ବହୁତ ଭଲ ଲାଗୁଛି, ପ୍ରଥମ ଥର ଓଡ଼ିଶା ର ଜଣେ tribal boy , ଆଜି ଓଡ଼ିଶାର ଓଡ଼ିଆ ପୁଅ , india ସହିତ world ର ବିଭିନ୍ନ countries କୁ ଯାଇ ବିଭିନ୍ନ tribal ମାନଙ୍କ unique culture ଲୋକ ଲୋଚନକୁ ଆଣିବାକୁ ପ୍ରୟାସ ଆଉ ସାହାସ କରିଥିବା ମୋତେ ବହୁତ ଖୁସି ଲାଗୁଚି ଆଉ proud feel ହୋଉଛି bcse i m also tribe......we believe my culture is my identity ❤❤jay hind❤❤ ବନ୍ଦେ ଉତ୍କଳଜନନୀ ❤❤❤❤🎉🎉 thank you so much laba dada
Aapana Bhai Aama Odisha Ra Bear Gill ( Man 🆚 Wild) Show Ra.We Really Support Heartily Bro❤. ଭାଇ ଙ୍କୁ ଯେଉଁମାନେ Support କରୁଚ,ତଳେ Like ର ବର୍ଷା କରିଦିଅ Dost ମାନେ
Emana nku dekhile actually life re kou things (home, status,money,car)ra value nai boli janipariba.... Thanks a lot bhai❤...really we should know these all things
Semananka culture bisayare janiki bahuta khusi laguchi but se jhia manaku dekhiki bahuta kasta bi heuchi bahuta kasta semane pauchanti, thanks god ki ame se bhalia jagare janma Heine🙏🙏🙏🙏
Mu video ta first ru Last dekhili beshi khusi lagila amo odisha pila Africa jungle ro Nature dekhouchi best of luck bhai.... Keep it up bhai... Keep growing 👍
Plz video ku bahut share karo 👏👏👏
Hii apananka au gote channel re kou language kohichhonti
Ok bhai
@@dineshdora5059Santal language
@@dineshdora5059 santali au hindi
Ok ଭାଇ
ସତରେ ଭାଇ ତମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଯାହା ହଉ, ଓଡ଼ିଆ ପୁଅ ପାଇଁ ଗୋଟେ like ହଉ
ମାଡି ଚାଲ
Raghu.Gouda
ଲବ ଭାଇ ଶୁଭ ସକାଳ....ଲବ ଭାଇଙ୍କୁ କିଏ କିଏ ଭଲ ପାଆନ୍ତି like କର ❤
କେଉଁମାନେ ଚାହାନ୍ତି ଏଇ ଭାଇର 2024 ସୁଦ୍ଧା 1 Million Subscriber ହେଇଯାଉ ?
10millions
ମୁଁ ବି ଚାହେଁ ଏଇ ପୁଅ ଖୁବ ଆଗକୁ ଯାଆନ୍ତୁ ❤
Mu bi bhuta group re share karichhi
50milion subscribe Coming Soon
Mu chahnuchi bhai mu bi samastanka pakhaku share karuchi
ଧନ୍ୟବାଦ ଭାଇ ଆମ ଓଡ଼ିଶା ର ଇଜତ୍ ରଖିଲ ତମେ
