ଗ୍ରାହକଙ୍କ ପାଇଁ ଖୁସି ଖବର, ଆଳୁ ଛାଡିଲାଣି ପଶ୍ଚିମବଙ୍ଗ | Nandighosha TV
HTML-код
- Опубликовано: 16 сен 2024
- ଗ୍ରାହକଙ୍କ ପାଇଁ ଖୁସି ଖବର, ଆଳୁ ଛାଡିଲାଣି ପଶ୍ଚିମବଙ୍ଗ | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RUclips: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ସାମ୍ବାଦିକ ବନ୍ଧୁ ମାନଙ୍କ ର କେବଳ ଭୁବନେଶ୍ଵର ୧ ନଂ ମାର୍କେଟ ଦେଖାଯାଉଛି । ଓଡ଼ିଶାରେ ଆଉ କୋୖଣସି ମାର୍କେଟ ନାହିଁ ? ଯୋଗାଣ ବିଭାଗ ଅଧିକାରୀ ମାନେ କେବଳ ଭୁବନେଶ୍ଵର ରେ ଘୁରି ବୁଲୁଛନ୍ତି ।ଅନ୍ୟ ଅଞ୍ଚଳ ରେ ବଜାର ନାହିଁ । ମନ୍ତ୍ରୀ ମାନେ ଭୋଟ ବେଳେ ଘର୍ ଘର ବୁଲିବେ । ଏବେ କେବଳ ଭୁବନେଶ୍ଵର ରେ ସାମ୍ବାଦିକ ସମ୍ମିଳନୀରେ ବ୍ୟସ୍ତ ।
100% True..
Ama Mananku Odisha ru Alaga Kari dia nahele.. 😂
😂😂😂
ଆରେ, ଭାଇ ମାସେ ହେଲାଣି ଆଳୁ ଆଳୁ ହଉଛ,,, କିନ୍ତୁ, ପିଆଜ, ଅଦା, ରସୁଣ, କଥା ତ କାହାରି ମନେ ପଡୁନି........?କଣ ଆଳୁ ଠୁ ଏ ଗୁଡିକ କଣ ଏତେ ଶସ୍ତା...........!..???
Egudika agaru bi adhika rahuthila. Kichhi nua katha nuhe.
@@pradeepkumarpanda7626 na ba rasuna 250gms ku 40 thila ebe 60, ada 30 thila ebe 40, piaja 25/30 thila ebe 50.
ଉତ୍ତର ପ୍ରଦେଶରୁ ଓଡିଶା ସରକାର ଆଳୁ ଆମଦାନୀ କରିବେ କରିବେ ବୋଲି ଦୁଇ ମାସ ହୋଇଗଲା। ଏ କଣ ଡବଲ ଇଞ୍ଜିନ ସରକାରଙ୍କ ଚମତ୍କାର ବଜାର ନିୟନ୍ତ୍ରଣ କୌଶଳ?
ଭାଇ ଚାଷ କରିବନି ଆଳୁ 10 ଟଙ୍କା ରେ ନବ
ସମ୍ବଲପୁର ର ସିନ୍ଦୁରପକଂ ବୁଧବାରବଜାରରେ ଆଲୁକିଲୋ -40- ଉଲିକିଲୋ-50- ସମ୍ବଲପୁର ରେ ଆଲୁ ବହୁତଅଛି ବୋଲି ସରକାରକହୁଛନ ଓ ସମ୍ବଲପୁରରେ ସରକାରକହିବାହିସାବରେ ଆଲୁ-35-ଓ ପିଆଜ -40-ଟକାଂ କହୁଛନକେମିତି ଅଧିକହେଉଛି
ପେଟ୍ରୋଲ ୨୦୦ ଟଙ୍କା ହେଲେବି କିଣି ପାରିବେ। ଗ୍ୟାସ ସିଲିଣ୍ଡର ୧୧୦୦ ଟଙ୍କା ହେଲେ ବି କଷ୍ଟ ନାହିଁ। ଆଳୁ ୪୦ ଟଙ୍କା ହେଲେ ଫାଟୁଛି !
1 no market re kana sei gote bepari achhi ki
ଚାଷ କରୁନ କାଇଁ ଗୋଟେ ଲଗେଇଚ ପାଲା ବେକରିଆ ସବୁ ଚାଲିଛି
Congratulations
ଓଡ଼ିଶା ରେ ଚାଷ କର ସବୁ ମୂର୍ଖ ଦଳ
ଆମ ଗାଁ ରେ ଆଜି ଆଳୁ 25
Tama news bala ehipari jadi wine ku sasta kari dianta madua mane khusi hebe.
