କୋର୍ଟରେ ଡାକ୍ତରଙ୍କ ବୟାନ ଖୋଲିଦେଲା ନବ ଦାସ ହତ୍ୟା ଷଡଯନ୍ତ୍ରର ବଡ଼ ଗୁମର || Satyapatha News
HTML-код
- Опубликовано: 29 ноя 2024
- କୋର୍ଟରେ ଡାକ୍ତରଙ୍କ ବୟାନ ଖୋଲିଦେଲା ନବ ଦାସ ହତ୍ୟା ଷଡଯନ୍ତ୍ରର ବଡ଼ ଗୁମର
Watch Full Episode: • Sensational twist in t...
#satyapatha #nabadas #satyaprakashnayak #jharsuguda #odishapolitics #naveenpatnaik #mohanmajhi #pruthwirajharichandan #bjpodisha #bjd
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
RUclips: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ଓଡ଼ିଶା ସରକାର ଙ୍କୁ ଅନୁରୋଧ, ଆମର ଭଉଣୀ ମମିତା, ପିହୁ, ପରି, ମାନଙ୍କୁ ନ୍ୟାୟ ଦିଅନ୍ତୁ, ଆଜି ଭି ତାଙ୍କ ପରିବାର ଆଉ ଓଡ଼ିଶା ବାସୀ ନ୍ୟାୟ ପାଇଁ ଚାହିଁବସିଛନ୍ତି, ଏହା ଉପରେ ଆକ୍ସନ ନହେଲେ ଆଗାମୀ ସମୟରେ ବିଜେପି ଉପରେ ଲୋକଙ୍କ ବିଶ୍ଵାସ ତୁଟିଯିବ. ଆଉ ଏମିତି ଗୋଟେ ପରେ ଗୋଟେ ମହିଳା ରାକ୍ଷସଙ୍କ ଦ୍ଵାରା ମୃତ୍ୟୁବରଣ କରୁଥିବେ, ଦୋଷୀଙ୍କୁ ଏମିତି ଦଣ୍ଡ ଦିଅନ୍ତୁ କି ଭବିଷ୍ୟତରେ କେହି ଯେମିତି ନାରିପ୍ରତି ଦୁବେବହାର କରିବାକୁ ସ୍ୱପ୍ନରେ ସୁଧା ଭାବିବେନି. ଜୟ ଜଗନ୍ନାଥ
କୌଣସି ତଦନ୍ତ ହବାର ନାହିଁ କାରଣ ମୋଦି ନବୀନ ଭାଇ ଭାଇ, ବିଜେଡି ଓ କେନ୍ଦ୍ର ବିଜେପି ଏକାଠି ଥାଇ ଖାଲି ଓଡିଶା ବିଜେପି ବିଜେଡି ବିରୋଧର ମିଛଟାରେ ଗର୍ଜନ କରଇ
Mu gote katha janibaku chahunchhi Satya babu. Kn Jane Reporter RTI evidence paipariba aau taaku Prakash kari pariba. Mu just janibaku chahunchhi aau mote laguchhi ki Aha dwara bahut durniti ra pardafas hei pariba boli
ବିଜେପିର ସିବିଆଇ ତଦନ୍ତ ନାହିଁ କି ହାରାମି ନବୀନ ପଟନାୟକର FBI ତଦନ୍ତ ମିଛ ଥିଲା, ସତ କଥା ହେଲା ନବ ଦାସଙ୍କୁ ନବୀନ ମାରିଲା ଆଉ ନବୀନ ମୋଦି ତ ଭାଇ ଭାଇ ଓ ନବ ଦାସର ଝିଅ ତ କଞ୍ଚା ବେଧେଇ ତେଣୁ କୌଣସି ତଦନ୍ତ ହବାର ଚାନ୍ସ ହିଁ ନାହିଁ
Bobby Das n Pandian with cocent of Nabin babu it was done
Dipali bahut jaldi BJP re join heba.. Wait and watch
If she Naba Das Jhia will come to BJP then she will do it for her own benefit and self business profit...... and NOT for odisha people
This is called politics....
ସତ କଥା
ଓଡିଶା ସରକାର ଙ୍କୁ ମୋର ଅନୁରୋଧ ମୁଁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବାସିନ୍ଦା ଅଟେ ମୁଁ ଆନନ୍ଦପୁର ପ୍ରଶାସନ ର ବହୁତ rti ତଥ୍ୟ ମାଗିଛି ସେଗୁଡାକ ଶୀଘ୍ର ଖୋଲା ଯାଉ. ସରକାର ଙ୍କୁ ମୋରଅନୁରୋଧ rti ତଥ୍ୟ ଶୀଘ୍ର ଖୋଲିଲେ ବହୁତ ରେ କେତେ ଦୁର୍ନୀତି ହୋଇଛି ପଦା କୁ ଆସିବ,
Lanchua police bohut achhanti ama odisha re semananku khojiki bahar kara
Naba das ku ta jhia Dipali hi marichi BJD saha misi , Naba das ra spot re hi death hei thiba ete guli bajila pare kie banchi ki thae dina 12 ru 2 ta two hours
Right