କାହିଁକି କେଜାଣି ଲାଗିଲା your sister is going to be an international vlogger soon. She is beautiful and genuine. After all she is a heroine.😂 ସମାନ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ୩ ଟା ଭିଡିଓ ରେ ବଜଉଚ । ଶ୍ରୀଲଙ୍କା ବହୁତ ସୁନ୍ଦର । ସିନେମାଟିକ ଭିଡିଓ ବହୁତ୍ ଭଲ ଆସିବ । Hope for best. Lots of good wishes.
I am very happy to see alongwith your lovely sister Miss urmila out tour that is srilanka best of luck enjoy your Life for ever father of your anather brother Rajkumar purty
నిజాన్ని నిర్భయంగా స్వేచ్ఛగా తిరిగే సరికి రాజశేఖరుని భార్య సెక్స్కు సమ్మతించదు ఈ సినిమా కోసం చాలా మంది ఒక రోజు ఓ మాంసపు ముక్క లేకుంటే ముద్ద ఒక టీ స్పూన్ నూనె వేసి వేడయ్యాక అందులో జీలకర్ర పొడి ఒక టీ వీ చానెల్ ఓ వార్తాకథనాన్ని ప్రచురించింది పంచుకోవడానికి చాలా మంది పురుషులు 🎉🎉🎉😂❤❤❤❤❤😢🎉😂❤
ଲବ ଭାଈକୁ କିଏ କିଏ ହୃଦୟ ଭଲ ପାଅ ଖୁସିରେ ଜୟ ଜଗନ୍ନାଥ ଲେକ ♥️♥️
Jay jagannath
Jay Jagannath 🙏🙏🙏
ଲବ ଭାଈ ଏବଂ ଭଉଣି ପ୍ରଥମ ଥର ବୁଲି ଯାଇଛନ୍ତି ତାଙ୍କର ଚଲାପଥ ଅତି ସୁନ୍ଦର ହେଉ
Jay Jagannath ❤❤❤❤❤
Jay jagannath 🙏
ଭଉଣୀ ଙ୍କୁ ଭଲ ରେ ଆଣିବ
ଭାଇ ଭଉଣୀ ଙ୍କ ଶ୍ରୀଲଙ୍କା ଟ୍ରିପ ଭଲ ରେ କଟୁ
ଜୟ ଜଗନ୍ନାଥ
ମୁଁ ରାୟଗଡା ରୁ ଆପଣ ଙ୍କ ଶ୍ରୀଲଙ୍କା ଯାତ୍ରା ଭିଡିଓ ଦେଖୁଛି ଭାଈ ବହୁତ୍ ବଢିଆ ଲାଗୁଛି ।।। ଶ୍ରୀଲଙ୍କା ର ବହୁତ୍ ସ୍ଥାନ ଓ ଦୃଶ୍ୟ ଏବଂ ରାବଣ ସାମ୍ରାଜ୍ୟ ର ଭିଡିଓ ଚମତକାର ଭାବରେ ବନେଇବେ ।।। ଶୁଭ ଯାତ୍ରା ।।। ❤❤❤❤
Mu b rayagada ru
✋
Mu b bhai
କୁ block bhai tamoara
Mu b Rayagada ru
Congratulations bro 🎉 Nice Shearing Bro 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞
ଆଜି ମୋରା ଜନ୍ମ ଦିନ 😢
Happy birthday 🎂
Happy birthday ❤
Happy birthday 🎂 🎉❤
Happy birthday 🎈❤
Happy birthday 🥳
ରାବଣର ସାମ୍ରାଜ୍ୟ ସବୁ ଦେଖାଇବ ଭାଇ ଉତ୍କଣ୍ଠାର ସହ ଅପେକ୍ଷା କରିଛୁ।
କେନ୍ଦୁଝରରୁ କିଏ କିଏ ଅଛନ୍ତି ଦୟାକରି ଲାଇକ ❤ କରନ୍ତୁ।
ଅତି ସୁନ୍ଦର୍ ଭାଇ ବଢ଼ିଆ ଲାଗିଲା ଆପଣ ଦୁଇ ଭାଇ ଭଉଣୀ କୁ ଦେଖୀ। ଜଗନ୍ନାଥଙ୍କ କୃପାରୁ ଭଲ ଭଲ ରେ ଆପଣ ଙ୍କ ର journey କଟୁ।😊❤
Bhai Sri Lanka 🇱🇰 ru asila bele 1M Heiki Asiba ❤ Advance Congratulations Laba Bhai ❤🎉
She is famous actress in Santali Industry ❤❤
ଭାଇ ଓ ଭଉଣୀ କୁ ଶ୍ରୀଲଙ୍କା କୁ ସ୍ୱାଗତ 🙏🙏🙏ତମ ଜ଼lତ୍ରା ସଫଳ ହଉ ଜୟ ଜଗନାଥ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ଆଜିର ଭିଡ଼ିଓ ଟି ବହୁତ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤
ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
ଆମ ମୟୁରଭଞ୍ଜ 🎉🎉🎉🎉🎉
I too mbj
❤❤❤❤ Mayurbhanj ❤❤❤❤
❤mayurbhanj
ଠାକୁରମୁଣ୍ଡା block ରୁ ଦେଖୁଛି ମୁଁ 😅😅❤❤
Tq bhai amoku rabono ro ghoro dekai tibaru❤❤❤❤ joy Jaganathan ⭕‼️⭕
କାହିଁକି କେଜାଣି ଲାଗିଲା your sister is going to be an international vlogger soon. She is beautiful and genuine. After all she is a heroine.😂 ସମାନ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ୩ ଟା ଭିଡିଓ ରେ ବଜଉଚ । ଶ୍ରୀଲଙ୍କା ବହୁତ ସୁନ୍ଦର । ସିନେମାଟିକ ଭିଡିଓ ବହୁତ୍ ଭଲ ଆସିବ । Hope for best. Lots of good wishes.
