Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
🙏🙏Sri radhe radhe 🙏🙏
ଭକ୍ତି ଓ ଜ୍ଞାନ ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି ।
Jay Jaganath ki jay
Jay Jagannath
Jay sri krishna
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଭକ୍ତି ଦ୍ବାରା ଜ୍ଞାନ ର ଉଦୟ ହୁଏ।ଜୟ ଜଗନ୍ନାଥ🙏🏻🌸🌹🙏🏻
Satsanga ru bhakti mila. Bhakti achhi boli se Satsanga ku gala. Kenuta thik.
@@puspanjaliacharya8197 2nd one
ଜ୍ଞାନ ଓ ଭକ୍ତି ଅଲଗା ଜିନିଷ କିନ୍ତୁ ମଣିଷ ପାଇଁ ଦୁଇଟା ଦରକାର ଜୟ ଜଗନ୍ନାଥ 🙏🙏🙏
ସତ୍ଯ ସନାତନ ଧର୍ମ କି ଜୟ
ସମସ୍ତ ଜ୍ଞାନୀ ମଣ୍ଡଳୀଙ୍କୁ ମୋର ପ୍ରଣାମ।ଜ୍ଞାନ ଓ ଭକ୍ତି ଉଭୟ ପରିପୂରକ।ଆଲୋଚନାରେ ଜ୍ଞାନୀ ଗଣ ଯେଉଁ ଉଦାହରଣ ରଖିଥିଲେ ସମସ୍ତେ ଜ୍ଞାନୀ ଏବଂ ଭକ୍ତ ଥିଲେ।ଯେତେବେଳେ ଜ୍ଞାନରେ ଅହଙ୍କାର ଆସିଯାଏ ତାର ପତନ ହୋଇଛି ଆଉ ଯେଉଁ ମାନଙ୍କ ପାଖରେ ଉଭୟ ରହିଥଲା ସେମାନଙ୍କୁ ନିର୍ବାଣ ପ୍ରାପ୍ତ ହୋଉଛି।🙏ଜୟ ଜଗନ୍ନାଥ🙏🙏ॐ ନମଃ ଭଗବତେ ବାସୁଦେବାୟ ନମଃ🙏
ପାର୍ଥକ୍ୟ ନିଶ୍ଚିତ ରହିଛି...ଶ୍ରୀମଦ୍ଭାଗବତ ଗୀତାଙ୍କର ଜ୍ଞାନ ଯୋଗ ଏବଂ ଭକ୍ତି ଯୋଗ ପଢିଲେ ଜାଣି ପାରିବେ...
ଜ୍ଞାନ ଥିଲେ ଭକ୍ତି ଆସେ ଭକ୍ତି ଥିଲେ ଜ୍ଞାନ ଆସେତାପରେ ମୋକ୍ଷ ପ୍ରାପ୍ତି ହୋଇଥାଏ
Namaste bhakti bhhawa guruswami
Gyana thila vakti aasa Su Ghana Bahy Gayna
ଞାନ ଏବଂ ଭକ୍ତି ମଧ୍ୟରେ ପ୍ରଭେଦ ଅଛି ।ଭକ୍ତି ମହାରାଣୀ ହେଉଛନ୍ତି ମାଆ ଏବଂ ଞାନ ଆଉ ଵୈରାଗ୍ୟ ହେଉଛନ୍ତି ପୁତ୍ର ।
ପ୍ରଣାମ କଖାରୁ ଚୁଡ଼ୁଚୁଡ଼ା ବେଶୀ ଖାଇଲେ ବାତ ହେବ l ଜ୍ଞାନ ଓ ଭକ୍ତି ଥିଲେ ସେ ଗାଜର କୁ ବି କଖାରୁ ଚୁଡୁଚୁଡ଼ା କରିପାରି ଥାଆନ୍ତେ l
ଜୀବର ମୁକ୍ତି କିପରି ହେବ ସେହି ବିଷୟରେ ଅଲୁଚନା କରନ୍ତୁ ଆମେ ଜାଣିବାକୁ ଚାହୁଁ ଅଛୁ ମହାଶୟ
Vakti Alga shradhha alga
Gyana is separate,Bhakti is separate.Bhakti is special which is easy to realise God.
Maya gote mamta gote
Vaktki atma taru tiari hue gyana anya manakka dwara arjan karibaku pre
Gyanaro hin sakti achi atmagyan shrestagyan gyan ate
Rama nhi kebala Prema piara
Bhakti nhi gyana Tharu Shrestha
Bhakti nhi srrstha
🙏🙏Sri radhe radhe 🙏🙏
ଭକ୍ତି ଓ ଜ୍ଞାନ ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି ।
Jay Jaganath ki jay
Jay Jagannath
Jay sri krishna
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଭକ୍ତି ଦ୍ବାରା ଜ୍ଞାନ ର ଉଦୟ ହୁଏ।ଜୟ ଜଗନ୍ନାଥ🙏🏻🌸🌹🙏🏻
Satsanga ru bhakti mila. Bhakti achhi boli se Satsanga ku gala. Kenuta thik.
@@puspanjaliacharya8197 2nd one
ଜ୍ଞାନ ଓ ଭକ୍ତି ଅଲଗା ଜିନିଷ କିନ୍ତୁ ମଣିଷ ପାଇଁ ଦୁଇଟା ଦରକାର ଜୟ ଜଗନ୍ନାଥ 🙏🙏🙏
ସତ୍ଯ ସନାତନ ଧର୍ମ କି ଜୟ
ସମସ୍ତ ଜ୍ଞାନୀ ମଣ୍ଡଳୀଙ୍କୁ ମୋର ପ୍ରଣାମ।ଜ୍ଞାନ ଓ ଭକ୍ତି ଉଭୟ ପରିପୂରକ।ଆଲୋଚନାରେ ଜ୍ଞାନୀ ଗଣ ଯେଉଁ ଉଦାହରଣ ରଖିଥିଲେ ସମସ୍ତେ ଜ୍ଞାନୀ ଏବଂ ଭକ୍ତ ଥିଲେ।ଯେତେବେଳେ ଜ୍ଞାନରେ ଅହଙ୍କାର ଆସିଯାଏ ତାର ପତନ ହୋଇଛି ଆଉ ଯେଉଁ ମାନଙ୍କ ପାଖରେ ଉଭୟ ରହିଥଲା ସେମାନଙ୍କୁ ନିର୍ବାଣ ପ୍ରାପ୍ତ ହୋଉଛି।🙏ଜୟ ଜଗନ୍ନାଥ🙏
🙏ॐ ନମଃ ଭଗବତେ ବାସୁଦେବାୟ ନମଃ🙏
ପାର୍ଥକ୍ୟ ନିଶ୍ଚିତ ରହିଛି...
ଶ୍ରୀମଦ୍ଭାଗବତ ଗୀତାଙ୍କର ଜ୍ଞାନ ଯୋଗ ଏବଂ ଭକ୍ତି ଯୋଗ ପଢିଲେ ଜାଣି ପାରିବେ...
ଜ୍ଞାନ ଥିଲେ ଭକ୍ତି ଆସେ
ଭକ୍ତି ଥିଲେ ଜ୍ଞାନ ଆସେ
ତାପରେ ମୋକ୍ଷ ପ୍ରାପ୍ତି ହୋଇଥାଏ