DM. ସାର ଓ SP. ସାର ଲେବର ବେଶରେ ସାର୍ଟରେ କ୍ୟାମେରା ଲୁଚେଇ ଯେତେବେଳେ ଥାନାରେ ପହଞ୍ଚିଗଲେ ଆଉ ତାପରେ..

Поделиться
HTML-код

Комментарии • 50

  • @user-fu5zl6pz6m
    @user-fu5zl6pz6m 4 месяца назад +5

    ସୁନ୍ଦର କାହାଣୀ ପାଇଁ ଧନ୍ୟବାଦ। ଏହି କାହାଣୀଟି ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇବା ଉଚିତ ହେବ ଯାହା ସେ ଭରତ ପୁର ଥାନାରେ କାର୍ଯ୍ୟକାରୀ କରିବ।

  • @sanghamitramohanty7736
    @sanghamitramohanty7736 4 месяца назад +1

    Very good job dhanyabad🎉🎉🎉🎉🎉

  • @kbhoi2152
    @kbhoi2152 4 месяца назад +3

    ଏମିତି ଡିଏମ ଓ ଏସପି ହେବା ଦରକାର 🙏🙏🙏🙏

    • @pranatia1
      @pranatia1  4 месяца назад

      @@kbhoi2152 Right

  • @sahadebmajhi7101
    @sahadebmajhi7101 4 месяца назад +2

    Very nice

    • @pranatia1
      @pranatia1  4 месяца назад

      @@sahadebmajhi7101 thank you

  • @kulamanipandit4609
    @kulamanipandit4609 4 месяца назад +1

    Very Good Job

  • @KarunakarNayak-xz1is
    @KarunakarNayak-xz1is 4 месяца назад +2

    Jay sri rsam

    • @pranatia1
      @pranatia1  4 месяца назад

      🙏Jay Jagannath

  • @SUMANTAPARIDA-c2b
    @SUMANTAPARIDA-c2b 4 месяца назад +2

    Very heart touching story

  • @HebbyNayak
    @HebbyNayak 4 месяца назад +2

    Bahut bhalo Kam kalle dm o. SP sir

  • @kulamanimallik2941
    @kulamanimallik2941 4 месяца назад +2

    A bhali DM , SP samasta deshare darkar dhanyabad 🌹🌹👏👏

  • @meenakumaribagh7975
    @meenakumaribagh7975 4 месяца назад +4

    Ei bhali sachot officer hele desha sudhuriba.Excellent both sir

    • @pranatia1
      @pranatia1  4 месяца назад

      @@meenakumaribagh7975 🙏🙏👍

  • @rameshnayak7537
    @rameshnayak7537 4 месяца назад +9

    ଏଇ ଭଳି ଭଲ sp,DM ହେଲେ ସିନା ?

  • @sisirBuda-id4dp
    @sisirBuda-id4dp 4 месяца назад +6

    ଏପରି ଏସପି ଓ ଡ଼ିଏମ ମାନେ ତଦାରଖ କଲେ ସମସ୍ତ ଲାଞ୍ଚୁଆ କର୍ମଚାରୀ ମାନେ ଲାଞ୍ଚ ନ ନେଇ କାମ କରବେ, ଧନ୍ୟବାଦ

  • @AshokKumarBhoi-g3t
    @AshokKumarBhoi-g3t 4 месяца назад +2

    True fect in odisha.

  • @NishamniSahu
    @NishamniSahu 4 месяца назад +1

    Very Hart touching story

    • @pranatia1
      @pranatia1  4 месяца назад

      @@NishamniSahu 🙏👍

  • @purnasoni5046
    @purnasoni5046 3 месяца назад +1

    THANKYOU SIR

  • @GaneswarRout-f9e
    @GaneswarRout-f9e 4 месяца назад +2

    This story is focussing the real picture in present circumstances .Such type of honest and dutiful Officers are most respectful and urgently required to check corruption by taking just and prompt action against the corrupted personnels.Automatically there will be change in the society.They are really friends to the society.They will be the major partner of development process. They are the strength and backbone of society.
    With due regards.
    Ganeswar Rout.

