Jai Jagannath. Really you are great. Your message will must motivate to this generation. God bless you always mother. As an Indian Army soldier, I salute you once again
You are the inspiration for all, your innocence and politeness touches our heart, your struggle story makes us cry, you are the daughter of Mayurbhanj, Odisha, you are the strongest lady, our dear President madam. God bless you.
Apart from Madam’a excellent speech, I want to add one word to the social media handle of this channel. Remembers his college days heba na remembers her college days. Odia channel Odia re caption lekhi diantu.
Maha Mahima Rastrapati Mam Apana'nku Mora Koti'koti Pranam. Apana Sara Juga'jugaku Smaraniya Hoi Rahigale. Apana'nkara Chapter Pila Mane Juga'jugaku Patha Padhibe..Jay Shree Jagannath.
We odisha people proud to have Madam Murmuji President of our great nation india koti koti pranam. We only ardently pray our madamji to reform our judiciary first as justice must be given to poor first not to a party ,bollywood, atanki which they opens doors at late night granting unexpected bail and writing orders of their own script. This late night hearing be stopped public must know. All rules be applied as they receive salary.
25 paisa ama painka ,Madam nka time re eka Ana duiana. Thiba .Job create karantu Odisha re nua nua foreign company Anantu ,naakey to enjoy the provided seats .
ରାଷ୍ଟ୍ରପତିଙ୍କ ସୁନ୍ଦର ଭାଷଣରେ ମୁଁ ବହୁତ ଆନନ୍ଦିତ । ଜୟ ଜଗନ୍ନାଥ
🙏🙏ହେ ପୁଣ୍ୟମୟୀ ମା ! ତୁମ ଚରଣ ତଳେ ମୋର ହୃଦୟର ଆବେଗଭରା ପ୍ରଣାମ 🙏🙏
ଆପଣଙ୍କର ଭାଷଣ ଶୁଣି ବହୁତ ବଡିଆ ସୁନ୍ଦର❤❤❤ ଲାଗିଲା...... ଭଗବାନ ଆପଣଙ୍କୁ ଆସିର୍ବାଦ🙏🙏🙏 କରନ୍ତୁ
ମାଡାମ, ଆପଣଙ୍କୁ ମୋ ହୃଦୟରୁ ଅନେକ ଅନେକ ଶୁଭେଚ୍ଛା। ଆପଣ ଏ ଓଡ଼ିଶା ମାଟିର ଗର୍ବ ଓ ଗୌରବ। ଆପଣ ଭୂଲି ନାହାନ୍ତି ଆପଣଙ୍କ ମାଟିକୁ,ଆମର ପ୍ରିୟ ମାତୃଭାଷାକୁ। ଆପଣଙ୍କୁ କୋଟି କୋଟି ପ୍ରଣାମ।
ବହୁତ ବହୁତ ବହୁତ ଧନ୍ୟବାଦ ଆମର ଦ୍ରୁପତି ମୁର୍ମୁ ରାଷ୍ଟ୍ରପତି ତାଙ୍କର ଭାଷଣ ଅତି ସୁନ୍ଦର ହୃଦୟ କୁ ଛୁଇଁ ଯାଉଛି 🙏🙏🙏🙏🙏🙏🌹🌹🌷🌷🌺🥀🌼
ଗର୍ବ କରୁଛୁ ଓ ଗର୍ବ କରିଡ ଆଜୀବନ ପୁରା ଓଡ଼ିଶା 🙏🙏
ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଜଣାଉଛି,ଆପଣ ଙ୍କ କଥା ଓ ଆପଣ ଦିନେ ନିଶ୍ଚୟ ସ୍ମରଣୀୟ ହୋଇ ରହିବେ,ଜୟ ଜଗନ୍ନାଥ 🙏🙏🙏
Very good
Hi
ହଁ ରେ ମୋ ଭାଇ 🙏😊
You are absolutely right
@@mantusahoosahoo6318 z¥a#
ମାଆ ଆପଣଙ୍କୁ ହୃଦୟରୁ ପ୍ରଣାମ 🙏☺
ଆମ ଓଡିଶାର ସମସ୍ତଙ୍କର ହୃଦୟର ଜନନୀ,ଆପଣଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଜଗତର ନାଥ ଜଗନ୍ନାଥ ଅପାର କରୁଣାରୁ ଆପଣଙ୍କୁ ପାଇ ଆମ ମାଟି ଆଜି ଗର୍ଵିତ।
ରାଷ୍ଟ୍ରପତିଙ୍କର ଅତି ସୁନ୍ଦର ଓଡ଼ିଆ ଭାଷାରେ ଭାଷଣ ଦେଇଥିରୁ ମୁଁ ବହୁତ୍ ଆନନ୍ଦିତ ଜୟ ଶ୍ରୀ ରାମ 🙏🙏🙏🙏🙏
Jaha hau amo Odisha jheo odiya kahuchanti.. amo mati Ku bhuli nahanti
Thanks to our president of india
Santali 👍
@@btsdiamond744 who are u
Kn tame pandit....
