Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଏବାସ୍ତୁବାଦିଙ୍କକଥାଗୁଡାସବୁଭୁଲଯିଏତାଙ୍କକଥାରେପଡିବଖାଲିଦୁ଼ଖପାଇବ🎉 ଠାକୁର ଙ୍କୁଡାକକଳିଜୁଗେନାମସାରହରିନାମକରନିଶ୍ଚିନ୍ତଭଲରେଚଳିବ🎉ଜୟଶ୍ରୀହରହରମହାଦେବକିଜୟଜୟ🎉❤🎉❤🎉❤🎉❤🎉❤🎉❤🎉
ବିଭିନ୍ନ ଶାସ୍ତ୍ରୀ ମାନେ ମତ ଦେଉଛନ୍ତି ଯେ ବିଶେଷ ପ୍ରୟୋଜନ ଅବସ୍ଥାରେ ହିଁ ବଜରଙ୍ଗ ବାଣ ପାଠ କରିବା ଉଚିତ୍ ଏବଂ ତାହା ବି ପଣ୍ଡିତଙ୍କ ପରାମର୍ଶ ଅନୁସାରେ, ଯେହେତୁ ସେଥିରେ ଅନେକ ବାର ପ୍ରଭୂ ଶ୍ରୀରାମଙ୍କ ରାଣ ରହିଛି, ଏଣୁ ଜଣେ ସାଧାରଣ ଲୋକ ଏଭଳି ଦୈତ ପରାମର୍ଶରେ ବିଚଳିତ ଓ ଭ୍ରମିତ ହେବା ସାର ହେବ, ଦ୍ବିତୀୟତଃ ଅନେକ ବାସ୍ତୁବିତ୍ ପରାମର୍ଶ ଦିଅନ୍ତି ଘଣ୍ଟା ଗୃହର ଉତ୍ତର ଦିଗରେ ରଖିବା ଉଚିତ୍, ଏଭଳି ସ୍ଥଳେ ଏ ମହାଶୟଙ୍କ ପରାମର୍ଶ ବି ଦୋଦୂଲ୍ୟମାନ ସ୍ଥିତିରେ ପକାଉଛି। ଠାକୁରଙ୍କ ଆସ୍ଥାନ ପିଣ୍ଡିରେ ହେବା ଯଦିଓ ଦୋଷାବହ ତେବେ ସିଧା ପିଣ୍ଡିରେ ଠାକୁରଙ୍କୁ ବସାଇବା ଅର୍ଥ ତାଙ୍କୁ ବିନା ଆସନରେ ଭୂମିରେ ସ୍ଥାପିତ କରିବା ସହ ସମାନ, ଏଭଳି ସ୍ଥଳେ ପିଣ୍ଡି ଥାଇ ଯଦି ଉପଯୁକ୍ତ କାଷ୍ଠ ନିର୍ମିତ ଆସନ ଯଥା ଆମ୍ର, ଗମ୍ଭାରୀ, ଶାଳ ଇତ୍ୟାଦି (କିନ୍ତୁ ପଣସ କାଷ୍ଠ ନିଷେଧ)ଦେବତାଙ୍କୁ ବସେଇଲେ ତାହା ଦୋଷ ମୁକ୍ତ ହୋଇଯାଇଥାଏ ଏବଂ ପିଣ୍ଡି ନିର୍ମାଣ ଜନିତ ଦୋଷ ଲାଗେ ନାହିଁ। ନାନା ମୁନିଙ୍କର ନାନା ମତ ଆସେ ଏଭଳି ସ୍ଥଳେ ବିଭ୍ରାନ୍ତ ନ ହୋଇ ଅନ୍ୟ ବିଜ୍ଞ ପଣ୍ଡିତ ଗଣଙ୍କ ମଧ୍ୟ ପରାମର୍ଶ ଗ୍ରହଣୀୟ।
Ok
Sampurna thik katha kahile apana bibhin bastubadi bibhin mata deuchhanti
Panasa katha kahiki use hebani puja pae
@@sanjuktapadhy636 ଯଦିଓ ମୁଁ ଏହାର କୌଣସି ଉପଯୁକ୍ତ ତଥ୍ୟ ପ୍ରମାଣ ପ୍ରତ୍ୟକ୍ଷ ଭାବରେ ପାଇ ନାହିଁ ତଥାପି କିଛି ବାସ୍ତୁବିତ୍ ଦେବତା/ଦେବୀଙ୍କ ଆସନ ନିମନ୍ତେ ଦୃଢ଼ ଭାବରେ ବାରଣ କରୁଛନ୍ତି, ପୁରୀର ମୁକ୍ତି ମଣ୍ଡପର ଜଣେ ପଣ୍ଡିତ ମଧ୍ଯ ଏହାର ବାରଣ ସମ୍ବନ୍ଧରେ କହୁଥିଲେ
ଆମେ ପିଣ୍ଡି କରୁଚୁ,ଏବେ ଘର ପ୍ରତିଷ୍ଠା ହେବ
ଯେଉଁ ମାନେ କର୍ମଠ, ଅନ୍ୟ ର ଟଙ୍କା କୁ ଦେଖି ଲୋଭ କରିବା,ଲୋଭି ପ୍ରବୃତ୍ତି ଲୋକ ସେହିମାନେ ଏଭଳି ବସ୍ତୁ ଠକ ଜୋତିଶ ଠକ କୁ ବିଶ୍ୱାସ କରନ୍ତି, ଓ ଠକାମୀ ରେ ଶିକାର ହୁଅନ୍ତି.😊
Right
ଏହି ଭଳି ଜ୍ୟୋତିଷ ମାନେ କେଵଳ ଭୟ ପ୍ରସାର କରୁଛନ୍ତି Example : ଠାକୁର ଘର ପୂର୍ବରେ ହେବା କଥା ନୁହେଁ.. ଐସାନ୍ୟା କୋଣରେ କର. କେମିତି ଜଣେ ଘର ଭାଙ୍ଗିକି କରିବ?କହିଲା, ଏଇ building ରେ ଆଗରୁ ଘର ନଥିଲା. Client kahile ଜେଜେ ବାପା ଅମଳରୁ ଅଛି 😄. ଦେଖିଲତ ଏମାନଙ୍କ କଥା!
