ଶୁଭଲକ୍ଷ୍ମୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ ,କହିଲେ ସୁନ୍ଦରୀ ଯୁବତୀଙ୍କୁ ନେଇ ଏମିତି କରୁଛନ୍ତି ..
HTML-код
- Опубликовано: 8 фев 2025
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Odisha Bhaskar Online Presence:
linktr.ee/Odis...
RUclips - www.youtube.co...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଏ ଝିଅର କଥା ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ,ଏହାର ନିରପେକ୍ଷ ତଦନ୍ତ ହେବା ନିହାତି ଜରୁରୀ।
ଯାହା ହେଉ ଆପଣ ଜଣା ପଡ଼ୁଛି ଖୁବ୍ ଭଲ ଆପଣଙ୍କ ସ୍ବାମୀଙ୍କୁ ଭୁଲ ମାଗିକି ସମାଧାନ karinia ମଙ୍ଗଳ ହେବ
ଅବଶ୍ୟ ଶୁଭଲକ୍ଷ୍ମୀ ର ତା ମୁହଁର ଠାଣି କହୁଛି ସେ
ଗୋଟେ ଦୁଇ ନମ୍ବର କାମ କରୁଥିବ ବୋଲି ! ମୋର
ଗୋଟେ ଅନୁକରଣ ଜଣେ ଖାଣ୍ଟିଓଡ଼ିଆଣୀ କେବେବି
ମୁହଁ ଟେକି କି କାହାରିକୁ କିଛି କହିବନି ! ମୋ ଅନୁକରଣ ଭୁଲ ବି ହୋଇପାରେ ! ଏ ଭଉଣୀକୁ ଧନ୍ୟବାଦ ଯେ ମିଡ଼ିଆ ଆଗରେ ସବୁ ସତ କହିପାରୁଛି !
Ai jhia ta bi thik laguni😂😂😂
@@sachindragouda1489 ସ୍ୱାର୍ଥ କୁ ବାଧା ଆସିଲେ ସମସ୍ତେ ମୁହଁ ଖୋଲନ୍ତି !
Hmm thik kahichanti😊
ଚିନ୍ତା ଧାରା ଭଲ, ଭଲ ଝିଅଟା ଶ୍ବଶୁର ଙ୍କୁ ଅନୁରୋଧ ଆପଣେଇ ନିଅନ୍ତୁ
Sapu ku jete khira pia se chota hi mariba.
ନିଜ ସ୍ବାମୀ କୁ ଭୁଲ୍ ମାଗି ତାଙ୍କ ପାଖରେ ଯାଇ ରୁହନ୍ତୁ ମଙ୍ଗଳ ହେବ ।ସେ ବି ଦୟା କରି କ୍ଷମା କରି ଦିଅନ୍ତୁ
ବାଃ ବାଃ ବାଃ ଯାହା ହଉ ଭଉଣୀ ଆପଣ ଡେରିରେ ହଉ ପଛେ ବୁଝିପାରିଲେ । ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ
ଏ ବେଧେଇ ମାନେ ଘର ଭାଙ୍ଗି ଦେବା ସହିତ ସମସ୍ତ ଙ୍କୁ ନଷ୍ଟ କରିଦେବେ ସେଥିପାଇଁ ଆଗକୁ ଆସୁଥିବା ଲାଗୁଛି ସମାଜ ସେବା କରିବା ନୁହେଁ ଟଙ୍କା ରୋଜଗାର କରିବା ପାଇଁ ସ୍ବତନ୍ତ୍ର ଅଭିଯାନ
ଆରେ ତୁମେ ତ ବହୁତ୍ ସୁନ୍ଦର୍ ହୋଇଛ ଆଉ କଥାରୁ ବି ବୁଝିବା ଶୁଝିବା ଝିଅଟିଏ ଭଳି ଲାଗୁଛ ।
କାହିଁକି ସେ ଘରଭଙ୍ଗା ଲୋକ ମାନଙ୍କ ପାଖକୁ ଯାଉଛ ?