Tera okat pe re...h..
@@btsdiamond744 ଓଡିଶାରେ ଅନେକ ଭାଷା ଅଛି ସେଥିରୁ ସାନ୍ତାଳି ଅନ୍ଯତମ। ମହାମହିମ ରାଷ୍ଟ୍ରପତି ଓଡିଆରେ ଭାଷଣ ଦେଉଛନ୍ତି। ସେ ଓଡିଆ ଭାଷାକୁ ଗୁରୁତ୍ବ ଦେଇଛନ୍ତି। ତେଣୁ ଭୁରକୁଟି ବନ୍ଦ କର।
ଜୟ ଜଗନ୍ନାଥ,ଜୟ ଓଡ଼ିଶା,ଜୟ ଓଡ଼ିଆ ଭାଷା, ଜୟ ଓଡ଼ିଶାବାସୀ..❤️🚩🇮🇳
ଆମ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ଆମ ଉତ୍କଳ ଓଡିଶାର ମା ଆପଣଙ୍କର ପ୍ରତ୍ୟେକଟି ଶବ୍ଦ ହୃଦୟ ସ୍ପର୍ଶୀ ଏବଂ ସ୍ମରଣୀୟ ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ ମା ବିରଜା ଆପଣକୁ ସଦାସର୍ବଦା ଘଣ୍ଟ ଘୋଡ଼େଇକି ରଖନ୍ତୁ 🙏🙏🙏ଜୟ ଜଗନ୍ନାଥ ଜୟ ମା ବିରଜା 🙏🙏
Maa pranam
What a proud movement as an Odian i am really proud Mam as you a president of India speech in ଓଡ଼ିଆ really proud Mam 🙏
🙏 ଆପଣ ଙ୍କ voice ବହୁତ ସୁନ୍ଦର
ମାଆ ଆପଣଙ୍କ ଚରଣରେ କୋଟି ପ୍ରଣାମ 🙏🙏🙏🙏
ନାରୀ ଶକ୍ତି କୁ ମୋର କୋଟି କୋଟି ପ୍ରଣାମ 🙏🙏🙏ଜୟ ଜଗନ୍ନାଥ 🙏🙏🙏
Madam akhire luha ଆସିଗଲା,ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।🇮🇳
Odisha ku garba o gouraba apana nka bhalia loka hi aniparanti ❤️...wish uh all the best for coming years droupadi mam...loads of love from odisha
ମାଡାମ, ଆପଣଙ୍କ କଥାଗୁଡ଼ିକ ସମସ୍ତଙ୍କ ସ୍ମରଣିୟ ହୋଇ ରହିବ |
Agaku kn karaniba se kathha kuha
Au sabu puruna kathha kahile kn haba
@@biswajitpatra2325 Biswajit Patra babu actually these things will guide a poorer student how to survive in a city for education.
@@biswajitpatra2325 ĺ
@@dwarikanath1958 ii
@@biswajitpatra2325❤❤😮
We are proud of you.
Your heart touching speech always mind blowing madam.
ଓଡିଶା ମାଟିର କୋଇଳି ସ୍ବାଭିମାନ ମହାମହିମ ଦ୍ରଉପଦୀ ଦିଦି! ସଲାମ୍!!!!!!