  • @KartikSethi-e3o
    @KartikSethi-e3o 4 месяца назад +1

    ଏହି ଭଳି ଉଚମନା ଲୋକଙ୍କ ର ଦେଶପାଇଁ ଆବଶ୍ୟକ thank you

  • @krushnachandra3097
    @krushnachandra3097 4 месяца назад +3

    Dhanyabad

    • @pranatia1
      @pranatia1  4 месяца назад

      @@krushnachandra3097 🙏🙏

  • @gopinathtripthy2956
    @gopinathtripthy2956 4 месяца назад +5

    କାହାଣୀ ଶୁଣିବାକୁ ବହୁତ ଭଲ କିନ୍ତୁ ସତଟା ପୁରା ଓଲଟା । ଯେଉଁ ଦିନ ନାରୀ ଟିଏ ଏକା ଥାନା କୁ ଯାଇ ଏତଲା ଦାଏର କରି ହସ ହସ ମୁହଁରେ ଏତଲା କପି ଧରି ଘରକୁ ଫେରିବ । ସେହିଦିନଠାରୁ ଯଣା ଯିବ ଯେ ରାମ ରାଜ୍ୟ ଆସିଲା ବୋଲି।

  • @SubalPatra-m6j
    @SubalPatra-m6j 4 месяца назад +1

    Kahani apekshya bastab ghatana khoji prachar kale bhala huanta

    • @pranatia1
      @pranatia1  4 месяца назад

      @@SubalPatra-m6j ok

  • @rajendranayak3009
    @rajendranayak3009 4 месяца назад +4

    ସତ୍ୟ ଧର୍ମ ଆ ସି ଗ ଲା. ଆଓ କେହି ଚି ନ୍ତା କର ନା ହିଁ. ଜୟ ଶ୍ରୀ ରାମ

  • @prafullakumarnayak6261
    @prafullakumarnayak6261 4 месяца назад +3

    ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ।

  • @mesma666
    @mesma666 3 месяца назад

    Thanks.DAM or SP sir story (Rajat kumar Nayak )keonjhar.Mukta pur

  • @sudhirpradhan3953
    @sudhirpradhan3953 4 месяца назад +1

    ଦୁନିଆରେ ଏହି ପ୍ରକାର ସଚ୍ଚୋଟ ଅଫିସର ଦେଖିବାକୁ ବହୁତ କମ ଅଛନ୍ତି । ଯେତେ ବେଳେ ଜଣେ ନାଗରିକ ସରକାରୀ କର୍ମଚାରୀ ହୁଏ , ସେ ସମୟରେ କଣ କହି ଶପଥ ପାଠ କରନ୍ତି । କିନ୍ତୁ କିଛି ଦିନ ଅତିବାହିତ ହେଲା ପରେ , ତାଙ୍କର ମନରେ ଲୋଭ ଶକ୍ତି ବଢି ଯାଏ । ତା ପରେ ଯାହା ହୁଏ ଆପଣ ମାନେ ଖୁସି ରେ ଜାଣୁ ଥିବେ । ସଚ୍ଚୋଟ ଅଫିସରଙ୍କୁ ସବୁବେଳେ ସାହାଯ୍ୟକରିବାକୁ ଆଗେଇ ଆସିଲେ, ଆମେ ସମସ୍ତେ ଭଲ ରେ ରହିବା ପାରିବା।

    • @pranatia1
      @pranatia1  4 месяца назад

      @@sudhirpradhan3953 🙏🙏ଆପଣଙ୍କ ଚିନ୍ତାଧାରା ବହୁତ ଭଲ,, ଆପଣଙ୍କ କମେଣ୍ଟ ପଢି ବହୁତ ଭଲ ଲାଗିଲା.... ଧନ୍ୟବାଦ

  • @gopalchaudhury694
    @gopalchaudhury694 4 месяца назад +1

    ଆପଣ
    SabuzillaspDmkusendkalebhalaheba

    • @pranatia1
      @pranatia1  4 месяца назад

      @@gopalchaudhury694 ok👍