Shg self help group nije ନିଜକୁ ସାହାଯ୍ୟ କରୁ ଥିବା ଦଳ ହେଲେ ଆଜି shg shg hoiki ନିଅ ସେ ଏବେ bhg ହୋଇଛେ ମାନେ bank help group hoi che au ethire ma mankar kichi unnati ni hue baram aji ma mankar ଅବସ୍ଥା ଯାହା ହୋଇଛେ ଏତ benk help group ra kamal ae tenu ma mane bujha shg Kara kahati upare bharada karani na mbk crp na goverment upare tume shg kari 10Jan maa mankar katha nije nije bujha dekhiba sabu thik hoi jiba e parsapar prati jhg as da bhaharibani mu Jane block blf ra secretary mate ଏସବୁ ଭଳ ଲାଗୁନି ମୁ ଭାବୁ ଛି ଏ ପଦବୀ ରୁ ninj we nije ବାହାରିବି
MBK ,CRP sabuku prati 5 year re thare change heba darakar and Ec prati 2 year re change heba darakar samastanku chance miliba darakar .keu Mane ak mata like Kara
ମୋର ମତରେ ଭଉଣୀ ମାନେ ଯେଉଁ ପଦକ୍ଷେପ ନେଇଛନ୍ତି ଉଚିତ ପଦକ୍ଷେପ,ନ୍ୟାୟ ଯୁକ୍ତ ।ତେଣୁ ତାଙ୍କ ଦଳରେ ଯଦି ପଦ ଉନ୍ନତି ହେଉଛି ତେବେ ସମସ୍ତଙ୍କର ପାଲି ପଡୁ ଧନ୍ୟବାଦ୍ ।
ସବୁ gp ର ec ଏବଂ ସମ୍ପାଦିକା ଓ ସଭାନେତ୍ରୀ ଙ୍କୁ ବାହାର କରାଯାଉ ଏ ବ୍ଲକ୍ ଚମ୍ଚାଗିରି କରୁଛନ
Sat ktha kahu6 didi mane sabu ec mane ku chekar vl heb very good 👍
ବେଡା. ବନାଉଛନ. ଗ୍ରୁପ. ଭାଙ୍ଗିଦିଅ
Kono Pai tate kono lajo laguchi
Sabu gagare enta hauchhe
EC ମେମ୍ବର Shg ର ସମସ୍ତଙ୍କୁ ଥରେ ଥରେ କରାଯାଉ 👍
ସତ କଥା ଏ
Very very good interview of the shg MAA.
Ec ଚେଞ୍ଜ କରାଯାଉ ସମସ୍ତଙ୍କୁ ଥରେ ଥରେ ec ହେବାର ସୁଯୋଗ ମିଳୁ
Ec mane free re jete dina khatichhanti se bisayare kichhi kuhantu...
Yes
ଭାଙ୍ଗିଗଲେ ଭଲ ହବ। ଏମାନେ ଶିକ୍ଷା ପାଇବା ଦରକାର। ବୈମାନ କରି ସରକାର ବଦଳାଇଲେ ଏତାଫଳ।
Ek number
ଧନୀ ଘରର ବହ ମାନେ ଇସି ମେମ୍ବର ମାନେ ହେଉଛନ
୧୦ ଫେଲ ମାନେ ଇସି ମେମ୍ବର ହଉଛନ୍ତ ବିଏ ମାନେ ଗିନି ବଜଉଚ୍ଚନ
CRP MBK କାମ କରୁଛନ୍ତି EC ମାନଙ୍କୁ ଦୁଇ ବର୍ଷ ରେ ଚେଞ୍ଚ କରା ଯାଉ
Thank ୟୁ ଭଉଣୀ thank you so much
SSG ମା ମାନେ ୧୦୦ % right step ନେଇଛନ୍ତି 🙏🙏🙏
Ssg nai s h g hele ajir shg ta bhg hoiche shg nina
Shg self help group nije ନିଜକୁ ସାହାଯ୍ୟ କରୁ ଥିବା ଦଳ ହେଲେ ଆଜି shg shg hoiki ନିଅ ସେ ଏବେ bhg ହୋଇଛେ ମାନେ bank help group hoi che au ethire ma mankar kichi unnati ni hue baram aji ma mankar ଅବସ୍ଥା ଯାହା ହୋଇଛେ ଏତ benk help group ra kamal ae tenu ma mane bujha shg Kara kahati upare bharada karani na mbk crp na goverment upare tume shg kari 10Jan maa mankar katha nije nije bujha dekhiba sabu thik hoi jiba e parsapar prati jhg as da bhaharibani mu Jane block blf ra secretary mate ଏସବୁ ଭଳ ଲାଗୁନି ମୁ ଭାବୁ ଛି ଏ ପଦବୀ ରୁ ninj we nije ବାହାରିବି
ଠିକ କଥା କହୁଛନ୍ତି ମା ମାନେ
Shg ma manku bahut bahut dhany bad, good discission
ଗାଇଡ ଲାଇନ ଅଛି ଚେଞ୍ଜ କର ଏଥିଲାଗି ସମସ୍ତେ ଏକାଠି ହୋଇ କରି ଲଢ ,,,
ମା ମାଉସୀ ସତ କଥା କହୁଛନ୍ତି
SHG ଗ୍ରୁପ ମା ଓ ଭଉଣୀ ମାନେ ଆପଣଙ୍କ ଦାବି ଯଦି ପୂରଣ ନାହୁଏ, ଇଲେକ୍ସନ ସମୟରେ ଶିଖାଇଦିଅ. ମନ୍ତ୍ରୀ ମାନଙ୍କୁ.
