Rath Yatra 2024 LIVE 🔴 from PURI Jagannath | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL

Поделиться
HTML-код
  • Опубликовано: 5 июл 2024
  • ସମସ୍ତ ଭକ୍ତମାନଙ୍କୁ ଅଭିନନ୍ଦନ.. 🙏🏻 ରଥଯାତ୍ରା ପୁରୀରୁ ସିଧା ପ୍ରସାରଣ
    Car Festival Live from Puri || Shree Jagannath Rath Yatra Puri 2024
    ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ଅଭିହିତ ।
    ପ୍ରତ୍ୟେକ ଓଡ଼ିଆର ପ୍ରାଣର ଠାକୁର, ଜଗତର ନାଥ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ଭକ୍ତକୁ ଭେଟିବାକୁ ବର୍ଷକେ ଥରେ ଓଲ୍ହାଇ ଆସନ୍ତି ବଡ଼ଦାଣ୍ଡକୁ। ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ନେଇ ଆମେ ପାଳନ କରୁଛେ ରଥଯାତ୍ରା।
    Watch the live streaming of car festival 2024 (Rath Yatra) of Lord Jagannath, Lord Balabhadra & Maa Subhadra live from Puri on " Lubun-Tubun Bhakti " Odia RUclips channel in HD Quality.
    " Lubun-Tubun Bhakti "
    ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ନୂଆ ନୂଆ video ର Notification ପାଇବାକୁ " Lubun-Tubun Bhakti " RUclips channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I ଆପଣଙ୍କ ଆଶୀର୍ବାଦ ପ୍ରଦାନ କରିବେ, ଆମେ ଆଗକୁ ଆଗକୁ ନୂଆ ନୂଆ ଭାବପୂଣ୍ଣ ଭଜନ ଆପଣମାନଙ୍କୁ ଭେଟି ଦେବୁ I ଧନ୍ୟବାଦ୍ I
    ----------------------------------------------------------------
    ► Official Contact : 9776577525
    ► Whatsapp : 9776577525
    ► website : www.lubuntubun.com
    ---------------------------------------------------------------
    Like, Share, Support, Subscribe & Comments!!!
    ---------------------------------------------------------------
    SUBSCRIBE to LUBUN-TUBUN BHAKTI channel
    👉 bit.ly/37ukckM​
    ----------------------------------------------------------------
    Watch & Subscribe to our RUclips Channels:
    ରଥଯାତ୍ରା ପୁରୀରୁ ସିଧା ପ୍ରସାରଣ | Jagannath Rath Yatra 2024 Live 🔴 | Lubun-Tubun Bhakti
    🔴 LIVE RATH YATRA 2024 from PURI | ରଥଯାତ୍ରାର ସିଧା ପ୍ରସାରଣ ପୁରୀରୁ | CAR FESTIVAL JAY JAGANNATH DHAM
    🔴LIVE Jagannath Rath Yatra 2024 from PURI | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL
    Rath Yatra 2024 LIVE 🔴 from PURI Jagannath | ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ | CAR FESTIVAL
    #LubunTubunBhakti #jayjagannath #rathayatralive #odiabhaktisongs #LubunTubun #songs #odiabhakti #bhaktisong #LTProduction #odiadevotionalsong #odiabhajan #snanapurnima2024 #rathyatra #lordjagannath #SnanaPurnimaLive #rathayatralive2024 #carfestival #carfestival2024 #jagannath #rathajatra2024
  • ВидеоклипыВидеоклипы

Комментарии •