ବହୁତ ସୁନ୍ଦର ଲାଗିଲା ଦୁଇ ଭାଇ ଭଉଣୀ 🎉🎉🎉🎉
କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇଖ୍ କରନ୍ତୁ ❤
Didi bahut khusi 😊 dreams success
ଭାଇ ସତ କଥା କାନରେ ବହୁତ ଯନ୍ତ୍ରଣା ହୁଏ. ମୁଁ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲି ମୁଁ ଭାରି ଚିନ୍ତାରେ ଥିଲି କେତେବେଳେ ଦିଲ୍ଲୀରେ ପହଞ୍ଚିବି 😄
Tamaku bhi swagat.. bhalare buliki asa au. Bhala bhala video upload kra thanx laba..❤️❤️❤️
My Favourite ❤Bhai-Bhauni❤ in whole RUclips
Bahut sundar video laba hansda bhai ❤ love you
Laba bhai mun tamara bahut bada fan.mun jharkhand ru dekhuchhi tamar jatra mangal may hau.jay jagannath🙏🙏🙏❤️❤️❤️❤️
Love Frome sundergarh raurkela🎉🎉❤❤
Bohut bholo bhai mu bohut khusi
ମୟୂରଭଞ୍ଜ ରୁ କଉ ଭାଇ ଭଉଣୀ ମାନେ ଲବ ଭାଇ ର ଭିଡିଓ ଦେଖୁଛନ୍ତି ଟିକେ Like ହଉ
ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ଲଙ୍କା ଯାତ୍ରାବହୁତ ସୁନ୍ଦର ରାବଣ ର ରାଜମହଲ ଦେଖାଇବ ଲବବେଟା କନ୍ଧମାଳ ରୁ ଧନ୍ଯବାଦ
I thought you had only brothers . Is she your cousin sister? You are a good brother. A good person. Best wishes
ଭାଇ ତମେ ହିନ୍ଦୀ ଭାଷାରେ କହିଲେ All India ର ଲୋକ ଦେଖି ପରି ବେ ଭାଇ🎉
Right bhai
Bhai Bhauni😊 Enjoy Srilanka🫡 Special Place in😀 Happy Good 🥰Video ❤❤
Tuma pain ame bahut contry dekhiparuchu thanku
Bhadrak ରୁ କିଏ କିଏ ଦେଖୁଛ plz like କର
ଲବ ଭାଇ ବହୁତ ଭଲଲାଗୁଛି ଭାଇ ଭଉଣି ଜାଇଛ ରାବଣଦେସକୁ ଜୟଜଗନ୍ନାଥ ମର ବୋଉଦ ଜିଲା ଗ୍ରାମ ବାରକୁଥୁଲି
❤❤❤❤❤veri nice
Support me bro
Adi Napay Boolk Video Laba Dada ❤❤❤
Hi bhai big fan....😢
କାଦୁଆଣୀ ରୁ ବହୁତ ବହୁତ ଧନ୍ୟବାଦ।
Mayurbhanj ❤
ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, 🙏ଜୟ ଜଗନ୍ନାଥ 🙏
Tumo bhauni bahut lucky ❤😊🩷 misiki bahar desaku bulibaku jaichha😊❤
Very nice ❤❤❤
, ବହୁତ ସୁନ୍ଦର ଦେଖା ଯାଉଚି
Mumbai ka raja Rohit sharma ❤❤❤❤
❤ସବୁ ଟିକିନିକ୍ ଦେଖାଓ ଓ ବୁଛାଓ। କାରଣ ସମସ୍ତେ ଦେଖିବା ପାଇ ବ୍ୟାଗ୍ର❤
ଭାଇ ମୁ ବାଲେଶ୍ବର ହଳଦିପଦା ରୁ ଦେଖୁଛି
ଆପୋନୋକ ଭିଡିଓ ❤ ଲୋଭ ୟୁ ଭାଇ
ଭାଇ ଆଉ କିଛିଦିନ ପରେ ଟିମ୍ ଇଣ୍ଡିଆ ଶ୍ର ଲଙ୍କା ଜୀବ ଖେଳିବା ପାଇଁ ସେଇ Match video କଲେ ବହୁତ୍ ମୋଜା ଆସିବ
International blogger laba babu🎉🎉🎉🎉 take care🎉🎉🎉🎉🎉🎉🎉🎉🎉
