ପୋଲିସର ମୁଖା ଖୋଲିଲା,ଭରତପୁର IIC ଦୀନକୃଷ୍ଣଙ୍କ ପାୱାରରେ ମାଡ଼ କରୁଥିଲେ DSP ଇମାନ କଲ୍ୟାଣ | Bharatpur Police

Поделиться
HTML-код
  • Опубликовано: 12 ноя 2024

Комментарии • 667

  • @dipakraut4273
    @dipakraut4273 Месяц назад +212

    ଭରତପୁର ଥାନା ବିରୋଧରେ ଯେତକ ପୁରୁଣା ଅଭିଯୋଗ ପୋଲିସ ବିରୋଧରେ ଅଛି ତୁରନ୍ତ କାର୍ଯ୍ୟନୁଷ୍ଠାନ କରାଯିବ ସମସ୍ତେ ଏ ବେଧୂଆ ଦୀନକୃଷ୍ଣ ଆଉ ସେ ରାଣ୍ଡି ଲେଡି ଅଫିସର ବିରୋଧେ ଯେତେ କେସ ଅଛି ପହଞ୍ଚାଇ ୟିମାନଙ୍କୁ ସବୁଦିନ ପାଇଁ କାରାବାସ ଦିଆଯାଉ

    • @GitanjaliBehera-p1m
      @GitanjaliBehera-p1m Месяц назад

      Khali bharatpur knpain sabuthanare puruna file dekhiki tadanta Kariba katha au indiare kou statera police mane pura sadhu keteka bhala keteka kharap rahithanti

    • @anantacharannaik150
      @anantacharannaik150 Месяц назад +4

      Apan gote abhijan chalantu

    • @Blacktiger248
      @Blacktiger248 Месяц назад +1

      ​@@anantacharannaik150Kain Apana Kn Kariparibeni ki Naa Mada re Gandiphatichi 😆😆😆

    • @bad_boy_lover_0084
      @bad_boy_lover_0084 Месяц назад +2

      ଏ ଶଳା ଙ୍କୁ ବାଡ଼ା।

    • @dpnayak19
      @dpnayak19 Месяц назад

      Kahijao kahijao mouka paiicho jaha paari taha kahi jaao. 😂😂😂

  • @bijayanayak1713
    @bijayanayak1713 Месяц назад +134

    ଦିନକୃଷ୍ଣ ମିଶ୍ରକୁ ପୋଲିସ ବିଭାଗ ରୁ ବାହାର କରିଦିଆଯାଉ। ସେ ପୋଲିସ୍ ବିଭାଗ ପାଇଁ କଳଙ୍କ।

    • @Superfastnews1586
      @Superfastnews1586 Месяц назад +5

      Jharapada jeil ku pathai diajau

    • @reetanaik8724
      @reetanaik8724 Месяц назад +1

      😊

    • @reetanaik8724
      @reetanaik8724 Месяц назад

      😊😊

    • @reetanaik8724
      @reetanaik8724 Месяц назад

      ​@@Superfastnews1586😊

    • @dilipmishra5017
      @dilipmishra5017 Месяц назад

      ପାଞ୍ଚ ବର୍ଷ ପାଇଁ କନେଷ୍ଟବଳ, ତାପରେ ହାବିଲଦାର ଏଭଳି.... ପୁରା ତେଜ ସେଟ ହେଇଯିବ l 🙄

  • @umeshrout3599
    @umeshrout3599 Месяц назад +81

    ଇଏ ସଳା ଦୀନକୃଷ୍ଣ ନୁହେ ସେ ଦୀନରାକ୍ଷସ ତାକୁ ଶିଘ୍ର ଜେଲ ଦେବା ଦରକାର।

  • @ShadavNayak_890
    @ShadavNayak_890 Месяц назад +212

    ଶଳା ଓଡ଼ିଶା ପୋଲିସ ସବୁ ଥାନାରେ ସେମିତି କରୁଛନ୍ତି

  • @Abirachandramajhi
    @Abirachandramajhi Месяц назад +109

    ସବୁ ||C ଙ୍କୁ ଭିଜିଲାନସ୍ raid କରୁ |

  • @sumitramajhi7845
    @sumitramajhi7845 Месяц назад +65

    ଏ ପୋଲିସ ବାବୁର ଘରକୁ ରେଡ କରାଯିବା ଉଚିତ

  • @हम_हिंदू_हैं
    @हम_हिंदू_हैं Месяц назад +87

    କେବଳ ପୋଲିସ ବିଭାଗର ସହାୟତା ପାଇଁ ମାଫିଆ ମାନଙ୍କର ରାଜୁତି ଚାଲିଛି ।

  • @skindoctor21
    @skindoctor21 Месяц назад +105

    ଆଜି କାଲି ପୋଲିସ୍ ବାଲା ବାଳରେ ବି ଖାତିର କରୁ ନାହାଁନ୍ତି ସାଧାରଣ ଲୋକଙ୍କୁ

  • @sudarsanpradhan6782
    @sudarsanpradhan6782 Месяц назад +112

    ବିଜେଡି ସରକାର ଙ୍କ ଶାସନ ବେଳେ ପୋଲିସ ଙ୍କ ପାୱାର ବହୁତ ଥିଲା, ଏବେ ସବୁ ମରିବେ

    • @snigdhamohanty5260
      @snigdhamohanty5260 Месяц назад +2

      Seita ame puri ru dekhisarichu.

