Bole Hunti ବୋଲେ ହୁଁଟି | Laxmi Purana Manabasa Gurubar Story | Namita Agrawal | Odia Bhaktidhara
HTML-код
- Опубликовано: 6 дек 2024
- ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
Song : Bole Hunti
Album : Bole Hunti
Album No. : SM-1335
Lyrics : Basantaraj Samal
Singer : Namita Agrawal
Music Director : Saroj Ratha
-----------------------------------------------------
♪ Full Song Available on ♪
JioSaavn : bit.ly/3460MBh
Wynk : bit.ly/2XxpNTr
Gaana : bit.ly/35lqIZQ
Apple Music : apple.co/2OovpeM
Amazon Prime Music : amzn.to/2CYFNET
iTunes : apple.co/2refSWP
Spotify : spoti.fi/335qu7E
-----------------------------------------------------
Recorded At : Sidharth Studio
Voice Dubbing : Munna & Pappu
Mastering By : Sitaram Agrawal & Swapnajit Sabath
Producer : Sitaram Agrawal & Namita Agrawal
Music Label : Sidharth Music
Banner : Sidharth Music
-----------------------------------------------------
Set Caller Tune ; Operator Codes:
Airtel Users Dial 5432114121740
Vodafone Users Dial 5372638121
BSNL (South / East) Users sms BT 2638121 To 56700
Idea Users Dial 567892638121
Also available on Jio Tunes
-----------------------------------------------------
Watch & Subscribe to our other RUclips Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
-----------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
-----------------------------------------------------
#BoleHunti #namitaagarwal #odiabhaktidhara
ଆଜି ମାଣ ବସା ଗୁରୁ ବାର ଦ୍ୱିତୀୟ ପାଳି ର ଆପଣ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା 😊❤
God kete Vala voice dei chanty madam nku. Thanks god
ଜୟ ମାଁ ଲଷ୍ମୀ।
ଓଡ଼ିଆ ଆଜି ସବୁ ଦେବା ଦେବୀଙ୍କୁ ପାଇଛି ତେଣୁ ତ ମୁଁ ଓଡ଼ିଆ ବୋଲି ଗର୍ବିତ।
Maa laxmi😭😭
ଆଜି,ମାଣବସା, ପ୍ରଥମ ଗୁରୁବାର ମା, ଲକ୍ଷ୍ମୀ,ପୁଜା, ଅତିସୁନ୍ଦର, ନମିତା ଅଗ୍ରୱାଲ,ଦିଦି,ଜୟ,ମା, ଲକ୍ଷ୍ମୀ 🙏🙏🙏🙏🙏
❤
👌👌👌
Jay Shree Jagannath 🙏🙏🙏🙏
Jay Maa Jagat Janani Maa Laxmi 🙏🙏🙏🙏 Ashribad dia maha Prabhu mun jou kama re jauchi saphala hebi 🙏🙏🙏🙏
ଆଜି ତୃତୀୟ ପାଳି ଗୁରୁବାର 🙏🙏🙏 ଜୟ ମା ଲକ୍ଷ୍ମୀ ❤❤
Jay.maa.laxmi
Jay ma laxmi manka kruparu duniara samastankara dukha dura hai jau
Very nice song and lovely voice and enjoy every moment always of my friend is in the world
ନମିତା ଦିଦି ଆମ ଆୟୁଷ ତମକୁ ଲଗିଯାଉ ୧୦୦ ବରସ ବଞ୍ଚ ଲକ୍ଷ୍ମୀ ମାଆ ଙ୍କ କୃପଥାଉ
Nice song 😊
Singer ku namste gita khub bhalo jai lax mi mata
Good morning 🙏🙏🙏🙏🙏🌺🌺🌺🌺🌹🌹🌹🌹🌹🌹🌹🌹💯💯💯💯
ଦୁଆର ହସୁଛି
ଝୋଟି ଚିତା ରେ,
ଘର 🏠 ମହକୁ ଛି
ପିଠା ପଣା ରେ,
ବଡ଼ ଦେଉଳ ରୁ🙏
ସାଆନ୍ତାଣୀ ଆସିବ,
ଘର 🏠 ଘର ବୁଲି
ପୂଜା ପାଇବ🙏
ଧାନ ଅମାର ଟା
ହସି ଉଠିବ🌾
ସୁନା ପସରା ରେ
ମା ଖୁସି ବାଣ୍ଟିବ।🪔👣
Very nice 👍🙂
0
ଜୟ ମା ଲକ୍ଷ୍ମୀ 🚩🚩🚩 । ପୁରୁଷଙ୍କ ବିନା ନାରୀଙ୍କର ନାହିଁ ଗତି । ନମସ୍ତେ ବଳରାମ ଦାସ & ନମିତାଙ୍କୁ ଧନ୍ୟବାଦ ।
ଜୟ ମା ଲଷ୍କୀ ମା କୃପାରୁ ସମନ୍ତେ ଭଲରେ ରୁହତୁ ମା ଓ ମା
Jama😊
🙏jay laxmi mata🙏
Jay maa maha Laxmi
🙏🏻Maa Mahalaxmi nka purana sunile atma Santi heijae🙏🏻