ଏ ମନଛୁଆଁ ସୁନ୍ଦର ଭାଷଣ ଶୁଣି ଗ୍ୟୈରବରେ ମୋର ଛାତି ଫୁଲିଗଲା। କେତେମିଠା ସ୍ବର।
Really, we're proud of you🙏🙏🙏🙏
You are a real Utkalia
महामहिम राष्ट्रपति महोदया जी को हार्दिक शुभकामनाएं एवं बधाई हो🥰🙏 तथा आपके अनुभूति को उजागर कर हमें अत्यंत भावुक कर दिया है
ମହାଶୟା ନମସ୍ତେ 🙏ଆପଣଙ୍କ ଓଡିଆ ହିନ୍ଦୀ ଇଂରାଜୀ ଭାଷା ଅତି ଉଚ୍ଚ କୋଟୀର. ଆପଣ ଓଡ଼ିଶା ଆଦିବାସୀ ଦଳିତ ପଛୁଆ ବର୍ଗ ମହିଳା ମାନଂକ ଉନ୍ନତି ପାଇଁ ଦୟା କରନ୍ତୁ🙏
GREAT LEADER,ALSO THIS IS A GREAT SPEECH.
Madam your lovely words are just echoing in my year to do something for society...source of inspiration u mam
Rastrapati nko odia bhasan mote bahut bhalo laguchi
I am very proud of you 😍
Mam , you are proud of Odisha, proud of India.💖.
Salute u mother ....🙏
Really, Great Madam.. 🙏🙏🙏, Your every word is directly connecting to heart & soul. Outstanding Speech 👌🙏🙏🙏.
Such a incredible speach 🙏🙏🙏
Yours option,toucking, speech everything is fantastic to you
ଜୟ ଜଗନ୍ନାଥ ତୁମଠାରୁ ଅନେକ ଦରିଦ୍ର ଏ ଓଡିଶା ରେ
Rajendra sahu verygood
President ko sanman emiti dia jae
Madam ଆପଣ ଧନ୍ୟ ମୁଁ ସହ ହୃଦୟରୁ ନମସ୍କାର କରୁଛି ଆଜି କାଲିର ଲୋକମାନେ ଟିକେ ଇଂରାଜୀ ପାଠ ପଢି ଦେଲା ପରେ ନିଜକୁ ବିଦେଶୀ ମାନଙ୍କ ଭଳି ଆଚରଣ କରିଥାନ୍ତି ନିଜ ଭାଷାକୁ ଭୁଲି ଯାଉଛନ୍ତି କିନ୍ତୁ ଆପଣ ଆଜି ଏତେ ବଡ଼ ପଦବୀ ରେ ରହିକି ବି ଓଡ଼ିଆ ଭାଷାରେ ଭାଷଣ ଦେଲେ ମୁଁ ବହୁତ ଖୁସି ଧନ୍ୟବାଦ୍🙏🙏
Very very heart touching speech 🙏
You are simply "GREAT & HIGHER RANGE SOUL"
ଆପଣଙ୍କ ପରି ମହାନ୍ ବେକ୍ତିତ୍ୱ ଓଡ଼ିଶାରେ ବିରଳ
ଜାହା ପିଲାଦିନରୁ ଘଟିଯାଉଛି ଆପଣ ସବୁ ସର୍ବ ସମୁଖରେ ମନେପକାଉଛନ୍ତି ଆପଣଙ୍କ କଥା ସୁଣିଲା ପରେ ମୋ ଆଖିରୁ ଲୁହ ଆପେ ଆପେ ଝରୁଥିଲା
ଆପଣତ ଜଣେ ମହାନ୍ ବେକ୍ତିତ୍ୱ ଲୋକମାନେ ଉଚ ଆସନକୁ ଗଲେ ସବୁ ଭୁଲି ଜାଆନ୍ତି ଆପଣ କିନ୍ତୁ
ଭୁଲି ନାହାଁନ୍ତି ନମସ୍କାର🙏 ଜୟ ଜଗନ୍ନାଥ
Jai Jagannath. Really you are great. Your message will must motivate to this generation. God bless you always mother. As an Indian Army soldier, I salute you once again
🙏🏾🙏🏾🙏🏾
ସ୍ମୃତି ସବୁ ଯେତିକି ପୁରୁଣା ହୁଏ ମନର କାନ୍ଥ ବାଡ଼ରେ ସେତିକି ଲାଗି ରହେ ।
Jay hind ma'am 🙏🇮🇳
God bless you to your family ma'am 🙏
🙏🙏🙏🙏MAM🙏🙏🙏🙏MAM nku dekhile bahut khusi lage kete santa kete sarala kete mitha tanka katha, Really you are great MAM Iam proud of you🙏🙏🙏🙏🙏🙏
That's why I called her Mother India. Love u from core of my heart❤💕💖.
