ଘଣ୍ଟାଏ ଭିତରେ ମଟନ ସଫା || ୧୦୦ ଟଙ୍କିଆ ଟେଷ୍ଟି ମଟନ||MOUTH WATERING MUTTON IN BHUBANESWAR ||Patia Toka
HTML-код
- Опубликовано: 10 окт 2024
- ଆଜି ଖାଇବା ଝୁମ୍ପୁଡ଼ି ତଳେ ଲୁଚିଥିବା ସୁସ୍ୱାଦୁ ଖାଦ୍ୟ I ଆମେ ଖୋଜି ଖୋଜି ପାଇଛୁ,ଭୁବନେଶ୍ୱରରେ ଏକ ଟେଷ୍ଟି ମଟନର ଠିକଣା I ମାତ୍ର ୧୦୦ ଟଙ୍କାରେ ମିଳୁଛି ମଟନ I ରୋଷେଇ ଭିତରେ ରହିଛି ଜଣେ ମଉସାଙ୍କ ପରିଶ୍ରମ ଆଉ ତାଙ୍କ ଭଲ ପାଇବା I ହୁଏତ ସେଇଥିପାଇଁ ମଟନ ଟିକେ ଅଧିକ
ସୁଆଦିଆ ଲାଗୁଛି I ଆଜିର ଅତିଥି @purnachandrahistriya
ପୁର୍ଣଚନ୍ଦ୍ର ହିଷ୍ଟ୍ରିଆଙ୍କ ସହିତ ଖାଇବା - ୧୦୦ ଟଙ୍କିଆ ଟେଷ୍ଟି ମଟନ I
Location - Lingaraj station, bhubaneswar
Contact - 7735202405
Welcome to Patia Toka, your passport to a world of culinary adventures and travel tales! We are your ultimate destination for immersive vlogs that whisk you away to diverse places, revealing the hidden gems of our planet and the incredible culinary wonders they hold. Join us as we explore the streets, savor unique foods, and unearth special dishes that define the essence of each location. Get ready to embark on a journey like no other, as we take you on a gastronomic and globetrotting escapade. Subscribe now and let Patia Toka be your gateway to unforgettable experiences, one bite and destination at a time!
Facebook: / patiatoka.in
#mutton #muttoncurry #muttonrecipe #muttonrecipes #matihandimutton #bestmutton #bestfood #jhumpudihotel #muttonrice #muttoncurry #muttonjholo #mutton #Bhubaneswar #bestmuttoninbhubaneswar #muttoncurry #viral #vlog #odiamuttonstyle #youtube #odiarecipe #food #foodvlog #odiavlog #purnachandrahistriya #patiatoka
ଠିକଣା - ଲିଙ୍ଗରାଜ ଷ୍ଟେସନ ସମ୍ମୁଖ I
ଯୋଗାଯୋଗ - 7735202405
ଆପଣଙ୍କ ଅଞ୍ଚଳରେ ଥିବା ଝୁମ୍ପୁଡ଼ିରେ ଯଦି ଏହିଭଳି କିଛି ସ୍ୱାଦିଷ୍ଟ ଖାଇବା ମିଳୁଛି, ଆପଣମାନେ ସେମାନଙ୍କର ଠିକଣା ଏବଂ ଯୋଗାଯୋଗ ନମ୍ବର ଆମକୁ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ I ତେବେ ଏହି ଭିଡ଼ିଓଟିକୁ ସମ୍ପୂର୍ଣ ଦେଖିସାରି, କମେଣ୍ଟ ବକ୍ସରେ ନିଜ ମତାମତ ଦେବାକୁ ଭୁଲିବେନି I ଆପଣଙ୍କ ମତାମତ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ I ଆପଣମାନେ ପୂର୍ବରୁ ପଚାରିଥିବା ପ୍ରଶ୍ନର ଉତ୍ତର ଭିଡ଼ିଓର ଶେଷ ଭାଗରେ ରଖାଯାଇଛି I
ଜୟ ଜଗନ୍ନାଥ 🙏🏻
1p1pq❤qpq😮ĺ 3:26 u1
ଅତିସୁନ୍ଦର ମେସେଜ୍ ଧନ୍ଯବାଦ ଫୁକୁନି ତାରପୁର
Bhai Apana Bahut Real😊.Apananka Katha Barta bahut bhala lage😊
Bhai video clear and ok, beautiful
ଗୁରୁଦେବଙ୍କ ପରିଚିତ ନାମ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିୟା । ଭାଇ ସିଏ ଖରାପ କଣ ପାଇଁ ଭାବିବେ
ଠିକ ଠିକ 😅