    • @imshree99
      @imshree99 Месяц назад +1

      ତୁମ ମୂରବୀ ଘୁଷୁରୀ ସେଇଟା କୁହ 😂😂

    • @shubhammohanty6199
      @shubhammohanty6199 Месяц назад

      ​@@imshree99ତୁ ଘୋଡ଼ା ମଦୁଆ
      ଗେଣ୍ଡା-ମୁହାଁ ନବୀନର ଗୁହଖିଆ କୁକୁର କିରେ ?😂

  • @bhaktabandhusahu3026
    @bhaktabandhusahu3026 Месяц назад +34

    ସେ ଶଳାକୁ ଜିଅନ୍ତା ଜାଳିଦିଅ ଦୀନକୃଷ୍ଣ ku

  • @satyasankar1
    @satyasankar1 Месяц назад +45

    ପ୍ରାୟ ଅଧିକାଂଶ Police ବାଲା ନିଜ Power ର ଅହଙ୍କାର ରେ ସାଧାରଣ ଲୋକଙ୍କୁ ସାହାଯ୍ୟ ପରିବର୍ତ୍ତେ ହଇରାଣ କରିବା, ଅଭଦ୍ରାମି କରିବା, ମାଡ ମାରିବା, ମିଛ case ରେ ଫସାଇବା ଆଉ ଲାଞ୍ଚ ମାଗିବା ପରି କାର୍ଯ୍ୟ କରିଥାନ୍ତି।
    ଖାଲି ସାଧାରଣ ଲୋକଙ୍କ ମତାମତ ନେଲେ ଜଣାପଡିବ, ଲୋକଙ୍କ Police ପ୍ରତି ବିଶ୍ବାସ ପରିବର୍ତ୍ତେ ଘୃଣା କେତେ???
    ତେଣୁ Police ନିଜକୁ ଜଲଦି ସଜାଡ଼ୁ ଅଥବା ସରକାର ଜଲଦି Police Department ରେ କିଛି ଜରୁରୀ Reforms ଆଣୁ ଯଥା--ସବୁ ଥାନାରେ CCTV ଲଗାଯାଉ, ପୁଣି ତାହା SP ,DCP ଓ DG ଙ୍କ ଦ୍ଵାରା monitor କରାଯାଉ, FIR ର ସଠିକ୍ Registration ଓ Follow up Action Communication କରାଯାଉ Victim ଙ୍କ ସହିତ ଆଦି...

  • @RamchandraHansdahofficial123
    @RamchandraHansdahofficial123 Месяц назад +53

    ଛି ଛି ଶଳା ପୋଲିସ ଵାଲା ତମ ମୁହଁରେ ଲାଜ ନାହିଁ ଶଳା ଲୋକ ଙ୍କୁ ନ୍ୟାୟ ନ ଦେଇ କି ଲୋକଙ୍କୁ ଆହୁରି ଶୋଷଣ କରୁଛ , ହଇରାଣ କରୁଛ

  • @hariharpandapanda4798
    @hariharpandapanda4798 Месяц назад +49

    ଏତେ ଝାମେଲା କଣ୍ ପାଇଁ ,ସିଧା ଜେଲ କୁ ପଠାନ୍ତୁ

  • @ambikaprasadsamantaray3650
    @ambikaprasadsamantaray3650 Месяц назад +23

    ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଅବସରପ୍ରାପ୍ତ
    ଲାଞ୍ଚୁଆ ଅଫିସର୍ ମାନେ ଆଦର୍ଶର କାହାଣୀ
    କହୁଛନ୍ତି l ସେମାନେ ଯଦି ଠିକ୍ ଶିକ୍ଷା ଦେଇଥାନ୍ତେ, ଆଜିର ପୋଲିସ ଏତେ ତଳସ୍ତରକୁ ଖସିନଥାନ୍ତେ l ଜନତାଙ୍କୁ ଖରାପ
    ବ୍ୟବହାର କଲେ କେବଳ ଘୃଣା ହିଁ ମିଳିବ l

  • @bijayanayak1713
    @bijayanayak1713 Месяц назад +27

    ନବୀନ ସଯୟର ଢାଞ୍ଚା ପୋଲିସର ଛାଡିନି। ବିଜେପି ସରକାର ତୁରନ୍ତ ଆକ୍ସନ ନେବା ଦରକାର।

    • @srushtikanta2969
      @srushtikanta2969 Месяц назад +1

      E jatibad hauchi Hindu masava RSS balana munara upaja auu ebe bjp yahar bartaman pujak.