ଏମିତି ସବୁ ଭିଡିଓ ପ୍ରଥମଥର ପାଇଁ ଦେଖିଲି । ସଂସାରରେ ଏମିତି ବି ମଣିଷ ଜୀବନ ବିତାଉଛନ୍ତି ।
ଧନ୍ୟବାଦ୍ ଭାଇ ଲବ
ଭାଇ ମୁଁ ଫିଲ୍ମ ରେ କେବଳ ଏମିତି ଲୋକଙ୍କୁ ଦେଖିଥିଲି ତ ମୋତେ ବିଶ୍ୱାସ ଲାଗୁନଥିଲା କି ଏମିତି ଲୋକ ଅଛନ୍ତି କିନ୍ତୁ ଆଜି ଓଡ଼ିଆରେ ଭିଡ଼ିଓ ଦେଖାଇବାରୁ ଜାଣିଲି ଏହା ସତ୍ୟ ଅଟେ. ଜଣେ ଆଦିବାସୀ ହିସାବରେ ମୁଁଆପଣକୁ କୋଟି କୋଟି ଧନ୍ୟବାଦ 🙏
ଆମେ ଜାଣି ନଥିବା ଆଉ ଗୋଟେ ଦୁନିଆ ବୋଲି ଲାଗୁଛି ଅତି Unique video very very nice
ଜୟ ଜଗନ୍ନାଥ ଭାଇ, ମୁଁ ମଧ୍ୟ ଆଫ୍ରିକା ରେ ଭୁଲିଛି। କିନ୍ତୁ ଏତେ ଭିତରକୁ ଯାଇନଥିଲୀ। ଆପଣଙ୍କ ସାହସକୁ ମାନିବାକୁ ପଡ଼ିବ। ଧନ୍ୟବାଦ୍ ଭାଇ।💐🙏
ହେ ଭଗବାନ 🥺ସତରେ ବହୁତ୍ ଦୁଃଖ କଷ୍ଟ ରେ ରହୁଛନ୍ତି ଏମାନେ,🙌,ଏମିତି କଷ୍ଟ କାହାକୁ ନ ମିଳୁ
Bhagwan knu dhanyawad dia tumaku Bharat re janma dele
Jay jagannath 🚩
*Can't believe... ଗୋଟେ ଖାଣ୍ଟି ଓଡ଼ିଆ ଟୋକା ବାହାରକୁ ଯାଇ International Level ର Video ବନଉଛି ! **#Hats_Off** ! 🤩🔥*
ଆମ ଭାରତ ଆମ ପାଇଁ ଭଲ ❤ ମୋ ଓଡ଼ିଶା ମୋ ଗର୍ବ ❤
ଆଦିବାସୀ ପୁଅ ହିଁ ସାହସ କରିବ ଏ ଭଲି ଯାଗାକୁ ଯିବାକୁ, ଜୈ ଆଦିବାସୀ,ମୁଁ ଆଦିବାସୀ ପୁଅ ହୋଇଥିବାରୁ ମୁଁ ଗର୍ବିତ
ତୁ ଆମ ଓଡ଼ିଆ ପୁଅ
ଜୟ ଜଗନ୍ନାଥ 🚩
Very proud of you
ବହୁତ ଭଲ ଲାଗୁଛି, ପ୍ରଥମ ଥର ଓଡ଼ିଶା ର ଜଣେ tribal boy , ଆଜି ଓଡ଼ିଶାର ଓଡ଼ିଆ ପୁଅ , india ସହିତ world ର ବିଭିନ୍ନ countries କୁ ଯାଇ ବିଭିନ୍ନ tribal ମାନଙ୍କ unique culture ଲୋକ ଲୋଚନକୁ ଆଣିବାକୁ ପ୍ରୟାସ ଆଉ ସାହାସ କରିଥିବା ମୋତେ ବହୁତ ଖୁସି ଲାଗୁଚି ଆଉ proud feel ହୋଉଛି bcse i m also tribe......we believe my culture is my identity ❤❤jay hind❤❤ ବନ୍ଦେ ଉତ୍କଳଜନନୀ ❤❤❤❤🎉🎉 thank you so much laba dada
Jai hind jay bharat
ବହୁତ ଭଲ ଭାଇ,, ଏତେ ଦୁନିଆ ବୁଲୁଛନ୍ତି ଓ ଆମକୁ ବହୁତ ଜିନିଷ ଶିଖିବାରେ ସାହାଯ୍ୟ କରୁଛନ୍ତି...
ମୂର୍ଶୀ ଜନଜାତି ବିଷୟରେ ଯେତେ ସବୁ ସୂଚନା ଦେଲେ ବହୁତ୍ ଭଲ ଲାଗିଲା ଓ କିଛି ଜ୍ଞାନ ଆହରଣ ବି ହେଲା ..... ଆଗକୁ ଏହିପରି ଉଦ୍ୟମ ଜାରି ରଖ ।
ଭାଇ ଯାହା କୁହ , ଜଗନ୍ନାଥଙ୍କ କୃପା ରୁ ମୁଁ ଓଡ଼ିଶା ରେ ଜନ୍ମ ହୋଇଛୁ। ଭଗବାନ ଙ୍କ ପାଖରେ ପ୍ରାଥନା ଏମିତି ଜନ୍ମ କାହାକୁ ନଦିଅନ୍ତୁ। ଏତେ painful 😢😢😢omg!
