24 ରେ କାହାକୁ ମିଳିବ ସୁଭଦ୍ରା ଟଙ୍କା 🎙️ Field Verification Option new update ❌ Subhadra Yojana 3rd Phase

Поделиться
HTML-код
  • Опубликовано: 19 ноя 2024

Комментарии • 8

  • @Bijaysirofficial298
    @Bijaysirofficial298  18 часов назад +2

    ଯେଉଁ ହିତାଧିକାରୀ ମାନଙ୍କର ସୁଭଦ୍ରା ଯୋଜନା ଟଙ୍କା ଏ ପର୍ଯ୍ୟନ୍ତ ବି ମିଳିନି, ସେମାନେ ନିଜ ନିଜର Bank Account ରେ DBT link Activate ଅଛି କି ନାହିଁ ଦେଖନ୍ତୁ, ଆପଣ ଘରେ ବସି ମଧ୍ୟ ନିଜେ ନିଜର ମୋବାଇଲ୍ ଫୋନ୍ ମାଧ୍ୟମରେ check କରି ପାରିବେ ଆପଣଙ୍କର କେଉଁ Bank Account ରେ DBT link Activate ଅଛି, ସେଥିପାଇଁ ମୁଁ ଏକ ସ୍ବତନ୍ତ୍ର video ବନେଇଚି link 👇
    ruclips.net/video/yoUM9oQ3CH8/видео.htmlsi=NhJcz-n36Jdpf7lG
    ନିଜର status pending ରହିଛି କିମ୍ବା success ହେଇଚି କିମ୍ବା rejected ହେଇଚି ଜାଣିବା ପାଇଁ ଏହି video ଟି ପୁରା ଦେଖନ୍ତୁ ଏବଂ list check ✅ 👇
    ruclips.net/video/NfR3ZsNIE_E/видео.htmlsi=NuO5bMFj1VRIA4yX
    ଯେଉଁ ହିତାଧିକାରୀ ମାନଙ୍କର NPCI Activate ନାହିଁ ସେମାନଙ୍କ ର ଏକ NPCI Rejected List ରେ ନାମ ଆସିଚି link 👇
    ruclips.net/video/gnmSDaIg_X4/видео.htmlsi=v0ISryDHpze3Fvia

  • @LuffyTaro-t4r
    @LuffyTaro-t4r 13 часов назад +1

    11 September apply karchi Bina OTP aau Bina fingerprint re status check kali but more eKYC pending dekhochi security sthiti under process re achi miliba taka riply sar please ration card re na nahi more dbt active achi miliba taka riply sar please

    • @Bijaysirofficial298
      @Bijaysirofficial298  12 часов назад +1

      @@LuffyTaro-t4r Hmm ଯଦି ଆପଣଙ୍କର DBT link Activate ଅଛି ତାହେଲେ ଆପଣଙ୍କୁ ନିଶ୍ଚୟ ଟଙ୍କା ମିଳିବ

  • @SomanathMajhi-yn6kr
    @SomanathMajhi-yn6kr 16 часов назад

    Comment re ଦେଖନ୍ତୁ ସାର୍

  • @krushnachandranayak5529
    @krushnachandranayak5529 7 часов назад +1

    Sir moro npci re rejected heithila mu bank seeding korideichi

    • @Bijaysirofficial298
      @Bijaysirofficial298  3 часа назад +1

      @@krushnachandranayak5529 ଯଦି ଆପଣ Bank Account ରେ DBT link Activate କରି ଦେଇଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚୟ ଟଙ୍କା ମିଳିବ

  • @SomanathMajhi-yn6kr
    @SomanathMajhi-yn6kr 16 часов назад +1

    ସାର୍ ସୁଭଦ୍ରା ଯୋଜନା applay କଲା ବେଳକୁ ଫୋନ ନମ୍ୱର୍ ଭୁଲ ହୋଇଯାଇଛି ଷ୍ଟାଟସ୍ ଚେକ୍ କରିହେଉନି ଅନ୍ୟ ଜଣଙ୍କ ମୋବାଇଲରେ otp ଯାଉଛି ସେ ଲୋକ otp ଦେଉନି ତାହାହେଲେ କଣ କରିବାକୁ ପଡ଼ିବ ସାର୍ comment' ମାଧ୍ୟମରେ ଜଣାନ୍ତୁ

    • @Bijaysirofficial298
      @Bijaysirofficial298  15 часов назад +1

      @@SomanathMajhi-yn6kr ତାହେଲେ ଆପଣ ସୁଭଦ୍ରା ଯୋଜନା ର held line number " 14678" ରେ call କରି ନିଜର ସମସ୍ୟା ସଂପର୍କ ରେ କୁହନ୍ତୁ , ସେମାନେ ଏହି ସମସ୍ୟାର ସମାଧାନ କରି ପାରିବେ