  • @bapicreation3395
    @bapicreation3395 Месяц назад +17

    ଦୋଷୀ ସାବ୍ୟସ୍ତ ହେଲା ପୂର୍ବରୁ ମାଳ ମାଳ ଅଭିଯୋଗ ସାଧାରଣ ଜନତାଙ୍କର ଏମାନଙ୍କୁ ଜେଲ ପଠା ଯାଉ ଏଭଳି ଭୁଲ କେବେବି କେହି ସାହସ କରିବେନି କରିବାକୁ

  • @trailoknathkhatua6995
    @trailoknathkhatua6995 Месяц назад +28

    ଏହି ଭଳି ହିନ ଚରିତ୍ର ଆଉ ଲାଞ୍ଚୁଆ ପୋଲିସ ଅଫିସରଙ୍କ ସାମ୍ନାରେ ତାଙ୍କ ପରିବାର ସହିତ ଦୁଷ୍କର୍ମ ଏବଂ ବଳାତ୍କାର ହେବା ନିହାତି ଆବଶ୍ୟକ, ନଚେତ କାର୍ଯ୍ୟ ରତ ଅବସ୍ଥାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଆବଶ୍ୟକ

  • @t.n.timepass9800
    @t.n.timepass9800 Месяц назад +10

    ଏହିପରି କାମ କରୁଥିବା ପୋଲିସ ଅଫିସର ମାନେ ଗୋଟିଏ ବାପା ର ଛୁଆ ନୁହନ୍ତି ତାଙ୍କର ହଜାରେ ବାପ ସେଥିପାଇଁ ଅନ୍ୟାୟ କାମ କରନ୍ତି

  • @manmohanjena3500
    @manmohanjena3500 Месяц назад +24

    I request the odisha govt to take strict action against police department Asif public never feel discontent

  • @prashantakumarshaw6417
    @prashantakumarshaw6417 Месяц назад +10

    BJD ର ଆଗ ଧାଡିର କର୍ମି ଥିଲେ ଏ ଶଳା ପୋଲିସ ବାଲା। ପାପର ମାତ୍ରା ବଢିଲା ଏ ଶଳା ଧରା ପଡ଼ିଲା । ଆଉ ସେ ମହିଳା DSP କୁ ଧରାଯାଉ।

  • @PratapMangaraj-l8y
    @PratapMangaraj-l8y Месяц назад +20

    ଚବିଶବର୍ଷ ହେଲମେଟ ଚେକିଙ୍ଗ କରି ସାରା ଓଡ଼ିଶାକୁ ଲୁଟି ଜନସାଧାରଣଙ୍କୁ ଗୁଣ୍ଡାଭଳି ବ୍ୟବହାରକରି ମାଲାମାଲ୍ ହେଇଛନ୍ତି ପୋଲିସବାଲା ଏବେବି ସେଇ ଅଭ୍ୟାସଅଛି ସରକାର ବଦଳିଛି କିନ୍ତୁ ପୋଲିସକୁ ବଦଳାଇକୁ ପଡ଼ିବ

    • @GitanjaliBehera-p1m
      @GitanjaliBehera-p1m Месяц назад +3

      Right kebela netamanakapain police mane aji emiti nijaku badeleibaku padiba

    • @anonymous-zr3zp
      @anonymous-zr3zp Месяц назад +1

      Emanku naxalite area ku transfer Kara jau....Odisha police Khali two wheeler walanku hairan Kariba sikhichhanti.

    • @PratapMangaraj-l8y
      @PratapMangaraj-l8y Месяц назад

      @@anonymous-zr3zp right

  • @satyasankar1
    @satyasankar1 Месяц назад +28

    ଏଠାରେ ବି ସେ ମହିଳା Police ବାବୁ, ମାଡ ମାରୁଥିବା ବେଳେ ବି ବିନା Uniform ରେ ଅଛନ୍ତି। ଏହାର ଅର୍ଥ ଦୁଇଟା ଭୁଲ ।

    • @r.rsethy7756
      @r.rsethy7756 Месяц назад +1

      Police ବିନା uniform re କାମ karipariba

    • @satyasankar1
      @satyasankar1 Месяц назад +3

      @@r.rsethy7756 ସତରେ ? ଆଗ ନିୟମ ଜାଣ, ତାପରେ comment କରିବ।

    • @bnnayak7973
      @bnnayak7973 Месяц назад

      ​@@r.rsethy7756uniform kn ghare rakhi agarbati debaku heichi !!!sabu police chora

    • @soumyaranjanmoharana8793
      @soumyaranjanmoharana8793 Месяц назад

      ​@@r.rsethy7756ohho tamane nuha je nighty pindhi basiba 🍠😃

    • @soumyaranjanmoharana8793
      @soumyaranjanmoharana8793 Месяц назад +1

      Ghare Kia achanti ki badhuchi 😅

  • @MKD886
    @MKD886 Месяц назад +19

    ଦୀନକୃଷ୍ଣ ମିଶ୍ର କୁ ଯୋଉଠି ଦେଖୁଛ ହାଣୀକି ଟିକ୍ ଟିକ୍ କରିଦିଅ।

  • @srsmedia6672
    @srsmedia6672 Месяц назад +15

    ସେ ଆର୍ମି Sir ଙ୍କ କେସ ଆମେ ଯଦି ବି ଛାଡ଼ି ଦିଆ ଯାଏ ତାହେଲେ ,ଯେତେ ଅଭିଯୋଗ ଆସିଲାଣି, ଏମିତି ଅଫିସର୍ ଚାକିରି ରେ ରହିଲେ ଆଗକୁ ବିପତ୍ତି ହିଁ ବିପତ୍ତି।

