You both are two gems of Ollywood. Make Ollywood great again! Sanjay Nayak- Sanjay lila Bhansali of Ollywood. Comercial movie master. Manoj Mishra- Anurag Kashyap of Ollywood. Real story master.
I love you 2 ରେ ଯଦି ଅନୁଭବ ନାହାଁନ୍ତି ତାହେଲେ film ର ନା ବଦଳାଇ ଅନ୍ୟ ନାମ ଦେଇ ପାରିଥାନ୍ତ। I love you 2 କାହିଁକି ଦେଲ actor change movie change (change your movie name)
Joumane kahuchhanti Anubhav rahile hin film hit heba semananku mora gote question apana last film Anubhav ra kebe hit heithila tike kahibeki?? Ebe last 2 picture of Anubhav Mohanty is not good in box office collection so kou hisabare apana kahuchhanti Anubhav rahile picture hit heba.
Only one Anubhav Bhai ❤❤❤❤
ଟୁଟୁ ନାୟକ ତୁ ନିଜେ କହି ଥିଲୁ Next ଅନୁଭବ ମହାନ୍ତି ଙ୍କ I love u 2 ଆସୁଛି । ତୁ ନିଜେ କହି ଥିଲୁ ବୋଲି ତତେ କୁହା ଯାଉ ଛି ନା ହେଲେ ତତେ କାହିଁକି କହିବାର ଅଛି ।। ତୁ ଗୋଟେ ମୋ ବାଳ ବୋଲି Director 😮
Right 👍
Kehi jibunu Jaa aka dekhe
Tu khekdi kete gehiheuchu
ଅର୍ଥ ନାହିଁ ରେ ଭାଇ ଅନୁଭବ କୁ ନେବା ପାଇଁ 😂
ଅନୁଭବ କୁ ପଇସା ଦବା ପାଇଁ aukant ନାହିଁ 😂😂କହୁନୁ 😂😂
I love You କରିବାକୁ ଟଙ୍କା ଥିଲା କିନ୍ତୁ i love You 2 କରିବାକୁ ଟଙ୍କା ନାହିଁ ଏ କଉ ପ୍ରକାର ବାଚଳାମି କଥା କହୁଛ ତୁମେ ଟଙ୍କା ଅଛି କିନ୍ତୁ New ହିରୋ ଆସିବା ଉଚିତ୍ ସେଇ ପୁରୁଣା ହିରୋ କେତେ ଦିନ କରିବେ ଦିନ ଥିଲା ଉତ୍ତମ ମହାନ୍ତି ହିରୋ ଥିଲା ତାଙ୍କ Generation ଗଲା ତା ପରେ ସିଦ୍ଧାନ୍ତ , ତାପରେ ଅନୁଭବ , ବାବୁ ସାନ , ଅମ୍ଳାନ New ହିରୋ ଆସିବା ଉଚିତ୍ କେତେ ସେଇ ପୁରୁଣା ହିରୋ ଙ୍କୁ ଦେଖି ଦେଖି ବିରକ୍ତି ଲାଗୁଛି ଦିନ ଥିଲା ଅନୁଭବ ନୂଆ ହିରୋ ଥିଲା ତାକୁ ଲୋକ Super Star କରିଲେ ଏବେ Time ଆସିଛି New Generation ହିରୋ ଆସିବା ଉଚିତ୍
Thik kohilo bhai
Arindam anubhav basusan darkar❤❤
Ame kebala Anubhab, Arindam, Babusan au Sabyasachi bhainka film chhada au kahara film dekhibuni. Aita amara mindset❤❤❤
ଅନୁଭବ୍ ଭାଇ ଜାନ୍ ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ୍ ୟୁ Movie Full HD Ra RUclips Re Chhada Sir Please Please Please Please
Anubhav Bina I love you 2 chhali ba.ni
Right
Energetic young dynamic...#.new star required ❤❤
Only anubhav mahanty 🌟
ଅନୁଭବ ମହାନ୍ତି ଙ୍କୁ ନେଇ ଫିଲ୍ମ କରିବା ପାଇଁ ତାମୋର ପାୱାର ନାହିଁ
Thik kahicha bhai
Correct gote movie ku Anubhav mohanty 30lakh nauchanti I love you 2 totally amount invest be setiki heinathiba😂😂😂se kn Anubhav ku naba
ହିରୋ ଜିଏବି ହଉ xyz ଯିଏବି ହଉ story ଆଉ ଆକ୍ଟିଂ ୟାକୁ ନେଇକି dipent କରେ ଫିଲ୍ମ ସେ ଯାହା ବି ହେଉ ରିଲିଜ୍ ହେଲା ପରେ ଜଣା ପଡ଼ିବ ଫିଲ୍ମ କେତେ ହିଟ୍ ଆଉ କେତେ ଫ୍ଲପ୍ 😮😮😮❤❤🎉🎉
Bhai Odia Re Ate Aau Dekhu Nahanti Bhala Hero Bhala Heroine Thile Cinema Hit
ସିକ୍ଯୁଲ୍ ଫିଲ୍ମରେ ମୁଖ୍ୟ ଅଭିନେତାମାନଙ୍କୁ ନନେଲେ
ପୂର୍ବ ଫିଲ୍ମ ଭଳିଆ ହିଟ ହୁଏନି.