ସବୁ ସତ କଥା କହିଲେ ଭଉଣୀ।ଧନ୍ୟ ବାଦ ମା ମାନେ।
ବହୁତ୍ ବଢିଆ ଲାଗୁଛି ଭଲ କଥା କହୁଛନ୍ତି
ପ୍ରତି 2ବର୍ଷ ରେ ଥରେ ଚଞ୍ଜ ହେବାର କଥା4
Right✔
Ok ❤ sata katha
EC ଚେଞ୍ଜ କରାଯାଉ ନୂଆ ଲୋକଙ୍କୁ ସୁଯୋଗ ମିଳୁ sabulokanku ec hei kama kale se b kichi ଜାଣିପାରିବ
very good didi Mane
Bahut bhal katha
ଗାଇଡ ଲାଇନ ଅଛି ଚେଞ୍ଜ କର କିଛି ଅସୁବିଧା ନାଇଁ
Crp Mbk exam dei kari paichan
Eta change kale sarkar v change hei jiba
ଠିକ କହୁଛନ ଇ ମହିଳା ମାନେ
E katha pura Odisha ra SHG group ku notice dia gale vala heba
ହଁ ଦିଦି right katha EC change karajau
Bahut badhia
ବହୁତ୍ ସୁନ୍ଦର୍ ପଦକ୍ଷେପ
Very nice speech
ବହୁତ ଶୀଘ୍ର change କରାଯାଉ
ସବୁ SHG ଅସୁବିଧା ହେଲେ ନ BJP ସରକାର କହେ ଲୋକଙ୍କ ସରକାର
Very good👍
Bht val kahichhan didi tmr dabi puran heu
Good decision
Very nice didi sat kahilr
ଗ୍ରୁପ ଭାଙ୍ଗି ଦିଅ
ଠିକ୍ କହୁଛୁ ଦିଦି ❤
Bhala question
Correspondence Sir says good.
Boudh dist re b ଏନ୍ତା ହେଉଛେ, group re kichhi ଲାଭ ନାହିଁ, କେବଳ mbk crp ମାନେ govt ରୁ ଦରମା ପାଉଛନ କିନ୍ତୁ ମା ମାନେ ଚୁଚ୍ଛା ଟା, group ଜଲଦି ଭାଙ୍ଗିବା ଦରକାର
ଆପଣ ଭୁଲ କହୁଛନ mam. Govt b shg group କେ ବହୁତ ସୁବିଧା ଦେଉଛେ. ମାଛ ଚାଷ. ଛେଳି ଚାଷ, କୁକୁଡ଼ା ଚାଷ ରେ government ସବସିଡି ଦେଉଛେ. ସେ ସବସିଡି ପଇସା ତ mbk, CRP ମାନଙ୍କୁ ନାଇଁ ଦେବାର
ମହିଳା ମାନେ ଏକ ହୁଅ
ସତକହୁଛ,, ମାଁ ଧନ୍ୟବାଦ
Group bhangijiba volo heba
ଦୁଇ ବର୍ଷ ରେ ପରିବର୍ତ୍ତନ ହେବା ଜରୁରୀ ନିୟମ ଅଛି କରାଯାଉ ଅସୁବିଧା କିଛି ନାହିଁ
Sath katha 1dam right
Sat katha
Blangir chhada alga district bale like karA
Kj re
Very good sister
Absolutely
right
Right ❤
Thick katha
MAA MANE THIK KAHU CHHAN
Aau Apan anchoring bahut bhal karuchhan dada . Enta Kari agke janata mankar Katha sarkar pakhaku pahachu.