  • @sulagnanarayanmishra9514
    @sulagnanarayanmishra9514 Месяц назад +10

    Take immediate, Action

  • @nehaparida4358
    @nehaparida4358 Месяц назад +9

    Bjd ପାଠପଢ଼ା ବଦଳାଇ ଯଥାଶିଘ୍ର ନ୍ୟାୟଜନ ସାଧାରଣଙ୍କୁ ଦିଆଯାଉ

  • @SidharthPrasadDas
    @SidharthPrasadDas Месяц назад +4

    ଏ ମହିଳା ପୋଲିସ କୁ ବଂଚେଇବା କୁ ଅନ୍ୟ ମହିଳା ଆସି ଗଣମାଧ୍ୟମ ଜୋର ଚିତ୍କାର କରୁଥିଲେ ଏବେ ଏ ମହିଳା ପୋଲିସ ର ଭିଡ଼ିଓ ଦେଖି ସେ ଜ୍ଞାନ ପେଲୁଥିବା ମହିଳା କଣ କହିବ

  • @hareshkumarpatel7452
    @hareshkumarpatel7452 Месяц назад +6

    ସରକାର କୁଂ ଅନୁରୋଦ ପୋଲିସ ଏବଂ ରିଟାୟାର୍ଡ଼ ପୋଲିସ ବାବୁ କଂ ସମପତି ଯାଚ କରାଯାଉ।

  • @kailashchandramohanty4776
    @kailashchandramohanty4776 Месяц назад +4

    ଏ ସବୁର ମୂଳ କାରଣ ହେଉଛି ଅହଙ୍କାର ଓ ବର୍ଦି l ମଧ୍ୟ ରାତ୍ରରେ ଉଭୟ ପକ୍ଷ ଙ୍କ ବ୍ୟତିତ ଅନ୍ୟ କେହିତ ନଥଲେ ସାକ୍ଷ୍ୟ ଦେବ କିଏ l ସି ସି ଟିଭି ତ ଥାନାର ଗୋଟିଏ କୋଣରେ ଅନାଥ ହୋଇ ପଡ଼ିଛି l ପ୍ରଥମେ ସେ ଗୁଡିକ ଲାଗିଥିଲା କି ନଅ ଲାଗି ଥିଲା ତାର ଅନୁସନ୍ଧାନ କରା ଯାଉ l

  • @Binodkumarpanigrahi2187
    @Binodkumarpanigrahi2187 Месяц назад +6

    ପୋଲିସ କର୍ମଚାରୀ ସତରେ କଣ ପଚାଶ?ଏ ସବୁ ଶୁଣିବା, ଦେଖିବା ପାରେ ପୁଲିସ ପ୍ରଶାସନ ଉପରୁ ଆସ୍ଥା ହଜିଯାଉଛି ଲଜ୍ଜା ଲଜ୍ଜା ଲଜ୍ଜା

  • @RahulaMallick-zu9fn
    @RahulaMallick-zu9fn Месяц назад +9

    ସମସ୍ତେ ଡକାୟତ ଆଉ ଗଜେଡି ଏକ ହୁଅ ପୋଲିସ କୁ ଗଡିବl 😂😂😂😂

  • @pradiptarout4070
    @pradiptarout4070 Месяц назад +4

    ଓଡ଼ିଶା ବାସୀ ଏକ ଜୁଟ ହୁଅ ଏମାନଙ୍କୁ ଗୋଡେଇ ଗୋଡେଇ ସେକିବାର ଅଛି

  • @tapankumarbiswas1796
    @tapankumarbiswas1796 Месяц назад +5

    These 5 accused policemen of Bharatpur P.S. should be removed from their service immediately.

  • @brajaswain637
    @brajaswain637 Месяц назад +4

    କାହା ସାହାସରେ ଏମାନେ ଏମିତି ଅମାନୁଷିକ ଓ ବେଆଇନ କାମ କରୁଥିଲେ

  • @eastodishaculturelifestyle5334
    @eastodishaculturelifestyle5334 Месяц назад +2

    ହେ ପ୍ରଭୁ ଏମାନଙ୍କୁ କେବେ ଦଣ୍ଡ ମିଳିବ ଏ ପୋଲିସ ବାଲା ଙ୍କୁ କେବେ ଦଣ୍ଡ ମିଳିବ

  • @RajaramSingh-x3w
    @RajaramSingh-x3w Месяц назад +4

    ଥରେ ଚାକିରୀ ପାଇଲେ ଦେହରେ ଚର୍ବି ଲାଗିଯାଏଁ,

  • @Subrat_for_nation
    @Subrat_for_nation Месяц назад +3

    ଯେତେ ଅଭିଯୋଗ ଆସୁଛି ସବୁର ତଦନ୍ତ ହେଉ.