ଆଶାର ଆଲୋକ ଗଲନି ?
ଲାଗୁଛି ତୁମ ସ୍ଵାମୀ ତୁମକୁ ବହୁତ୍ ଭଲ ପାଆନ୍ତି ତେଣୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇଛନ୍ତି
ତା ମାନେ ନୁହଁ ଯେ ସେଇ ସ୍ୱାଧୀନତା ଆଳରେ ଶାଶୁ ଶ୍ୱଶୁରଙ୍କୁ ଅସମ୍ମାନ କିମ୍ବା ଅଶାନ୍ତି କରିବା ଯାହା ଜଣା ପଡ଼ୁଛି ତୁମେ ସେମିତି କରିଛ।
ଝିଅ ତୁମକୁ ବୋଧେ ଛୋଟରୁ ଶିକ୍ଷା ଦିଆ ଯାଇନି ଯେ ପୁରୁଷ ହେଉକି ନାରୀ ଗୋଟିଏ ସୁନ୍ଦର୍ ପରିବାର ଗଢ଼ିବା ପାଇଁ କେବଳ ନିଜର ଇଛା ଆଉ ସ୍ୱାଧୀନତାକୁ ବ୍ୟବହାର କରାଯାଏନି ଅନ୍ୟ ମାନଙ୍କ ପାଇଁ କିଛି ତ୍ୟାଗ ଆଉ ବଳିଦାନ ବି କରାଯାଏ । ଯେମିତି କି ବାପା,ମାଆ,ସ୍ୱାମୀ , ସ୍ତ୍ରୀ,ଶାଶୁ,ଶ୍ୱଶୁର, ଆଉ ତାଙ୍କ ପରେ ନିଜର ଜନ୍ମିତ ପିଲା ଛୁଆ ମାନଙ୍କ ପାଇଁ ।
ଯଦି ତୁମର ସେମିତି କିଛି ଭୁଲ୍ ହେଇ ଯାଇଛି ତ ମନର ରାଗ ଅହଙ୍କାର କୁ ଛାଡି ଭଲ ମଧ୍ୟସ୍ଥି ମାଧ୍ୟମରେ ନିଜ ଭୁଲ୍ କୁ ସ୍ବୀକାର କରି ନିଜ ସଂସାରକୁ ଫେରିଯାଅ ।
ସେଥିରେ ତୁମ ଜୀବନ ସୁଖମୟ ହେବ ।
ଏ ଘରଭଙ୍ଗା ଲୋକ ମାନଙ୍କ ମାୟା ଜାଲରେ ପଡ଼ନି । ଜୀବନକୁ ନର୍କ କରିଦେବେ ପରେ ଖାଲି କାନ୍ଦିଲେ ବି ଦିନ ସରିବନି ।
ଏଇ ଗୋଟିଏ ଶିକ୍ଷା ନିଜ ଘରୁ ଛୋଟରୁ ପୁଅ ଆଉ ଝିଅକୁ ନିଜ ବାପା ମାଆ ଦେବା କଥା କିନ୍ତୁ ଆଜିକାଲି ବାପା ମାଆ ନିଜ ଛୁଆଙ୍କୁ ଧୃତରାଷ୍ଟ୍ର ଭଳି ଅନ୍ଧପ୍ରେମ କରି ତାଙ୍କୁ ବଡ଼ ହେଲେ ବର୍ବାଦି ର ରାସ୍ତା ଦେଖେଇ ଦେଉଛନ୍ତି ।
ଫେରିଯାଅ ରେ ନିଜ ସଂସାରକୁ ଫେରିଯାଅ
ସୈତାନ୍ ମାନଙ୍କ ମାୟା ଜାଲରେ ନ ପଡ଼ି।
ଯଦି ଖରାପ୍ ଲାଗିଥିବ ମୋ କଥା ତ କ୍ଷମା ଚାହୁଁଛି କେହି ଗାଳି ଦେବନି 🙏
Ati sundar katha kahila agyan
ଆପଣ ବହୁତ ସୁନ୍ଦର କଥା କହିଲେ ,ହେଲେ ଆଜିର ସମାଜ ତ୍ୟାଗ ବଳିଦାନ କଥା ବୁଝନ୍ତି ନାହିଁ ,ଖାଲି ମୁଁ ଭଲରେ କେମିତି ରହିବି,ଧନ୍ୟବାଦ୍ ଆପଣଙ୍କୁ
@@lipianshuvlogs ଆପଣ ତ ଜାଣିଛନ୍ତି ଯେ କେବଳ ନିଜ ସ୍ବାର୍ଥକୁ ଦେଖିଲେ କେବେ ଆମେ ସୁନ୍ଦର୍ ପରିବାର ଆଉ ସମାଜ ଟିଏ ତିଆରି କରି ପାରିବା କି ?