🫧🫧🫧🫧🫧🫧🫧🫧
😢😢😢😭😭
Hmm kete kashta re rahuhanti ghara bi nahi
Hey Prabhu..ama India bahut bhala..ama odisha sabuthu bhala..Jay jagannath...
Write
ତୁମ ଧୌର୍ଯ୍ୟ ସାହସ ଆଉ ପରିଶ୍ରମକୁ ମାନିବାକୁ ପଡିବ...🙏🙏🙏🙏🙏
🎉🎉🎉🎉🎉🎉
@@mrsmohantydesignhello
ଆମେ ମୟୂରଭଞ୍ଜିଆ ଭାରି ବଢିଆ 🙏🙏🙏keep it up
ଭାଇ ଆପଣଙ୍କର ବହୁତ ଭଲ ପ୍ରୟାସ। ଆମକୁ ବାହାର ଦୁନିଆ ବିଷୟ ରେ ଦେଖାଇ ଥିବାରୁ । ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ନିସ୍ଚୟ ଆଗକୁ ଯିବେ।
ଭାଇ ତୁମେ ବହୁତ୍ ରିସ୍କ ନଉଚ୍ଚ। ଭଗବାନ୍ ତୁମକୁ ସହାୟ ହୁଅନ୍ତୁ । ଜୀବନ ପ୍ରତି ମଧ୍ୟ ବିପଦ ଅଛି ।ଦୟାକରି ନିଜ ପ୍ରତି ଧ୍ୟାନ ଦେବେ ।
ଭାଇ ଦିଲ ସେ ମୟୂରଭ୍ଞ୍ଜିଆ.....ମୋ ତରଫରୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।ଆମେ ଆପଣଙ୍କୁ ସବୁବେଳେ ସପୋର୍ଟ କରିବୁ ।।ଆପଣ ଆମ ପାଇଁ ଗୌରବ ❤❤❤❤❤
🙏ମାନିବାକୁ ପଡିବ ଭାଇ 🙏ଗର୍ବିତ ଓଡ଼ିଆ ପୁଅ 🙏ଧନ୍ୟ ତୁମେ 🙏ମହାପ୍ରଭୁ ଜଗନ୍ନାଥ ତୁମକୁ ଅନେକ ଅନେକ ଆଶୀର୍ବାଦ ଦିଅନ୍ତୁ 🙏
Thank you so much Bhai emiti nua nua jinisa dekhaiba pain❤
ବହୁତ ଭଲ ଲାଗିଲା । ଭଗବାନ ତୁମର ମଙ୍ଗଳ କରନ୍ତୁ ।
ଆପଣଙ୍କ Main channel ରେ ଯଉଥିରେ କି ସାନ୍ତାଳୀ language ରେ vlog କରୁଛ 12h ରେ 43k views but ଏହି channel ଓଡ଼ିଆ ରେ vlog କରୁଛ ଏହି vdo ରେ 12h ରେ 143k views ❤ this is Power of Jagannatha Culture ❤Jay jagannath Swami 🙏🏻
Main chhanel name please
@@AshuVlogs-dv9fi Laba Hansad
ଭାଈ ବହୁତ୍ ଜଲଦି 1 lakhs ହେଇଯିବ 🎉
ଭାଇ ବହୁତ୍ ପରିଶ୍ରମ କରୁଛନ୍ତି ନିହାତି ଫଳ ମିଳିବ❤
କିଛି ନୁଆ ଜାଣିବାକୁ ପାଇଲି ଆଉ ନୁଆ ସିଖିଲି ବହୁତ୍ ବହତ୍ ଧନ୍ୟବାଦ୍
ଭଲରେ ରୁଅ ଆଉ ମୋଜା ନିଅ ଆଉ ଆମକୁ ମଧ୍ୟ କୁସୀ କରାଅ ❤️😘🙌
ଭାଇ ତମକୁ ଵହୁତ ଧନ୍ୟବାଦ ତମେ ଆମକୁ ବହୁତ ଭଲ ଜାଗା ବିଷୟରେ ଦେଖେଇଲ | ଭାଇ ତମେ ନୂଆ ନୂଆ ଗଛର ମଞ୍ଜି ନେଇକରି ଆସିବ | ଯେଉଁ ଗଛ ଆମ ଓଡ଼ିଶା ରେ ନାହିଁ | ଭାଇ ମୋ କଥା ରଖିଵ | ❤🙏🙏🙏
Mu first time ytube video intrest ra Saha dekhuchi thankyou
ଭାଇ ତୁମକୁ ବହୁତ ବହୁତ ବଧାଇ 🙏ମୁ ଗର୍ବ କରୁଛି ତୁମ ପରି ଓଡ଼ିଆ ଭାଇ ପାଇଁ
Aapana Bhai Aama Odisha Ra Bear Gill ( Man 🆚 Wild) Show Ra.We Really Support Heartily Bro❤. ଭାଇ ଙ୍କୁ ଯେଉଁମାନେ Support କରୁଚ,ତଳେ Like ର ବର୍ଷା କରିଦିଅ Dost ମାନେ
ଭାଇ ତମକୁ ଟିକିଏ ବି ଡର ଲାଗୁନି ତମ ସାହାସକୁ ଧନ୍ୟବାଦ
ଭାଇ ରେ ଆପଣ ଙ୍କୁ ଧନ୍ୟବାଦ. ଏତେ ଦୂର କୁ ଯାଇ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଜଣାଉଛୁ. ଆପଣ ଙ୍କ ଜିଲ୍ଲା ଆଉ ଗାଁ ଜଣାଇ ବେ. ଜୟ ଜଗନ୍ନାଥ.