ଏ ପଣ୍ଡିତ ମହାଶୟ ଙ୍କୁ ପ୍ରଶ୍ନ ଓଡିଶାର ଗୋଟିଏ ପରିବାର ନାମ କୁହନ୍ତୁ କାହା ଘରେ ରୋଗ ନାହିଁ? କେଉଁ ପରିବାରରେ ଔଷଧ ବାକ୍ସ ନାହିଁ ? ତାମାନେ ସମସ୍ତ ଘର ବାସ୍ତୁ ହୀନ . ଫାଲତୁ କଥାରେ ଭ୍ରମିତ ହୁଅନ୍ତୁ ନାହିଁ
ଏ ସବୁ ବେକାର କଥା
ଘଣ୍ଟା ଦକ୍ଷିଣ ଦିଗରେ ରୁହେନାହିଁ
❤
Jay shree Jagannath 🙏
Jay sree jagannath
ନିର୍ବୋଧ ପଣ୍ଡିତ ର ନିର୍ଲଜ ଉଵାଚ. ଏଗୁଡା ସମାଜ ର କଳଙ୍କ
Kaha katha manibu pagal haijiba jaganatha varasa🙏🙏🙏
Sir aame katho Pindi use kori pariba ki Thakuro ghore.
Bhulre emananka pachare padantunai, eguda sabuthu thaka
ଯୋଉଠି ଠାକୁର ରଖିଛନ୍ତି ସେଇ ଆସ୍ତନ୍ କୁ pinde kuhanti
Jia bina machine re gana karipariba se thik..ea mechine chadile kichhi ganana kariparibeni
Pindi mane kn
Pindi rahile jadi asubidha, tahele panditank ghare pindi nathiba ki gharaku pahacha nathiba
Music pani kichi suvuni
Scan kana? keun rays re karajaye ?
Thak michha
Pindi mane kana kiye kahi paribe
Step Kariba thakura gharw
Eshana
Mu ascharya heuchi Pindi Mane ajira pilamane janinahanti..ama vasa ku Jana re
ପିଣ୍ଡି କ'ଣ
ପିଣ୍ଡି ମାନେ କଣ...???
ଉଚ୍ଚ ସ୍ଥାନ
ପାହାଚ ଭଳିଆ କରି ଠାକୁରଙ୍କୁ ରଖିବା ମନା
@@AntaryamiSamal-nc6uoAu kana sabu thakuranku tale bichei daba
Singhasan
Mob no diantu
Maghia jotis
😂😂😂
Sabhi bhul, apana bi bhul, apanankara kichhi subhankara nuhe, banchichhanti kemiti? Puni daktara kahinki?
