Biju Patnaik dived into River to save Umbrella of Gopabandhu Das: Freedom Fighter Bhawani Patnaik

Поделиться
HTML-код
  • Опубликовано: 5 мар 2020
  • nandighoshatv.com
    Available On:
    Dish TV : Channel Number 1367
    D2H: Channel Number 840
    Airtel Digital TV: Channel Number 611
    Tatasky: Channel Number 1776
    Ortel : Channel Number 707
    Hathway: Channel Number 728
    Stay tuned with us for all the breaking news !
    Visit Our Website :nandighoshatv.com/
    RUclips: ruclips.net/user/dashboard?o=U
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv

Комментарии • 15

  • @sanjeebchowdhury1057
    @sanjeebchowdhury1057 3 года назад +1

    Respected Bhavani babu , thank you so much to share your experience with great Biju Patnaik . You are a lucky person to have passed some time with this legend .

  • @rameshbal7120
    @rameshbal7120 3 года назад +1

    Apanka nku madhya dhanyabad_Bhabani babu

  • @durgamishra2880
    @durgamishra2880 3 года назад +1

    କିଡିନୀ ଠକ.......???
    କାହିଁ ସେ ଅଇଲା କାହୁଁ ସେ ଅଇଲା
    କାହା ପାଇଁ କାଳ ହେଲା???
    କିଏ ସେ ଧରିଲା କେମିତି ଧରିଲା
    କିଡିନୀ ଠକ ହୋଇଲା??? 1।।
    ଅଜବ ଦେଶର ଗଜବ ବ୍ୟବସ୍ଥା
    କୋଟି କୋଟି ଧନ ହୀନ।
    ଧନର ସଂସାରେ ନିର୍ଦ୍ଧନ ଜୀବନ
    ଆହାଃ! କି ମଧୁର ପ୍ରାଣ!!! 2।।
    ଧନୀର ଜୀବନ ଅମୂଲ ମୂଲ ସେ
    ନିର୍ଦ୍ଧନ ଜୀବନ ଶୂନ।
    କାଙ୍ଗଳ କେତେକ ଧନ ପାଇଁ ନିଜ
    ହରାନ୍ତି ତ ସନମାନ।। 3।।
    ପରାଣ ବଞ୍ଚାଇ ପରାଣ ଲୋଟଇ
    ପଇସା କେତକ ପାଇଁ।
    ବ୍ୟବସ୍ଥା ଆମର ନୁହେଁ ପରିଷ୍କାର
    ବିକେ ଅଙ୍ଗ ଟଙ୍କା ପାଇଁ।। 4।।
    ମୋର ପତ୍ର ଏକ ପ୍ରେରିତ ହୋଇଛି
    ମୁଖ୍ୟନ୍ୟାୟାଧୀଶ କତି।
    ମାନ୍ୟବର ମୋର ଗୁହାରି ଶୁଣିମା
    ସଦୟ ହ୍ୱନ୍ତୁ ମୋ ପ୍ରତି।। 5।।
    ସୁପ୍ରିମ କୋର୍ଟର ନ୍ୟାୟିକ ବ୍ୟବସ୍ଥା
    ବ୍ୟବସ୍ଥିତ ହେଉ ଏକ।
    ଆର୍ଥିକ କାଙ୍ଗାଳ ଅନୁମତି ପାଇ
    ଅଙ୍ଗ ବିକି ନୋହୁ ଠକ।। 6।।
    ନ୍ୟାୟ ଅନ୍ଧ ନୋହୁ ଅଙ୍ଗ ବିକା ମୂଲ
    ନୋହୁ ମୂଲହୀନ ଏଠି।
    ଧନୀ କିଣୁ ଅଙ୍ଗ ସ୍ଥିର କରି ମୂଲ
    ଜୀବନ ଜରୁରୀ ଯୋଠି।। 7।।
    ଧନ ଦଉଲତ କେତକ ମାତର
    ଜୀବନର ମୂଲ ଆଗେ !!!
    ଆଜିର ସଂସାରେ ଜୀବନ କେତକ
    ଟଙ୍କା ପଇସାର ଆଗେ!!!8।।
    ଦୁଇ ଲକ୍ଷ ଟଙ୍କା ବାଇକ୍ ଚଢଇ
    କିଡିନୀ କିଣେ ହଜାରେ।
    ଦଲାଲ ସାଜିଣ ଲୁଟନ୍ତି କେତକ
    ଲକ୍ଷ ଲକ୍ଷ ବେଉସାରେ।। 9।।
    ବିକା କିଣା ଯଦି ନ୍ୟାୟଳୟେ ହୋଏ
    ଜୀବନର ହ୍ୱନ୍ତା ମୂଲ।
    ଗରିବ ଓ ଧନୀ ପ୍ରାଣ ଧନ ସାଥେ
    ନ ହ୍ୱନ୍ତୁ କେ କଲବଲ।। 10।।
    ମାଗୁଣି ଏତକ ରଖ ହେ ଗୋସାଇଁ
    ଆର୍ଥିକ ସୁଧାରେ ସାହା।
    ବିଚାର ପତିଙ୍କ ସୁବିଚାରରେ ମୋ
    ବଚନ ପାଇବ ରାହା।। 11।।
    ଧନ କି ଜୀବନ ନୋହେଁ ମୂଲ୍ୟବାନ
    ବଚନ ହାରିବା ଆଗେ।
    ଧନ ଓ ଜୀବନ ଫେରୁ କି ନ ଫେରୁ
    ବଚନ ଫେରେ ନା ସାଙ୍ଗେ।। 12।।
    ବଚନ ହାରିଲେ ଧନ କି ମିଳଇ
    ଧନ ବିନୁ କାହୁଁ ପ୍ରାଣ।
    ବିନା ପରାଣରେ କେଉଁ ସେ ପୁରୁଷ
    ମଧୁର ସଂସାରୀ ଜନ??? 13।।
    ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ମିଶ୍ର
    ମୋବାଇଲ -6371589131
    12.32 ମଧ୍ୟାହ୍ନ
    17.01.2021
    ରବିବାର

