଇ ଭଉଣୀ ମାନେ ମୋହନ ମାଝୀଙ୍କ ଘର ସମ୍ମୁଖ ନାହିଁ ତ , ବିଧାନ ସଭା ଘେରାଉ କରିବା,
ଦାବୀ କଣ ଅଛି
jaya guru jaya jagannath jaya gansathi mate sangha
ରାଜ୍ୟ ସରକାର ଆମର ଦାବି ପୁରାଣ କରନ୍ତୁ
ଜୟ ଜଗନ୍ନାଥ ଗାଁ ସାଥି ସଂଘ, ଜୟ ହଉ..
God bless us
ସରକାର କଣ ପାଇଁ ଗାଁ ସାଥି ଙ୍କ ଦାବୀ ପୂରଣ କରୁ ନାହାନ୍ତି
Jay maa
ps homes design Balangir
Office Rlyway station Chowk
polygranit work contact karun
Jay Gaunsathi ki jay ho
🎉
Kichi heba ni jete jaha kale b
Right
Jay jagannath
Dhanyavaad sir🙏🙏❤❤❤❤❤
Jay gaon shathi
ଜୟ ଗାଁ ସାଥି ସଙ୍ଘ ଜିନ୍ଦାବାଦ
🎉🎉🎉🎉🎉🎉 gaon sathi jindabad 🎉🎉🎉🎉🎉
Saba thik achhi❤❤❤🎉🎉🎉🎉🎉thank you bhai
ଗାଁ ସାଥି ମେଟ୍ ଜିନ୍ଦାବାଦ,,ଜୟ ଜଗନ୍ନାଥ
Jay Jagannath Jay gaon sathi welcome
Jaha heba bhala heba sabu jagannath Daya Thank you all
Jay Jagannath
Grs amar dabi
Jaya Gaonsathi
Jay gaon sathi jay laxmidher vai
Jay Jagannath Jay gaonsathi
Jay Gaon sathi Jay laxmidhar bhai
Jay Gaonsathi
Jay jàgannath Jay gaon sathi
Gaon Sathi jindabad
ମାଡି ଚାଲ,ଆମେ ସବୁ ତୁମ ସହିତ ଅଛୁ,
Jai gan sathi
Sarkar nka Bina permission re kn GRS post bahara karuchhanti sabu District ra collector mane.taha nuhe.sarkar nka permission achhi boli amiti karuchhanti.Total katha hela Mohan sarkar b Nabin valia Gaonsathi nku bekhatir karuchhanti.Salary ta deba durara katha kete ta GRS post b debaku nahi.Mohan Majhi heuchhi gote Murkha sarkar😢
Bahut bhal hoichhi
Well come
❤
Gaon sathi Jay jagrnath
Goan Sathi swagatam Jay Jagannath Jay maa samaleswari
Mate jindabaad
Joy Maa
❤❤❤
Nirmal Kumar mallick G s
Jendhabadh
Sarakar amar dabi puran karantu
ବଡ ଅଧୁଳନ
🎉gaon sathi katha govt. Suniba nahin
Bjd sarakar andha muka o badhira but majhi sarakar kan pai nida bistnu saji soichanti 😂😂😂😂😂😂😂😂😂😂😂😂😂😂😂
Read
B.k035 Tara kichhi hebani ki Tara paribara vi
ଜୟ ହେ ଉଁ ଗାଁ ସାଥୀ ର
Jay jagannath
Jay Jagannath