Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live
HTML-код
- Опубликовано: 28 сен 2024
- Jana Adalat Live || କୋରେଇରେ ବବିଙ୍କ କା' || 25 May 2024 || Argus News Live
#ArgusNews #JanaAdalat #BJD #publicopinion #NoDevelopment #jajpur #OdishaNews #durgashish #AkashDasNayak #PranabPrakashDas #BanditaParida #SarmisthaSethi #OdishaPolitics #JajpurPolitics #Koreirajniti #Korei #Jajpur
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RUclips : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
Yes sir good Argus news ❤❤❤❤
କୋରେଇ ରେ ଏଥର ଆକାଶ💥
❤
Argus news No1 news
ଶୀତଳ ଭଣ୍ଡାର ବଦଳରେ, ଉଷ୍ନ (ମଦ) ଭଣ୍ଡାର ହୋଇଛି. 😂😂😂
Odisha bashi vote for BJP
Please don't vote BJD.🙏
ଦୁର୍ଗାଶିଷ ବାବୁ ବିଜେଡି ର ଫାଟି ଯିବ ଏ ସବୁ ଶୁଣି କରି ଆପଣ କମେଣ୍ଟ ପଢନ୍ତୁ ଦେଖିବେ କେମିତି କମେଣ୍ଟ କରୁଛନ୍ତି
BJD fat ke phool fut gaya
B j d kichi Kari ba nahi odissa loka boka
@@ChhabindraBehera-vp6pmeahi mandira eka siba deula odisara eka siba mandirare nagasapa sehi ❤❤ba deula tola pp
ପ୍ରମିଳା ମଲ୍ଲିକ ଡାଲି ଚୋରଣି ବବି ଦାସଖଣି ଚୋରା। ଏ 2 ଜଣ ଯାଜପୁର ରେ ଆଉ BJD ପାଟିରେ କଳଙ୍କ। ପ୍ରମିଳା ମଲ୍ଲିକ ଗୁଣ୍ଡା ଗର୍ଦୀ ପଇସା ବାଣ୍ଟିବା ଆଉ କୋଟି କୋଟି ମାରିକି ଖାଇବା , ଏ ଓଡ଼ିଆ ମାନେ କୁକୁର ଭଳିଆ ପାଣ୍ଡିଆ ପାଦ ଚା ଟୁଛନ୍ତି,
ପ୍ରଣବ ବଳସମନ୍ତରାୟ ପାହାଡ଼ ଚୋର କହିଲେ ନାହିଁ ଯେ
ତମର ଦମ ଅଛି ହଟାଇକି ଦେଖାଓ
ତମ ଭଳିଆ ପୋଷା କୁକୁର BJD ପlଳିଛି ଯାହା ଗୁଣ୍ଡା ଗର୍ଦୀ ମାଡ଼ ପିଟି । ଆଉ 500 ଟଙ୍କା ମୁଣ୍ଡ ବିକା, ଆଉ ସାଧର ଲୋକଙ୍କୁ ଭୋଟ ପାଇଁ ଜବର୍ ଦସ୍ତ। କେବଳ ନିଜ ସ୍ବାର୍ଥ ପାଇଁ ସମାଜ ପାଇଁ ନୁହେଁ।। କେଇଟା କୁକୁର BJD ପଇସା ରେ ଚଲୁଛ। ଯଦି BJD ହାରି ଯିବ ତମ ଭାତ ହାଣ୍ଡି ବନ୍ଦ ହେଇ ଯିବ। ନିଜକୁ ସୁଧାରି ନିଅ। ଗୀତରେ ଅଛି ବାଳ ଥବଜେ ଖାଇବ ସୁନୁ ପାଫୁଡ଼ି। ନବୀନ ଥବ ଯେ ଆଉ ପାଇବ ମଦ ମାଉସ 👆🍗🍗🍖🥃🥃🥃🥃
ତୁ ବି ସେଇ ମେଣ୍ଢା ଙ୍କ ଭିତରୁ ଜଣେ
Mu nuhe tu ...kukur
🍭ଏମିତି କିଛି ପାଣ୍ଡୁ ଚଟା କ୍ରୀତଦାସ ଙ୍କ ପାଇଁ ଆମ ଓଡିଶା ର ଏମିତି ଅବସ୍ଥା
ତୁ ବି ତାଙ୍କରି ଭିତରୁ ଜଣେ
କିଛି କୀଟଦାସ ବିଜେପି ରେ ଅଛନ୍ତି ବିଜେପି ପାଦ ଚାଟୁଛନ୍ତି ସେଥିପାଇଁ ବିଜେପି ର ଗାଉଛନ୍ତି ଧିକ 😢ତମ ଜୀବନ
Pandu. Pela
Chata kichhi achhanti