Thanks dear beautiful presenting ❤❤❤❤❤❤❤❤❤
Badhi lagila bhai, next time bbsr gale jibi nischaye
😊
Mora mutton auu arua vata,ohh pura Nadiki niye mu.. Dhanyawad Bhai Mora aee parika vdo upload karithibaru,,, jou bhai mane Dina Sara kathina parishram Kari,santire 2mutha khae parunahanti,se bhai mane athhi Kam Paisa re valase khae paribe,,, Thank you ❤❤❤
Super se upar ❤❤❤❤❤❤❤
ଜୟ ଜଗନ୍ନାଥ ଭାଇ 🙏🙏
Jay sundarpada
Bhai. Bahut sunder video mu b khaechi test bahut vala
👍🏻
Bahut sundar vlog , gale se hotel re mutton mada ta haba ❤❤❤❤
ଆସନ୍ତୁ, ଅପେକ୍ଷାରେ ରହିଲି 😊
Bhai mu rourkela ru bbsr ja u chi kintu e mti hotel achi jani ni
Histria au kan khabar kire?
Khaijaaaaaare
Bhai mu tama video australia ru dekhuchi
😊👍🏻
Bhai mu England ru dekhuchu@@PatiaToka
❤
Bhai 100 rs re mutton kamiti possible.jadi 1 kg mutton kinibe seita 25 pc heba .regular basis re kinile dokani ku jadi 600 pade then 1 pc raw mutton ku 24 rs padila. Then taku cooking kari sethire rice ,salad , alu chatani deba 100 tanka re kamiti possible
Bro Jay jagannath 🙏🙏🙏
Mayurbhanj jai thore test kara .motan mill 240 r
Bro mo name b saubhagya...mu tama video gujrat umbergaon ru dekhuchhi
🙏🏻😊
🙏🙏🙏@@PatiaToka
Best reporter best comedian
😊
ଭାଇ ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗେ 😊😊😊❤❤ i am from balesor
🙏🏻😊
Kain khassi bhalia disuni
Bhai ei mutton ku dekhiki laguni ete bhala lagiba...
Soubhagya bhai e chora hotel ta sethiku gale 100 tankare 2 pcs mutton daba apananku 5 pcs ADV pane deichhi n hele e meals 170 tanka nauchhi
ନୀଳ ଭାଇନା ଙ୍କ ମଟନ ଭାରି ଟେଷ୍ଟ, କିନ୍ତୁ ପ୍ରୋବ୍ଲେମ ହଉଛି ଭିଡ,
ଆଓ ଅଉ ରାଇତା
First views ❤️ bro
🙏🏻😊
❤❤❤❤❤❤
Kishor vaina bhalia test lagu6i ki vai?
Purna Chandra histria ate young boli mnu aji janili❤😅
❤❤❤❤
Bhai apanka vlog mote bhala lage au apanka news reporting bi Bhai tame kn reporting chadidela ki
Bhai semane pressure cooker sijheiki dauchanti. Aau seh quality nahi.
ପୂର୍ଣ ଟିକେ ଓଉ ରାଇତା ହଉ
❤😂😂😂❤❤
ସୌଭାଗ୍ୟ ବାବୁ ଆପଣଙ୍କ ଚାନେଲ୍ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଦୃତ୍ ଗତିରେ ବୃଦ୍ଧି ପାଉଛି ମୁଁ ସବସ୍କ୍ରାଇବ କରିବା ସମୟରେ ମାତ୍ର 178ଜଣ କରିଥିଲେ
ଏମିତିକା ଭଲ ପାଇବା ଦେଉଥାନ୍ତୁ 😊🙏🏻
Sana bhai cuttack naya bazar ru khirod Mohanty a subcriber
Much love bhai 😊
💁🍛🍗🍗🍗😋😋😋👌
Rs. 100😲😲👍👍
Yes
Ok bhai
bhai apanka office pakha bapi bhai hotel ra gotay video hau..