Mayurbhanj
ଭଗବାନ ତମର ସଵୁ ଇଛା ପୂରଣ କରିଛନ୍ତି ଭାଇ
ସେମାନଙ୍କୁ କିଛି ଖାଇବା ପାଇଁ ସାହାଯ୍ୟ କଲେ ଆହୁରି ଭଲ ହୁଅନ୍ତା, ଧନ୍ୟବାଦ ଭାଇ ❤
se jetiki karuchanti bahut adhika khaiba ku deba pain ete lokanku dei habani
Bhai au gote katha.. jadi ama khaiba semane digest kariparibeni ta??? Janicha na great amdamanese tribe mananka saha kn hela???
ଭାଇ ବହୁତ୍ ଖୁସି ଲାଗିଲା ଯାହାକି ଆମ ଓଡ଼ିଆ ଭାଷାରେ vlog କରୁଛ ଜୟ୍ ଜଗନନାଥ୍ 🙏🚩🚩🚩
ଭାଇ ବହୁତ ଧନ୍ୟବାଦ ଆମର ଆଦିବାସୀ ଟୋକା ଯାୟୀ ଦୁନିଆରେ ସବୁ କିଛି ଦେଖା ଉଚି ଧନ୍ୟବାଦ ବାବୁ ବହୁତ ଧନ୍ୟବାଦ
Bhai gan kunti
@@mrdesiboykeshab5395 ସୀତାବିଞ୍ଜି (କେନ୍ଦୁଝର )
ଭାଇରେ ଏମିତି ଭିଡ଼ିଓ ବନେଇକି ଦେଶ ଦୁନିଆ ବିଷୟରେ ସବୁ ଜଣାଉଛୁ, ଆମ ମାନଙ୍କ ପାଇଁ କେତେ କଷ୍ଟ କରୁଛୁ, ମୁଁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛି ତତେ ଅସୀମ ଶକ୍ତି, ସମର୍ଥ୍ୟ, ଧର୍ଯ୍ୟ ପ୍ରଦାନ କରନ୍ତୁ ଓ ତା ସହିତ ଦୀର୍ଘାୟୁ ମଧ୍ୟ କରନ୍ତୁ
ଯାହା ଫଳରେ ଆମ ମାନଙ୍କ ପାଇଁ ଏମିତି ବହୁତ ବଢ଼ିଆ ବଢ଼ିଆ ଭିଡ଼ିଓ ମାଧ୍ୟମରେ ବହୁତ ଦେଶ ଦୁନିଆର ବିଷୟରେ ଜଣାଉ ଥାଅ
Very nice bhai bahut bhala laguchi .❤❤❤tuma vedio ..sabu ....