ଅନ୍ୟକିଛି ଯେତେ ଭଲ ବି ହେଉ
ସେ ଯୁଗ ଆଉ ନାଇଁ ରେ babu ଆଉ ଚାଲିବନି 😂😂only ଅନୁଭବ
Kan pain chalibani
@@Drs753 ଭାଇ ସେଇଟା କଣ ହିରୋ ଭଳିଆ ଲାଗୁଚି...
ଅନୁଭବ ମହାନ୍ତି ହେଇଥିଲେ ଅଧିକା ଟଙ୍କା ନେଇଥାନ୍ତା , ନିୟୁକମର ତ କମ୍ ଯାହା ହେଲେବି ନବ ।
Hn 😜
Tutu babu nka film ra story nischaya bhala heithiba.Teazer bhala heichi.
Only anubhav ❤❤❤❤❤❤ odisha super star ta jaga kia bi nae paribeni
Kehi dekhibeni.. anubhav sabubele 👑
କେହି ଦେଖିବେନି ଏ ଫିଲ୍ମ
ବିନା ଅନୁଭବ, ନମ୍ରତା ରେ କି ଆଇ ଲଭ ୟୁ ଭାଇ..ପାଗଲ ହୁଅ ନି ଟଙ୍କା ଖର୍ଚ୍ଚ କରନି ହଁ ଯଦି ପାରିବ _ ଆଇ ଲଭ୍ ୟୁ କୁ ଆଉଥରେ ଓଡ଼ିଆ ର ସବୁ ସିନେମା ହଲରେ ଫିଲ୍ମ ଲଗାଯାଉ ।
Kehi dekhibeni ...ei movie... without anuvab & namrata
Only one Anubhav mohanty correct ❤❤
I'm really excited and please support odia movie ❤
Hero ଟା choose କରିଛ ନା ଅସୁର choose କରିଛ 6ft³inch ର ମୋଟା ବରଗଛ 😂😂😂 ଆମେ ତ 6ft ହେଇକି fit ହେଇକି ବି ଆମକୁ ଦୁନିଆ ହୀରୋ ନଜରରେ ଦେଖୁନି କି girlfriend ମିଳୁନାହାନ୍ତି .... ଟୁଟୁ ଭାଇ ଙ୍କ Hero କୁ ନେଇ definition ଟା ପୁରା wrong... Zero knowledge
😂😂😂Bhai ki dukha tumara 😂😂
@@rudranpadhi7549 sata katha Denga nku Film re jou vali portrait karuchanti kaas semti reality re karante ki vala huonta 😂😂
Only 1 superstar odisha ra anubhav bhaijaan ☝️👑💯💯🔥😊
Anuvhab mohanty best Actor
Bahute jaldi asiba Bhai stroy semiti asinai asile jaldi asiba
i love you mane only Anubhab sir .... ତମ film heet ଯେ ନୂଆ ହିରୋ ଯଦି ବାହାର କରୁଛ ଅଲଗା film ନା ଅଲଗା ରଖୁନ,,,, ତମେ ବୁଝିବା ଦରକାର ଯେ i love you କେବଳ ଅନୁଭବ ର
Right 👍
Right bro
Yes brother
ଭାଇ ଠିକ୍ କହୁଚ ଅନୁଭବ ଭାଇ film କରିବା ଉଚିତି
Only anubhav bhai darkar
ଟୁଟୁ ନା ଅପେକ୍ଷା କର ଏହି ଦ୍ବିତୀୟ ଆଇ ଲଭ ୟୁ ଫିଲ୍ମ ଘରେ ସ୍ଵାମୀ ନ୍ତ୍ରୀ ଦୁହେଁ ଦେଖି ବ