ଠିକ୍ କଥା କହୁଛନ୍ତି ଆମର ମା ମାନେ ।
ବେକାର ଧନ୍ଦା ବାହାର କର୍ଲା BJD ଦଳ ଇ ଗରୁପ୍ ଭଙ୍ଗା ଯାଉ
Sabu paisa ra game aaye ekhen government ec k paisa dei deuche bele ethir lagi e didi k kharap laguche se v paisa paibar lagi eta golmal karuche😂😂😂😂
Write
Right
2 ବର୍ଷ ରେ ଥରେ ଚେଞ୍ଜ ହେବା କଥା, ଆଗରୁ guide line ରେ ଥିଲା କିନ୍ତୁ ଦୁଃଖର ବିଷୟ ଏଥିରେ ବ୍ଲକ, ଡିଷ୍ଟିକ ର କାର୍ଯ୍ୟକର୍ତ୍ତା ସହଯୋଗ କରୁନାହାନ୍ତି, କହୁଛନ୍ତି ଚେଞ୍ଜ କରିବା ପାଇଁ guide line ଷ୍ଟେଟ ରୁ ଆସିନି
Crp mbk bank Mitra manke bi change karare maiji Mane aaru mison sakti ke b bhanga
Good information bhai, madi chala
Good🙏
ସତକଥା ମା ମାନେ ଇ ନିଅମ ଜାରିରହୁ
ଠିକ ଖହୁଚନ
Very good change hebar katha
Dhanay bad.didi
Bhal katha ❤
CRP ଓ MBK ଦରମା ପାଇବେ,କାମକରୁଛନ୍ତି।EC ମେମ୍ବର 2ବର୍ଷ ରେ ଥରେ ବଦଳିବା କଥା।
CRP and mbk salary paibe semane bahut kama karuchhanti
Chindauchha sabu@@DAMAYANTISAHU-b5x
GOOD JOB BROTHER 👍👍👍👍👍👍👍👍👍👍👍👍👍👍👍👍👍👍
👍👍👍👍👍
Right
Very good shg maa mane
Right khata
Esi member ku chenj karu Karun au samasta ma manaku Sujata diontu.bahut bhala Katha kahile bhauni😊😊 😊b
SHG ମାଁ ମାନେ ପୁରା right ରେ ଅଛନ୍👍
Haego nani Mane ete din tamku parda lagithila aji parda uthla
ମନକୁ ପାଇଲାପରି ଖବର, Ec ପରିବର୍ତନ କରାଯିବା ନିହାତି ଜରୁରୀ
ତମେ ମାନେ ବିଜେପି କୁ ଭୋଟ ଦେଇ ନବୀନ କୁ ହରାଇଲ ବିଜେପି ସରକାର ସୁଭଦ୍ରା ଯୋଜନା ଦେଇ ତମକୁ ଭୁଆଁ ବୁଲାଇଦେଲା
MBK ,CRP sabuku prati 5 year re thare change heba darakar and Ec prati 2 year re change heba darakar samastanku chance miliba darakar .keu Mane ak mata like Kara
Perfect katha
ସତକଥା ମା ମନେ କହେବାର ଟା
Bahut sundar didi. Sabu maa k chance milba katha 👍
ସାଥ କଥା ହୋ ଭାଇ ଚେନ ହେବାର କଥା ନୂଆ ସରକାର ତୋ ନୂଆ ନିୟାମ କରବା କଥା ଧନ୍ୟବାଦ