ଜୟ ଜଗନ୍ନାଥ l ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହୃଦୟଭରା ପ୍ରଣାମ l ମିଷ୍ଟଭାଷୀ, ଶାନ୍ତ, ସରଳ ଓ଼ ଅତ୍ୟନ୍ତ ବିନୟୀ ଏପରି ଜଣେ ରାଷ୍ଟ୍ରପତିଙ୍କୁ ପାଇ ଆମେ ଗର୍ବିତ l ଜନକଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏପରିଜଣେ ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ଭାବେ ବାଛି ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଧନ୍ୟବାଦର ପାତ୍ର l
You are the inspiration for all, your innocence and politeness touches our heart, your struggle story makes us cry, you are the daughter of Mayurbhanj, Odisha, you are the strongest lady, our dear President madam. God bless you.
ମୁଁ ଏବେ ଗର୍ବିତ ଯେ, ଆମ ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହେଇଛି। ଯେଉଁଠି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜନ୍ମଗ୍ରହଣ କରିଛନ୍ତି। ମୁଁ ତାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି।🇮🇳🙏🙏🙏🙏🙏
You'r India's Luck🤞....🙏🙏🙏🙏🙏Proud to be odia
Maa 🙏🙏🙏🙏🙏
Radhe Radhe,
ଆପଣଙ୍କ କଥା ଖୁବ୍ ନିଛକ,ସରଳ
Very proud of you mam🥰
Proud proud odisha
apana anku mu hrudaya ru sanman karuchi absolutely great apana Jay Jagannath 🙏🙏🙏
ଏତେ ସୁନ୍ଦର ବ୍ଯବହାର🙏🙏🙏
ଏବେ ଯାଇ ମିଳିଛି ଭାରତକୁ ରାଷ୍ଟ୍ରପତି ଭଳିଆ ରାଷ୍ଟ୍ରପତୀଟିଏ । ଆମ ଭାରତର ଭାରତମାତା । ଭାରତର ପ୍ରତ୍ୟେକ ଜନତାର ମା । ଏଇ ମାଙ୍କ ଚରଣରେ କୋଟି କୋଟି ନମନ୍ । ଭାରତ୍ର ର ମା କି ! ଜୟ ।
Apart from Madam’a excellent speech, I want to add one word to the social media handle of this channel. Remembers his college days heba na remembers her college days. Odia channel Odia re caption lekhi diantu.
Jaya jagannatha maa
ଅଭିଭାଷଣ ବହୁତ ବହୁତ ଭଲ ଲାଗିଲା 👏👏
Honourable president madam you have truely expressed your past thoughts which will encourage the youth.
Johar ..adibasi..santal mankor sarna dhoram kebe laguhebo
I am proud of you 🙏🇮🇳💐
Hirla Marang buru Johar jaher aayo🙏🙏
Hirla m buru
Maha Mahima Rastrapati Mam Apana'nku Mora Koti'koti Pranam. Apana Sara Juga'jugaku Smaraniya Hoi Rahigale. Apana'nkara Chapter Pila Mane Juga'jugaku Patha Padhibe..Jay Shree Jagannath.
Honorable President is real human. She is a sighing example of Indian Democracy.She should be elected for next five years.
Satare mahamahima bharatara Maa biswore
Mam 🙏
ଆପଣଙ୍କ ଭାଷଣରେ ତିଲେମାତ୍ର କଳ୍ପନାର ଚିହ୍ନ ନାହିଁ ।ସେଥିପାଇଁ ଆପଣଙ୍କ ବକ୍ତବ୍ୟ ଯେତେ ହୃଦୟସ୍ପର୍ଶୀ ସେତେ ମର୍ମିକ ।
ଆପଣଙ୍କୁ କୋଟି ପ୍ରଣିପାତ ମାମ୍ 🙏🏻🙏🏻🙏🏻🙏🏻
मैडम की स्पीच सुनने के वक्त, नाजाने क्यू बीच बीच में मेरा साँस अटक जाता था। हर सब्द जीवंत था। हो सकता है, इस लिए..... 🙏🇮🇳❤
This is the power of constitute
🙏💗Om Shanti 💗🙏Jay Jagannath 💓 Koti koti pranam and Dhanyawad beloved Mohamohim President Draupadi Murmu Didiji great ☝️ Proud of the day 😊
How down to earth..How so gentle..