ତେଣୁ କେବଳ ପରିବାର କି ସମାଜ କଥା ନୁହଁ ପ୍ରତ୍ୟେକ କାର୍ଯ୍ୟ ପାଇଁ ସେଇ ଅନୁସାରେ କିଛି ତ୍ୟାଗ ଆଉ ବଳିଦାନ ର ଆବଶ୍ୟକ ରହିଛି।
କିଛି ନ ହରେଇଲେ କିଛି ମିଳେନି
ଅନେକ ସ୍ଵାଧୀନତା ସଂଗ୍ରାମୀ ତାଙ୍କ ଜୀବନକୁ ଉତ୍ସର୍ଗ କରି ଏ ଦେଶକୁ ସ୍ଵାଧୀନ କରିଛନ୍ତି ପୁଣି ପ୍ରତ୍ୟେକ ଦିନ ବୀର ଯବାନ ମାନେ ସିମାରେ ସହିଦ୍ ହେଇ ଦେଶକୁ ସୁରକ୍ଷିତ ରଖିଛନ୍ତି ଯାହାଦ୍ଵାରା ଦେଶବାସୀ ନିଜ ପରିବାର ସହ ଖୁସିରେ ଜୀବନ ଯାପନ କରୁଛନ୍ତି ତେଣୁ ତ୍ୟାଗ ଆଉ ବଳିଦାନ ବିନା କିଛି ବି ହେଇ ପାରିବ ନାହିଁ ।
ଏ କଥା ପିଲାଙ୍କୁ ନିଜ ବାପା ମାଆ ଶିଶୁ ଅବସ୍ଥାରୁ ଘରୁ ପ୍ରଥମ ଗୁରୁ ଭାବରେ ଶିକ୍ଷା ଦେବା ଉଚିତ୍ ।
@@rishikesh4340 right sir ,chhuati ବେଳରୁ ପରିବାରରୁ ହିଁ ଏ ଶିକ୍ଷା ମିଳିବା କଥା,ଏବେ ତ ପରିବାର ଲୋକେ ତ ଖାଲି ପାଠ ପଢ଼ ଆଉ ବଡ ହୋଇ ପଇସା ଅଧିକ ରୋଜଗାର କର ,ଆଉ ତ୍ୟାଗ ,ବଳିଦାନ,ଧର୍ଯ୍ୟ,ସହିବା ଶକ୍ତି କିଏ ଶିଖାଉଛନ୍ତି କି
Right 👍
ଆରେ ଏତେ ସୁନ୍ଦର୍ ବିଚାର ରଖିଥିବା ଝିଅ ଟିକୂ ଦୟାକରି ଗ୍ରହଣ କରିନିଅନ୍ତୁ. ଛୋଟ ଝିଅ ଟା ଯଦି କିଛି ଭୁଲ କରିଦେଇଛି ତାକୁ କ୍ଷମା କରି ତାକୁ ଘରକୁ ନିଅନ୍ତୁ ଭାଇ,କେତେ ନିର୍ମଳ ହୁର୍ଦୟ ଆଉ ସଫା ମନ ରେ ସେ ସବୁ କଥା କହିଚାଲିଛି❤,ଶାଶୁ ଶଶୁର ଆଉ ସ୍ବାମୀ ଦୟାକରି ଏମିତି ବୋହୂ କୁ ଘରୁ ବାହାର କରିଦେବା ଟା ଠିକ୍ ନୁହଁ
