`ପ୍ରଶାସନରେ ଏବେ ବି ରହିଛି ପାଣ୍ଡିଆନଙ୍କ ଦବଦବା’|| VK Pandian || Chartered Flight Travel ||Odisha Reporter
HTML-код
- Опубликовано: 15 сен 2024
- ଓଡ଼ିଶା ସୂଚନା ଅଧିକାର ଅଭିଯାନର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଚାର୍ଟାଡ ଫ୍ଲାଇଟର ଭଡା ଓ ବ୍ୟବହାର କରିଥିବା ବ୍ୟକ୍ତି ମାନଙ୍କ ନାମ ଓ ବ୍ୟବହାରର ଉଦ୍ଧେଶ୍ୟ ସମ୍ପର୍କିତ ତଥ୍ୟ ବାରମ୍ବାର ଗୋପନ ରଖିବା ବା ଲୁଚାଇବା, ପରିବହନ ସଚିବ ନିର୍ଦ୍ଧେଶ ଦେବା ସତ୍ତ୍ୱେ ତଥ୍ୟ ଗୋପନ ରଖିବା, ଲକ୍ଷ୍ମୀ ବସ୍ ଯୋଜନା ସମ୍ପର୍କିତ କୌଣସି ତଥ୍ୟ ନଦେଇ 800 କୋଟି ଟଙ୍କା ଲୁଟ କରିବା ଇତ୍ୟାଦି ପ୍ରତିବାଦରେ ଖାରବେଳ ଭବନ ସମ୍ମୁଖରେ ଓସାର ବିକ୍ଷୋଭ ପରିଦର୍ଶନ କରିଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #VKPandian #bjd #odisha #RTI #Activist #News #odishareporter
ବହୁତ ଧନ୍ୟବାଦ ସୂଚନା ଅଧିକରୀ ଙ୍କୁ
100℅right.sir
ଖଣି ଲୁଟ୍ ଠାରୁ ଆରମ୍ଭ କରି ହଜାର ହଜାର କୋଟି ସରକାରୀ ଟଙ୍କାର ଦୂର୍ନିତୀ କରୀଥିବା ଏ ପୂର୍ବତନ ପ୍ରଶାସକ କୁ ଯଲଦି ନ ବାନ୍ଧିଲେ ଆଗକୁ ଆହୁରି ଅଧିକ ଉତ୍ପାତ କରିବ
ଆଶ୍ଚର୍ଯ୍ୟ ଲାଗୁଛି ଯେ ପୂର୍ବ ସରକାରଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଥାଇ ମଧ୍ୟ ଏ ପର୍ଯ୍ୟନ୍ତ ବିଜେପି ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ କାହିଁକି
କିଛି ହେବନି ରେ ଭାଇମାନେ,,,
ଗଳା ଫାଟିଗଲେ ମଧ୍ୟ ଦୁର୍ନୀତି ବିରୋଧରେ କିଛି ହଲେଇ ପାରିବ ନାହିଁ,,
କାରଣଟା ଅତି ସାଂଘାତିକ,,,,😅
Odisha BJP take action against v k pandian main acquse
Naveen pattnayak
Why CM Mohan Majhi silent in this issues.
Rti କମିଶନର ଠିକ ଉତ୍ତର ଦେଉନାହାନ୍ତି, ମୁଁ ଅନୁରୋଧ କରୁଛି Rti ସଂସ୍ଥା ଉଠେଇ ଦିଅନ୍ତୁ କିମ୍ବା କମିଶନର ଙ୍କ ଉପରେ ଅଫିସର ରଖାଯାଉ,
ଏ ପାଣ୍ଡିଆ ଟାଉଟର୍ କୁ ଚଞ୍ଚଳ ବିଦା କର ନଚେତ୍ ଓଡ଼ିଶା ଆଗକୁ ବଢିବା କଷ୍ଟକର ହେବ
ଭାଇ ଲାଗିପଡ
100%r8 work
All staff should remove from the Department of Suchana prasarana Kendra.
I like pandian sir
BJD ଚୁର କୁ ଓଡ଼ିଶାରୁ ଖେଦ
If Officer not obey the order of Ministers than out him from service immediately or send him Jail.
ଏଇଟା ତ ଅପାରଗ ସରକାର
All' Officers are corrupted, immediate take action against them.
Ok
ମୋହନ ବାବୁ ତୁରନ୍ତ ପୂର୍ବ ତନ ମନ୍ତ୍ରୀ ମାନେ ଦୁର୍ନୀତି କରିଛନ୍ତି ଏମାନଙ୍କୁ ଧରନ୍ତୁ
All is well
Shree mandira prakalpa re kete tanka kharcha heichi? Puri?
The present govt should provide info under RTI. Why now govt is hiding info ?
ଯଦି ମୋହନ ସରକାର ପାଣ୍ଡୁ କୁ ସୁରକ୍ଷା ଦଉଥିବେ ତାହେଲେ ଏ ସରକାର ର ଆୟୁଷ ବହୁତ ଅଳ୍ପ ଦିନ.
File complaint Appeal u/s 18 of the statute !!
That pio should be suspended by government.
Pandian dhanyabad he pandia tume bjd dalaku rakhya kar
Kiare
ମୋହନ ସରକାର ର ନିଜସ୍ୱ ଅଧିକାର କିଛି ନାହିଁ. ସବୁ କେନ୍ଦ୍ର ର ଅନୁସାରେ କରୁଛନ୍ତି ବୋଧେ
BJD BJP ଗୁପ୍ତ ମେଣ୍ଟ😂😂😂😂
Is BJP govt following footprints of BJD govt in this matter? Wheth
Naveen Patnaik ku arrest Kara aga
Bjp kana bjd sangare misi galeki😊😊😊
E padakhepa gote bhala padakhepa. Kintu 2 nd re jou suchana adhikar karmi kodamsingh ku pacharile sie jane bada criminal.
BJP o BJD Dinare Basanta o Ratire Basanti .. Odisha basi vakua..
ମା ଗିଆ ସଳା
Pandu bandha hoi sarantani kintu bjd Rajya sabhare 9 jana nka abasyak thibaru, action heuni
BJD Sarakarare Tathya thilaje Mohan Sarakar debe 😂
Galua Tv.
Bjd. Ku. Turanta. Arest. Karajao
Tumar badhe kichhi dhanda nahi
Bjd sarkar hatao odisharu chur dal ke