  • @sudarsonbagh7736
    @sudarsonbagh7736 3 года назад +2

    ବିଜୁ ବାବୁ ଜିନ୍ଦାବାଦ

  • @rameshbal7120
    @rameshbal7120 3 года назад +1

    Great biju_babu

  • @alokmohanty34
    @alokmohanty34 3 года назад +1

    Amar rahe amar rahe biju babu amar rahe. Kalinga putra biju babunku mor pranam.

  • @trilochanpatnaik914
    @trilochanpatnaik914 3 года назад

    ବିଜୁ ବାବୁ ହିଁ ଏକମାତ୍ର ବିଜୁ ବାବୁ।no one can be compared with him.

  • @k.manasmaharana4176
    @k.manasmaharana4176 3 года назад

    just look biju babu and naveen babu, in this clip...

  • @ashutoshpanda957
    @ashutoshpanda957 3 года назад +1

    Naveen babu pura birakta hei galeni a katha suni..kichhi ta bujha padu nathiba a katha sunibe kan...😨😨

  • @atalpradhan2956
    @atalpradhan2956 3 года назад

    Kalinga ra biraputra

  • @subhampradhan802
    @subhampradhan802 3 года назад

    Nabin babu nku boring laguchi esabu katha....

  • @bishanabakisan1868
    @bishanabakisan1868 3 года назад

    No,possible jobilla,nerhu,suime nouka,jatra,topi,no,biju paitynak

  • @gpsoty
    @gpsoty 3 года назад

    Sale chamchagiri karibar gote limit thae......

  • @royalrosanbarik1036
    @royalrosanbarik1036 3 года назад

    ମିଛ କଥା, କିଏ ଦେଖିଛି

    • @byasdevmohanty7281
      @byasdevmohanty7281 3 года назад

      ଚୁପ୍ ଶଳା ଅନ୍ଧଭକ୍ତ ତୋ ଜନ୍ମ ନାହିଁ ସେତେବେଳେ