Jai jagannath
ଆପଣଙ୍କୁ କୋଟି କୋଟି ପ୍ରଣାମ, madam. ଆପଣ ଓଡ଼ିଶାର ଗର୍ବ ଓ ଗୌରବ |ଆପଣ ପ୍ରକୃତ ଓଡ଼ିଆ, ଯିଏକି ଯୁଆଡେ ଯାଏ ନିଜ ମାଟିକୁ ଭୁଲେନି,ନିଜ ଅତୀତକୁ ଭୂଲେନି | ଆପଣ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ |
God bless you🙏🙏🙏 Odia aadivasi President of india from odisha ...
u r greate ....satare atita ku jie manerakhanti semiti jane maa mora chira bandaniya maa apananku mora pranam 🙏🙏
ମହାମହିମ ରାଷ୍ଟ୍ରପତି 🙏🙏🙏
We odisha people proud to have Madam Murmuji President of our great nation india koti koti pranam. We only ardently pray our madamji to reform our judiciary first as justice must be given to poor first not to a party ,bollywood, atanki which they opens doors at late night granting unexpected bail and writing orders of their own script. This late night hearing be stopped public must know. All rules be applied as they receive salary.
India proud of you too. Pranam.
Aji draupadi murmunku mors koti pranam.
Se rastrapati nunhti se heichhanti aama maa bharatamata. Aau gote draupadi tank pain aame garba anubhaba karuchhu.
ସମଗ୍ର ଓଡ଼ିଆ ଜାତି ପାଇଁ ଆପଣ ଗର୍ବ ଆଉ ଗୌରବ 🙏
I'm very happy and I'm proud of my president in india. Jay jagganath
ପଢା ବେଳରୁ stipend ପାଉଥିଲେ
ପଢା ସରିନଥିଲା reservation ରେ job ପାଇଥିଲେ ସେ ବି secretariat ରେ
Bhagaban apannku ghana ghodei rakhantu madam i really proud of you mam
Sedin Aau Aaji .....!
Mahamrityunjay Mahadev Bless U,& All
Nice speech...
ଆପଣଙ୍କ ଚରଣ ରେ ମୋର କୋଟି କୋଟି ପ୍ରଣାମ 🙏ମା 🙏
ଧନ୍ୟ ଓଡ଼ିଶା ଧନ୍ୟ ଆମ ଭାଷା , ମା'ର ଭାଷା ମାଟିର ମହକ ମଣିଷ କେବେ ଭୁଲେ ନାହିଁ ଯାହାର ପ୍ରମାଣ ନମସ୍ୟ ରାଷ୍ଟ୍ରପତି ମହୋଦୟ : ଆପଣଙ୍କୁ ଅଗଣିତ ଓଡ଼ିଆମାନଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ତଥା ପ୍ରଣାମ👍👏👏👏🌷🌷🌷🙏🙏🙏🙏🙏
25 paisa ama painka ,Madam nka time re eka Ana duiana. Thiba .Job create karantu Odisha re nua nua foreign company Anantu ,naakey to enjoy the provided seats .
ରାଷ୍ଟ୍ରପତି ଭାଷଣ ଦେଉଛନ୍ତି ବହୁତ ବଢିଆ କହୁଛନ୍ତି। କିନ୍ତୁ ସେଠି ଆଗ ଧାଡିରେ କିଛି ଛାତ୍ରୀ ବଙ୍କା ହୋଇ ବସିଚନ୍ତି କାହିଁକି ???
We are proud of you 🙏🙏🙏
Proud of Odisha, Jay jaganathha
Salute to President of India. Jai hind.
Supreme commander of indian armed forces
You are great mam🙏🙏🙏
His paribarte her lekha
Very proud 👏🏿
You are great mam🙏🙏🙏
Mor prana priya maa nku natamastakita koti koti sabinaya pranam.
Jay Jagannath Indian president of smt Draupadi murmu heartily congratulations
Thanks🙏🙇
ଶ୍ରୀ ରାଧାରାଧା ଶ୍ରୀ ରାଧାରାଧା ଭାରତ ମାମାମା
ଵହୁତ ଭଲ ଭାବରେ ଗ୍ରହଣ କରିବା ପାଇଁ