ପ୍ରକୃତ କଥା ଭାଇ କହିଲ । ପୁରାପୁରି ଠିକ୍ କଥା
😂😂😂😂😂
ଓଡ଼ିଆ ଭାଶା ଠିକ କରି ଲେଖ ଭାଇ
@@debasissatapathy5132 ତୁମକୁ ଭାଇ କେଉଁ ଅକ୍ଷରରେ ଭୁଲ ଦିଶିଲା
@@debasissatapathy5132 ବର୍ତ୍ତମାନ ତୁମେ ଭୁଲ୍ ଲେଖିଛନ୍ତି ଭାଇ
ମୋ ପାଇଁ ତ ବାବୁସାନ ଭାଇ 🙏 ❤ लवयोउ मय शन ❤
ସିଦ୍ଧାନ୍ତ ରଚନା ବେଷ୍ଟ ଯୋଡ଼ି ଫିଲ୍ମ୍ କେବେ ଆସିବ
Sindhata budha hei gola rochana budhi heigola ni 😂😂
Asiba darkar
❤❤❤ ନୂଆ ଚେହେରା ଦରକାର
Kali Gita & I love you 2 same day release koro
Right
Right
ANUBHAV ANUBHAV ONLY ANUBHAV
I love you 2 ର ହିରୋ ନବମ ଶ୍ରେଣୀ କସି ଛୁଆ ।
😂😂😂
You both are two gems of Ollywood. Make Ollywood great again!
Sanjay Nayak- Sanjay lila Bhansali of Ollywood. Comercial movie master.
Manoj Mishra- Anurag Kashyap of Ollywood. Real story master.
One and only Anubhav ❤
Tutu babu jaha kohuchanti . Fresh blood Odia film industryre asiba darkar. Tahele industry grow kariba. 100% super-duper hit heba.
Anubhav Bhai king of ollywood most biggest superstar
Anubhav bhai ❤
Anubhav nahi mane Film chaliba nahi
Only anubhav sir
କି ଅନୁଭବ ଅନୁଭବ ଅଉଛ ମୋ ଅନୁଭବ କି ବାଣ୍ଡ ହିରୋ ସେବି ଦିନେ ନୁଆଁ ଥିଲା
Film ଭଲ ହେବ congratulations ❤❤
ଅନୁଭବ ନାହିଁ ମାନେ i love you ଚାଲିବନି 👍 i love you flim ପାଇଁ ଅନୁଭବ କେବଳ best
King is anubhav
Odia movie re new Hero darkar anubhav bi dine new thile samste fast dekha new hero talent ❤️ story bhala hele jou Hero re muvi market ghantiba 🤟
Sidhant MOHAPATRA ପୁଅ ପାଇଁ like ❤❤
I love you film ପାଇଁ କେବଳ ଅନୁଭବ best
Anubhav ku 2 minutes pain jadi b neithantu tahele to film vala chalithanta. Without Anubhav to Film Super Flop heba.