Canera man b like
ଛେଳି ର ?
😮bhai mendhaa mutton ki
ଗିନା ଟା ବହୁତ୍ ବଡ଼ ହୋଇଛି 1kg ମଟନ୍ ଥିବ😅😅😅😅
Bhai 100 tanka ree tama ade kete mutton miluchii 😅😅😂😂
😂😂😂😂
😂😂😂😂😂
3 ta piece mutton dianti 5-6 piece nuha
bhainku extra milithiba, promote bhi kale na
Address ta pin hei thile bobal huanta
ଆପଣଙ୍କ ଅନୁରୋଧକୁ ସମ୍ମାନ ଦେଇ ରଖାଯାଇଛି I ଚେକ କରନ୍ତୁ I
Mutton sejini thik se
Kintu bhai Jhola Jabar dast
Jay Jagannath
ନାମ ଶ୍ରୀରାମ ହୋଟେଲ କିନ୍ତୁ ହଉଚି ମଟନ ଝୋଳ।
Kintu parva boli tike nahin.
Motton na mendha
Kanak news ra reporter ki??
😊
Bhai tame au kanak news re kama karuna ki
ଆପଣଙ୍କ ଭଳି ଅନେକ ଲୋକ ଏହି ସମାନ ପ୍ରଶ୍ନ ପଚାରୁଛନ୍ତି I ଉତ୍ତର ଦେଇ ଦେଇ ଥକି ଗଲିଣି I ସେଇଥିପାଇଁ ଭିଡ଼ିଓର ଶେଷରେ ଏହାର ଉତ୍ତର ମୁଁ ଦେଇଛି I ଭିଡ଼ିଓକୁ ଦେଖିଲେ ଶେଷ ଭାଗରେ ଏହାର ଉତ୍ତର ପାଇଯିବେ I
ମୁଁ କନକ ନ୍ୟୁଜରେ କାମ କରୁଛି, ଏହି ଚ୍ୟାନେଲ ମୋର ବ୍ୟକ୍ତିଗତ I
ସେ ଯାହା ହେଉ ପଛେ ଭାଈ ର ଦିଲ୍ ଦରିଆ ଗାଣ୍ଡୀ ସମୁଦ୍ର 🤪🤣😂😭 କଳିଯାରେ କଲିଜା ଅଛି 👏
ବରା ହୋଟେଲ କଣ
କାଇଁ ଖାଇବା ପରେ ଟଙ୍କା ଦେବାର ଭିଡ଼ିଓ କୁଆଡେ ଗଲା, ଏମିତି ଭିଡ଼ିଓ କରି ମାଗଣା ଅଭ୍ୟାସ ଛାଡ଼ 😂😂😂
ଆଉ ମିଳୁନି ମିଛ କଥା ସବୁ
ଓଉ ରାଇତା ନାହିଁ
Achhi. Next thar miliba.
100ଟଙ୍କାରେ ମୋଟନ ଭାତ ଭଲ ଟେଷ୍ଟି କିଂତୁ ଥରେ ଦେଖିଛ ମୋଟନ ଅସଲି କି ନକଲି 😂ସବୁ ତେଲ ମସଲା ର କମାଲ ଭାଇ ଆଉ କିଛି ନୁହେଁ ଖାଇଚାଲ
Famous mutton ku rice but salad salad sarigalani😂😂😂😂
Bhai mutton khaucho toh???
Munda motton re bhai
ମଟନ 100ଟଙ୍କା ରେ ମିଳୁଛି ମାନେ ମଟନ ଟା ମାଈ ଛେଳି 😔😔😔
Satare bhai kishor mg thu sriram khaiba bahut test ... kishor Khali gandi maruchi Bala test kishor chapari hotel
Eiye khassi mansa nuha 100%
Bhai apnkr number mili parib please
100 tanka re miluchi boli hi vhida
Mo bala hotel,khaisarichi ethi jai,bekar taste ku low quantity😡
Pura faltu test kichi bhala nuha
Besi famous bhi bhala nuha keu din bmc uthei deba
Full business chanell
KUKURA MAANSA KHAI KAN NA MUTTON 😂😂
Dukana re name shree Ram lekhibare no thila🤬🤬
Ethikara mutton pure kukura mansa mutton
Pure Budhi chheli😂
Bhai phone number