ଏବାସ୍ତୁବାଦିଙ୍କକଥାଗୁଡାସବୁଭୁଲଯିଏତାଙ୍କକଥାରେପଡିବଖାଲିଦୁ଼ଖପାଇବ🎉 ଠାକୁର ଙ୍କୁଡାକକଳିଜୁଗେନାମସାରହରିନାମକରନିଶ୍ଚିନ୍ତଭଲରେଚଳିବ🎉ଜୟଶ୍ରୀହରହରମହାଦେବକିଜୟଜୟ🎉❤🎉❤🎉❤🎉❤🎉❤🎉❤🎉
ବିଭିନ୍ନ ଶାସ୍ତ୍ରୀ ମାନେ ମତ ଦେଉଛନ୍ତି ଯେ ବିଶେଷ ପ୍ରୟୋଜନ ଅବସ୍ଥାରେ ହିଁ ବଜରଙ୍ଗ ବାଣ ପାଠ କରିବା ଉଚିତ୍ ଏବଂ ତାହା ବି ପଣ୍ଡିତଙ୍କ ପରାମର୍ଶ ଅନୁସାରେ, ଯେହେତୁ ସେଥିରେ ଅନେକ ବାର ପ୍ରଭୂ ଶ୍ରୀରାମଙ୍କ ରାଣ ରହିଛି, ଏଣୁ ଜଣେ ସାଧାରଣ ଲୋକ ଏଭଳି ଦୈତ ପରାମର୍ଶରେ ବିଚଳିତ ଓ ଭ୍ରମିତ ହେବା ସାର ହେବ, ଦ୍ବିତୀୟତଃ ଅନେକ ବାସ୍ତୁବିତ୍ ପରାମର୍ଶ ଦିଅନ୍ତି ଘଣ୍ଟା ଗୃହର ଉତ୍ତର ଦିଗରେ ରଖିବା ଉଚିତ୍, ଏଭଳି ସ୍ଥଳେ ଏ ମହାଶୟଙ୍କ ପରାମର୍ଶ ବି ଦୋଦୂଲ୍ୟମାନ ସ୍ଥିତିରେ ପକାଉଛି। ଠାକୁରଙ୍କ ଆସ୍ଥାନ ପିଣ୍ଡିରେ ହେବା ଯଦିଓ ଦୋଷାବହ ତେବେ ସିଧା ପିଣ୍ଡିରେ ଠାକୁରଙ୍କୁ ବସାଇବା ଅର୍ଥ ତାଙ୍କୁ ବିନା ଆସନରେ ଭୂମିରେ ସ୍ଥାପିତ କରିବା ସହ ସମାନ, ଏଭଳି ସ୍ଥଳେ ପିଣ୍ଡି ଥାଇ ଯଦି ଉପଯୁକ୍ତ କାଷ୍ଠ ନିର୍ମିତ ଆସନ ଯଥା ଆମ୍ର, ଗମ୍ଭାରୀ, ଶାଳ ଇତ୍ୟାଦି (କିନ୍ତୁ ପଣସ କାଷ୍ଠ ନିଷେଧ)ଦେବତାଙ୍କୁ ବସେଇଲେ ତାହା ଦୋଷ ମୁକ୍ତ ହୋଇଯାଇଥାଏ ଏବଂ ପିଣ୍ଡି ନିର୍ମାଣ ଜନିତ ଦୋଷ ଲାଗେ ନାହିଁ। ନାନା ମୁନିଙ୍କର ନାନା ମତ ଆସେ ଏଭଳି ସ୍ଥଳେ ବିଭ୍ରାନ୍ତ ନ ହୋଇ ଅନ୍ୟ ବିଜ୍ଞ ପଣ୍ଡିତ ଗଣଙ୍କ ମଧ୍ୟ ପରାମର୍ଶ ଗ୍ରହଣୀୟ।
Ok
Sampurna thik katha kahile apana bibhin bastubadi bibhin mata deuchhanti
Panasa katha kahiki use hebani puja pae
@@sanjuktapadhy636 ଯଦିଓ ମୁଁ ଏହାର କୌଣସି ଉପଯୁକ୍ତ ତଥ୍ୟ ପ୍ରମାଣ ପ୍ରତ୍ୟକ୍ଷ ଭାବରେ ପାଇ ନାହିଁ ତଥାପି କିଛି ବାସ୍ତୁବିତ୍ ଦେବତା/ଦେବୀଙ୍କ ଆସନ ନିମନ୍ତେ ଦୃଢ଼ ଭାବରେ ବାରଣ କରୁଛନ୍ତି, ପୁରୀର ମୁକ୍ତି ମଣ୍ଡପର ଜଣେ ପଣ୍ଡିତ ମଧ୍ଯ ଏହାର ବାରଣ ସମ୍ବନ୍ଧରେ କହୁଥିଲେ
ଆମେ ପିଣ୍ଡି କରୁଚୁ,ଏବେ ଘର ପ୍ରତିଷ୍ଠା ହେବ
ଯେଉଁ ମାନେ କର୍ମଠ, ଅନ୍ୟ ର ଟଙ୍କା କୁ ଦେଖି ଲୋଭ କରିବା,ଲୋଭି ପ୍ରବୃତ୍ତି ଲୋକ ସେହିମାନେ ଏଭଳି ବସ୍ତୁ ଠକ ଜୋତିଶ ଠକ କୁ ବିଶ୍ୱାସ କରନ୍ତି, ଓ ଠକାମୀ ରେ ଶିକାର ହୁଅନ୍ତି.😊
Right
ଏହି ଭଳି ଜ୍ୟୋତିଷ ମାନେ କେଵଳ ଭୟ ପ୍ରସାର କରୁଛନ୍ତି
Example : ଠାକୁର ଘର ପୂର୍ବରେ ହେବା କଥା ନୁହେଁ.. ଐସାନ୍ୟା କୋଣରେ କର. କେମିତି ଜଣେ ଘର ଭାଙ୍ଗିକି କରିବ?
କହିଲା, ଏଇ building ରେ ଆଗରୁ ଘର ନଥିଲା. Client kahile ଜେଜେ ବାପା ଅମଳରୁ ଅଛି 😄. ଦେଖିଲତ ଏମାନଙ୍କ କଥା!