Gadar movie puni 20 year pare sunny deol repeat hela se film superhit bhi hela❤❤❤❤
Odiya industry setthi pai aji ete tale
Eita gadar 2 nahi eita copy film iloveyou2 Jana paduchi
Right 👍👍👍
Anubhav Bhai Best Hero ❤❤❤
ୟାଙ୍କ କଥା ପ୍ରବଳ କାମ ଦୁର୍ବଳ
ବାଳ ନା only ଅନୁଭବ ଭାଇଜାନ is my best hero all ଓଡିଶା best hero❤️❤️❤️❤️❤️
Anubhav❤️
କପି କରି 186 ଜଣ ସୁପର ଷ୍ଠାର 191 Meghastar
Without anubhav mohanty I love you 2 ❌
Only one super star ⭐⭐ Anubhav mohanty ❤❤❤❤
Kam Paisa kharcha pain nua hero ku nei chanti anubhav ku nei thile 25/ru 30 lakh dei thanta nua hero ku 5/7 lakh dei thibe
Thik thik
5 7 lakh nuhen... 50000 tanka deithiba
Neichhanti na Deichhanti mun b confused 🤔
😂😂@@odiastories9832
Nai Seita b nuha 150 tanka Kishore bhai mutton deithiba@@asishkumarmaharana7229
🌹🌹ଟଙ୍କା ଅଛି 👍
ନୂତନ ପ୍ରତିଭା ଙ୍କ ପାଇଁ ଇଶ୍ଵର ଙ୍କ ବରଦାନ 🎉 🎉 🎉 ଟୁଟୁ ନାୟକ
Manoj Mishra Fan Like🙏👍
ଅନୁଭବ ମହାନ୍ତି ବାଳ ହିରୋ ଛି ଶଳା
2004/ର ଆଇ ଲଭ ୟୁ ଫିଲିମ୍ HD କୁଆଡ଼େଗଲା ଦୟାକରି ଛାଡ଼ନ୍ତୁ I love you ❤️❤️❤️❤️❤️❤️
I love you 2 star cast first thila
Sabit
Jhilki
Sidhant
content is king❤
ପଇସା ପାଇଁ ଅନୁଭବ କୁ ନେଲେନି
One and only Anubhav Bhaijaan ❤❤❤
Only one Bhai Jaan ❤️ King 👑 always King
ଟୁଟୁ ତୁ ଆଉ ତୋ ପରିବାର film ଘରେ ବସି ଦେଖ ଭଲହବ ହେଲା ଚଗଲାମି କଥା କୁହ ନାହିଁ ତମ ପାଇଁ ଭଲ ହବ ଲଭ ୟୁ ଭାଇଜାନ🙏
You are right
ଟୁଟୁ sir ଆପଣ ଯାହା କହିଲେ ଠିକ ନୁଆ actor / actress ollywood ଇଣ୍ଡଷ୍ଟ୍ରି କୁ ଆସିବା ଦରକାର ହେଲେ ପୁରୁଣା film ର sequel ରେ ଲହିଁକି ଆଣୁଛ ଲୋକ ମାନେ ଦେଖିଛନ୍ତି ଅନୁଭବ ଭାଇ କୁ I love you re
ଆପଣ ଅଲଗା କିଛି film title ରଖିଲନି I Love you 2 ଲାହିଁକି ରଖିଲେ ସେ ନା ଶୁଣିଲେ ଲୋକ ଭାଭିବେ କଣ anubav ଭାଇ ଆସିବେ ଫୁଣି ଥରେ
ଆପଣ ତ ନିଜେ କହିଥିଲେ ଅନୁଭବ ଭାଇ କରିବେ ଫୁଣି କଣ ହେଲା
mu ଏତିକି କହିବି ତୁ ବାଳ ଫିଲ୍ମ କାରବୁ 😂
Anubhav ku guest roll ଦିଆଯାଉ
I Love U 2 blockbuster ହବ
🎉🎉🎉🎉
ଅନୁଭବ ନାହିଁ MEANS ଫିଲ୍ମ ଫ୍ଲୋପ ସୁନିଶ୍ଚିତ ଏଥିରେ ସନ୍ଦେହ ନାହିଁ। 💯 True ✍️✅✅✅
ନୂଆ ହିରୋ ନା କମ ଟଙ୍କା ନେବ ସେଥି ପାଇଁ ଅନୁଭବ ଭାଇଙ୍କୁ ଫିଲ୍ମ କରିବାକୁ ଦେଲେନି କାରଣ ଅନୁଭବ ଭାଇ ବହୁତ ଟଙ୍କା ନେଇଥାନ୍ତି ନା ସେଥି ପାଇଁ ଅନୁଭବ ଭାଇଙ୍କୁ ଦେଲେନି ଏଇଥି ପାଇଁ ଆମ ଓଡିଆ ଫିଲ୍ମ ଦୃବଳତା ହେଉଛି
I love you 2 ରେ ଯଦି ଅନୁଭବ ନାହାଁନ୍ତି ତାହେଲେ film ର ନା ବଦଳାଇ ଅନ୍ୟ ନାମ ଦେଇ ପାରିଥାନ୍ତ।
I love you 2 କାହିଁକି ଦେଲ actor change movie change
(change your movie name)
Only for anubhav ❤❤
Anubhav ❤❤❤❤❤❤
Only bhaijaan ❤
Nua artist asiba darkar
Anubhav mohanty Hollywood king❤❤❤
bahut bhala karichanti kete sehi anu babu aridm nua chehera ta nihati darkar rihgt karicha sir🎉🎉🎉❤❤❤
ୟା 'ର କଥା ପ୍ରବଳ କାମ ଦୂର୍ବଲ !!!