@@GuruCharanRout-lu7ch ତୁ ଶଳା ବିଜେପି ଗାଣ୍ଡି ଧୋଉଛୁ ସେଥିପାଇଁ ବିଜେପି ବିଜେପି ହଉଛୁ ବୁଝିଲୁ
ଯେଉଁ ଲୋକ ସବୁବେଳେ ଲୋକଙ୍କ ସହିତ ଅଛନ୍ତି, ସୁଖ ଦୁଃଖର ସାଥି, ସେହି ଲୋକଙ୍କୁ ଭୋଟ ଦିଅନ୍ତୁ 🙏
Jai 🙏 jai 🙏 sri 🙏 ram 🙏
Jai 🙏 sri 🙏 ram 🙏
ନିଜ ସ୍ୱାର୍ଥ ପାଇଁ ମା ଙ୍କୁ ବଳି.
ଜନ ଅଦାଲତ ରୁ ଜଣା ପଡୁଛି bjp win କରିବା
Verry good programe
Thank you korei basi
Sir Jay jagannath Swami mahaprabhu.amane sabu jail jibe
ଜଗତସିଂହପୁର ଆସନ୍ତୁ
Thanks news channel. Jay jagannath
ଜୟ ଶ୍ରୀରାମ
#ଓଡ଼ିଶାରେପରିବର୍ତ୍ତନ
Jago Odisha Jago
JAY JAGANNATH 👌 🤙 🙏
👍Argus news
Durga sis babu aapko 100 salam very good me to odia nahi hnu but aapka patrakareta ko bahot bahot salam
Argus news bjd ra ___fateidela re.. Dhanyavad durgasish bhai❤️
favourite chhanel is a argus news chhanel
E argus channel ra journalists bahut support karuchi BJP ku.
ବନ୍ୟା ପାଣି କେବେ କୋରେଇ ଲୋକ ଦେଖିନାହାନ୍ତି
How old are you brother?
@@ramachandra8155 28
ବିଜେପିଜିତିଭ
Korei loka Reddy ❤
Argus news everytime satya dekhaye.No 1 news channel
ଜୟ କଂଗ୍ରେସ
Only BJP yes 🎉🎉🎉🎉
Really Argus best channel now days Korei sure Loka athara paribartan karibe bjp r sath Debe
Congress party zindabad
Neweser bhai nku dhanya Bad
Jay jagannath. Jay BJP
Bhai apanaka channel apanaka pai no 1 love you bro ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Mo bhai lala bhai jindabad
Vote for Akash Dasnayak
Jay shree Ram
Right
Sir please one time held in Dharmasala block in jajapur
Argus news saport BJP
Bjp win odisha
You see brother what the development that has been done that's highlight the pride of Jajpur district and it's head quarter jajnagar . If other 6 constituency mla didn't fight for their rights then this will happen na . But for me personally I like Bobby bhai because he has implemented so many good project . See a state will be more beautify and prosperous if it's capital shine with diginity .
ବବି ହଠାଓ ଓଡିଶା ବଞ୍ଚାଓ
Jajpur nagada
ଆକାଶ
Vai binjhar pur thare asa
Good.