Jemiti shree krishna nka pain maa Miraa bai nija sangita mandhyama re bhakti jonouthile semiti E juga re namita agarwal mam maa miraa bai rupare aasichanti jiye nija kantha madhyama re prabhu jagannath nka pakhare bhakti arpan karanti.... Jai jagannath 🙏
Jay maa laxmi 🙏🙏🙏🙏🙏
Maa pranam
ଜୟ ମା ଲକ୍ଷ୍ମୀଙ୍କ ର ଜୟ
Language samaj nahi aaya par gana dil chhu gaya🥰👏🏻💐jai ma Laxmi
🎉bahut sundar aawaz hy apka ❤🎉🎉🎉may apka aawaz ka fan ho gya may roj sunta hu apka song
JAYA MAA LASMI MAATAA KI JAYA 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Maa Laxmi favarit sang 🌺🌺🌺😊
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏 ଜୟ ମା ଲକ୍ଷ୍ମୀ 🙏🙏🙏🙏🙏
i❤two
M 🕉️ jay maa laxmi Mata namo namhaa 🕉️🙏❌
🙏🙏🙏🙏🙏🙏🙏
Matta Laxmi Narayani Namo Namaha AAP ka asirwad hamesha mere sath rahe
Jai Mata di
Maa Lakshmi Narayani
Jay jagannath mahaprabhu
Bahut sundar lagchhe bhauni
ଜୟ ଲକ୍ଷ୍ମୀ ନାରାୟଣ ମାରୋ କଟି କଟି ନମସ୍କାର
So nice video super 1
Ha jay maa laxmi🪷🪷🪷🪷🦉🦉🦉🦉🦉🦉🦉🦉🦉🦉🦉🪷🪷🪷
Jaymaalaxmi
Jai maa laxmi 🙏🙏🙏🙏🙏🙏🙏🪔🪔🪔🪔🪔🪷🪷🪷🪷🪷🪷🪷🪷🥥🥥🥥🥥🥥🥥🥥🍌🍌🍌🥥🥥🥥🥥
ଜୟ ମା ଲକ୍ଷ୍ମୀ 🪷🪷🪷🙏🙏🙏
Matte Laxmi Narayani AAP ka asirwad hamesha mere sath rahe Om matte Laxmi Narayani Namo Namaha
Thakuramatebhalarerakha🙏🙏
😐🥴🙃😱🫣😐🫢😔🫢🫢😔🫢🫢🫡🫢😑😑😑😑😔😋😱😛😔😐🫡😐
ଜୟମା ଲକ୍ଷ ମି ମାତା❤❤❤❤❤🎉🎉🎉🎉🎉🎉
😢😢😢😢😢😢
😂😂😂
ଜୟ ମା ଲଷ୍ମୀ 🙏🙏🙏
Jayajaganna😊
Jay Maa Laxmi mote Saha hua
🙏 जय मां महालक्ष्मी मां 🙏
Mor lA
Jai maa Laxmi 🙏🙏🌺🌼🥥🥥🍌🥭🍊🍎🍓
Maa ama dukha tike buchha Jaya maa laxmi 🙏🙏
ଆଜି ମାଣବସା ତୃତୀୟ ପାଳି ମା ଲଷ୍ମୀ ସମସ୍ତଙ୍କ ଦୁଖ ଦୂର କରନ୍ତୁ ମା କୋଟି କୋଟି ପ୍ରଣାମ 🙏🙏🙏
Jay ma mahalaxmi Jay Jagannath🙏🙏🙏🌷🌷🌷
Jay jagannath🙏 jay maa laxmi🙏🙏🙏🙏
odissa ka no 1 singar
Sundar Bhajan
Mahalaxmi cha bidmahe
Bishnu patni cha dhimahi
Tanno laxmi pracho doyatah
👣👣👣 Jay Maa MAHALAXMI
JayMaa mahal Laxmi
Jay mahalaxmi
Jay. Malaxmi. Aji. Manabasa. Gurubara. 😃💖💖💖👍👌
Jay maa laxmi ki jay ho 🙏🙏🙏🙏🙏🙏🙏🌹🥥🥥🍌🌺🌺🌺🌺🌺🌺🌺
Best bhajan maa mahalaxmi puraan
Jay maa laxmi
🙏🙏🙏🙏
Jai jagannath
Very nice song jay maa Laxmi 🙏🙏🙏
APA bhala gaichhanti 😍🤩🎤
This is my 💯💯💯💯💯💯 💯💯💯 favourite song
Jaya ma laxmi
Maa laxmi 🙏🙏🙏😭😭
Jaimaa mahalaxmi
So nice 🙏🙏🙏🙏
Jai MAA ❤
❤❤ 1oo
Maaaa go maaaaaaa❤🙏
Maaaa
Jay maa laxmi...🙏🙏🙏
He maa laxmi krupakatakhyare thare mo paribar adaku chahnidia maa laxmi
Jay MAA Gajalaxmi samastanku amti bhalare Rakhithao🙏
😊😊❤❤❤❤😊😊
ଜଯଜଗ୍ରନାଥ
ଜଯଜଗ୍ରନାଥ ଜଯଜଗ୍ରନାଥ
Mam you are great....
Jay Mata Laxmi Narayan ji
Supar❤sang no 1
Eye song sun ke dil ko sukun miljata he jai maa laxmi 🙏🙏🙏🚩🚩
Maa lo 🙏🙏
Jai maa laxmi narayanaya namaha
Jay maa
Jay maa laxmi.😶😶😶😶
ଜଗନ୍ନାଥ ବଳରାମ ମୃଗୟା କରି ଆଣିଲା ପରେ ତାକୁ ଲଖ୍ମି ରୋଷେଇ କରୁଥିଲେ କି
Jaymaalaxmi
Jay jagannath 🙏 jay maa laxmi moharani
Jay maa lakhmi 🙏❤️🥺
🙏ଜୟ ମା ଲଷ୍ମୀ 🙏🙏🙏🙏
ଜୟ ମା ଲଷ୍ମୀ ❤️🙏🙏🌺🌺
Jai Maa Mahalaxmi 🙏
Jay maa laxmi 🙏🙏🙏🙏
Jaymatalaxmi
jai maa laxmi koti koti pranam.
❤❤❤ joy maa Laxmi
Jay Maa Laxmi