ᱳᱲᱤᱥᱷᱟ CM ᱜᱛᱢᱠᱮ ᱡᱳᱦᱟᱨ. West Bengal khon 🙏🙏
Hi sir johar ge 🙏🙏akaleka menah bina ❤❤❤️
I am very happy to see alongwith your lovely sister Miss urmila out tour that is srilanka best of luck enjoy your Life for ever father of your anather brother Rajkumar purty
First comment bhai ❤❤❤❤ from Bonaigarh 🎉🎉🎉
So beautiful
ରାବଣର ଘର ଦେଖାଇବ ଭାଇ ଅପେକ୍ଷା ରେ ଅଛୁ।
Bhai Ear safety first flight 😮
Bhai fast like mora❤ Love you Bhai
ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤ ଲବ ଭାଇ ପାଇଁ ଗୋଟେ like କର ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Love from Dhenkanal ❤❤❤❤
❤️❤️lovr you laba ser❤️❤️
Bhai Tamara sabu video dekhuchi bohut khusi laguchi ahi Vali anek video Kari chala jay Jagannath
నిజాన్ని నిర్భయంగా స్వేచ్ఛగా తిరిగే సరికి రాజశేఖరుని భార్య సెక్స్కు సమ్మతించదు ఈ సినిమా కోసం చాలా మంది ఒక రోజు ఓ మాంసపు ముక్క లేకుంటే ముద్ద ఒక టీ స్పూన్ నూనె వేసి వేడయ్యాక అందులో జీలకర్ర పొడి ఒక టీ వీ చానెల్ ఓ వార్తాకథనాన్ని ప్రచురించింది పంచుకోవడానికి చాలా మంది పురుషులు 🎉🎉🎉😂❤❤❤❤❤😢🎉😂❤
Love you brother 😊
Bhalo re ruho
ପ୍ରଥମ ସମ୍ବବାର. ବଲବମ ଜୟ ଶିବ ଶମ୍ଭୁ. Most srilankan
Mst heichi bhai
First time comment laba dada or urmila ❤❤❤❤❤❤❤
ଲବ ଭାଇ ଆମକୁ ଟିକିଏ ବାହାର ଦେଶକୁ ନିଅ
Bhai rabanara lanka ku jiba please❤❤❤
ଜୟ ହନୁମାନ ❤❤❤❤
Jay shree ram ❤🙏🏻🌹
❤❤❤❤❤❤❤❤
Mast tha lagila video labo bhai sri lanka 😂🎉😢😮
SUPER VIDEO BHAII ❤❤❤
🎉🎉
କିଏ ସବୁ video like କରିଛନ୍ତି କୁହନ୍ତୁ
Take care of yourself and Sister 😚
❤❤❤❤❤👍👍
❤❤❤
ଲବ ଭାଇ ରାବଣ ର ଦେଶ କୁ full explore kariba love you ଭାଇ bahut kichhi ଜାଣିବାର ଅଛି
Vai. Supara. ❤❤❤❤❤❤❤
Laba bhai tanka sis ku buli baku other counry neiki neochanti bht khusi lagu thiba tanka sis ku satare bht happy happy lahuchanti