ଆପଣ ଜଣେ ଭଲ ଝିଅ ଯଦି ଆପଣଙ୍କ ସ୍ୱାମୀ ଏ ନିୟୁଜ ରେ ଆପଣଙ୍କ ବାଇଟ ଦେଉଥିବା ଦେଖୁଥିବେ ତେବେ ଆପଣଙ୍କ ସ୍ୱାମୀ ନିଶ୍ଚିତ ବଦଳିଯାଇ ଆପଣଙ୍କୁ ଗ୍ରହଣ କରିବେ. ଏ ଶୁଭ ଲକ୍ଷ୍ମୀ ନିଶ୍ଚିତ ଝାରପଡା ଜେଲ ଯିବ
ଏହି ଝିଅ ର ସ୍ବାମୀ ଙ୍କୁ ମୁଁ ଏତିକି ଅନୁରୋଧ କରୁଛି ଯଦି ଝିଅ ବାହାଘର ପରେ କିଛି ଭୁଲ କାମ କରିନି ତାକୁ ଦୟାକରି ଗ୍ରହଣ କରିନୀୟନ୍ତୁ. ବାହାଘର ଆଗରୁ ଯାହା ହେଇଥିବ ତାକୁ ନେଇ ନିଜ ଶଂସାର ଭଙ୍ଗନ୍ତୁ ନାହିଁ.
ଅଶୁଭ ଲକ୍ଷ୍ମୀ ରାଉତ କୁ ଏନ୍ କାଉଣ୍ଟର କରାଯିବା କଥା
😂😂😂😂
ଝିଅଟି ବହୁତ ଭଲ ସେ ପୁଅ ଜାଣିବା ଦରକାର ସ୍ୱାମୀକୁ ପାଇବା ପାଇଁ ଝିଅଟି ବବୁତ ଚେଷ୍ଟା କରୁଛି ଭଗବାନ ଙ୍କ କୃପା ହେଉ ଦୁହିଁଙ୍କୁ ପୁଣି ମିଶେଇ ଦିଅନ୍ତୁ 🙏
ସ୍ୱାମୀଙ୍କୁ ଗୋଟିଏ କଥା କହିବି ସ୍ୱାମୀ ସ୍ତ୍ରୀ ଭିତରେ ଯାହାବି କିଛି ମନ ମାଳିନ୍ୟ ହେଇଛି ସେସବୁକୁ ଭୁଲି ସ୍ତ୍ରୀ କୁ ଗ୍ରହଣ କରନ୍ତୁ ଭଗବାନ ମଙ୍ଗଳ କରିବେ 🙏
ଭଲ ନ୍ୟୁଜ କରିଛନ୍ତି l ଧନ୍ୟବାଦ I
Swami ku paiba Pani subhalaxi pakha ku kahiki jaithila .Tume jahaku kahucha taku kahila nahi.
Jhia ku ta swami milijau .subhalaxmi ku jail pathjau.kan jhia ti tums pakha gaan ta ki.