  • @PramodKumar-12345
    @PramodKumar-12345 Месяц назад +3

    ଏଇଟା ବିଜେଡି ନେତା ଛାୟାରେ ଥିଲା ଏବେ ନାମ ନେ

  • @jyotiprakashdas7786
    @jyotiprakashdas7786 Месяц назад +2

    ପୋଲିସ ହାରାମି

  • @JayadevSeth-uk4uk
    @JayadevSeth-uk4uk Месяц назад +5

    Ajogya police staff ku strict action hebar katha

  • @MSahoo-su2th
    @MSahoo-su2th Месяц назад +18

    ଓଡ଼ିଶା ପୋଲିସ ମାନଙ୍କର ମୁଖ୍ୟ villain ଥିଲେ,bjd ସରକାର

    • @snigdhamohanty5260
      @snigdhamohanty5260 Месяц назад +1

      Kain abeka sarakara nkar kana hata goda brain nahi. Tikia jai sarakara nka tharu confirm kari ase

    • @BasudebNayak-i6f
      @BasudebNayak-i6f Месяц назад

      Bjd ସମୟରେ କେତେ କେସ ହେଇଛି କିଛି hisabnahi ​@@snigdhamohanty5260

  • @RajeshKutty-t3d
    @RajeshKutty-t3d Месяц назад +1

    Good speech sister 👏

  • @iindia8565
    @iindia8565 Месяц назад +11

    Sabu thana police chora sabu chora

  • @RASHMIRANJAN-t1y
    @RASHMIRANJAN-t1y Месяц назад +2

    ଓଡିଶା ପୁଲିସ jadi ପବ୍ଲିକ୍ ସପୋର୍ଟ ପାଇବାକୁ ଚାହୁଁଛନ୍ତି ତେବେ 1st ଲାଞ୍ଚ ନବା ବନ୍ଦ କର

  • @kabulinayak7212
    @kabulinayak7212 Месяц назад +3

    ଆରେ ମାଗିଆ ଦିନା, ତୋ ପାଖରେ ସବୁ କଳା ଅଛି ।

  • @chandrasekharmaharana9102
    @chandrasekharmaharana9102 Месяц назад

    ସେମାନେ ହେଲେ ପୋଲିସ ସେମାନେ ଆଈନ୍ ହାତ କୁ ନେଇ ପାରିବେ କିନ୍ତୁ ସାଧାରଣ ଲୋକ ଆଈନ ହାତକୁ ନେଇପାରିବ ନାହିଁ ତେଣୁ ସେମାନେ ଯାହା ଇଚ୍ଛା ତାହା କରିବେ ପ୍ରସାସନଭି କିଛି କରିପାରିବ ନାହିଁ ଭାଇ ମନମୁଖୀ ଶାସନ

  • @Sinu373
    @Sinu373 Месяц назад +2

    ସାରା ଓଡିଶା ପୋଲିସ ଏ ଭଳି, ସରକାର ଏହାର ବିରୋଧ ରେ ନୂତନ ଆଇନ ପ୍ରଣୟନ କରି ଅପରାଧୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଜରୁରୀ,

  • @kkmusic38
    @kkmusic38 Месяц назад +2

    ଦୀନକୃଷ୍ଣ ମିଶ୍ର ବ୍ରାହ୍ମଣ ଜାତି ଓ ଓଡିଶା ପୋଲିସ ପାଇଁ କଳଙ୍କ

    • @bijaykumarsastri8433
      @bijaykumarsastri8433 Месяц назад

      Dina krushna ku langala Kari ta jantra re petrol lagalli capital bulajau thik janiba public Power.

    • @PrabhuSagar-v9m
      @PrabhuSagar-v9m Месяц назад

      Banda brahmana

  • @krushnamohanprusty2728
    @krushnamohanprusty2728 Месяц назад +2

    କରିତ୍କର୍ମା ଥାନା ଅଧିକାରୀ ଓ କର୍ମଚାରୀମାନଙ୍କ ପରିବାରର ସଦସ୍ୟ ଅର୍ଥାତ୍ ବଢିଲା ପୁଅ ଝିଅ ମାନେ, ବନ୍ଧୁ ବାନ୍ଧବ ମାନେ ସମସ୍ତେ ଏହିଭଳି ପିତା ମାତା ତୁଲ୍ୟ ଅଧିକାରୀ ଙ୍କ ଅଶୋଭନୀୟ ଆଚରଣ ପାଇଁ ମୁହଁରେ ହାତ ଦେଇ ଉପଭୋଗ କରୁଥିବେ ନୁହେଁ କି ?😂

  • @khirodpradhan6642
    @khirodpradhan6642 Месяц назад +5

    This arrogant lady showing her power.she should be dismissed

  • @pramodkumarmohapatra8622
    @pramodkumarmohapatra8622 Месяц назад +1

    କର୍ମ ହିଁ ଭଗବାନ 🙏

  • @kailashswainkailashswain6878
    @kailashswainkailashswain6878 Месяц назад +2

    ଦିନା ପାଉଆରରେ ମ୍ୟାଡାମ ସବୁ କରୁଥିଲେ

  • @Tapan16928
    @Tapan16928 Месяц назад +10

    Kahuchanti police ku respect kara, Ye sabu pai

    • @GitanjaliBehera-p1m
      @GitanjaliBehera-p1m Месяц назад

      But sabu police nahi keteka bhalabi achhanti besi kharap jahapakhare money power achhi sehi win heuchhi garibaku kia pachare