Hi, Lava, I am extremely grateful seeing your vlogs in Odia, ଓଡ଼ିଆ ତଥା ସାନ୍ତାଳୀ ଭାଷୀ ଜଣେ ସାଧାରଣ ଯୁବକ ଓଡ଼ିଆରେ ବ୍ଲଗ କରି ଏତେ ପ୍ରସିଦ୍ଧି ଲାଭ କରିଥିବାରୁ ଓଡିଶା ବାସୀ ତୁମ ପାଇଁ ଅନେକ ଗର୍ବିତ, ତୁମେ ଯଦି କେବେ ଦକ୍ଷିଣ କୋରିଆ ଯାତ୍ରା କର ଓ ସେଓଲ ଯାଅ, ତାହେଲେ ଯଦି ପାରିବ ତାହେଲେ ମୋ ଝିଆରୀ ଶ୍ରୀୟା ଲେଙ୍କା ଯିଏ କି ପ୍ରଥମ ଭାରତୀୟ କେ-ପପ ସିଙ୍ଗର ହୋଇପାରିଛି, ତା ସହିତ ଗୋଟିଏ ସାକ୍ଷାତକାର କରିବ ହେଲେ ଆମ ଓଡ଼ିଆଙ୍କୁ ବିଦେଶରେ ଏକାଠି ଦେଖିଲେ ଓଡ଼ିଆ ପିଲାଙ୍କର ଆଗକୁ ବଢିବାକୁ ମନୋବଳ ବଢିବ I ତୁମକୁ ଢେର ସାରା ଆଶୀର୍ବାଦ ସହିତ ଅନେକ ଅନେକ ଶୁଭେଚ୍ଛା, ମୁଁ ଦିଲୀପ ଲେଙ୍କା ଓ ମୋ ପତ୍ନୀ ସୁଦ୍ଧା ଲେଙ୍କା (ଯୋଗ ଶିକ୍ଷକ)
Love from Kalahandi ❤❤❤
Bhai video ta bhala hauchi. Kintu poor audio rahuchi..kindly use mic to improve audio quality..😊
Santali Heroine.... Urmila so Beautiful Your day ❤
❤
Tq brother and sister, best of luck in your Srilanka journey 😊😊
JAY JAGANNATH BHAI 🥰🥰
Laba bhai bhauni nku congratulations for theWorld tour journey, God bless you always, Jai Jagannath
ଲବ ଭାଇ ଶ୍ରୀଲଙ୍କା ପହଞ୍ଚିଲ ଏଥିପାଇଁ ବହୁତ ଧନ୍ୟବାଦ୍ | ଯାହା ହେଉ ବିଶ୍ୱ ଭ୍ରମଣ କରିବା ପାଇଁ ତୁମେ ଯେଉଁ ଅଭିଜାନ୍ ଚଳାଇଛ ଏଥିପାଇଁ ତୁମକୁ ମୋର ଅନେକ ଅନେକ ଧନ୍ୟବାଦ୍ |କାରଣ ଠିକ୍ ତୁମ ପରି ଆଉ ଜଣେ ସେପରି ଭ୍ରମଣ କରିପାରିବ ନାହିଁ | କାହିଁକି ନା ବିଶ୍ଵଭ୍ରମଣ ଏକ ଛୋଟ କଥା ନୁହେଁ । ହଁ ଲବ ଭାଇ ଜାଣିବା ଓ ଶିଖିବା ଆଦି ଦୃଶ୍ୟପଟ୍ଟ ଦେଖାଇଲେ କିଛି ସଂସ୍କାର ମିଳନ୍ତା ଏଥିପାଇଁ ପ୍ରଚେଷ୍ଟା ରଖ ଆଉ ବିଶେଷ କିଛି ଲେଖୁ ନାହିଁ | ପ୍ରଥମେ ନିଜକୁ ନିରାପଦ ରଖ ଏବଂ ଏହା ସହିତ ସ୍ୱାସ୍ଥ୍ୟର ଯତ୍ନରଖିବ ଏହା ମୋର ଅନୁରୋଧ ।ପରଭିଡିଓରେ ପୁଣି ଦେଖାହେବା ଧନ୍ୟବାଦ୍ |ସ୍ଵଚ୍ଛ ଭାରତ ।
Happy journey brother and sister
Congratulations 🎉🎉❤❤
Love you ଲବ ଭାଇ and ଭଉଣୀ
bhut sundar lagu6i duhi bhai bhauni nku dekhi stre
Jay Jagannath 🙏 Bhai bhauni bhalare bhalare jorny enjoy kari Aasa❤
ଲବ ବାବୁ ମୁଁ pure ru kahuchi Tama bhai bhauni nka jodi badhia laguchi jemite real bhai bhauni pare
Hallo Brotheir your tight as sister and you Be Happy always sir Lanka Thank s
India vs srilanka cricket match T20🎉
ଲଭ ଭାଇ ଏକା ଯିବ ଠିକ ଝିଅକୁ ନେଇକି ଯିବା ଠିକ ନୁହଁ
Bhai Happy journey✈️ sister and bro go to srilanka
Bahut bhalo ❤❤❤❤❤❤❤
Dream comes true by doing hard work
Napay
👌👍🇮🇳
Bhai plane re gala bele centre fruit kimba alaga kaunadi chwingum khaiba
Taku khaile takeoff bele kana kichi haba nahin 😊