ପ୍ରକୃତି ସହିତ ସଂପୂର୍ଣ୍ଣ ଭାବେ ଜଡ଼ିତ ହେଇ କରି ରହିଛନ୍ତି,,,ବହୁତ ସୁନ୍ଦର ପରିବେଶ ସହିତ ରହିଛନ୍ତି
ବହୁତ୍ ଧନ୍ୟବାଦ ଭାଈ କାହିକି ନା ତୁମେ ଓଡ଼ିଶାର ହୋଇ ମଧ୍ୟ ନୂଆ ନୂଆ ଯାଗା ଦେକେଇବାରୁ ଏବଙ୍ଗ ଆଫପ୍ରିକାର ଲୋକ ମାନଙ୍କୁ ଦେକେଈବାରୁ
🎉
Thank you brother ଅଜବ ଦୁନିଆଁର ମଣିଷର ଜୀବନଶୈଳୀ ଦେଖା ଇ ଥିବାରୁ
Bahut badhia laguchi tama vdo dekhibaku .agaku ahuri jao. god bless u
ଭାଇ ଡିସ୍କୋଭେରି ଚେନେଲ ରେ ବୋଧେ କେବେ ଦେଖିଥିଲି । କିନ୍ତୁ ଭାଇ ତୁମେ ଯେମିତି ଦୁଃସାହାସର ସହିତ ବ୍ଲଗ୍ କରୁଛ ତୁମ ପାଇଁ ମୋତେ ଗର୍ବ ଅନୁଭବ ହେଉଛି। ଆଉ ଆଜି ଯେଉଁ ଭିଡ଼ିଓ ରେ କହିଲ କିଲି ପଲ୍ ବିଷୟ ରେ ଶତ ପ୍ରତିଶତ ଠିକ୍ କହିଛ। ଆଗକୁ ଏମିତି ବଢିଚାଲ କିନ୍ତୁ ସତର୍କ ରୁହ ଆଉ ନିଜ ଦେହର ଯତ୍ ନ ନିଅ । ଲବ ଭାଇ ପାଇଁ 👏👏👏👏❤️❤️❤️
ମୁଁ ବିଶ୍ୱାସ କରି ପାରୁନି ଏମିତି କିଏ ଭିଡ଼ିଓ ବନେଇ ପାରିବ, ଭାଇ ମାଡି ଚାଲ
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଭାଇ ତମ ସାହସ ମାନିବାକୁ ପଡ଼ିବ ❤
ଭାଇ ତୁମ ପାଦ ଧୂଳି ଟିକେ ଦିଅ .... I Love You ❤️❤️❤️❤️❤️❤️❤️❤️❤️❤️ ... I
ଆମେ ଓଡ଼ିଆ ଆମ ଓଡ଼ିଆ ଭାଇ ଙ୍କ ଭିଡିଓ ଦେଖି ବହୁତ ଖୁସି ଓ ଗର୍ବିତ ❤️❤️
ତୁମର ସାହସକୁ ମୁ ଧନ୍ୟବାଦ ଦେଉଛି 👍
ବଉତ୍ ବଉତ୍ ଧନ୍ୟବାଦ୍ ଜଣାଉଛି ଭାଇ ଭାରତ ବାହାର ଦୁନିଆ ଦେଖେଇ ଥିବାରୁ ଭାଇ ମୁଁ ମାଲକାନଗିରି ଜିଲ୍ଲାରୁ ଆପଣଙ୍କ ଭିଡ଼ିଓ ଦଖେଛି
India's number 1 vlogger ❤❤ 👍👍
Banta mgeha india ra 1vlogger
@@Krushnac.hMahakud-ds8woo Sourav number one vlogger
No India1tour vlogger nomad subham
ବହୁତ ସୁନ୍ଦର ଲାଗିଲା ଭାଈ ମୁ କୋରାପୁଟ ଠାରୁ କମେ ଠ କରିଛି❤❤❤❤❤❤❤❤❤❤❤thku bro
Indian culture and lifestyle is the best culture
Proud Become a Adivasi and Salute for This Odia Vlogger Laba Brother 🙏🇮🇳🇮🇳🇮🇳
Love You bro from a small RUclipsr of Odisha ♥️♥️
🙏🙏🙏"ଜୟ ଜଗନ୍ନାଥ "🙏🙏🙏
ଆମ ଓଡ଼ିଶାର ତମେ ଗୌରବ Jai Jagannath