  • @Simanchal-ek5de
    @Simanchal-ek5de Месяц назад +2

    ଆମ ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ର ପୂର୍ବତନ iic ବିବେକାନନ୍ଦ ସ୍ୱାଇଁ ମନିକ୍ୟପୁର ର ପ୍ରକାଶ ସେଠୀ ନିଖୋଜ ମାମଲାରେ 2012 ରେ ପ୍ରକାଶ ସେଠୀ ଙ୍କ ସ୍ତ୍ରୀ fir ଦେଇଥିଲେ କିନ୍ତୁ ଶ୍ରୀ ସ୍ୱାଇଁ ପ୍ରକାଶ ସେଠୀ କୁ ନେଇଥିବା ଲୋକ ମାନଙ୍କ ସହ ମିଶି fir ରୁଜୁ କଲେନି।କି ତାଙ୍କୁ ନ୍ୟାୟ ଦେଲେନି ।

    • @Simanchal-ek5de
      @Simanchal-ek5de Месяц назад

      ପ୍ରକାଶ ସେଠୀ ଙ୍କ ନିଖୋଜ ମାମଲାରେ ସ୍ୱାଇଁ ଆଇଆଇସି କୁ ବିରୋଧ କରିଥିବା ଲୋକ କୁ ମିଥ୍ୟା କେସ ରେ ଫସାଇ ଅର୍ରେଷ୍ଟ କରିଦେଇଥିଲେ ।

    • @Simanchal-ek5de
      @Simanchal-ek5de Месяц назад

      ଯାହା ଫଳରେ ଆଜି ପର୍ଯ୍ୟନ୍ତ ପ୍ରକାଶ ସେଠୀ ମୃତ କି ଜୀବିତ ତାଙ୍କ ପରିବାର ଜାଣିବାକୁ ପାଇ ପାରୁନାହାନ୍ତି

    • @Simanchal-ek5de
      @Simanchal-ek5de Месяц назад

      ସ୍ୱାଇଁ ଭଳି ଆଇଆଇସି ଥିଲେ ନିରୀହ ଲୋକ କେବେ ନ୍ୟାୟ ପାଇ ପାରିବେ ନାହିଁ

    • @Simanchal-ek5de
      @Simanchal-ek5de Месяц назад

      ବର୍ତମାନ ସ୍ୱାଇଁ ଆଇଆଇସି berhampur ର ଘୋଷଣି ନୂଆଗାଁ ଥାନାରେ ଅଛନ୍ତି ବୋଧେ

    • @Simanchal-ek5de
      @Simanchal-ek5de Месяц назад

      ସ୍ୱାଇଁ ଆଇଆଇସି କାହିଁକି ପ୍ରକାଶ ସେଠୀ ଙ୍କ ମାମଲା ରେ ତାଙ୍କ ପରିବାର କୁ ନ୍ୟାୟ ଦେଇ ନାହାନ୍ତି କୋଉ ସାହସୀ ସାମ୍ବାଦିକ ଭାଇ ଅଛନ୍ତି କି

  • @SushantaMinz-c9p
    @SushantaMinz-c9p Месяц назад +1

    ପୋଲିସ ମାନଙ୍କର ଆରେଷ୍ଟ ହେଉ ନାହିଁ କାହିଁକି

  • @NiranjanMohanty-w5g
    @NiranjanMohanty-w5g Месяц назад +5

    ସେ ଶଳା ବାଳକୃଷ୍ଣ (ଦିନକୃଷ୍ଣ ) ର ବ୍ୟାଙ୍କ ବାଲାନ୍ସ ଯାଞ୍ଚ କର ତା ସମ୍ପତି ଯାଞ୍ଚ ଏ ଶଳାର ଯାବତୀୟ ଅଳିଆ ଅଛି ରେ ବାପ

  • @bibekanandaacharya7793
    @bibekanandaacharya7793 Месяц назад +2

    Dinakrishna ଙ୍କୁ totaly suspend karajau, ତାଙ୍କ ର ବହୁତ allegation ଅଛି from cuttack also

    • @sumanrout6762
      @sumanrout6762 Месяц назад

      Suspend sufficient nuhe frnd,becoz suspend is not punishment, it is administrative order for enquiry....emanku pura dismiss karajiba darkar

  • @JagannathSahoo-vb4rj
    @JagannathSahoo-vb4rj Месяц назад +2

    ମୁହଁଟା କଳା ପଡ଼ିଲାଣି ଅତ୍ୟାଚାର କରୁଥିଲା

  • @suma_007
    @suma_007 Месяц назад

    ଏ ମଗିହା ସଳାଙ୍କ ହାଣ ଗଡ଼େ କି

  • @pravatachandrarath2847
    @pravatachandrarath2847 Месяц назад +1

    ଖାଇଗଲେ ସବୁ, ଆଇନ କାନୁନ୍

  • @prasantakumarpadhi4399
    @prasantakumarpadhi4399 Месяц назад

    Bravo!