Subha Laxmi nare case kara
ସେ ସୁଭଲକ୍ଷ୍ମି ନୁହେଁ ମୋତେ ଲାଗୁଛି ବେଶ୍ୟା ଲକ୍ଷ୍ମୀ ।
Please Laxmi word sangare kichhi bi wrong word use karantuni
Thank you sir. Maa laxmi is our Goddess.@@Ajvlogsop1.o
Right 👍👍👍
ଲକ୍ଷ୍ମୀ ନୁହେଁ ❌ଅଲକ୍ଷ୍ମୀ✔️
@@ଅନାମିକା_ପ୍ରେମିକାaajika date ehipari case common
Paschim odisha ra 85% jhia bhubaneswar Cuttack re asi dhanda karurochanti
Odisha ra best sundari hela supriti meher
Balangir patnagarh meher pada Daya nidhi Meher daughter supriti meher gote no 1 dhandawali
20 ta husband supriti meher ra
This girl is very good ... kindly accept her requesting to her husband & family ❤
ତମେ ଧନ୍ୟ ହେଇଗଲ ।
ଏହି ଧନ୍ଦା କରି famous ହେଇଯା
ଯୋଦି ଖୋଳତାଡ଼ ହେବ, ଆହୁରି ଅନେକ ତଥ୍ୟ ବାହାରକୁ ଆସିବ
ମୁଁ ଅନୁରୋଧ କରିବି ପ୍ରଶାସନ କୁ
ଦୟାକରି, ଶୁଭଲଖ୍ମି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ, ତାହାର ଆହୁରି କେଳେଙ୍କାରୀ ର ପର୍ଦ୍ଦାଫାଶ ସାମ୍ନା କୁ ଆସିବ । ସେ ଅନେକ ଲୋକଙ୍କୁ ଠକିଛି, ଓ ତାଙ୍କ ଟଙ୍କାରେ ଅୟେଶ୍ କରୁଛି
👍👍
Hnn bhai sabu pari mane baha ribe ama nankara laja sarama buli kichhi nhi
@@gobindabirua1718 paschim odisha jhia mane Cuttack bhubaneswar jhia mananko kharap karidele dhanda Kariba sikhei dele
ସତ୍ୟ ଉଜାଗର କରିଥିବାରୁ ଧନ୍ୟବାଦ୍ , ଏମାନଙ୍କ କଥାରେ ଭରସା ନାହିଁ
ଭଉଣୀ ଜଣକ ଠିକ କହୁଛନ୍ତି
ଆଶାର ଆଲୋକ କୁ ଅଣା ଯାଇ ସମାଧାନ କରା ଯାଉ ,ଶୁଭ ଲକ୍ଷ୍ମୀ କୁ ମଧ୍ୟ
ଶୁଭଲକ୍ଷ୍ମୀ ତ ଲାଲ୍ ଓଠ, ଫର୍ଚ୍ଚା ଦାନ୍ତ ଓ ଖାଲି କୃତ୍ରିମ ନଖ ଦେଖାଇଲା ଆଉ...।
ତୁମର ଶଶୁର,ଶାଶୁ ଓ ସ୍ବାମୀ ଘରକୁ ଯାଇ ସେମାନଙ୍କ ସହିତ ଭୂଲ କରିଥିଲେ କିମ୍ବା ନ କରିଥିଲେ ମଧ୍ୟ କଥା ମାନି ସେମାନଙ୍କ ପାଖକୁ ପଲାଇ ଯାଅ। ଏହିପରି ଅନେକ ଲୋକ ଏହି ସମାଜରେ ଅଛନ୍ତି ତୁମେ କିଛି ବି ରଖିପାରିବ ନାହିଁ। ସବୁ ଚାଟି ହରିବୋଲ କରିଦେବେ।
😂😂😂😂(ସବୁ ହରିବୋଲ କରିଦେବେ) ଏଇ କଥାଟା ବହୁତ୍ ଭଲ ଲାଗିଲା.....