ସମସ୍ତ ଙ୍କୁ ଏକା ସାଙ୍ଗରେ କେମିତି ପ୍ରଶ୍ନ ପଚାରିବା ସବୁ ହୋ ହଲା ହେଉଛନ୍ତି,,ଯାହା ଭଲ ଲାଗୁନି ,ମୁ ବହୁତ ଦେଖୁଚି news aajatka abp ,India TV ବଡ ବଡ news channel
BJp only
Kya Karun to ok Karo song❤
ଏହାର ଜବାବ ଦେବ ବିଜେପି
Sabu area re emiti alochana karajau
Video bhala lagila
Hii
Wt for 4jun
Like anajana om kasyap ,swata singh , Amish devangan
BJD.hatao BJP lao duiguna Bikash.heba Modijizindabad
ଗୋଟେ ହୋଉ ତାପରେ
ଦିଗୁଣା କଥା ଚିନ୍ତା କରୀବେ
Only bjp bjp bjp bjp 🎉🎉❤
Only congress😊
B j p jinda baad b j d murda baad
Korei heuchhi Babi babunka back-up seat. Swartha paine Babi Babu nija Maa nku bi A bayasare Game Kari dele. Kete swartha badi. Samaya asichhi... Swabhimani Jannata uchit answer debe...
ଯାଯପୁର କୁ ସବୁ ରୁଟିନେଲନି ନେତା ମନ୍ତ୍ରୀ ବାକି ଯାଯପୁର ସାଧାରଣ ଲୋକମାନେ ଦୁଃଖ କଷ୍ଟ ଯନ୍ତ୍ରଣା ନିଜର ଜୀବନ କଟାଉଛନ୍ତି, ବାକି ଗରିବଲୋକମାନଙ୍କୁ ଆଉ ମୂର୍ଖ ଲୋକ, ଗାଁ ଗହଳି ଲୋକ ମାନେ ଯାନିପାରୁନାହାନ୍ତି, ସେଥିପାଇଁ ସେମାନେ Bjd ସପର୍ଟ କରୁଛନ୍ତି, ଯାଯପୁର ଯେତେ ଖଣି ଆଉ କର କରଖାନା ଅଛି ଆଉ କୋଉ ଦେଶ ବା ରାଜ୍ଯ ନଥିବ, କିନ୍ତୁ ଯାଯପୁର ର ସାଧାରଣ ଲୋକ ଆଜି ଖାଇବାକୁ ପାଉ ନାହାନ୍ତି
Dharmashala re emiti haba darkar
Jajpur road ru collecter office town nae palaechhi .Babi bhai
B b n
ସବୁଠାରୁ third grade MLA Ashok Bal, ଆମ ଗାଁ ବଡବିରୁଆଁ କୁ ଆସିଲେ ମାଡ଼ ଖାଇବା ଟା ସୁନିଶ୍ଚିତ
Sambadika Bhai tame kete tanka paicha
Bjp🎉🎉
Korei re medical habani aau kn to ghare heba medical College
କିଛି ପାଣ୍ଡୁର କ୍ରୀତଦାସ ବି ଅଛନ୍ତି ଏ ସଭାରେ ମୁଣ୍ଡ ବିକା
Kya Karun to ok Karo song
Democresire..poribarobat.ta.somoyoonujai.osuvolokhyono.ote.
ଦୁର୍ଗା ବାବୁ, ଯଥା ସମ୍ଭବ ଏକ ମୟୂରଭଞ୍ଜ ଜିଲ୍ଲାରେ ଏକ "ଜନ ଅଦାଲତ ସଭା" କରାଯିବ ନିମନ୍ତେ ଆପଣଙ୍କୁ ବିନୟ ଅନୁରୋଧ କରୁଛୁ 🙏।
ଆପଣ ହେଉଛନ୍ତି ଓଡ଼ିଶାର Manish Kashyap , ଆମ ଅନୁରୋଧକୁ ରଖିବେ 🙏 ।
Jama bharasa karni BJD chora sarkar
korei nirbachana mandali ra RAGADI ku thare aasantu....