Jay Jagannath Bhai 🙏 🙏🙏🙏 , ଏଇ tribe ବିଷୟରେ ମୁଁ ବହୁତ୍ hindi travel vlogsre ଦେଖିଛି ହେଲେ ଓଡ଼ିଆରେ aji 1st time ଦେଖିକି ଭଲ ଲାଗିଲା ଭାଇ great 👍
ଭାଇ ମୁଁ ଭାବି ପାରୁନି ଓ ଆପଣ ଓଡିଆ ତଥା ଅନ୍ୟ ଗ୍ରହରେ ଆପଣ ଭଲି ଲାଗନ୍ତି କିନ୍ତୁ ଗୋଟିଏ କଥା ଆପଣଙ୍କ ପ୍ରାୟାସ କୁ ସେ ଲୁଟ ଧନ୍ୟରେ ଭାଇ ତମକୁ ଆଜି ତମ ପାଇଁ ଜାଣିଳୁ ଯେ world ରେ ଏମିତି ବି ଯାଗା ସ୍ଵପ୍ନରେ ସୁଧ ଭାବିବା ମୁସ୍କିଲ p
ତୁମ ଧର୍ଯ୍ୟ ଓ ଶାହାସ କୁ ମାନିବା କୁ ପଡିବ ଭାଇ ବହୁତ ସୁନ୍ଦର ଲାଗିଲା Video ଟି
ଭାଇ, ସବୁଦେଶ କୁ ଯା.. କିନ୍ତୁ ପାକିସ୍ତାନ କେବେ ଯିବନି.. ନହେଲେ 100- 100 ରେ ନାମ ନବ... ବହୁତ ବଢ଼ିଆ blog କରୁଛ ଭାଇ... ଶୁଭକାମନା ସବୁବେଳେ ଅଛି ଆମର.... All the best 👍👍❤️❤️
😂😂😂100 ru 100
Bala chhdiba pakista6
ଵହୁତ ଭୟଙ୍କର ଲାଗଛି Laba Dada
Odisha ra hero yaaa hoooo i am happy for u brother God bless you
ଭାଇ ବହୁତ ସୁନ୍ଦର ଭିଡ଼ିଓ.❤
You are great broo 🙏😇😘 I am proud to be an Indian 🇮🇳🤗👍🇮🇳I love ODISHA 💝🤗Jay Jagannath 🙏🙏🙏
ଭାଇ ଏମିତି ଆଗକୁ ନୂଆଁଜାଗା ନେଇ ଭଲ ଭଲ ଭିଡିଓ ବନେଇବା ସହିତ ଉପଦେଶ ଦିଅ ଆଉ ବହୁତ ଭଲ ଲାଗିବ❤
ଏକ ନୂଆ ଦୁନିଆ...❣️
Bhai ate kasta kariki ama ku video dekhouchhanti tenu bhainka pain gote like heijau🙏🏻
From Gajapati:-ଏହି ଭିଡିଓ ସବୁଠାରୁ ଅଲଗା ଥିଲା। କାହିଁକି ନା କିଛି ଶିଖିଲା ଭଳି ଜିନିଷ ମିଳିଲା। ତାଙ୍କ ପରମ୍ପରା ବିଷୟରେ ଜାଣିବାକୁ ପାଇଲୁ । ଆଜି ଦୁନିଆରେ ଏମିତି ବି ଲୋକ ଅଛନ୍ତି ତାଙ୍କ ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିଛନ୍ତି। ବହୁତ ଭଲ ଲାଗିଲା ଧନ୍ୟବାଦ ସାର୍ 🙏 ଜୟ ଶ୍ରୀ ରାମ
ଭାଇ ତମକୁ ଡର ଲାଗୁଛି କି ନାହିଁ ମତେ ଭିଡିଓ ଦେଖୀ କି ଡର ଲାଗୁଛି ଧନ୍ୟବାଦ ଭାଇ ତମକୁ ❤❤❤❤❤
Bhai tame ama odisha ra best vlogers ❤🎉❤🎉❤
Tama Video Sabu Bahut Bhala Laguchi Bhai, Lots of love from Sambalpur ❤
Laba bhai a very talented person and creative abilities.