ଏହି ନାରୀନେତ୍ରୀ କଣ ଦୂତୀୟ ଅର୍ଚ୍ଚନା ନାଗ କି?।ଏହାର ତଦନ୍ତ କରାଯାଉ।
ତା ଭଉଣୀ ଭଳି ଲାଗୁଛି
ସ୍ବାମୀ କୁ ପର କରି ଆଉ ଜଣକୁ ଧରିଥିଲୁ ଏବେ କିଳା ନେବୁ, ଏମିତି ନାରୀ ସଦବୁଦ୍ଧି ଦିଅନ୍ତୁ ଭଗବାନ, ଏମିତି ଡ୍ରାମା ନ କରନ୍ତୁ
ସେ shubhalaxmi ପୁରା vilain ta laguchi, ଘର ଭାଙ୍ଗୁଛି 😮
ଦୟାକରି ମାଡାମ ତୁମେ 3 ପକ୍ଷ ନ ପୁରାଇ ନିଜେ ସ୍ୱାମି ସହିତ କଥା ହୁଅ
ଆରେ ବାପ ରେ ସମାଜ ସେବି. ଶୁଭଲ.....
ଆମ ଅଞ୍ଚଳ ରେ ମଧ୍ୟ ଏମିତି ଭଦ୍ର ମହିଳା ଅଛନ୍ତି,ପୋଲିସ ସହ ମିଶି ଟଙ୍କା ନେଇ କମ୍ପ୍ରମାଇଜ କରନ୍ତି।
ଭଲ ଝିଅ ଟା ଶଶୁର ଘର ଲୋକଙ୍କୁ ଅନୁରୋଧ ଆଉ ତାଙ୍କ ସ୍ଵାମୀ ଙ୍କୁ ମଧ୍ୟ ଅନୁରୋଧ ନିଜ ସ୍ତ୍ରୀ ଙ୍କୁ ଆପଣେଇ ନିଅନ୍ତୁ ,ଭଲ ଝିଅ ଟେ ପ୍ରଥମ ସବୁବେଳେ ପ୍ରଥମ ଆଉ ଏମିତି ଝିଅ ପାଇବନି
ଏଟାର କଥାବାର୍ତ୍ତା, ଚାଲିଚଳନ ଦେଖିଲେ ଜଣାପଡୁଛି ସମାଜ ସେବୀ ନାରେ ଧନ୍ଦା କରୁଛି ।
Thanks sister
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋବୋ ପୋଇସା ଖାଇବୋ ତୃତୀୟ ଜଣକ।
Thanks sister sata prakas karithibaru
କେତେ ସାଙ୍ଘାତିକ ଏ ସମାଜସେବୀ l
Seita 2nd Archana Nag
😂bloobank re samajsebi dekhina aau
@@im_voldemortbhai archana nag ra fanfolwer bahut western odisha re
Paschim odisha ra 85% jhia mane asi bhubaneswar puri Cuttack re deha bepar karuchanti
@@manoj-jb5lk Bhai sabu jhia kharap nuhe semane tike guidance abhav ru emiti hauchanti
ଶୁଭଲକ୍ଷ୍ମୀ ତୁମ ଟଙ୍କା ଖାଇଦେଲା ବୋଲି , ଏତେ
ଫେର ନହେଲେ ତୁମେ ଦୁଇ ଜଣ ମିଶି
ବିଚରା ପୁରୁଷ ଟି କୁ ମାରିଦେଇଥିଲ ବୋଲି ଜଣା ପଡୁଛି
ଏ ଝିଅ ଠିକ କହୁଥିବ ଡୋଳାଲୀ କେବଳ ଟଙ୍କାକୁ ଚି଼ହେଁ ସୋମ୍ପର୍କ ନୁହଁ
ବେଧ ମୁହିଁ ଟାଣ.. ଶୁଭlଲକ୍ଷ୍ମୀ କୁ govt ମାନ୍ୟତର ବେଶ୍ୟ ଘୋଷଣା କାର ଯାଉ ଯିଏ ଯିବେ ଚଢ଼ିବ ମୁଲ୍ୟ ୫ଟଙ୍କା ରୁ
ଭାଇ ସେମିତିରେ ଭଲ income heb govt ର......😂😂😂😂
ଶୁଭଲକ୍ଷ୍ମୀ ଗୋଟେ ଲକ୍ଷ୍ମୀଛାଡ଼ି ମାଇକିନା ଅଟେ ।
100% Right
ସତରେ ଗଟେ ଝିଅ ର ଜୀବନ ବହୁତ୍ କଷ୍ଟ
It's a lesson that if you involve outsider in your family problems they will definitely take the advantage.
