SC directs NTA to address alleged irregularities in NEET (UG) Exam

Поделиться
HTML-код
  • Опубликовано: 26 сен 2024
  • #NTAକୁ_ସୁପ୍ରିମ_ଛାଟ
    NEET ପରୀକ୍ଷା ବିବାଦ ମାମଲାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ସୁପ୍ରିମକୋର୍ଟ Udk ନୋଟିସ । ସୁପ୍ରିମକୋର୍ଟଙ୍କ ବେଞ୍ଚ ଆଜି NEET ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ଶୁଣାଣି କରିଛନ୍ତି ।
    #NEET #NTA #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 8

  • @sidhantabehera6875
    @sidhantabehera6875 3 месяца назад +2

    ପରୀକ୍ଷା ବାତିଲ ତ ବହୁତ ଭଲ ପଦକ୍ଷେପ କିନ୍ତୁ ପୁଣି ଥରେ ପରୀକ୍ଷା କେନ୍ଦ୍ରର ପରିଚାଳନା , ନୂଆ ପ୍ରଶ୍ନ ପତ୍ର, ପୁଣି ପରୀକ୍ଷା କେନ୍ଦ୍ରକୁ ପହଞ୍ଚି ବା ସମସ୍ତ ଙ୍କ ପାଇଁ ସମାନ ନୁହେଁ, ଜଣେ ଉପାନ୍ତ ଅଞ୍ଚଳରେ ରହି କେତେ ଥର ପରୀକ୍ଷା ଦେବାକୁ ଆସିବ , ଆଉ ଏତେ ଟଙ୍କା ଖର୍ଚ୍ଚ ବି ହେଉଛି କେବଳ ପରୀକ୍ଷାର୍ଥୀ ଙ୍କ ର ନୁହେଁ, ବରଂ ରାଜକୋଷରୁ ମଧ୍ୟ।
    ଖାଲି ଡାକ୍ତରୀ ପାଠପଢ଼ା ପାଇଁ ନୀଟ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ତାହା ନୁହଁ ବରଂ ୟୁଜିସି (ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ) ଏନ୍ ଇ ଟି ରେ ମଧ୍ୟ ପ୍ରଶ୍ନ ପତ୍ର ଓଏମ୍ ଆର ରେ ହୋଇ ଅନେକ ସ୍ଥାନରେ ପ୍ରଶ୍ନ ପତ୍ର ବିଭ୍ରାଟ ହେଉଛି।
    କେତେକ ପରୀକ୍ଷାର୍ଥୀଙ୍କ ସମୟ ଦେଇ ପରିଶ୍ରମ ବୃଥା ପରି ମନେହେବ। ସେମାନେ ବହୁତ ପରିଶ୍ରମ କରି ପାଠପଢ଼ା ସହିତ ପରୀକ୍ଷା କେନ୍ଦ୍ରକୁ ପହଞ୍ଚି ପରୀକ୍ଷା ଦେବାକୁ ତାଙ୍କ ମାନସିକ ଚାପ ଥାଏ ମଧ୍ୟ। ଏହାପରେ ପୁଣି ପରୀକ୍ଷା ହେବ , ପୁଣି ପରିଶ୍ରମ। ତାହେଲେ ଏଥିରେ ଦାୟିତ୍ଵ କାହାର। ଯଦି କେନ୍ଦ୍ର ସରକାର ପୁଙ୍ଖାନୁପୁଙ୍ଖ ଭାବରେ ପରୀକ୍ଷା କୁ ଉତ୍ତମ ମାର୍ଗରେ ପରିଚାଳନା କରିପାରୁ ନାହାନ୍ତି ତେବେ ଜନସାଧାରଣ କାହିଁକି ଭୋଟ୍ ଦେବେ। ଖାଲି ଜଣେ ଚାହିଁଲେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୁଏନାହିଁ ସେଥିପାଇଁ ଅନେକ ଅଭିଯୁକ୍ତ ସାମିଲ ତାହେଲେ ତାଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନି। ଏମିତି ଯଦି ଖସିଯିବେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ସ୍ଵାଭାବିକ।

  • @drvicky1729
    @drvicky1729 3 месяца назад +6

    NTA ku nuhe,, dharama ku chhata dia😡😡😡😡

    • @Mr.Subh045
      @Mr.Subh045 3 месяца назад +2

      Kn hela ki bhai? Dharma kn kala?

    • @dev_bhisma854
      @dev_bhisma854 3 месяца назад +1

      ​@@Mr.Subh045 education minister aey bhai sabu tar uppre dependent karse peper leak hoiche j neet ra incident dekha ta pare Dharmendra padhna kenta lok aey j janba

    • @ARmusic1238
      @ARmusic1238 3 месяца назад

      ​@@Mr.Subh045 sabuthi paper leak heichi au ea haramjada kahuchi ki kauthi bi leak heini .

  • @sunilkumarpatnaik6953
    @sunilkumarpatnaik6953 3 месяца назад

    MODI nka BJP rajatwa rey ...Emiti kahinki scam houchi ?

  • @subhashreebisoyi3639
    @subhashreebisoyi3639 3 месяца назад +2

    Re neet

  • @beastgirl9476
    @beastgirl9476 3 месяца назад +1

    What about us