Emana nku dekhile actually life re kou things (home, status,money,car)ra value nai boli janipariba.... Thanks a lot bhai❤...really we should know these all things
Super Dupper Vlog. ଆମେ ଓଡ଼ିଆ ଭାରି ବଢ଼ିଆ ମାଡ଼ି ଚାଲ ❤❤
Really amazing. But tack care my dear ଭାଇ. ଓଡ଼ିଆ ଭାଷା ରେ କରି ଥିବାରୁ ବହୁତ ବହୁତ ଧନ୍ୟବାଦ. God bless you ଭାଇ ❤️
ବହୁତ ବହୁତ ଧନ୍ୟବାଦ ଭାଇ
ଏମିତି ଜନଜାତି ଦେଖାଇ ଥିବାରୁ
ମୋତେ ବହୁତ ଖୁସି ଲାଗିଲା
ତମ କୁ କେମିତି ଲାଗୁଛି ଭାଇ ମତେ ତୋ ବହୁତ୍ ଭଲ ଲାଗୁଛି ❤ love you bro .......❤
ଲବ ବାବୁ, ଆମ side ର ମାଟି ଘର କେମିତି ତିଆରି ହୁଏ ଅନ୍ୟ Tribe କୁ ଦେଖନ୍ତୁ ସେମାନେ ଶିଖିବେ ଭଲରେ ରହିବେ
ସବୁ ଭିଡ଼ିଓ ଠାରୁ ଏହି ଭିଡ଼ିଓ ଟି ମୋତେ ବହୁତ ଭଲ ଲାଗିଲା।
ବହୁତ ସୁନ୍ଦର Vlog ଭାଇ।
Outstanding efforts to explore the lives of nomadic tribes of Africa
Semananka culture bisayare janiki bahuta khusi laguchi but se jhia manaku dekhiki bahuta kasta bi heuchi bahuta kasta semane pauchanti, thanks god ki ame se bhalia jagare janma Heine🙏🙏🙏🙏
ବହୁତ୍ ବଢିଆ ମେସେଜ୍ ଦେଲ ଭାଇ 🎉
ଆପଣ ଏ ଭିଡ଼ିଓ ଓଡ଼ିଆ ରେ କରୁଛନ୍ତି. ବହୁତ ଭଲ କଥା. କିନ୍ତୁ ହିନ୍ଦୀ ରେ କଲେ ବହୁତ ଭଲ ଭିୟୁ ଆସନ୍ତା 👍
ଭାଇ video ଟା ବହୁତ୍ ବଡ଼ ହେଇଯାଉଚି ଦେଖିବା ପାଇଁ time ମିଳୁନି ସେଥିପାଇଁ 10 ରୁ 20 minutes ଭିତରେ video ବନାଅ plzz😊
First time jone odia out of country re vlog koru6i thanks ❤
ବହୁତ ବଢିଆ ଲାଗିଲା।
ପୁଅ ପିଲା କାହିଁକି ଲଗାଉ ନାହାନ୍ତି ପୁଣି ଭାଇ
ତାଙ୍କର ପରମ୍ପରା ଅଛି କି ଭାଇ ସେଇଟା❤❤❤❤
ଦେଖିଲେ ଚକିତ ଲାଗୁଚି ଭାଇ ସେମାନଙ୍କୁ ଆଜିର ଦିନ ବି ଏହି ବୋଲି ଲୋକ ରହୁଛନ୍ତି କି ବୋଲି ଆପଣ ଆମକୁ ଦେଖାଇଲେ ଏଣୁ thank you bhai❤❤❤❤❤❤❤❤❤❤
ବହୁତ୍ ସୁନ୍ଦର କଥା ଟେ କହିଲ ଭାଇ ଲାଷ୍ଟ୍ ରେ
ଭାଇ drone କିଏ ଉଡଉଚି 🤔
Sir you are the best traveler in the world. 👍👍
Mu bi bhabuchi ,its right
Mu video ta first ru Last dekhili beshi khusi lagila amo odisha pila Africa jungle ro Nature dekhouchi best of luck bhai.... Keep it up bhai... Keep growing 👍
ନାଇ ରେ ଦାଦା ସେ ଗୁଡିକ ଦରକାର୍ ନାହିଁ ଜୟ ଜଗନ୍ନାଥ video ଦେଖେ ଇ ବହୁତ୍ ବଢିଆ ଲାଗିଲା
Bhahuta bhala
Finally I got a best odia vlogger who is giving a most effort in making vlogs keep it up .
ଭାଇ ତୁମେ ଏକା କାହିଁକି ଯାଉଛ ଆଉ ଦୁଇ ଜଣ ସାଙ୍ଗ କୁ ନେଇକି ଯାଉନ❤❤
ବହୁତ ଭଲ ଲାଗିଲା ଭାଈ ଧନ୍ୟବାଦ ❤❤❤
ଜୟ ଜଗନ୍ନାଥ ଭାଇ ଆପଣ ଭଲରେ ରହନ୍ତୁ 🙏🙏
ଲବ ଭାଇ ତୁମୋକୁ ବହୁତ ବହୁତ ଧନ୍ୟବାଦ