News Bala wine bikunahanti.....seita wine shop wala janithibey😂😂
ଆରେ ରସୁଣ ଆଉ ପିଆଜ କଥା ଟିକେ ଚିନ୍ତା କର ଏ ଜିନିଷ କୋଉ କମରେ ଅଛନ୍ତି ଯେ ? ତା ପରେ ମିଡିଆବାଲା ମାନେ ଭୁଵନେଶ୍ଵରର ଅନ୍ୟ ଏରିଆକୁ ନ ଯାଇ କେବଳ ଏକ ନମ୍ବର ହାଟକୁ ଆୟୁଧ କରି ଵଜାର ଦର ଶୁଣାଉଛନ୍ତି.
18 ଟଙ୍କା ରେ କିଣି ଯେତେବେଳେ 40 ରେ ବିକୁଥିଲ ସେତେବେଳେ କୁଲୁ କୁଲୁ ଲାଗୁଥିଲା
Rasuna kathata kan pain kahun nandi bhai
Jumula sarkar
Barsa barsa aku re labha kala ,loss tk khaiba au..ete subidhare Basra barsa rahile haba ki, bepar mane loss labha lagi rahe
ତୁ ମା ଗିଆ ମୋହା ହାରାମି, ତୁ ଫୁଲ୍ ବିଜେଡ଼ି
Alu rate hai pachhe amara paschimabanga alu darkar nahin.
Why u r showing only BBSR potato price, why not in other cities of Odisha.
Aalu 20 hele jana padiba tk sasta hela au 35 re kou Bala ta sasta
ମୋ ପାଖକୁ ଆସ 37 ଟଙ୍କା ରେ ଦେବି 😁😁
ନବୀନ ଥିବାବେଳେ
ଆଳୁ ₹60 ରୁ 80
ପିଆଜ ₹ 100 ରୁ 150
ଟମାଟୋ ₹ 200 ରୁ400
ହେଇଥିଲା ସେତେବେଳେ କ'ଣ କରୁଥିଲ ?
ଏବେ ଆଳୁ ଆଳୁ ହେଉଛ ।
ଚାଷ ଛାଡି ଚାକିରୀ ଟଙ୍କା ପଛରେ ଗୋଡ଼େଇଲେ ଏମିତି ହୁଏ ।
ଶେଷରେ ଟଙ୍କା ଖାଇବ ନା ଖାଦ୍ୟ ଖାଇବ ନିଜେ ଚିନ୍ତା କର ।
ମାତ୍ର ଚାଷ ପାଇଁ ନବୀନ ପଟ୍ଟନାୟକ ଆୱାର୍ଡ଼ ପାଇବାରେ ବ୍ୟସ୍ତ ।
Kebe heithila re bhai alu 80 😂😂
@@maheshraj6285 ruclips.net/video/7nqEOrQBkio/видео.htmlsi=WSlnsPPjfEOt5EYF
@@maheshraj6285 ruclips.net/video/7nqEOrQBkio/видео.htmlsi=WSlnsPPjfEOt5EYF
@@maheshraj6285 ruclips.net/video/EhmJAK_7CAg/видео.htmlsi=rHDDYG-YxFZIyaBs ପରୁଣା ନିୟୁଜ୍ ଗୁଡ଼ିକ ଭଲଭାବରେ ଦେଖ । ବୁଝିପାରିବ ।
Piaja rate ? Pain rajaniti nahin alu pain rajaniti saruni.sthayi alu chash kariba ku cm bujhantu
ଦୁଇଟା ଟ୍ରେନରେ up ରୁ ଆସୁ ଥିଲା କୁଆଡେ ଗଲା
🤣
Train ta aagaku jauchi na...pachhaku jauchi kejani...aloo ta pahanchiparilani😂😂😂
Nabin thile aji kahidele kali asi jaithaanta.
@@pradeepkumarpanda7626 absolutely right 👍
Nadighosha chanel munda besi binduchi.
Sabu magana khaiba ku basicha
କାଲିଠୁ ଆଳୁ 10 ଟଙ୍କାରେ ଦବ ମୋହନ ମାଝୀ
😂😂😂
ସତକଥା ବିଜେଡି ସରକାର ନବୀନ ପଟ୍ଟନାୟକ ପାଞ୍ଚ ଟଙ୍କାରେ ଦେଉଥିଲେ ଆଳୁ ନା କଣ
U r against bjp
UP AAU PUNJAB NISHA CHHADIGALA😅😅😅😅
Nai mo train re asibo 😂😂😂 BJP kohuchi
Tu soipad sei dokan aagare alu asile gharaku asiba
A alu Bala chorata 😂 michua
Ea double engine sarkar.jumla sarkar 😂😂
Eipari bepari mane hi black kahuchhanti
Bohuta labha khaicha black re biki ki .