Sir yogi darkar odisha ku
Only bjp only akash bhai
୨୫ ବର୍ଷ ଭିତରେ ଶିତଳ ଭଣ୍ଡାର ହୋଇ ପାରିଲାନି କିନ୍ତୁ ୩ ମାସରେ ହକି ଷ୍ଟାଡିୟମ୍ ହୋଇ ଭାଙ୍ଗି ଗଲା । ଶିତଳ ଭଣ୍ଡାର ଚାଷିଙ୍କ ପାଇଁ ପ୍ରଥମ ଜରୁରୀ ।
How is the josh ?... 39.00 min.
Bjp ର ନେତା ଆକାଶ ସେ ବି 5 ବର୍ଷ mla ଥିଲେ... କଣ କରିଥିଲେ ଟିକେ ଆକାଶ ଙ୍କୁ ପଚାରନ୍ତୁ....
ଆରେ ମତେ ଡାକିଥାନ୍ତି କି Bjd ଛଇ ଛଡାଇ ଦେଇଥାନ୍ତି ମୁଁ କୋରେଇ ନିବାସୀ
Jajpur town re ghara loka manakra vangi dela paisa pain
Bjp bjp...
Vote for bjp
ପିଟା କଂଗ୍ରେସ କୁଆଡେ ଯିବେନି
Odia style re better platform argus
ମୁଁ ଦେଖୁଛି argus anchor କର କିଛି ବୁଦ୍ଧି ନାହିଁ... ଯାଜପୁର ଜିଲ୍ଲାରେ କଲେକ୍ଟର ଅଫିସ,ଜିଲ୍ଲା ମେଡିକାଲ, ମେଡିକାଲ କଲେଜ, ରହିବନି ଆଉ କଣ କୋରେଇରେ ରହିବ.... ତାହାଲେ ଯାଜପୁର କୁ ଜିଲ୍ଲା କାହିଁକି କରାଯାଇଛି.... ସବୁ ଜିଲ୍ଲାରେ ସବୁ ମୁଖ୍ୟ ସରକାରୀ ଅଫିସ ରହେ... ଏତିକି ବି ବୁଦ୍ଧି ନାହିଁ ଛି ଛି... କାହିଁକି news ଚେନେଲ ରେ ରହୁଛ କେଜାଣି...
Bhai tamar tike uthuchhi
ଏମାନେ କଣ ନେତା, ଏମାନଙ୍କୁ କିଏ ଜାଣେ। ଏମାନଙ୍କ କାହାର ଗୁରୁତ୍ୱ ଜଣା ପଡୁନି।
ଅବଶ୍ୟ କୋରେଇ କଥା କହି ହେଉନି କି ଜିତିବ ହେଲେ ଏ ରିପୋର୍ଟର ଜଣ ଙ୍କ bjp ଚେଲା ପରି ମନେ ହେଉଛି
Mu v Jajpur pua abe Hyderabad re khatuchi ,kn karibi odisha re chakiri nahi , Jajpur ru bjd hetao odisha bechao 🙏🙏🙏❤️
Thik ku thik, vul ku vul kuhantu.Dala kichhi nahi, sabu power lovi
Nobin molea hebo
Coramanakaramuhatanabeksamdagundabekarahesalutadurantibahutakandaichantyodisakujametiposuchantynabenaraodisasemanejahaechakaribesabutakara
Kouthi nahin sitala bhandara
BJD ନେତା ସବୁ କ୍ରୀତଦାସ ପାଣ୍ଡିଆନ ର ଓଡ଼ିଶା ରେ ଯାହା ବିକାଶ ହେଇ ଛି ଖାଲି BJD ନେତା ମନ୍ତ୍ରୀ ଅଫିସର ଙ୍କ ର ଜୟ ଜଗନ୍ନାଥ
BJD ra dadagiri rajaniti calici cm
Athara Akash athara padma