ବୁଝିବାର ଝିଅଟି କିନ୍ତୁ କିଛି ସାମାନ୍ୟ କଥା ପାଇଁ ଦୁଃଖ ପାଉଛି ,ସଂସାର କଣ ଜାଣିନି ଗୋଟେ ଭୁଲ୍ କୁ ସାହାରା କରି ଆଜି ତାର ଏ ଦଶା ।
ନିଜ କଥା ନିଜେ ବୁଝ,ଅନ୍ୟ କାହା କୁ ମଝିରେ ପୁରେଇଲେ ଇଯୋଷ ହେବ ।
ଦେହ ଦାନ ମହା ପୂଣ୍ୟ ସମସ୍ତେ କର ଉପାର୍ଜନ ❤❤❤
ଭଉଣୀ ଚିନ୍ତା କର ନାହିଁ
ସମସ୍ୟା ନିଶ୍ଚୟ ଆସିବ ତମ ସ୍ୱାମୀ ଫେରିବ
Very innocent and pure hearted girl.
Same ur nature 😊
ଏଇଟାକୁ ତ ସମାଜ ସେବା କୁହନ୍ତି ।
Thank you bhauni
Best jiya
କେବେ ସେ ମାଗିହା ନାଟି ମାଇକିନା ବେଧେଇ subhalakshmi କୁ ବିଶ୍ୱାସ କରନ୍ତୁନି
Good sister's
Good sister
Thank you bhauni sata kahithibaru Bahut bahut bahut dhanyavaad❤
Tume sabdhan re rahiba lipsha
ଲାଗିଛି ଭଲ ଝିଅ ଟା.
ଏ ଝିଅ ବି କିଛି କମ୍ ନୁହଁ 😅😅 50000 ଟଙ୍କା ଦେଇ ଶାଶୁ ଘର ଲୋକଙ୍କୁ ଧମକାଇବାକୁ ଚେଷ୍ଟା କରୁଥିଲା 😂
Tu dekhichi jhabada😂nija vauni heithile kahi thantu
@@7751alll mane tama katha kahiba je jadi taa bhauni heithanta tahele se kichi nabujhi support karithanta dhanya re
ଯଦି ତୋର personal matter ସେ ଦଲାରୀ କୁ ପଇସା କାଇଁ ଦଉଥିଲୁ।
ଭାଇ ତୁ କଥା କହିକି ମନ କିଣିନେଲୁ ❤❤
ଭଉଣୀ ସ୍ୱାମୀ ତ ଭଲ. ତମେ ଶୁଭ ମାମ ଙ୍କ ପାଖ କୁ କଣ ପାଇଁ ଯାଇଥିଲ. ପ୍ରଥମ ଭୁଲ ତମ ର.
Thank you sister
Right
ଏତବେଳକୁ ସତ ଯଣା ପଡ଼ିଲା
ସେ vilain ladi ku police arrest କରୁ, proper investigation କରି 😮
Ate din pare Bhaskar news thik katha ku agaku anila
Clear n pure hearted girl may God blessed her family?