ମୋତେ ତ ଲାଗୁଚି ଏ ଫିଲ୍ମ ରେ ଯିଏ ହିରୋ ଅଛି ସେ ପଇସା invest କରିଛି ନହେଲେ ଏତେ ତଳକୁ ଟୁଟୁ ନାଏକ ଖାଇଯିବେ ଜାଣି ହେଉନି l ହଇଓ ଟୁଟୁ sir ତମ anniversary ଦିନ ତମେ କଣ କହିଥିଲ ପୁରୁଣା vdo ଆଡେ ଯାଇକି ରୋଷ୍ଟ ଆରମ୍ଭ କରିବା କି? ଛାଡ଼ ତମକୁ କହିକି ଲାଭ ନାହି ଓଡ଼ିଆ Indursty ତମେ ମାନେ ନିଜେ ନିଜେ ବୁଡ଼େଇ ଦଉଚ l ମୋତେ ତ ଲାଗୁଚି ହିରୋଇନ୍ ପାଟି ପାକୁ ପାକୁ କରୁଚି ଜାଣି ହେଇ ଯାଉଚି ଫିଲ୍ମ କଣ ମଜା ଲାଗିବ କୋଉଠି ଯାତ୍ରା ପାର୍ଟି ପଡ଼ିଥିବ ଦେଖିଦବା ଆଉ
Monja sir is Legend Thanka pari Movies Banaha Bhai
ଇଏ କ'ଣ କଲେ ସାର୍। I love you 2 ରେ ଭଲ HANDSOME HERO କୁ ନେଇଥାନ୍ତେ ଭୁଲ୍ କଲେ ସାର୍। ହିରୋ ଏତେ ଖାସ୍ ନୁହଁ
Joumane kahuchhanti Anubhav rahile hin film hit heba semananku mora gote question apana last film Anubhav ra kebe hit heithila tike kahibeki?? Ebe last 2 picture of Anubhav Mohanty is not good in box office collection so kou hisabare apana kahuchhanti Anubhav rahile picture hit heba.
ଏଟା ଠିକ୍ ହେଲାନି ଅନୁଭ ନିହାତି ଦରକାର୍ ଥିଲା କାହିଁ କି ନା ଅନୁଭ sir ଙ୍କରmovie ତମେ ଯଦି କଲ ନୁଆହିରୋ ନେଇ ତମେ ଆଉ କଉ ମୁଭି name ଦେଇଥାନ୍ତ ତମେ ilove u କଲ କଣ ପାଇଁ ଆରେ ଭାଇ ସେଟା ଅନୁଭବ ଭାଇଙ୍କ movie yar ସେ ହିଁ କରିପାରିବେ ଆଉ କଉ ହିରୋ ନୁହଁ
ଅନୁଭବ ଭାଇ ବିନା I love you 2 ଫିଲ୍ମ ଭଲ ଲାଗିବନି ଟୁଟୁ sir ଜଣେ ବେକାର ଲୋକ ଟୁଟୁ sir director ନା ମୋ ପାଟି ଖରାପ
Anubhav bhaijaan 🔥🔥🔥🔥
ଏ ଲୋକଟି ଓଡ଼ିଆ industry ର ବାଞ୍ଝ ମାଇକିନା 😂😂
କଥା ପ୍ରବଳ କାମ ଦୁର୍ବଳ😂😂😂😂😂
Movie supper hit
ଯିଏ ହିରୋ ହେଇଛି ସେ ଓଲଟା ପଇସା ଇନଭେଷ୍ଟ କରି role କରିଥିବ,,,,ଫିଲ୍ମ ହିଟ ହେଉ କି flop ହେଉ,,
ତର ସୁକୁଟି ଗେହିଁ ମୁହଁ ଦେଖି 😂😂😂 ବେଶ୍ୟା ମିଡିଆ ବାଲି ମୋ ପେଟ ରୁ ଖାଦ୍ୟ ବାହାରି ଆସିଲା 😂😂
Only one king of ollywood star sidhant Mohapatra ❤❤❤❤❤ king is always king muna bhai
I love you 2 re last re anubhab ରହିବା ଦରକାର ନ ହେଲେ film ମଜା ନାହିଁ
Iloveyou ଯେମିତି 2024 ରେବୀ ହଲ ରେ ପଡୁଛି ୟା ପାର୍ଟ 2 kete ଯାଏଁ ରହିବ???