ସରପଞ୍ଚ ମାନଙ୍କ ର କଥା ଯେନ୍ତା କହେଲ ଭାଇ ସରକାର ପରେ କଲେକ୍ଟର ମାନଙ୍କର ନିକେ ଚିଠି ପଠେଇଛନ୍ ଯେ ମହିଳାମାନେ ମେନ୍ ସରପଞ୍ଚ ଅଛନ୍ ଆଉ ତାକର୍ ଅଲଗା କିଏ ଯଦି ପଞ୍ଚାୟତ ଚଲାଉଛନ ତାକର୍ ଉପରେ କଡା ପଦକ୍ଷେପ ନେବେ ବୋଲି ହେଲେ ଆଏଜତକ୍ କେନ୍ ଗୁଟେ ଅଧେ ଧରା ପଡିଲେ ନ କାଏ ଆଉ ଯଦି ଧରା ନିଜେ ପଡନ୍ ତାହେଲେ ସବୁ ପଞ୍ଚାୟତ ବଢିଆ ଚଲୁଛେ ଲେକିନ ଇଥିର୍ ଉପରେ ତୁମେ ମିଡ଼ିଆ ଭାଇ ମାନେ ଟିକେ ନଜର ପକାବ ବେଳେ କେତେ ଏନତା ସରପଞ୍ଚ ବାହାର୍ ବେ ମୁଁଇ ପ୍ରମାଣ ଦେଖି ଯୋଗାଯୋଗ କର
Right 👍👍👍👍👍
କୌଣସି ଗ୍ରୁପ ର ଜଣେ ବି କାମ କିଛି କରନ୍ତି ନାହିଁ। ଟଙ୍କା ଭାଗ ବାଣ୍ଟି ନେଉଛନ୍ତି।ସେ ଟଙ୍କା ଲୋକଙ୍କୁ ସୁଧରେ ଲଗାଉଛନ୍ତି। ଏହି ଯୋଜନାକୁ ସରକାର ଶୀଘ୍ର ବନ୍ଦ କରନ୍ତୁ। ଗ୍ରୁପ,ଇସି, ସଭାପତି ଏସବୁ ବିଜେଡି ଦଳର ମିଛ ଯୋଜନା।
CRP ku chanje kara jau
ବିଜେପି ସରକାର କେ 10 ଥର vote ଦିଅ . ପରିବର୍ତ୍ତନ ସରକାର. କେଯେ....... ଚୂହିବ ସବୁ ଲୋକ
Theekusahun,sister
Salute
ବିଜେଡି ଶାସନରେ ଡ଼ଲାଳି ଭୋଟ ଯୋଗୁ SHG ମା ମନେଅଛି ଧାରଣା ଦେଉଛନ୍ତି
ମିଶନ ଶକ୍ତି ଏକ ସଂଗଠନ ।ଏହି ସଂଗଠନ କୁ ପରିଚାଳନା କରିବା ପାଇଁ କାର୍ଯ୍ୟକାରିଣୀ କମିଟି ଗଠନ ।ଏଥିରେ SHG ସଭ୍ଯା ମାନଙ୍କ ମଧ୍ୟରୁ EC,CRP,MBK ଚୟନ ହେଇଛନ୍ତି ।ତେଣୁ ସବୁ ଚାବିକାଠି SHG ସଭ୍ୟା ମାନଙ୍କ ନିକଟରେ ।ସବୁକଥା ହେଲା SHG ଯାହା ଚାହିଁବ ତାହା ହେବ
Right 👍👍
Right.
ଓଡିଆରେ କହ ମୁଇ ସଭାପତି ବୋଳି
Good 👍👍👍👍👍👍👍
ବଏଲରଖିଆ ଗୃପ BJDବାଲେବନେଈଥିଲେ SHG ଗୃପ୍ ନେଇ ସେ ମେହେଯିଗୃପ୍
very nice
Bahuta badhiya katha
Ene MBK, CRP, aru BLC misikari naat karuchhan,
Thik kahuchhn didi mane sabk thare thare moka mibar katha
Very good🎉🎉
ଠିକ କଥା ହେଲେ ମିଶନ ଶକ୍ତି ମହିଳା ମାନେ ଟିକେ ବୁଝି ପାରିଲେନି, ବିଜେପି ସରକାର ମା ମାନଙ୍କୁ ଭୁଆଁ ବୁଲାଇଦେଇଛି. ୫୦ ହଜାର ଯୋଜନା ନାଁ ରେ ଭଣ୍ଡେଇ ୫ ହଜାର ଧରାଇଲା, ଏହି କଥା ତମ ମେଡ଼ିଆ ଭାଇ ମାନେ ମହିଳା ମାନଙ୍କ ମୁଣ୍ଡରେ ପୁରାଅ
Very good didi
ନବୀନ ସରକାର ନୁ ଆଉ ସରକାର ନାଇନ
ଆରେ ଭାଇ ଗୁପ ଟଙ୍କା ଲାଗି ମ଼ହେ ଝି ମାନେ କେନ୍ତା କାମ କଲେନ ଜାଲନ କେଁ