Yes
ଧନ୍ଦା ରେ ପଇସା କମିବାରୁ ଆଜି ଆର ଏ ପ୍ରକାର ଭାଷଣ ବାହାରୁଚି
ତମର ସବୁ ଭୁଲ ତମ ପରିବାରରେ ଯଦି କିଛି ସମାଧାନ କରିବାର ଅଛି ସମାଜ ସେବୀ ଙ୍କ ପାଖକୁ କଣ ପାଇଁ ଯାଉଚ ନିଜେ ଭୁଲ୍ କରୁଚ
He bhagaban
Super 👍👍👍👍👍👍👍👍
Ok didi❤
ହଉ ଭଉଣୀ ଯାହା ହଉ ନିଜ ଭୁଲ୍ ବୁଝପାରିଲ ଭଲ ମା ଦୁର୍ଗା କଲ୍ୟାଣ କରନ୍ତୁ ତୁମର ସଂସାର ଯୋଡ଼ି ହେଇଯାଉ
He bhagaban ei jhiatir jiban thik karidia
🙏
ଭଲ ଝିଅ ଟା ଜଣା ପଡୁଛି ... ଭାଇ ଆସିକି ତମ ସ୍ତ୍ରୀ କୁ ନେଇଯାଅ pls
ସେ ନାରୀ ଜାତି ପାଇଁ କଳଙ୍କ ତାକୁ ଆରେଷଟ କରାଯାଉ
👍👍👍
ଆମ ମତରେ ସୁଭଲକ୍ଷ୍ମିକୁ ତୁରନ୍ତ ଆ ରେଷ୍ଟ କରାଯାଉ
ତୁମ ବିଚାର ଧାରାକୁ ନମସ୍କାର । କଟକ , ଭୁବନେଶ୍ୱର ରେ ଏହି ଭଳି ଅନେକ ଫ୍ରଡ ଲେଡି ଅଛନ୍ତି । ବିଭିନ୍ନ ସଂସ୍ଥା ଖୋଲି ଜାଲ ପ୍ରମାଣ ପତ୍ର ସାର୍ଟିଫିକେଟ ଦେଖାଇ ନିରୀହ ଲୋକ ମାନଙ୍କୁ ଲୁଟୁ ଛନ୍ତି । ସାଇବର ଠକ ଙ୍କ ଠାରୁ ଏମାନେ କମ୍ ନୁହଁନ୍ତି।
Bhala haeche
Very. Good. Leady. Samaiya. Kahiba
ଆପଣ ଆଶାର ଆଲୋକ ଯାଆନ୍ତୁ ସବୁ ସମସ୍ୟାର ସମାଧାନ ହୋଇପାରିବ, ଯଦି ନିଜର କିଛି ଭୁଲ ଥାଏ ସ୍ୱାମୀ ପାଖରେ କ୍ଷମା ମାଗନ୍ତୁ ଯଦି ନିଜର କିଛି ଭୁଲ ନ ଥାଏ ଆଇନ ର ଆଶ୍ରୟ ନିଅନ୍ତୁ, ଆ ତା କଥାରେ ପଡ଼ନ୍ତୁନି ମିଡିଆ ପାଖରୁ ଦୁରେଇ ରହିଲେ ଆହୁରି ଭଲ
Perfect lady
କଥା ଖୋଲିଦେଲ ଭଲ କଲ। ନ ହେଲେ ଆହୁରି କେତେ ଲୋକ ତା ଜାଲରେ ବସିଥାନ୍ତେ ।
ନାରି ଜାତିକି ଭରଷା ନାହିଁ😊😊😊😊😊
Ye ladki bahut achhi he God app ko zarur help karenge
Chhota jhiata jadi kichhi bhul karichi tharaka pai takh khyama Kari sasughara loka plz taku aapanei niantu.
Ye jhia bhi tattoo wali😂
Nice Business go-ahead
Very good and positive minded woman, contact to pramila activist, & OTV Family counselling.
Right ✅️
ଶୁଭଲକ୍ଷ୍ମୀ ନା ରେ କେଶ କର
Ok
ଏତିକି ନୁେହଁ ଆହୁରି ଅଛି
ଝିଅ ଵହୁତ ଭଲ
Thanks
It's a lesson that if you involved in your family problem thaty will definitely taje the advantage
Good jhia
Very Good 👍
Ok lage raho
Media Bhai a katha ku serious karantu, nahale samatanka Ghar bhangi jiba.
Thanks daughter
Bhai apana abhali stri ku chadile apana jibanare pasteibe
It's horrible...Requested to all don't forget to your village...
It's everything happening in city...