ସବୁ ଠିକ ଯେ, ହେଲେ ଟୁଟୁ ଭାଇ ଙ୍କ କଥା ଠିକ ନାହିଁ
ନିହାତି ଭଲ ଲାଗିବ I LOVE YOU 2
ଭାଇ ନାହିଁ ମାନେ କିଏ ଦେଖିବ
ଅନୁଭବ. 👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌
I love you କୁଆଡେ ମୁଁ ଶୁଣିଥିଲି ତାକୁ ଆପଣଙ୍କ ବାପା ବସନ୍ତ ନାୟକ କରିଥିଲେ।ଗାଲୁ ପିଲା।
Kali Gita super hit haba❤❤
ଯେତେ ସୁଟିଙ୍ଗ ଓଡ଼ିଆ ମୁଭି କଲେ କଣ ହେବ ସାଉଥ ଭଳି ସୁଟିଙ୍ଗ ନାହିଁ ଆଉ ତମେ କପି କରିଲେ ବି ସୁଟିଙ୍ଗ ମୂଖ୍ୟ 1ଷ୍ଟ ଡ୍ରେସ୍ ମେକ୍ଉପ ଠିକ୍ ନାହିଁ 2 ରେ ଲୋକସନ ଜଣା ନାହିଁ 3 କ୍ୟାମରା ଆଇଡିଟି ଜଣା ନାହିଁ 4 ରେ ଫାଇଟ ସାଉଣ୍ଡ ଠିକ୍ ନାହିଁ ଖାଲି ବିକଳ ହେଇକି ଯାହା ପାଇବ ସେୟ୍ୟା ପିନ୍ଧିବ ଯୋଉଠି ପାଇବ ସେଥି ସୁଟଙ୍ଗ କରିବ ଏଥି ରେ କହିବ ଆମ ଓଡ଼ିଆ ଲୋକ ଦାଇ ଖାଲି ମୁଁ ମୁଭି ଦେଖିକି ମୋର ଆଇଡ଼ିଆ ଯେତିକିଅଛି ନା ମୁଁ ଓଡ଼ିଆ ଇନଡଷ୍ଟ୍ରଇ ରେ ଥିଲେ ଜନିଥାଣ୍ଟ ମୁଁ ତ ଗରିବ କଣ କହିବ ମୋର ସେତିକି ଧନ ନାଇ ଆଜି ନହେଲେ ମୋନୋଜମିଶ୍ର ତମକୁ ଚାଲେଞ୍ଜ କରିଥାଆନ୍ତା ଟା ରାଜ୍ୟ ପାଇଁ ସିଏ ଠିକ୍ ଟା ମାଟିର ଟା କଳଚର ଫିଲ୍ମ ରେ ନା ରଖୁଛି 1ଟା ରାଜ୍ୟ ପାଇଁ mindgame ଏବେ ଟା ମାଟି ପାଇଁ kaligeta ଏଥିରୁ ତମେ ଓଡ଼ିଆ ଲୋକେ ବୁଝିବା କଥା
ଠିକ୍ କହିଛ ଭାଇ ....ଏଇ ଟୁଟୁ ର ମୁଣ୍ଡ ଠିକ୍ ସେ କାମ କରୁନି ,ବର୍ତମାନ ଏଇ compation market ରେ challenge ସହିତ କାମ କରିବା କଥା ! ସିଏ ତ confidence ନାହିଁ film hit ହବ କି flop ହବ !! trend ରେ କଣ ଚାଲିଛି ଦେଖ , ଯେମିତି ହେଲେ ବି film ଟା ହେଇଯାଉ !