  • @sarojjena462
    @sarojjena462 Месяц назад

    Bahut khushi laguchi patrakar maa police ra satyata dekhaichhanti . Bahut bhala.

  • @NSkantKumar
    @NSkantKumar Месяц назад

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉

  • @RamchandraHansdahofficial123
    @RamchandraHansdahofficial123 Месяц назад +1

    ଯଦି ଲୋକଙ୍କୁ ସେବା କରିପାରିଵନି ତ ଚାକିରି ଛାଡ଼ିଡିଅ ସଫା କଥା ଆହୁରି ବହୁତ ପିଲା ଅନେଇକି ବସିଛନ୍ତି ଚାକିରି କରିବା ପାଇଁ

    • @KAS13y
      @KAS13y Месяц назад

      Right bhai

  • @shreeganeshmovers8166
    @shreeganeshmovers8166 Месяц назад

    Same Same

  • @padmalochanapanigrahi2948
    @padmalochanapanigrahi2948 Месяц назад +12

    Ebabunka sampati talika zanch karazau sabu police nka sampati talika zanch kara zau

  • @housekeepingwajba8781
    @housekeepingwajba8781 Месяц назад +2

    Most of police station harassing common people always

  • @PratapDas-n2x
    @PratapDas-n2x Месяц назад +1

    ପୋଲିସ ନୁହେ ଧରତି କାବୋଝ

  • @GovardhanNayak-fx4qs
    @GovardhanNayak-fx4qs Месяц назад +1

    ଆର୍ମି ଅଫିସର ଙ୍କ ପାଇଁ ଓଡିଶା ପୋଲିସ ର ମୁଖା ଖୋଲିଗଲା

  • @ahiramdas9264
    @ahiramdas9264 Месяц назад +1

    CM sir enough is enough

  • @sashibhubannaik7030
    @sashibhubannaik7030 Месяц назад +1

    Dinakrushna gotia charota.

  • @sangrambehera1226
    @sangrambehera1226 Месяц назад

    People want justice

  • @taxconsultant5996
    @taxconsultant5996 Месяц назад

    ବହୁତ ଦୁଃଖ ମୋ ରାଜ୍ୟ କୁଆଡେ ଯାଉଛି ଲଜ୍ୟା ଲାଗୁଛି.... ଜୟ ଜଗନ୍ନାଥ

  • @SangitaSahani-si1mv
    @SangitaSahani-si1mv Месяц назад

    👍

  • @tarunkumarsamal5846
    @tarunkumarsamal5846 Месяц назад +1

    DOSI SABYASTA HELE EMANANKU PUBLIC ENCOUNTER KARAJAU

  • @suvransujena5310
    @suvransujena5310 Месяц назад

    Amanku ଚାକିରୀ ରୁ ବାହାର କରାଯାଉ

  • @madhabanandaswain4695
    @madhabanandaswain4695 Месяц назад

    ଥାନାରେ ଲୋକ ମାନଙ୍କ କଥା ପୋଲିସ ସୁଣୁନି,,ତେବେ ସେଲୋକ କାହା ପାଖକୁ ଯିବା sp ,dsp dg ଏମାନଙ୍କ ପାଖକୁ ଯିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ନୁହେଁ!! ତେଣୁ ସରକଙ୍କୁ ଅନୁରୋଧ ପ୍ରତ୍ୟେକ ଜିଲ୍ଲାରେ ଏକ judicially ସେଲ ଗଠନ କର ଜଉ ଏବଂ ଲୋକଙ୍କୁ ମାଗଣା ସେବା ଯୋଗାଇ ଦିଆ ଗଲେ ପୋଲିସ ମାମଲାରେ ଆଦର୍ଶ ରାଜ୍ୟ ହୁଅନ୍ତା!

  • @Sudhansubhoi
    @Sudhansubhoi Месяц назад

    These policemen should be dismissed from service

  • @kruparamsahu7311
    @kruparamsahu7311 Месяц назад

    ଏହି ପରି ପୋଲିସ ଅଫିସର ଙ୍କୁ ଚାକିରୀରୁ ବହିଷ୍କାର କରା ଯିବା ଆବଶ୍ୟକ। ଆଉ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

  • @Odiasmruti
    @Odiasmruti Месяц назад

    ଏ ମହିଳା ଜଣଙ୍କ କିଏ। ଏଭିଡିଓ ରେ ଏମିତି ହେଉଛନ୍ତି।ସେ କଣ ଲୋକଙ୍କ ସହ ବ୍ୟବହାର କରୁଥିବେ। ପୋଲିସ୍ ମୁହିଁ ଫୁଟାଣି ମାରୁଛି।

  • @khelkhelo5771
    @khelkhelo5771 Месяц назад

    Bharatpur Police dadagiri 😮

  • @parthasarathimishra5052
    @parthasarathimishra5052 Месяц назад +1

    MY VIEW IS THAT IF POLICE IS SAYING WE THE SEVAK OF PUBLIC. U SEE WHY THIS TYPE OF COMMENT S ARE COMMING AGAINST POLICE. SO IT HAS PROVED THE ACTIVITES OF POLICE. POLICE SHOUD REVIEW ND. ANALIES THEIR ACTIVITES THE TIME HAS COME. NOW.

  • @bulumohapatra8106
    @bulumohapatra8106 Месяц назад

    Vigilance enquiry also required against i.i.c

  • @dillipkumarswain5728
    @dillipkumarswain5728 Месяц назад

    Ok

  • @prasantakumarpadhi4399
    @prasantakumarpadhi4399 Месяц назад

    କେତେଟା ଘର କିଣିଛି ଦୀନକୃଷ୍ଣ?

  • @manasnaik4379
    @manasnaik4379 Месяц назад +3

    Odisha police sangho kouada gola dakhuchonti na nai

  • @srikantakumarhota6134
    @srikantakumarhota6134 Месяц назад

    ଏମାନେ ସବୁ ଦୁର୍ନୀତି ଗ୍ରସ୍ତ ଅଫିସର।
    ଏମାନଙ୍କୁ ଚାକିରି ରୁ ବହିସ୍କାର କରାଯାଉ ।

  • @advocaterktarai5363
    @advocaterktarai5363 Месяц назад

    Police Behaviour in Odisha is so harsh, most people in odisha must faced such nuisance by these types of Police

  • @ajayakumarbehera1805
    @ajayakumarbehera1805 Месяц назад

    ବଡ଼ ଦୁଃଖ ଏବଂ ପରିତାପର ବିଷୟ ଯେ ପୋଲିସ ଭାଇ ଭଉଣୀ ମାନେ public friendly ନୁହଁନ୍ତି. ସେମାନଙ୍କର ବ୍ୟବହାର ଅତି ଖରାପ ।ଚୋର ଟାଉଟର ବା ଖୁନି ଆସାମୀ ମାନଙ୍କୁ ଯେଉଁ ବ୍ୟବହାର ଜଣେ ସାଧାରଣ ମଣିଷ ନ୍ୟାୟ ପାଇଁ ଗଲେ ତାକୁ ବି ସେମିତି ବ୍ୟବହାର । ଆଉ ଯଦି କେହି ପ୍ରତିପତି ଶାଳୀ ବା ପ୍ରତିଷ୍ଠିତ ଧନୀ ବ୍ୟକ୍ତି ଗଲା ତାକୁ ଦୂରୁ ଜୁହାର କରନ୍ତି ଏବଂ ଭାଷାକୋଷ ଠିକ ରହେ । ଅବଶ୍ୟ ସମସ୍ତେ ଏମିତି ନୁହଁନ୍ତି । କିନ୍ତୁ ଅଧିକାଂଶ ପୋଲିସଙ୍କର attitude towards general public are not fair. ଭୁକ୍ତଭୋଗୀ ବୋଲି ଲେଖିଲି ।

  • @satishyoutuber8392
    @satishyoutuber8392 Месяц назад +1

    Ebe se ledies officer nka ghara loka kuade gale tanku bahut badhuthila naa eee sabu videos ra answer rakhantu ....bahut kumbhira kaandanaa kanduthile sabu kuade gale...

  • @DeepakMohanty-u9q
    @DeepakMohanty-u9q Месяц назад

    ସମସ୍ତ କୁ ମାଲକାନଗିରି ପଠାଯାଉ

  • @rajkumardasraj900
    @rajkumardasraj900 Месяц назад

    ଭରତ ପୁର ଥାନା ସେ ସମସ୍ତ ଷ୍ଟାଫ୍ କୁ ପୁରେଇ 🔐 କରିଦିଅ ଆଉ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦିଅ

  • @surendrajayjagannatharaut1416
    @surendrajayjagannatharaut1416 Месяц назад

    Odisha police is very careness

  • @ganeshchandrasahoo7202
    @ganeshchandrasahoo7202 Месяц назад

    Icc sir Puruna hero

  • @sanjuktabehera7052
    @sanjuktabehera7052 Месяц назад

    ପୋଲିସ ଵାଲା ମନେରଖ Misfortunes never comes alone.

  • @amitabhmohanty2458
    @amitabhmohanty2458 Месяц назад

    ବିଜେଡି ସମୟରୁ ପୋଲିସ ବାଲା ଙ୍କ ବ୍ୟବହାର ପୁରା ଅଲଗା

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ Месяц назад

    ଏ ଝିଅ ର ଅରୁଣ ସାହୁ ଲୋକ.. ବିଜେଡି ଲେଡି ୟେ

  • @BISWAJITSWAIN-w6g
    @BISWAJITSWAIN-w6g Месяц назад +1

    Jaga odisha ra sadharan janata jaga

  • @sanjayanaik-n9s
    @sanjayanaik-n9s Месяц назад

    ଏମିତି ଦୋଷୀ ଙ୍କ ପାଇଁ କିଏ ବାହାରିବା ଉଚିତ ନୁହେଁ

  • @dillipsahoo7921
    @dillipsahoo7921 Месяц назад

    ସବୁ ପୋଲିସ କର୍ମଚାରୀ ଙ୍କୁ ଗିରଫ କରାଯାଉ ଓ ଚାକିରୀ ରୁ ବହିଷ୍କାର କରାଯାଉ